Home Left

ଫିଲ୍ମ ପୂର୍ବରୁ ଏହି କଳାକାରମାନେ ଥିଏଟରରେ କରିଥିଲେ ଅଭିନୟ

ମୁମ୍ବାଇ: ପ୍ରତିବର୍ଷ ମାର୍ଚ୍ଚ ୨୭ରେ ସାରା ବିଶ୍ୱରେ ‘ବିଶ୍ୱ ନାଟ୍ୟ ଦିବସ’ ପାଳନ କରାଯାଏ। ଫିଲ୍ମ ଆରମ୍ଭ ଥିଏଟରରୁ ବୋଲି ବିଶ୍ୱାସ କରାଯାଏ। ୧୯୧୩ରେ ଭାରତରେ ପ୍ରଥମ ଫିଲ୍ମ ‘ରାଜା ହରିଶ୍ଚନ୍ଦ୍ର’ଆସିବା ପୂର୍ବରୁ ‘ଥିଏଟର’ ଏକମାତ୍ର ମାଧ୍ୟମ ଥିଲା। ଯାହା କଳାକାର…

ରାହୁଲ ଗାନ୍ଧୀଙ୍କ ଭଳି ଲୋକ ଗଣତନ୍ତ୍ର ପାଇଁ ବିପଦ: କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ,୨୭।୩: କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ସୋମବାର ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗାନ୍ଧୀ ପରିବାର ନିଜକୁ ସମସ୍ତଙ୍କଠାରୁ ଅଲଗା ଏବଂ ସମ୍ବିଧାନଠାରୁ ଊର୍ଦ୍ଧ୍ୱରେ ବିବେଚନା କରନ୍ତି। ରାହୁଲ ଗାନ୍ଧୀଙ୍କ ସଂସଦର ସଦସ୍ୟତା ବାତିଲ କରିବାରେ ଭାଜପା…

କେ.ଏଲ, ରାହୁଲଙ୍କୁ ଝଟ୍‌କା, ଗ୍ରେଡେଶନ ହ୍ରାସ ଯୋଗୁ କମିଲା ପାରିଶ୍ରମିକ, ରବିନ୍ଦ୍ର ଜାଡେଜାଙ୍କୁ ସର୍ବାଧିକ ଲାଭ…

କୋଲକାତା,୨୭।୩ : କେ.ଏଲ ରାହୁଲଙ୍କ ସମସ୍ୟା କମିବାର ନା ଧରୁନି। ବିସିସିଆଇର ବାର୍ଷିକ ଚୁକ୍ତି ଯୋଗୁ ଏହି ଓପନରଙ୍କୁ ଆଉ ଏକ ବଡ଼ ଝଟକା ଲାଗିଛି। ବୋର୍ଡ କେ.ଏଲ. ରାହୁଲଙ୍କୁ ଏ ଗ୍ରେଡରୁ ହଟାଇ ତାଙ୍କୁ ବି ଗ୍ରେଡରେ ରଖିଛି। ଅକ୍ଟୋବର…

ଆଇପିଏଲ ପୂର୍ବରୁ କୋହଲିଙ୍କ ନୂଆ ଅବତାର: ହାତରେ…

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଟାଟୁ ପ୍ରେମ କାହାକୁ ଅଛପା ନାହିଁ। କୋହଲି ପିଲାଦିନରୁ ଟାଟୁକୁ ଭଲ ପାଉଥିଲେ ଏବଂ ବହୁତ କମ ବୟସରୁ ତାଙ୍କ ଶରୀରରେ ଟାଟୁ କରିଆସୁଥିଲେ। ତେବେ ପିତା ହେବା ପରେ ମଧ୍ୟ…

କ୍ଷତିଗ୍ରସ୍ତଙ୍କୁ ସହାୟତା ଦାବି

ଦଶପଲ୍ଲା,୨୭ା୩ (ଡି.ଏନ.ଏ.): ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଖମାରସାହି ପଞ୍ଚାୟତର ସାରେଣୀ ଗଣ୍ଡା ଗାଁରେ ଗତ ୨୧ ତାରିଖରେ ଝଡ ତୋଫାନ ହୋଇ ଗାଁର ପ୍ରକାଶ କୁମାର ଜାନୀଙ୍କ ଘର ଛପର ଉଡାଇ ଦେଇଥିଲା। ସେ ଜଣେ ଗରିବ ଶ୍ରେଣୀର ଲୋକ ହୋଇଥିବାରୁ…

ରାଶନ ଯୋଗାଇଦେବାକୁ ଯୋଗାଣ ନିରୀକ୍ଷକଙ୍କ ନିର୍ଦ୍ଦେଶ

ନୂଆଗାଁ,୨୭ା୩ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ବେରୁହାଁବାରି ଗ୍ରାମର ବାସନ୍ତୀ ନାୟକ ୬ ମାସ ହେଲା ରାଶନ ସାମଗ୍ରୀ ପାଉ ନ ଥିଲେ। ଏ ନେଇ ଶୁକ୍ରବାର ନୂଆଗାଁ ଯୋଗାଣ ନିରୀକ୍ଷକଙ୍କୁ ଭେଟି ବାସନ୍ତୀ ଓ ଭିନ୍ନକ୍ଷମ ଝିଅ ଅଭିଯୋଗ…

ନିଯୁକ୍ତି ଦାବିରେ ଧାରଣାରେ ବସିଲେ ସ୍ଥାନୀୟ ଲୋକେ

ଜେନାପୁର,୨୭ା୩(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ଅଧୀନ ୫୩ ନମ୍ବର ଜାତୀୟ ରାଜପଥର ତାରିଣୀ ଛକ ନିକଟସ୍ଥ ଏଭର ସଣ୍ଡାଇ ନାମକ କମ୍ପାନୀ ରହିଥିବା ବେଳେ ସ୍ଥାନୀୟ ଲୋକମାନଙ୍କୁ ନିଯୁକ୍ତି ନ ମିଳିବାରୁ ଅସନ୍ତୋଷ ପ୍ରକାଶ ପାଇଛି।…

ଭଦ୍ରକରୁ ନୟାଗଡ଼ ଚାଲିବ ମେମୁ ଟ୍ରେନ୍‌

ନୟାଗଡ଼ ଅଫିସ,୨୭।୩: ନୟାଗଡ଼ରୁ ଭଦ୍ରକ ଚାଲିବ ମେମୁ ଟ୍ରେନ୍‌। ଏପରି ସୂଚନା ଆସିଛି ଭଦ୍ରକର ପୂର୍ବତନ ବିଧାୟକ ନରେନ୍ଦ୍ର ପଲେଇଙ୍କ ପାଖକୁ। ରେଳ ବିଭାଗ ପକ୍ଷରୁ ଆସିଥିବା ଏହି ସୂଚନା ଅନୁସାରେ ଏପ୍ରିଲ ପ୍ରଥମ ସପ୍ତାହରୁ ରେଳ ଚଳାଚଳ ହେବ। ଅନ୍ୟପକ୍ଷେ…

ଆଜି ବିଶ୍ୱ ନାଟକ ଦିବସ: ଓଡ଼ିଆ ନାଟକର ବିଶ୍ୱସ୍ତରୀୟ ସ୍ବପ୍ନ

ଯେବେ ଆମେ ନାଟକର କଥା କହୁ, ଆଖି ସାମ୍ନାକୁ ଚାଲିଆସନ୍ତି ବିଭିନ୍ନ ଚରିତ୍ର। ଯେଉଁମାନଙ୍କ ସହ ଯୋଡ଼ି ହୋଇ ରହିଥାଏ ସମାଜର ପ୍ରତିଫଳନ। ସାମାଜିକ କଥା କୁହ କି ରାଜନୈତିକ, ପାରିବାରିକ, ଅର୍ଥନୈତିକ କିମ୍ବା କୌଣସି ବ୍ୟକ୍ତି ବିଶେଷଙ୍କ କଥା, ସବୁକିଛିକୁ…

ବାପା ହେଲେ ତେଜସ୍ବୀ

ପାଟନା,୨୭।୩: ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ପିତା ହୋଇଛନ୍ତି। ସ୍ତ୍ରୀ ରାଜଶ୍ରୀ ଯାଦବ ଏକ ଶିଶୁ କନ୍ୟା ଜନ୍ମ ଦେଇଛନ୍ତି। ତେଜସ୍ବୀ ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି- ଭଗବାନ ଆନନ୍ଦରେ କନ୍ୟାରତ୍ନ ରୂପରେ ଏକ ଉପହାର ପଠାଇଛନ୍ତି। କିଛି…

ହିନ୍ଦୋଳରେ ବିଜେଡିର ଜୋର୍‌ଦାର ପ୍ରଚାର

ଢେଙ୍କାନାଳ ଅଫିସ୍‌,୨୭ା୩: ଢେଙ୍କାନାଳ ଜିଲା ହିନ୍ଦୋଳ ଏନ୍‌ଏସି ନିର୍ବାଚନରେ ବିଜେଡି ପକ୍ଷରୁ ପ୍ରଚାର ଜୋର୍‌ ଧରିଛି। ପର୍ଯ୍ୟବେକ୍ଷକ ତଥା ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲଙ୍କ ନେତୃତ୍ୱରେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ପାଲଲହଡ଼ା ବିଧାୟକ ମୁକେଶ ପାଲ୍‌, ଛେଣ୍ଡିପଦା ବିଧାୟକ…

ପୁରୁଣା ହଟିଲେ, ନୂଆ ଗାନ୍ଧୀ ଆସୀନ

ନୟାଗଡ଼ ଅଫିସ,୨୭।୩: ନୟାଗଡ଼ ସହରର ତ୍ରିନାଥ ଛକରେ ଆମ ପାଇଁ ବଡ଼ ଆମ ନୟାଗଡ଼ ସେଲଫି ପଏଣ୍ଟ ରବିବାର ଲୋକାର୍ପିିତ ହେବା ପରେ ସେଲଫି ନେବାକୁ ଭିଡ଼ ହୋଇଥିଲା। ତେବେ ସେଲଫି ପଏଣ୍ଟକୁ ଲାଗି ରହିଥିବା ଗାନ୍ଧୀଙ୍କର ପୁରୁଣା ମୂର୍ତ୍ତି ହଟିଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?