ବୁଲିଲା ବୁଲ୍‌ଡୋଜର, ମାଟିରେ ମିଶିଲା ଟିମନଙ୍କ କଳା ସାମ୍ରାଜ୍ୟ

ବଲାଙ୍ଗୀର ଅଫିସ,୧୧ା୩: ବଲାଙ୍ଗୀର ସହର ଲର୍କିପାଲି ଓ ପଥରଚେପାଠାରେ ଶନିବାର ପୋଲିସ ଏବଂ ପ୍ରଶାସନିକ ଟିମ୍‌ ଦୁର୍ଦ୍ଦାନ୍ତ ଅପରାଧୀ ଟିମନ କୁମ୍ଭାରଙ୍କ ଘର ଓ ଆଡ୍ଡାରେ ଉଚ୍ଛେଦ କାର୍ଯ୍ୟ ଜାରି ରଖିଛନ୍ତି। ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହି ବାରମ୍ବାର ଜେଲ୍‌ ଯାଇ ଜାମିନରେ ବାହାରି ପୁଣି ଅପରାଧରେ ଲିପ୍ତ ରହିଥିବା ଟିମନଙ୍କୁ ପାନେ ଦେବାକୁ ଯାଇ ବଲାଙ୍ଗୀର ପୋଲିସ ଲର୍କିପାଲିନ୍‌ଠାରେ ସରକାରୀ ଜମିରେ କରିଥିବା ବିରାଟ ଅଟ୍ଟାଳିକା, କୋଠାଘରକୁ ବୁଲ୍‌ଡୋଜର ଲଗାଇ ଭାଙ୍ଗି ଦିଆଯାଇଛି। ପଥରଚେପାଠାରେ ସରକାରୀ ଜମିରେ ବେଆଇନ ଅଫିସ ଘରକୁ ବି ଭଙ୍ଗାଯାଇଛି। ସରକାରୀ ଜମିରୁ ଅପରାଧିକ କାର୍ଯ୍ୟକଳାପ ଉପରେ ପ୍ରଶାସନ ଓ ପୋଲିସ ପକ୍ଷରୁ କିଛି ଦିନ ହେଲା ଉଚ୍ଛେଦ ଅଭିଯାନ ଜୋରଦାର କରାଯାଇଛି। ବଲାଙ୍ଗୀର ଉପଜିଲାପାଳ କୁମାର ନାଗଭୂଷଣ ଓ ଏସ୍‌ଡିପିଓ ତୋଫାନ ବାଘଙ୍କ ନେତୃତ୍ୱରେ ଉଚ୍ଛେଦ ଅଭିଯାନ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୬ ମାଓବାଦୀଙ୍କ ଆତ୍ମସମର୍ପଣ: ୩ ଜଣଙ୍କ ନାମରେ ଘୋଷଣା କରାଯାଇଥିଲା ୧ ଲକ୍ଷ ଲେଖାଏ ପୁରସ୍କାର

କୋରୁକୋଣ୍ଡା,୧୪।୮(ଡି.ଏନ୍‌.ଏ.): ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ୧୬ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଛତିଶଗଡ଼ର ଦାନ୍ତଓ୍ବୋଡା ଜିଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସତନ୍ତ୍ର କାର୍ଯ୍ୟକ୍ରମରେ ଏସ୍‌ପି...

ମାନ୍ୟତା ପାଇଁ ମୂଲ୍ୟାଙ୍କନ

ଢେଙ୍କାନାଳ ଅଫିସ, ୮।୨ – ବଦଳିବ କପିଳାସ ଜୁ’ର ମାଷ୍ଟର ପ୍ଲାନ। ଏଥିପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯିବ ଲେ-ଆଉଟ୍‌। ଥିମ୍‌ ଅନୁଯାୟୀ ରହିବେ ଜଙ୍ଗଲୀ...

ଅଣଓଡ଼ିଆ ଠିକାସଂସ୍ଥା କବ୍‌ଜାରେ ନିଯୁକ୍ତି

ଯାଜପୁର ଅଫିସ,୭।୯: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଓଡ଼ିଆ ଓ ଅଣଓଡ଼ିଆ ଠିକାସଂସ୍ଥା ଦ୍ୱାରା ସ୍ଥାନୀୟ ନିଯୁକ୍ତିକୁ ନେଇ ଏକ ରୋଚକ ତଥ୍ୟ ହସ୍ତଗତ ହୋଇଛି।...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବ୍ୟାପକ ଦୁର୍ନୀତି ବିଡିଓଙ୍କୁ ଭେଟିଲେ ଏମ୍‌ପି

ବେଗୁନିଆ, ୩।୧୧ (ଡି.ଏନ.ଏ.): ବାସ ଖଣ୍ଡିଏ ପାଇଁ ଏବେବି ବହୁ ଗରିବ ଲୋକ ସରକାରୀ ଯୋଜନାର ଠିକଣା ଖୋଜୁଛନ୍ତି। ବିଶେଷକରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ତାଲିକାରେ...

ଗୋଚର ଜମିରୁ ମୋରମ ଚାଲାଣକୁ ବିରୋଧ

ବଡ଼ସାହି,୧୯ା୧୧(ସ୍ବ.ପ୍ର)- ବଡ଼ସାହି ତହସିଲ ଅଧୀନ ଭୀମଦା ପଞ୍ଚାୟତ ଟିକାୟତପୁର ଗ୍ରାମରେ ଥିବା ଗୋଚର ଜମିରୁ ବେଆଇନ ମୋରମ ଚାଲାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଏନେଇ ସେମାନେ...

ଅସହାୟ ଅବସ୍ଥାରେ ମା’,ପୁଅ: ବିଛଣାରେ ବିତିଲାଣି ୨୦ ଦିନ

ବନ୍ତଳା,୫।୧(ଡି.ଏନ.ଏ.) – ପୁଅ ମାନସିକ ରୋଗୀ। ୫୦ ବର୍ଷ ହେଲା ପୁଅର ସେବା କରୁଥିବା ମା’ ବି ଏବେ ଶଯ୍ୟାଶାୟୀ। ଶରୀରର ଗୋଟିଏ ପାର୍ଶ୍ୱ ଅଚଳ...

୬ ମାସ ରହିବ ଦ୍ୱିତୀୟ ଲହର

ଭୁବନେଶ୍ୱର, ୧୦।୫(ବ୍ୟୁରୋ): ରାଜ୍ୟରେ ଗତ ଦୁଇଦିନ ହେବ ଦୈନିକ କୋଭିଡ୍‌ ସଂକ୍ରମଣ ହ୍ରାସ ପାଇଛି। ଗତ ୭ତାରିଖରେ ୧୨, ୨୩୮ ଜଣ ଚିହ୍ନଟ ହୋଇଥିବାବେଳେ ୮ତାରିଖରେ...

ଟାଟା: ଖଣି ହାତେଇବାକୁ ବ୍ୟାକୁଳ

କଟକ ଅଫିସ,୮ା୮(ଲାଲା ସୁନୀଲ କୁମାର ରଥ/କୁମାରଶ୍ରୀ ସାହୁ):ଟାଟା ସାମ୍ରାଜ୍ୟର ଜନ୍ମ ଓଡ଼ିଶାର ପ୍ରାକୃତିକ ସମ୍ପଦରୁ ହୋଇଛି। ଆମ ମଧ୍ୟରେ କ୍ୱଚିତ୍‌ ଥିବେ ଯେଉଁମାନେ ଟାଟା ଶିଳ୍ପ...

Advertisement
Archives

Model This Week