Home Left

ଯଦି ରାହୁଲ ଚାହାଁନ୍ତି,ମୋ ବଙ୍ଗଳା ଖାଲି କରିଦେବି: ଖାର୍ଗେ

ନୂଆଦିଲ୍ଲୀ,୨୮।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ହେବା ପରେ ତାଙ୍କୁ ଏକ ମାସ ମଧ୍ୟରେ ସରକାରୀ ବଙ୍ଗଳା ଖାଲି କରିବାକୁ ଲୋକ ସଭାର ଗୃହ କମିଟି ସୋମବାର ନୋଟିସ ଜାରି କରିଛି। ଏହାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ…

ନିରାଶ ଚାଷୀଙ୍କ ପାଇଁ ସମବାୟ ସମିତି

ଢେଙ୍କାନାଳ ଅଫିସ,୨୮ା୩: ଜାତୀୟକରଣ ବ୍ୟାଙ୍କରୁ ହତାଶ ହୋଇଥିବା ଚାଷୀଙ୍କୁ ସମବାୟ ସମିତି ସାହାଯ୍ୟର ହାତ ବଢାଇଥାଏ। ଚାଷୀମାନଙ୍କ ହିତରେ ସର୍ବଦା କୃଷି ସମବାୟ ସମିତିଗୁଡିକ କାର୍ଯ୍ୟକରି ଆସୁଛି ବୋଲି ଢେଙ୍କାନାଳ ସମବାୟ ସମିତି ଉପନିବନ୍ଧକ ସରୋଜିନୀ ଜେନା କହିଛନ୍ତି। ଢେଙ୍କାନାଳ ସଦର…

ଅନୁଗୋଳ ବିଜେଡିରେ ଉତ୍ସାହ

ଅନୁଗୋଳ ଅଫିସ, ୨୮ା୩: ରାଜ୍ୟ ବିଜେଡିର ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଅନୁଗୋଳ ଜିଲା ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହାକୁ ନେଇ ଅନୁଗୋଳ ଜିଲା ବିଜେଡି ଶିବିରରେ ଅଧିକ ଉତ୍ସାହ ଦେଖାଦେଇଛି। ବିଧାୟକଙ୍କ…

ନୃତ୍ୟ, ବାଦ୍ୟରେ ସାମିଲ ହେଲେ ନାଟ୍ୟକର୍ମୀ

ଢେଙ୍କାନାଳ ଅଫିସ,୨୮ା୩: ଢେଙ୍କାନାଳ ସହରରେ ସୋମବାର ବିଶ୍ୱ ନାଟ୍ୟ ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ନାଟ୍ୟ ଅନୁଷ୍ଠାନ ଅଲଟରନେଟିଭ ରିଦିମ ଥିଏଟର ପକ୍ଷରୁ ଆୟୋଜିତ ଏହି ଦିବସରେ ସକାଳ ସାଢେ ୬ଟାରେ ସହରସ୍ଥିତ ବାଜିଚୌକ ଠାରୁ ଏକ ନାଟ୍ୟ ପଦଯାତ୍ରା ଆରମ୍ଭ…

ଜୋର୍‌ ଧରିଲା ଆରୋପ-ପ୍ରତ୍ୟାରୋପ ରାଜନୀତି

ଢେଙ୍କାନାଳ ଅଫିସ,୨୮ା୩: ଢେଙ୍କାନାଳ ଜିଲା ହିନ୍ଦୋଳ ଏନ୍‌ଏସି ନିର୍ବାଚନ ଆସନ୍ତା ଏପ୍ରିଲ ୩ରେ ଅନୁଷ୍ଠିତ ହେବ। ତେବେ ଭୋଟଗ୍ରହଣ ସମୟ ଯେତିକି ପାଖେଇ ଆସୁଛି ରାଜନୈତିକ ବାତାବରଣରେ ଉଷ୍ମତା ସେତିକି ଭରିବାରେ ଲାଗିଛି। ନିର୍ବାଚନ ମୈଦାନରେ ପ୍ରାର୍ଥୀ ଦେଇଥିବା ୩ ପ୍ରମୁଖ…

ସ୍ବାମୀଙ୍କୁ ୪ବର୍ଷ ଜେଲ, ୪ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୨୮ା୩: ଗଞ୍ଜାମ ଜିଲା ଦୌରା ଜଜ ସୋମବାର ଏକ ଯୌତୁକ ଜନିତ ହତ୍ୟା ମାମଲାର ରାୟ ପ୍ରକାଶ କରି ଅଭିଯୁକ୍ତ ସ୍ବାମୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେ ହେଉଛନ୍ତି ଗୋଳନ୍ଥରା ଥାନା ଅନ୍ତର୍ଗତ ରଘୁନାଥପୁର ଗ୍ରାମର ଅଦୀପ ଚନ୍ଦ୍ର ନାୟକ।…

ବିଭିନ୍ନ ସମସ୍ୟା ନେଇ ବିଡିଓଙ୍କୁ ଦାବିପତ୍ର

ଜି.ଉଦୟଗିରି,୨୮ା୩: ଜି.ଉଦୟଗିରି ପଞ୍ଚାୟତ ସମିତି ରଟିଙ୍ଗିଆ ଅଞ୍ଚଳବାସୀ ବିଭିନ୍ନ ଦାବି ନେଇ ସୋମବାର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ତୁରନ୍ତ ସମସ୍ୟା ସମାଧାନ ନିମନ୍ତେ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଜି.ଉଦୟଗିରି ପଞ୍ଚାୟତ ସମିତି ଅନ୍ତର୍ଗତ…

ସରୁନି ପିଏଫ୍‌ ଆଞ୍ଚଳିକ କାର୍ଯ୍ୟାଳୟ କାମ

କେନ୍ଦୁଝର,୨୮ା୩ (ସ୍ବ.ପ୍ର.): ଦୀର୍ଘ ବର୍ଷ ହେଲା କେନ୍ଦୁଝର କର୍ମଚାରୀ ଭବିଷ୍ୟନିଧି ସଂଗଠନ କ୍ଷେତ୍ରୀୟ କାର୍ଯ୍ୟାଳୟ ଭଡ଼ା ଘରେ ଚାଲି ଆସୁଛି। ଏହାର ନିଜସ୍ବ ନୂତନ ବିଲ୍ଡିଂ ଘୁଟୁରୁଠାରେ ନିର୍ମାଣ ହୋଇଥିଲେ ହେଁ ଅଫିସ ସ୍ଥାନାନ୍ତରଣ ହେଉ ନ ଥିବାରୁ କୋଟିରୁ ଊର୍ଦ୍ଧ୍ୱ…

୪୩ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ

କେନ୍ଦୁଝର,୨୮ା୩(ସ୍ବ.ପ୍ର.): କେନ୍ଦୁଝରସ୍ଥିତ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଗତ ୩ ଦିନ ଧରି ଚଢ଼ାଉ କରି ଜିଲାର ବିଭିନ୍ନ ସ୍ଥାନରେ ୪୩ ଜଣ ଲୋକଙ୍କ ଡ୍ରାଇଭିଂ ଲାଇସେନ୍ସକୁ ବାତିଲ କରାଯାଇଛି। ଯେଉଁମାନେ ମଦ୍ୟପାନ କରି ଗାଡ଼ି ଚଳାଉଛନ୍ତି ସେମାନଙ୍କ ଲାଇସେନ୍ସ ବାତିଲ…

ଖୋଲିଲା ହାଡ଼ବନ୍ଧ ପୋଖରୀ

କେନ୍ଦୁଝର,୨୮ା୩(ସ୍ବ.ପ୍ର.): ସାତ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ସୌନ୍ଦର୍ଯ୍ୟକରଣ କରାଯାଇଥିବା ହାଡ଼ବନ୍ଧ ପୋଖରୀ ସର୍ବସାଧାରଣଙ୍କ ପାଇଁ ସୋମବାର ଖୋଲିଛି। ଖୋଲିବା ପରେ ଲୋକେ ପ୍ରାତଃ ଭ୍ରମଣ କରିବା ସହ ପାର୍କର ମଜା ନେଇଥିଲେ। ବହୁ ଦିନ ପରେ ଖୋଲିଥିବାରୁ ସ୍ଥାନୀୟ ଲୋକମାନେ…

‘ପଠାନ’ର ସଫଳତା ପରେ ନୂଆ କାର୍‌ କିଣିଲେ ଶାହରୁଖ, ମୂଲ୍ୟ ଜାଣିଲେ…

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ଫିଲ୍ମ ‘ପଠାନ’ ବକ୍ସ ଅଫିସରେ ଧମାକାଦାର ଆୟ କରି ସମସ୍ତ ରେକର୍ଡ ଭାଙ୍ଗିଛି। ଯାହାକୁ ନେଇ ସବୁଆଡେ ଚର୍ଚ୍ଚାରେ ଥିବା ବେଳେ ଏବେ ତାଙ୍କ ନୂଆ କାର୍‌କୁ ନେଇ ଚର୍ଚ୍ଚା ଭିତରକୁ ଆସିଛନ୍ତି। ନିକଟରେ…

ଅନ୍ୟ ଗାଁରେ ଜନ୍ମ ବୋଲି ଶବ ଉଠାଇଲେନି

ପାଟଣା,୨୮ା୩(ସ୍ବ.ପ୍ର.): ଅନ୍ୟ ଗାଁରେ ଜନ୍ମ ବୋଲି ମୃତ୍ୟୁ ପରେ ସାହିଭାଇ ମୃତଦେହକୁ କାନ୍ଧ ଦେବାକୁ ମନାକଲେ। ଶବସତ୍କାର ନ ହୋଇ ଘର ଆଗରେ ଦୀର୍ଘ ସମୟ ପଡ଼ିରହିଲା। ଖବର ପାଇ ଭରସା ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟମାନେ ପହଞ୍ଚତ୍ ଶେଷକୃତ୍ୟ କରିଥିବା ଜଣାପଡ଼ିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?