Home Left

ମେଦ ବହୁଳତା ସବୁ ରୋଗର କାରଣ ଦର୍ଶାଇ ୧୫୩ କିଲୋଗ୍ରାମ ଓଜନ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କଲେ କୋର୍ଟ…

ଚଣ୍ଡିଗଡ଼,୯।୧୧ : ପଞ୍ଜାବ ହରିୟାଣା ହାଇକୋର୍ଟ ମେଦ ବହୁଳତାକୁ ସବୁ ରୋଗର କାରଣ ଦର୍ଶାଇ ଜଣେ ୧୫୩ କିଲୋଗ୍ରାମ ଓଜନ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି। ସମ୍ପୃକ୍ତ ବ୍ୟକ୍ତି ଜଣକ ବିରୋଧରେ ମନି ଲାଉଣ୍ଡରିଂ ଅଭିଯୋଗ ରହିଛି। ମନି ଲାଉଣ୍ଡରିଂ ଅଧିନିୟମ…

ହୃଦୟ ଜିତିଲେ ନ୍ୟୁଜିଲାଣ୍ଡ ଖେଳାଳି

ସିଡନୀ,୯।୧୧: ନ୍ୟୁଜିଲାଣ୍ଡ ଆଇସିସି ଟି-୨୦ ବିଶ୍ୱକପ ୨୦୨୨ର ସେମିଫାଇନାଲରେ ପାକିସ୍ତାନ ବିପକ୍ଷରେ ଏବେ ସିଡନୀରେ ଖେଳୁଛି। ଏହି ବଡ଼ ମ୍ୟାଚ ପୂର୍ବରୁ କିୱି ଖେଳାଳିମାନେ ଫଟୋଶୁଟ୍‌ ପାଇଁ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଏକାଠି ହୋଇଥିଲେ। ଏହାପରେ ନ୍ୟୁଜିଲାଣ୍ଡର ଖେଳାଳିମାନେ ଏମିତି କିଛି…

ଟାଇଗରଙ୍କ ହାଇଚାର୍ଜ

ବଲିଉଡ ନିର୍ଦ୍ଦେଶକ କରଣ ଜୋହର କିଛି ଦିନ ପୂର୍ବରୁ ଅଭିନେତା ଟାଇଗର ଶ୍ରଫଙ୍କ ସହ ବଡ ଆକ୍ସନ ପ୍ରୋଜେକ୍ଟ ‘ସ୍କ୍ରୁ ଢିଲା’ କରିବେ ବୋଲି ଘୋଷଣା କରିଥିଲେ। କିନ୍ତୁ ଏବେ ଏହି ପ୍ରୋଜେକ୍ଟକୁ ସ୍ଥଗିତ ରଖାଯାଇଛି। ଏହାର ପଛର କାରଣ ଟାଇଗର…

କାଜୁ ବଗିଚାରୁ ମିଳିଲା ମହିଳାଙ୍କ ଝୁଲନ୍ତା ମୃତଦେହ

ପାଟଣା,୯ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଶବରଣୀ ବେଡ଼ା କାଜୁ ବଗିଚାରୁ ବୁଧବାର ଜଣେ ୩୭ ବର୍ଷୀୟା ମହିଳାଙ୍କ ଝୁଲନ୍ତା ମୃତଦେହକୁ ସାହାରପଡ଼ା ଫାଣ୍ଡି ଏଏସ୍‌ଆଇ ଶିବ ପ୍ରସାଦ ଆଇଚ ଜବତ କରିଛନ୍ତି। ମୃତକ ଜଣକ ହେଉଛନ୍ତି ଉକ୍ତ ଗ୍ରାମର କାଶୀନାଥ…

ପାରିବାରିକ କଳହର କରୁଣ ପରିଣତି: ବାପାଙ୍କୁ ମାରି ଶ୍ମଶାନରେ ଫିଙ୍ଗିଦେଲେ ଦୁଇ ପୁଅ-ମା’

ଖଲ୍ଲିକୋଟ,୯ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ତୋଟାଗାଁରେ ପାରିବାରିକ କଳହରୁ ବାପାକୁ ମାରିଦେଇଛନ୍ତି ଦୁଇ ପୁଅ ଆଉ ମା’। ଘଟଣାରୁ ପ୍ରକାଶ, ମଙ୍ଗଳବାର ବିଳମ୍ବିତ ରାତିରେ ତୋଟାଗାଁ ଶ୍ମଶାନରେ ଜଣେ ବ୍ୟକ୍ତିଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ପଡ଼ିଥିବା ଖବର…

ପାକିସ୍ତାନ ପାଇଁ ବିଜୟ ଲକ୍ଷ୍ୟ ୧୫୩ ରନ…

ମେଲବୋର୍ନ,୯।୧୧ : ଟି-୨୦ ବିଶ୍ୱକପର ପ୍ରଥମ ସେମିଫାଇନାଲରେ ପାକିସ୍ତାନ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ସିଡନୀ ଗ୍ରାଉଣ୍ଡରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲମସନଙ୍କ ନେତୃତ୍ୱରେ ବ୍ୟାଟିଂ ପାଇଁ…

କୁଷ୍ଠାଶ୍ରମ ଅନ୍ତେବାସୀଙ୍କ ପୁଇଁତଲା ବ୍ଳକ ଘେରାଉ

ବଲାଙ୍ଗୀର ଅଫିସ,୯।୧୧: କୁଷ୍ଠାଶ୍ରମ ଅନ୍ତେବାସୀମାନେ ବୁଧବାର ପୁଇଁତଲା ବ୍ଳକ ଘେରାଉ କରିଛନ୍ତି। କୁଷ୍ଠ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ କଲୋନୀରେ ବାହାର ଲୋକଙ୍କ ରହିବାକୁ ବିରୋଧ କରି କୁଷ୍ଠାଶ୍ରମ ଅନ୍ତେବାସୀମାନେ ବ୍ଳକ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣାରେ ବସିଛନ୍ତି ।…

ଟସ୍‌ ଜିତିଲା ନ୍ୟୁଜିଲାଣ୍ଡ ବ୍ୟାଟିଂ ନିଷ୍ପତ୍ତି..

ମେଲବୋର୍ନ,୯।୧୧ : ଟି-୨୦ ବିଶ୍ୱକପର ପ୍ରଥମ ସେମିଫାଇନାଲରେ ପାକିସ୍ତାନ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ସିଡନୀ ଗ୍ରାଉଣ୍ଡରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲମସନ ବିଜୟ ପରେ ଟାଇଟଲ…

ବିଧାୟକ ଭାବେ ଶପଥ ନେଲେ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର,୯।୧୧(ବ୍ୟୁରୋ): ଧାମନଗର ବିଧାୟକ ଭାବେ ଶପଥ ନେଲେ ସୂର୍ଯ୍ୟବଂଶୀ ସୂରଜ । ବାଚସ୍ପତି ବିକ୍ରମ କେଶରୀ ଆରୁଖ ବିଧାନସଭାରେ ବୁଧବାର ଶପଥ ପାଠ କରାଇଛନ୍ତି। ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ ପରେ ଗତ ୩ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା।…

ଚନ୍ଦ୍ରଚୂଡ଼ ରିଟର୍ନସ, ପିତାଙ୍କର ୪୪ ବର୍ଷ ପରେ ପ୍ରଧାନ ବିଚାରପତି…

ନୂଆଦିଲ୍ଲୀ,୯।୧୧ : ଜଷ୍ଟିସ ଧନଞ୍ଜୟ ଓ୍ବାଇ. ଚନ୍ଦ୍ରଚୂଡ଼ ଦେଶର ୫୦ ତମ ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଜଷ୍ଟିସ ଚନ୍ଦ୍ରଚୂଡ଼ ତାଙ୍କ ପରିବାରର ଦ୍ୱିତୀୟ…

ବିଶିଷ୍ଟ ଓଡ଼ିଶୀ କଣ୍ଠଶିଳ୍ପୀ ଲତା ଘୋଷଙ୍କ ପରଲୋକ

ଭୁବନେଶ୍ୱର,୯।୧୧(ବ୍ୟୁରୋ): ଆଉ ନାହାନ୍ତି ବିଶିଷ୍ଟ ଓଡ଼ିଶୀ କଣ୍ଠଶିଳ୍ପୀ ଲତା ଘୋଷ। ମଙ୍ଗଳବାର ଭୁବନେଶ୍ୱର ଏମ୍ସରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁ ଖବରରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି। ୧୯୫୫…

ସନ୍ଧ୍ୟାରେ ଭାଜପାର କୋର କମିଟି ବୈଠକ, ଉପନିର୍ବାଚନ ପାଇଁ ଦଳ କାହାକୁ କରିବ ପ୍ରାର୍ଥୀ ହେବ ଆଲୋଚନା

ଲକ୍ଷ୍ନୌ,୯।୧୧: ଡିସେମ୍ବର ୫ରେ ମେନପୁରୀ ଲୋକସଭା ଏବଂ ରାମପୁର ବିଧାନସଭା ଉପନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ଭାଜପା ପକ୍ଷରୁ ବୁଧବାର କୋର କମିଟି ବୈଠକ ବସିବ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଥୁରା ଗସ୍ତରୁ ଫେରିବା ପରେ ବୁଧବାର ସନ୍ଧ୍ୟାରେ ଆଦିତ୍ୟନାଥଙ୍କ ସରକାରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri