ଚୋରା ବାଲି, ମୋରମ ବୋଝେଇ ଟ୍ରାକ୍ଟର ଜବତ

ମୋରଡ଼ା/ଗୋପବନ୍ଧୁ ନଗର,୧୩ା୩(ଡି.ଏନ.ଏ.): ମୋରଡ଼ା ତହସିଲ ଅଧୀନ ହଳଦୀପାଳର ଶୀର୍ଷାପାଳଠାରେ ଚୋରା ବାଲି ଚାଲାଣ କରୁଥିବା ଟ୍ରାକ୍ଟରକୁ ମୋରଡ଼ା ଓ ଚିତ୍ରଡା ଫାଣ୍ଡି ପୋଲିସ ଜବତ କରିଛି। ଏହି ଘଟଣାରେ ଟ୍ରାକ୍ଟର ଡ୍ରାଇଭର ଗଣେଶ ଚପିଆରଙ୍କୁ ଗିରଫ ପରେ ପୋଲିସ କୋର୍ଟଚାଲାଣ କରିଛି। ଏନେଇ ଥାନାରେ ଏକ ମାମଲା(ନଂ.୮୩/୨୩) ରୁଜୁ ହୋଇଛି। ସେହିପରି ରାସଗୋବିନ୍ଦପୁର ଥାନା ଅଧୀନ ମାଣିଦାଠାରେ ବେଆଇନ ମୋରମ ଚାଲାଣ ବେଳେ ମଧ୍ୟ ଏକ ଟ୍ରାକ୍ଟର ଜବତ ସହ ଡ୍ରାଇଭର ସପନ ମାନାଙ୍କୁ ପୋଲିସ ଗିରଫ କରିଛି। ଏ ସଂକ୍ରାନ୍ତରେ ଏକ ମାମଲା(ନଂ.୬୬/୨୩) ରୁଜୁ ହୋଇଛି।
ସେହିପରି ବେଆଇନ ଭାବେ ମୋରମ ଓ ପଥର ଆଣୁଥିବା ଦୁଇଟି ଟ୍ରାକ୍ଟରକୁ ଖୁଣ୍ଟା ଥାନା ପୋଲିସ ଜବତ କରିବା ସହ ଡ୍ରାଇଭର କୁସୁମଘାଟି ଗ୍ରାମର ସର୍ବେଶ୍ବର ବେହେରାଙ୍କୁ କୋର୍ଟ ଚାଲାଣ କରିଛି। ସେହିପରି ଅନ୍ୟ ଏକ ନମ୍ବର ବିହୀନ ଟ୍ରାକ୍ଟର ଯୋଗେ ଖଣ୍ଡାବୁଡା ଅଞ୍ଚଳରୁ ବେଆଇନ ପଥର ବୋଝେଇ କରି ଆସୁଥିବା ବେଳେ ପୋଲିସ ଚଢାଉ କରି ଡ୍ରାଇଭର ଜୁରାଡିହି ଗ୍ରାମର ରଘୁନାଥ ସିଂଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏ ଦୁନିଆ ଭଲଲାଗୁନି ଲେଖି ଝୁଲିପଡ଼ିଲେ ପାରା ମେଡିକାଲ ଛାତ୍ରୀ

ପାଟଣା,୫।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଗୋରାସ ପଞ୍ଚାୟତ କୁଚେଇ ବେଡା ଗାଁ ନିକଟ ହୁଡ଼ିରୁ ଶନିବାର ଜଣେ ୧୯ ବର୍ଷୀୟା ଯୁବତୀଙ୍କ ଝୁଲନ୍ତା ମୃତଦେହ...

ସରକାରୀ ଯୋଜନାରୁ ବଁଚିତ କୁଟିଆକଁଧ୍‌

ଭବାନୀପାଟଣା, ୧୩ା୫ (ଡି.ଏନ୍‌.ଏ) :  ଓଡ଼ିଶାର ଗୁଟେ ବିରଲ ଜନଜାତି ଭିତରେ କୁଟିଆକଁଧ୍‌ ଅଲଗ୍‌ ଆଏ। ସମତଲ ଆର ପାହାଡ଼ର ତଲି ଅଂଚଲରେ ଇମାନେ ରହାବସା କରସନ୍‌।...

ଛତ୍ରପୁର କଲେଜରେ ଛାତ୍ରୀଛାତ୍ରଙ୍କ ଧାରଣା

ଛତ୍ରପୁର,୧୩ା୯(ଡି.ଏନ.ଏ.)- ଛତ୍ରପୁର ସରକାରୀ ବିଜ୍ଞାନ କଲେଜର ଛାତ୍ରୀଛାତ୍ର ଓ ପୂର୍ବତନ ଛାତ୍ର ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଗୁରୁବାର ଧାରଣା ଦିଆଯାଇଥିଲା। ଖଲ୍ଲିକୋଟ କ୍ଲଷ୍ଟର...

ବାଛରିକୁ ପିଟିପିଟି ମାରିଦେଲେ, ଯୁବକ ଗିରଫ

ବଇଣ୍ଡା,୯।୫(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ତଲେଇପଥର ଗ୍ରାମର ନଥିଲା ଭୋଇଙ୍କ ଏକ ବାଛୁରିକୁ ଶୁକ୍ରବାର ରାତିରେ କଟକ ଜିଲା ମାହାଙ୍ଗା ଥାନା ନିଆଳି ଗ୍ରାମର ଅମରେଶ୍ୱର...

ଜବ୍‌କାର୍ଡଧାରୀଙ୍କ କାମ ମେଶିନ କରୁଛି

କୁଜଙ୍ଗ,୧୫ା୬ (ଡି.ଏନ୍‌.ଏ.): ଗ୍ରାମାଞ୍ଚଳରେ କାମ ଧନ୍ଦା ଯୋଗାଇଦେବା ଲକ୍ଷ୍ୟରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ (ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିନ୍ତ କର୍ମନିଯୁକ୍ତି ଯୋଜନା) ପ୍ରଣୟନ କରାଯାଇଥିଲା। ମାତ୍ର କୁଜଙ୍ଗ ବ୍ଲକରେ ଏହି...

ନାଳରେ ଭାସିଗଲେ ନାବାଳକ, ସାହସିକତା ଦେଖାଇଲେ ଅଗ୍ନିଶମ ବିଭାଗ କର୍ମଚାରୀ; ମିଳିଲା ନୂଆ ଜୀବନ

ବଣାଇ,୧୫ା୬(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇ ଉପଖଣ୍ଡର କେ.ବଳଙ୍ଗା ଥାନା ଅନ୍ତର୍ଗତ କମାରପୋଷ ଗ୍ରାମର ଜଣେ ନାବାଳକ ନାଳରେ ଗାଧୋଉଥିବା ବେଳେ ହଠାତ୍‌ ପାଣି ଚାଲିଆସିବାରୁ ସେ...

ପୁରୀ ଇନ୍ଦିରା ଭବନରେ ରକ୍ତାକ୍ତ ସଂଘର୍ଷ

ପୁରୀ ଅଫିସ, ୧୮।୨: ପଦାରେ ପଡ଼ିଲା ପୁରୀ ଜିଲା କଂଗ୍ରେସର ଗୋଷ୍ଠୀ କନ୍ଦଳ। ଜିଲା ଦଳୀୟ କାର୍ଯ୍ୟାଳୟ ଇନ୍ଦିରା ଭବନ ପାଲଟିଲା ରଣକ୍ଷେତ୍ର। ପ୍ରଦେଶ କଂଗ୍ରେସ...

ମାହାଙ୍ଗା, ସାଲେପୁର ବିଦ୍ୟୁତ୍‌ ସେବା ସମ୍ପର୍କରେ ମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର, ୧୩।୧୨(ବ୍ୟୁରୋ):ମାହାଙ୍ଗା ଏବଂ ସାଲେପୁର ନିର୍ବାଚନମଣ୍ଡଳୀରେ ନିରବଚ୍ଛିନ୍ନ ବିଦ୍ୟୁତ୍‌ ସେବା ଯୋଗାଣ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି।...

Advertisement
Archives

Model This Week