ଛାତ ଉପରେ ଉଡୁଥିବା ଏରୋପ୍ଲେନ୍କୁ ଧରିନେଲେ ପିଲା, ଭିଡିଓ ଶେୟାର କରି ଆନନ୍ଦ ମହିନ୍ଦ୍ରା କହିଲେ…
ପିଲାଦିନରେ ନିଶ୍ଚିତ ଭାବରେ ଘରର ଛାତ ଉପରେ ତଥା ଆକାଶରେ ଉଡ଼ୁଥିବା ଏରୋପ୍ଲେନ୍କୁ ଦେଖିଥିବେ। ଏଥିରେ ବୁଲିବାକୁ ମଧ୍ୟ ଯାଇଥିବେ। ଏହା ମଧ୍ୟ ଜାଣିଥିବେ ଯେ, ବିମାନ ଅବତରଣ କରିବା ପାଇଁ କେବଳ ରନ୍ଓ୍ବେ ଆବଶ୍ୟକ। ନଚେତ ପଡ଼ିଆ କିମ୍ବା ଛାତ…
ସତ ଲୁଚାଉଛନ୍ତି ମୋଦି ସରକାର: ଓଓ୍ବାଇସି
ନୂଆଦିଲ୍ଲୀ,୧୫।୧୨: ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟରରେ ଭାରତ ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷକୁ ନେଇ ଅଲ ଇଣ୍ଡିଆ ମଜଲିସ-ଇ-ଇଥାହାଦୁଲ ମୁସଲିମିନ (ଏଆଇଏମଆଇଏମ) ମୁଖ୍ୟ ଅସଦୁଦ୍ଦିନ ଓୱାଇସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି। ତୱାଙ୍ଗ ପ୍ରସଙ୍ଗରେ କେନ୍ଦ୍ର ମୋଦି…
ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୫।୧୨: ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଆଜି ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସମେତ ବହୁ ରାଜନେତା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି, ମୁଁ…
ବିବାହ ପରେ ‘ଗୋପୀ ବୋହୂ’ଙ୍କ ମୁଦି ଖୋଜା ରୀତିନୀତି, ଏଥିରେ କିଏ ଜିତିଲେ ଜାଣନ୍ତୁ…
ଛୋଟପରଦାର ‘ଗୋପୀ ବୋହୂ’ ରିଲ୍ରୁ ରିଏଲରେ ମଧ୍ୟ ବୋହୂ ହୋଇ ଯାଇଛନ୍ତି। ଅର୍ଥାତ୍ ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଯ୍ୟ ୧୪ ଡିସେମ୍ବରରେ ତାଙ୍କ ଜିମ୍ ପ୍ରଶିକ୍ଷକ ଶାହାନଓ୍ବାଜ ଶେଖଙ୍କୁ ବିବାହ କରିଥିଲେ। ଏହି ଅଭିନେତ୍ରୀ ମୁମ୍ବାଇଠାରୁ ଦୂରରେ ଥିବା ଲୋନାଭାଲାରେ ତାଙ୍କ ପରିବାର…
ଭାରତ ପ୍ରତି ଚାଇନାର ଆକ୍ରୋଶ ମନୋଭାବକୁ ସମାଲୋଚନା କଲା ଆମେରିକା
ଓ୍ବାଶିଂଟନ୍,୧୫।୧୨: ଭାରତୀୟ ବଂଶୋଦ୍ଭବ ଆମେରିକୀୟ ସାଂସଦ କଂଗ୍ରେସ ରାଜ କୃଷ୍ଣମୂର୍ତ୍ତି ଭାରତ ପ୍ରତି ଚାଇନାର ଆକ୍ରୋଶ ମନୋଭାବକୁ ତୀବ୍ର ସମାଲୋଚନା କରିଛନ୍ତି। ଏହାର ମୁକାବିଲା ପାଇଁ ଆମେରିକା ଭାରତ ସହ ସହଯୋଗ ଜାରି ରଖିବା ଉଚିତ ବୋଲି ସେ କହିଛନ୍ତି। ରାଜା…
ଫିଫା ବିଶ୍ୱକପ୍ ସେମିଫାଇନାଲ୍ରେ ପରାଜୟ ପରେ ମରକ୍କୋ ପ୍ରଶଂସକଙ୍କ ହଙ୍ଗାମା
କତାର,୧୫।୧୨: ଫିଫା ବିଶ୍ୱକପ ୨୦୨୨ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ମରକ୍କୋ ଦଳ ଫ୍ରାନ୍ସ ଠାରୁ ୨-୦ରେ ପରାଜିତ ହୋଇଛି। ଦଳର ପ୍ରଥମ ପରାଜୟକୁ ମରକ୍କୋ ପ୍ରଶଂସକମାନେ ହଜମ କରିପାରି ନ ଥିଲେ। ଫ୍ରାନ୍ସର ରାଜଧାନୀ ପ୍ୟାରିସ ଏବଂ ବେଲଜିୟମର ରାଜଧାନୀ ବ୍ରୁସେଲ୍ସରେ…
ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମାଈ ହାତୀର ମୃତ୍ୟୁ; ଜଗି ରହିଛନ୍ତି ସାଥୀ
ଦେବଗଡ଼,୧୫।୧୨(ଡି.ଏନ୍.ଏ.): ଦେବଗଡ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ଖିଲବେରେଣି ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଏକ ମାଈ ହାତୀର ମୃତ୍ୟୁ ଘଟିଛି। ୧୭ ଘରିଆ ହାତୀପଲରୁ ଉକ୍ତ ହାତୀଟିର ମୃତ୍ୟୁ ଘଟିବା ପରେ ଅନ୍ୟ ହାତୀମାନେ ନିକଟରେ…
ଘରେ ରୋଷେଇ କରିବା ବେଳେ ଗୁଳି କରି ଦୁର୍ବୃତ୍ତ ଫେରାର, ମହିଳା ଗୁରୁତର
ଦେବଗଡ଼,୧୫।୧୨(ଡି.ଏନ୍.ଏ.): ଦେବଗଡ଼ ଜିଲା ବାରକୋଟ ଥାନା କଦୋଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ବୁଧବାର ରାତିରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ମହିଳାଜଣଙ୍କ ହେଲେ ରାଜେଶ ମହନ୍ତଙ୍କ ସ୍ତ୍ରୀ ରୁକ୍ମୁଣୀ ମହନ୍ତ (୩୦) । ରୁକ୍ମୁଣୀଙ୍କ…
ଏମିତି ଗାଁ, ଯେଉଁଠୁ ଆସୁଛି ଅଜବ ଶବ୍ଦ
ଆପଣ ନିଶ୍ଚିତ ଭାବରେ ଏପରି ଅନେକ ସ୍ଥାନ ବିଷୟରେ ଶୁଣିଥିବେ, ଯାହା ସହିତ କିଛି କାହାଣୀ ଜଡ଼ିତ ଥାଏ ତାହାଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ଇଂଲଣ୍ଡରେ ମଧ୍ୟ ସେମିତି ଏକ ଗାଁ ରହିଛି। ଯେଉଁଠାରେ ଅନନ୍ୟ ରହସ୍ୟ ଲୁଚି ରହିଛି। ଏଠାକାର ଲୋକମାନେ…
ମଙ୍ଗଳରେ ଧୂଳିଝଡ଼ ଶବ୍ଦ
ପ୍ୟାରିସ: ମଙ୍ଗଳ ଗ୍ରହରେ ପ୍ରଥମ ଥର ପାଇଁ ଏକ ଧୂଳିଝଡ଼ର ଶବ୍ଦ ରେକର୍ଡ କରାଯାଇଛି। ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ପଠାଯାଇଥିବା ପର୍ସେଭେରେନ୍ସ ରୋଭର୍ର ଉପର ଭାଗ ଦେଇ ଧୂଳିଝଡ଼ ଅତିକ୍ରମ କରୁଥିବାବେଳେ ତହିଁରୁ ସୃଷ୍ଟ ଶବ୍ଦକୁ ମାଇକ୍ରୋ…
ଶିକ୍ଷା ଅନ୍ତହୀନ
ଓ୍ବାଶିଂଟନ୍: ନାମ ଜୟସେ ଡିଫଉ, ବୟସ ୯୦ ବର୍ଷ। ୯ ସନ୍ତାନ ସନ୍ତତିଙ୍କ ଜନନୀ, ୧୯ ଜଣଙ୍କ ଆଈ ଓ ୨୪ ଜଣଙ୍କ ଅଣଆଈ। ଆମେରିକାର ଏହି ବୃଦ୍ଧା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ତାଙ୍କ ପାଠପଢ଼ାକୁ ନେଇ।…
ଓଡ଼ିଶା ଭଲିବଲ ଦଳ ଘୋଷିତ
ଭୁବନେଶ୍ୱର, ୧୫।୧୨ (କ୍ରୀଡ଼ା ପ୍ରତିନିଧି): ମଧ୍ୟପ୍ରଦେଶର ପାନ୍ନାଠାରେ ୨୫ତମ ଜାତୀୟ ୟୁଥ୍ ଭଲିବଲ ଚାମ୍ପିୟନଶିପ୍ (ମହିଳା/ପୁରୁଷ) ଚଳିମାସ ୧୬ରୁ ୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ ବୁଧବାର ଓଡ଼ିଶା ଦଳ ଘୋଷିତ ହୋଇଛି। ଦଳ ଚୟନ ପାଇଁ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ…
Archives


