Home Left

ଭିକ୍ଷାବୃତ୍ତି ଛାଡ଼ିଲେ, ବିଧାୟକଙ୍କ ଗାଡ଼ିରେ ସ୍କୁଲ ଆସିଲେ

ଖଇରା,୧୭।୧୨(ଡି.ଏନ.ଏ.): ବାଲେଶ୍ବର ଜିଲା ଖଇରା ବ୍ଲକ ତୁଡିଗଡିଆ ତେନ୍ତୁଳିଆପଡା ଗ୍ରାମର ଏକ ପରିତ୍ୟକ୍ତ ଘରେ ଭିକ୍ଷାବୃତ୍ତି କରୁଥିବା ଚନ୍ଦନ ଶବରଙ୍କ ନାବାଳକ ପିଲାମାନେ ଶୁକ୍ରବାରଠାରୁ ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି  ।ତାଙ୍କର ୩ ପୁଅ ପପୁ ଶବର(୬) ବିଷ୍ଣୁ ଶବର(୫) ଅଭି…

ଟ୍ରେନ୍‌ରୁ ଡେଇଁ ୨ ନାବାଳକଙ୍କ ମୃତ୍ୟୁ

କୋଚି,୧୭।୧୨: କେରଳର କୋରାଟ୍ଟି ରେଳଷ୍ଟେଶନ ନିକଟରେ ୨ ଜଣ ନାବାଳକ ଚଳନ୍ତା ଟ୍ରେନ୍‌ରୁ ଓହ୍ଲାଇଯିବାକୁ ଉଦ୍ୟମ କରୁଥିବାବେଳେ ଖସିପଡ଼ି ପ୍ରାଣ ହରାଇଛନ୍ତି। ମୃତକମାନେ ହେଲେ କୋରାଟ୍ଟିର କୃଷ୍ଣକୁମାର(୧୭) ଏବଂ ସଞ୍ଜୟ (୧୬)। ରାତି ୩ଟାରେ ଟ୍ରେନ୍‌ଟି କୋରାଟ୍ଟି ଷ୍ଟେଶନରେ ନ ଅଟକିବାରୁ…

ସ୍କୁଲ ବସ୍‌ରେ ହୃଦ୍‌ଘାତ: ଛାତ୍ରଙ୍କ ମୃତ୍ୟୁ

ଭିନ୍ଦ୍‌ ,୧୭।୧୨: ମଧ୍ୟପ୍ରଦେଶର ଭିନ୍ଦ୍‌ ଜିଲାରେ ସ୍କୁଲ୍‌ ବସ୍‌ରେ ଯାଉଥିବା ଜଣେ ୧୨ ବର୍ଷର ଛାତ୍ର ହଠାତ୍‌ ମୂର୍ଚ୍ଛା ଯିବା ପରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଛି। ରାଜ୍ୟରେ ହୃଦ୍‌ଘାତ ମୃତ୍ୟୁରେ ସେ ସର୍ବକନିଷ୍ଠ ହୋଇପାରନ୍ତି ବୋଲି ତାଙ୍କୁ ଚିକିତ୍ସା କରିଥିବା…

ଲିଙ୍ଗାୟତ ସନ୍ଥ ଆତ୍ମହତ୍ୟା ପଛରେ ମହିଳା ଭକ୍ତ

ରାମନଗର(କର୍ନାଟକ),୧୭।୧୨: କର୍ନାଟକ ରାମନଗର ଜିଲାର କଞ୍ଚୁଗାଲ ବନ୍ଦେ ମଠ ମହନ୍ତ ବାସବଲିଙ୍ଗା ଶ୍ରୀ ସ୍ବାମୀଜୀ ଆତ୍ମହତ୍ୟା ମାମଲାର ତଦନ୍ତ କରୁଥିବା ପୋଲିସ ସ୍ଥାନୀୟ କୋର୍ଟରେ ଶୁକ୍ରବାର ଚାର୍ଜଶିଟ୍‌ ଦାଖଲ କରିଛି। ଏହି ଆତ୍ମହତ୍ୟା ପଛରେ ମହିଳା ଭକ୍ତ ନୀଳମ୍ବିକେଙ୍କ ଭୂମିକା ରହିଥିବା…

ଅନ୍ଧାରରେ ପଦ୍ମଶ୍ରୀଙ୍କ ପରିବାର

କେନ୍ଦୁଝର,୧୭ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ୍‌ ତଳ ବୈତରଣୀ ଗ୍ରାମରେ ରହୁଥିବା ପଦ୍ମଶ୍ରୀ ଦୈତାରୀ ନାଏକଙ୍କ ପରିବାର ଅନ୍ଧାରରେ। ବିଭାଗୀୟ ଭୁଲ ଯୋଗୁ ଦୀର୍ଘ ଏକ ମାସ ହେଲା ତାଙ୍କ ଘରୁ ବିଦ୍ୟୁତ୍‌ ବିଚ୍ଛିନ୍ନ କରି ଦିଆଯାଇଛି। ଫଳରେ ପରିବାର ବହୁ…

ୱାଇଏସଆରସିପି-ଟିଡିପି କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ

ଅମରାବତୀ,୧୭ ।୧୨: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କ ପାର୍ଟି ୱାଏସଆରସିପି ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ପାର୍ଟି ଟିଡିପି କର୍ମୀଙ୍କ ମଧ୍ୟରେ ଶୁକ୍ରବାର ରାତିରେ ମୁହାଁମୁହିଁ ହୋଇଛି । ପଲନାଡୁ ଜିଲାର ମାଚେରଲାରେ ଏହି ଘଟଣା ଘଟିଛି ।…

ପ୍ରାର୍ଥନା ସଭାରେ ଟଳିପଡ଼ିଲେ ଛାତ୍ର

ଢେଙ୍କାନାଳ ଅଫିସ, ୧୭ା୧୨: ଢେଙ୍କାନାଳ ସହର ଉପକଣ୍ଠ ବୋରାପଦାସ୍ଥିତ ସରକାରୀ ଆଇଟିଆଇ କଲେଜ କ୍ୟାମ୍ପସ୍‌ରେ ଶୁକ୍ରବାର ଅଭାବନୀୟ ଘଟଣା ଘଟିଛି। ପ୍ରାର୍ଥନା ସଭା ଚାଲିଥିବାବେଳେ ଇଲେକ୍ଟ୍ରିକାଲ ବ୍ରାଞ୍ଚ୍‌ର ପ୍ରଥମ ବର୍ଷ ଛାତ୍ର ଅଭିଜିତ୍‌ ଦାସ (୧୭)ଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ଅଭିଜିତ୍‌ଙ୍କ…

ବ୍ଲାକ୍‌ମେଲ୍‌ର ମାଧ୍ୟମ ହୋଇପାରେ ପିଆଇଏଲ୍‌

ନୂଆଦିଲ୍ଲୀ ,୧୭।୧୨(ଆଇଏଏନ୍‌ଏସ୍‌): ଭିତ୍ତିଭୂମି ପ୍ରକଳ୍ପ ପ୍ରସଙ୍ଗରେ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ବ୍ଲାକ୍‌ମେଲ୍‌ର ମାଧ୍ୟମ ହୋଇପାରେ ବୋଲି ସୁପ୍ରିମକୋର୍ଟ ଶୁକ୍ରବାର ଟିପ୍ପଣୀ ଦେଇଛନ୍ତି। ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକୁ ପିଆଇଏଲ୍‌ ଦ୍ୱାରା ସର୍ବାଧିକ ଟାର୍ଗେଟ କରାଯାଉଥିବା ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ୍‌ ପି.ଏସ୍‌.…

ଫିଟ୍‌ନେସ୍‌ ଟେଷ୍ଟ ପାସ୍‌ କଲେ ରୋହିତ

ନୂଆଦିଲ୍ଲୀ,୧୬।୧୨: ଆହତ ସମସ୍ୟାରୁ ସୁସ୍ଥ ହୋଇଛନ୍ତି ଭାରତୀୟ ଟିମ୍‌ର ନିୟମିତ ଅଧିନାୟକ ରୋହିତ ଶର୍ମା। ଏଥିଲାଗି ସେ ୨୨ ଡିସେମ୍ବରରୁ ଆରମ୍ଭ ହେବାକୁ ଥିବା ବାଲାଂଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳିବାର ବାଟ ଫିଟିଛି। ବର୍ତ୍ତମାନ ରୋହିତ ବାଙ୍ଗାଲୋର ସ୍ଥିତ ନ୍ୟାଶନାଲ…

ମେ’ ୭ରେ ଏନ୍‌ଇଇଟି ୟୁଜି, ୨୧ରୁ ସିୟୁଇଟି

ଭୁବନେଶ୍ୱର, ୧୬।୧୨(ବ୍ୟୁରୋ): ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ୱାରା ପରିଚାଳିତ ଏନ୍‌ଇଇଟି(ୟୁଜି) ୨୦୨୩ ମେ’ ୭ରେ ଅନୁଷ୍ଠିତ ହେବ। ଏହି ପରୀକ୍ଷା ପେନ୍‌-ପେପର ମୋଡ୍‌ରେ କରାଯିବ। ସେହିପରି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୟୁଜି ନାମଲେଖା ପାଇଁ କମନ ୟୁନିଭର୍ସିଟି…

ଅପରାଜିତା ଉଠାଇଲେ ରାଜ୍ୟରେ ଖଣି ଦୁର୍ନୀତି ପ୍ରସଙ୍ଗ, କହିଲେ- ନିମ୍ନମାନର ଦର୍ଶାଇ ହୋଇଛି କୋଟି କୋଟି ଟଙ୍କା ହଡ଼ପ

ଭୁବନେଶ୍ବର,୧୬ା୧୨(ବ୍ୟୁରୋ): କୋଭିଡ୍‌ ସମୟରେ ଓଡ଼ିଶାରେ ହୋଇଛି ଖଣି ଦୁର୍ନୀତି । ଉଚ୍ଚମାନର ଖଣିଜକୁ ନିମ୍ନମାନର ଦର୍ଶାଯାଇ କୋଟି କୋଟି ଟଙ୍କା ହଡ଼ପ କରାଯାଇଛି। ଶୁକ୍ରବାର ଲୋକ ସଭାରେ ରାଜ୍ୟରେ ଏହି ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇଛନ୍ତି ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ।…

୩୮ ବର୍ଷର ପୁଅଙ୍କୁ ବିଷ ଦେଇ ନିଜେ ବିଷ ପିଇଲେ ମା’

ଗଞ୍ଜାମ,୧୬।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅନ୍ତର୍ଗତ ବୋରିଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିିଛି l ଏଠାରେ ଜଣେ ମା’ ନିଜ ପୁଅଙ୍କୁ ବିଷ ଦେଇ ନିଜେ ବିଷ ପିଇ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri