Home Left

ବିଶ୍ଳେଷଣ ଅନାବଶ୍ୟକ

୧୯୭୮ରେ ମୁଁ ବାହାରେ ରହି ଦେଖିଛି। ୧୯୮୬ରେ ମୁଁ ବିଶ୍ୱକପ୍‌କୁ ସ୍ପର୍ଶ କରିଛି ଏବଂ ଚୁମ୍ବନ ମଧ୍ୟ ଦେଇଛି। ମାତ୍ର ୨୦୨୨ରେ ପ୍ରଥମେ ଷ୍ଟାଣ୍ଡରୁ, ପରେ ଦଳ ସହିତ ଉପଭୋଗ କରିଛି ଏବଂ ଟ୍ରଫିକୁ ପୁଣିଥରେ ସ୍ପର୍ଶ କରିବା ସୁଯୋଗ ପାଇଛି।…

ଭାରତରେ ମହିଳା ନେତୃତ୍ୱାଧୀନ ଷ୍ଟାର୍ଟଅପ ପାଇଁ ୭.୫ କୋଟି ଡଲାର ସହାୟତା ଦେବ ଗୁଗଲ୍‌

ନୂଆଦିଲ୍ଲୀ,୨୦।୧୨: ଭାରତକୁ ଏକ ପ୍ରମୁଖ ରପ୍ତାନି ଅର୍ଥନୀତି ଭାବରେ ବର୍ଣ୍ଣନା କରିଛନ୍ତି ଗୁଗଲର ସିଇଓ ସୁନ୍ଦର ପିଚାଇ। ସେ କହିଛନ୍ତି, ଗୁଗଲ ଏଠାରେ ୧୦୦ରୁ ଅଧିକ ଭାରତୀୟ ଭାଷାଗୁଡିକ ପାଇଁ ଗୋଟିଏ ଇଣ୍ଟରନେଟ୍‌ ସର୍ଚ୍ଚ ମଡେଲ୍‌ ବିକଶିତ କରୁଛି ଏବଂ ମହିଳା…

ଚାଇନାରେ ବଢି ଚାଲିଛି କରୋନା ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟା, ଅନ୍ତେଷ୍ଟିକ୍ରିୟା ପାଇଁ କରିବାକୁ ପଡୁଛି ଅପେକ୍ଷା

ବେଜିଂ,୨୦ ।୧୨: ଚାଇନାରେ ଜିରୋ କୋଭିଡ ପଲିସି କୋହଳ କରିବା ପରେ ଏବେ ସେଠାରେ ଲକ୍ଷ ଲକ୍ଷ ଲୋକ ଏହି ମହାମାରୀ ଦ୍ୱାରା ସଂକ୍ରମିତ ହେବା ସହ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ଆଶଙ୍କା କରାଯାଇଛି । ମିଡିଆ ରିପୋର୍ଟ ଅନୁଯାୟୀ,…

ବିଶ୍ୱକପ୍‌ ଏକାଦଶରେ ମେସି, ଏମ୍‌ବାପେ

କାତାରରେ ଫିଫା ବିଶ୍ୱକପ୍‌ର ପରିସମାପ୍ତି ଘଟିଛି। ଫାଇନାଲରେ ଫ୍ରାନ୍ସକୁ ପେନାଲ୍ଟି ଶୁଟ୍‌ଆଉଟ ୪-୨ (ନିର୍ଦ୍ଧାରିତ ସମୟ ଖେଳ ୨-୨ ଓ ଅତିରିକ୍ତ ସମୟରେ ୧-୧) ଗୋଲରେ ହରାଇ ଆର୍ଜେଣ୍ଟିନା ଚାମ୍ପିୟନ ହୋଇଛି। ଏଥିସହ ପ୍ଲେ-ମେକର ଲିଓନେଲ ମେସିଙ୍କ ବିଶ୍ୱକପ ବିଜୟ ସ୍ବପ୍ନ…

ରିମେକ୍‌ ଫିଲ୍ମରେ ଅଲିଜେହ

ମୁମ୍ବାଇ: ନିର୍ଦ୍ଦେଶକ ବିକାଶ ବହଲ୍‌ ତାଙ୍କ ଆଗାମୀ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ତାଙ୍କ ସିନେମାର ମୁଖ୍ୟ ଚରିତ୍ରରେ ବଲିଉଡ୍‌ର ଦବଙ୍ଗ ସଲମାନ୍‌ ଖଁାଙ୍କ ଭାଣେଜୀ ଅଲିଜେହ ଅଗ୍ନିହୋତ୍ରୀ ନଜରକୁ ଆସିବେ। ୨୦୧୬ରେ ଆସିଥିବା ଫ୍ରେଞ୍ଚ୍‌-ବେଲଜିୟମ୍‌ ଲ୍ମ ‘ଲା ଫାମିଲେ…

ଏକତା ହିଁ ଶକ୍ତି

କୁହାଯାଏ ଏକତା ହିଁ ସବୁୁଠାରୁ ବଡ଼ ଶକ୍ତି। ଏହାଦ୍ୱାରା ବିଭିନ୍ନ ସମସ୍ୟାର ସମାଧାନ ସହଜରେ ହୋଇପାରେ। ପ୍ରାକୃତିକ ବିପର୍ଯ୍ୟୟ ହେଉ ଅବା ଦେଶ ଦେଶ ମଧ୍ୟରେ ବିବାଦ ସମସ୍ତ ସମସ୍ୟାର ସହଜ ସମାଧାନ ପାଇଁ ଏକଜୁଟ ହେବା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ।…

ହେୟାର ଷ୍ଟାଇଲରେ ୱାଲର୍‌ଡ ରେକର୍ଡ

ଦୁବାଇ: ଜଣେ ଫେମସ୍‌ ହେୟାର ଷ୍ଟାଇଲିସ୍‌ ଦାନୀ ହିସ୍‌ୱାନିଙ୍କ ସବୁଠାରୁ ଉଚ୍ଚତା ବିଶିଷ୍ଟ ହେୟାର ଷ୍ଟାଇଲ୍‌ ପାଇଁ ତାଙ୍କ ନାମ ଗିନିଜ୍‌ ୱାଲର୍‌ଡ ରେକର୍ଡରେ ସ୍ଥାନ ପାଇଛି। ଜଣେ ମହିଳାଙ୍କ ମୁଣ୍ଡରେ ସେ ୯ ଫୁଟର ହେୟାର ଷ୍ଟାଇଲ କରିଥିଲେ। ରେକର୍ଡ…

ପୁଅକୁ ଫେରାଇ ଆଣିଲା ‘ଗୁଗଲ ଆର୍ଥ’

କାନ୍‌ବେରା: ସୋସିଆଲ ମିଡିଆ ହେଉ ଅବା ଇଣ୍ଟରନେଟ୍‌ ଅନେକଙ୍କୁ ଗୋଟିଏ ଡୋରିରେ ବାନ୍ଧି ରଖିଛି ଏହି ଅତ୍ୟାଧୁନୀକ ନେଟ୍‌ଓ୍ବାର୍କିଂ ସେବା। ବହୁଳ ବ୍ୟବହୃତ ଏହି ସୁବିଧା କିଛି କ୍ଷେତ୍ରରେ ନକାରାତ୍ମକ ପରିଣତି ଦେଉଥିବାବେଳେ ଅନେକଙ୍କ ଜୀବନରେ ଖୁସି ଭରିଛି। ୨୫ ବର୍ଷ…

ମୋ ବିରୋଧରେ ଚାଲିଛି ଷଡଯନ୍ତ୍ର: ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଂଟନ୍‌,୨୦।୧୨: ଗତ ବର୍ଷ ଆମେରିକାର କ୍ୟାପିଟାଲ ହିଲ ହିଂସା ପାଇଁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟୀ କରାଯାଇଛି। ଏହି ଘଟଣାର ଅନୁସନ୍ଧାନ କରୁଥିବା କମିଟି ଟ୍ରମ୍ପଙ୍କୁ କୋର୍ଟ ଚାଲାଣ କରିବାକୁ ପରାମର୍ଶ ଦେଇଛନ୍ତି। ଏହି ସମଗ୍ର ବିଷୟକୁ ଫେକ୍‌ ବା…

‘ଭବିଷ୍ୟତ ପିଢ଼ିକୁ ଶିକ୍ଷା ଅନୁକୂଳ ବାତାବରଣ’

ଭୁବନେଶ୍ୱର,୨୦।୧୨: ଆର୍ସେଲରମିତ୍ତଲ-ନିପ୍ପନଷ୍ଟିଲ୍‌ ଇଣ୍ଡିଆ (ଏଏମ୍‌-ଏନ୍‌ଏସ୍‌ ଇଣ୍ଡିଆ)ର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କାର୍ଯ୍ୟକ୍ରମ ଜରିଆରେ କେନ୍ଦୁଝର ଜିଲା ସେଡିଙ୍ଗ, କର ଏବଂ କରାକେନ୍ଦ୍ର ବସ୍ତିର ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରୀଛାତ୍ରଙ୍କ ସ୍କୁଲ ଯିବା ଆସିବାର ସୁବିଧା ନିମନ୍ତେ ସ୍କୁଲ…

ବିକାଶଶୀଳ ଦେଶଗୁଡିକୁ ପ୍ରତିବର୍ଷ ମିଳିବ ୩୦ ବିଲିୟନ ଡଲର, ୩୦ ପ୍ରତିଶତ ଭୂମି

ମୋଟ୍ରିୟଲ,୨୦ ।୧୨: ମିଳିତ ଜାତିସଂଘ କପ ୧୫ ସମ୍ମିଳନୀରେ ଐତିହାସିକ ଚୁକ୍ତିନାମ ଅନୁଯାୟୀ ଗରିବ ତଥା ବିକାଶଶୀଳ ଦେଶଗୁଡିକ ଜୈବ ବିବିଧତା ରକ୍ଷା କରିବାକୁ ପ୍ରତିବର୍ଷ ୩୦ ବିଲିୟନ ଡଲାର ଆର୍ଥିକ ସହାୟତା ପାଇବେ । ଏଥି ସହି ୨୦୩୦ ବର୍ଷ…

‘ପିଜିଆଇ’ର ଆକର୍ଷଣୀୟ ଜୁଏଲେରି କଲେକ୍ସନ

ନୂଆଦିଲ୍ଲୀ,୨୦।୧୨: ଅନ୍ତଃରାଷ୍ଟ୍ରୀୟ ଜୁଏଲେରି ବ୍ରାଣ୍ଡ୍‌ ପ୍ଲାଟିନମ୍‌ ଗୁଲଡି ଇଣ୍ଟରନ୍ୟାଶନାଲ (ପିଜିଆଇ)ର ନୂତନ କଲେକ୍ସନ ପ୍ଲାଟିନମ୍‌ ଇଭାରା ଜୁଏଲେରିର ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ବିଶେଷକରି ଫେଷ୍ଟିଭ୍‌ ଓ ପାର୍ଟି ସିଜନ୍‌ ପାଇଁ ‘ପ୍ଲାଟିନମ୍‌ ଇଭାରା ’ର ନୂଆ ପ୍ଲାଟିନମ୍‌ ଜୁଏଲେରି ପିସ୍‌ଗୁଡିକର ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri