Home Left

ଯୁବତୀଙ୍କୁ ବଳତ୍କାର କରି କରୁଥିଲେ ବ୍ଲାକ୍‌ମେଲିଂ, ବନ୍ଧା ହେଲେ ରାଜମିସ୍ତ୍ରୀ

ପୁରୁଷୋତ୍ତମପୁର,୧୦।୧୧(ଡି.ଏନ.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭାଟକୁମରଡା ଗାଁରେ ରାଜମିସ୍ତ୍ରୀ ଭାବେ କାମ କରୁଥିବା ଅନାଥ ସ୍ବାଇଁ (୩୫)ଙ୍କୁ ବଳତ୍କାର ଅଭିଯୋଗରେ ପୋଲିସ ଗୁରବାର ଗିରଫ କରି କୋର୍ଟ ଚାଲାଣ କରିଛି। ଆଇଆଇସି ପ୍ରିୟସରଞ୍ଜନ ଛୋଟରାୟ କହିବା ଅନୁଯାୟୀ,ସେହି ଅଞ୍ଚଳର…

ଟେରର ଫଣ୍ଡିଂ ମାମଲାରେ ଲରେନ୍ସ ବିଶ୍ନୋଇଙ୍କ ନିକଟତର ୨ ବନ୍ଧୁ ଗିରଫ

ନୂଆଦିଲ୍ଲୀ,୧୦।୧୧: ଟେରର ଫଣ୍ଡିଂ ମାମଲାରେ ଏନ୍‌ଆଇଏ ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କକରାଯାଇଛି। ଲରେନ୍ସ ବିଶ୍ନୋଇ ଓ ଗୋଲଡି ବ୍ରାରଙ୍କ ଅତି ନିକଟତର ବନ୍ଧୁ ଅନିଲ ଛିିପି ଏବଂ ଗ୍ୟାଙ୍ଗଷ୍ଟର ରାଜୁ ବସୌଦିଙ୍କୁ ଏନ୍‌ଆଇଏ ଗିରଫ କରିଛି। ବୁଧବାର ଗିରଫ ହେବା…

ପତ୍ନୀଙ୍କୁ ବିଧାନସଭା ଟିକେଟ ମିଳିବା ପରେ ମୋଦିଙ୍କୁ ଧନ୍ୟବାଦ ଦେଲେ ରବିନ୍ଦ୍ର ଜାଡେଜା

ନୂଆଦିଲ୍ଲୀ,୧୦ ।୧୧: ଗୁଜରାଟ ବିଧାନସଭା ନିର୍ବାଚନ ଲାଗି ୧୦ ନଭେମ୍ବର ଅର୍ଥାତ୍ ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା) ୧୮୨ ଆସନ ପାଇଁ ୧୬୦ ପ୍ରାର୍ଥିଙ୍କ ନାମ ଘୋଷଣା କରିଛି । ଭାଜପା ପ୍ରଥମେ ୧ ଡିସେମ୍ବରରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ…

ଆମେରିକା ଫେରି ଝିଅ ସହ ଫଟୋ ଶେୟାର କଲେ ପିସି

ନିକଟରେ ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମୁମ୍ବାଇ ଆସିଥିଲେ। କିନ୍ତୁ ସାଥିରେ ଆସି ନ ଥିଲେ ନିକ୍‌ ଜୋନାସ ଏବଂ ଝିଅ ମାଳତୀ ମେରି। ମୁମ୍ବାଇରେ କାମ ସାରି ଲସ ଆଞ୍ଜେଲସରେ ପହଞ୍ଚିବା ପରେ ସେ ତାଙ୍କ ଝିଅ ସହିତ ଏକ…

ଏବେ ବିବାହ ନୁହେଁ, ଡିଜିଟାଲ ଡେବ୍ୟୁ କରିବେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ମଲାଇକା ଆରୋରା ଗୁରୁବାର ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏମିତି ଏକ ପୋଷ୍ଟ କରିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ହେଉଛି। ସେ ଏକ ଫଟୋ ଶେୟାର କରି ମୁଁ କହିଲି ବୋଲି ଲେଖିଛନ୍ତି। ପ୍ରଶଂସକ ଭାବିଥିଲେ ମଲାଇକା ବୋଧେ ଖୁବ୍‌ଶୀଘ୍ର…

ମମତାଙ୍କ ଦାବି: ଡିସେମ୍ବରରେ ସାଂପ୍ରଦାୟିକ ଦଙ୍ଗା କରିବାକୁ କରାଯାଉଛି ଷଡଯନ୍ତ୍ର, ଦୃଷ୍ଟି ରଖିଥାଆନ୍ତୁ

କୋଲକାତା,୧୦ ।୧୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାଂପ୍ରଦାୟିକ ଦଙ୍ଗା କରିବାକୁ କରାଯାଉଥିବା ଷଡଯନ୍ତ୍ରକୁ ନେଇ ଅଧିକାରୀମାନଙ୍କୁ ସୂଚନା ଦେଇଛନ୍ତି । ଏହାସହ ସୀମା ଆରପାରିରୁ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ କରିବା କଥା ଉଠାଇଛନ୍ତି । ମମତା ବାନାର୍ଜୀ ଗୁରୁବାର ଅର୍ଥାତ୍ ନଭେମ୍ବର…

ଛେଳି ଛୁଆଙ୍କ ଜନ୍ମଦିନରେ କେକ୍‌ କାଟିଲେ, ଡିଜେ ବଜାଇ ନାଚିଲେ…

ମଣିଷ ଛୁଆ ପରି ଛେଳି ଛୁଆଙ୍କ ଜନ୍ମଦିନରେ କଟାଗଲା କେକ୍‌। ଡିଜେର ତାଳେତାଳେ ନାଚିଲେ, ସୁସ୍ବାଦୁ ଭୋଜିରେ ଆପ୍ୟାୟିତ ହେଲେ ବନ୍ଧୁ ପରିଜନ। ଉତ୍ତରପ୍ରଦେଶର ବାନ୍ଦା ଜିଲାରେ ଏଭଳି ଏକ ଅଜବଗଜବ ଘଟଣା ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ଏହି ଜନ୍ମଦିନ…

କୁର୍‌କୁରେ ଖାଉଛି ଗୁଣ୍ଡୁଚିମୂଷା ,ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଫଟୋ, ଭିଡିଓ ଭାଇରାଲ ହେବାରେ ଲାଗିଥାଏ। ଠିକ୍‌ ସେପରି ଏକ ଭିଡିଓ ଶୋସିଆଲ ମିଡିଆରେ ଶେୟାର ହୋଇଛି। ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଜଣେ ବ୍ୟକ୍ତି ବାହାରେ ବସି କୁର୍‌କୁରେ ଖାଉଥିଲେ।…

ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ଆକ୍ରମଣ: ଗାଁରେ ଅଶାନ୍ତି

ପୁରୁଷୋତ୍ତମପୁର,୧୦।୧୧(ଡି.ଏନ୍‌.ଏ.): ଗୁଣିଗାରେଡ଼ି, ଅନ୍ଧବିଶ୍ବାସକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଧୀନ ବେଢଜି ନୂଆଁପଲ୍ଲୀ ଗ୍ରାମରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଛି। ବୁଧବାର ରାତିରେ ଗୁଣିଗାରେଡ଼ି ସନ୍ଦେହରେ ଘରେ ପଶି କେତେକ ବ୍ୟକ୍ତି ଦମ୍ପତିଙ୍କୁ ଆକ୍ରମଣ କରିବା ସହ ଦାନ୍ତ ଭାଙ୍ଗି…

କଂଗ୍ରେସର ଭାରତ ଯୋଡୋ ଯାତ୍ରାରେ ସାମିଲ ହେବେ ନାହିଁ ପାଓ୍ବାର

ମୁମ୍ବାଇ,୧୦।୧୧: କଂଗ୍ରେସର ଭାରତ ଯୋଡୋ ଯାତ୍ରାରେ ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାର ସାମିଲ ହେବେ ନାହିଁ। ସ୍ବାସ୍ଥ୍ୟଗତ କାରଣରୁ ଶରଦ ପାଓ୍ବାର ଏହି ଯାତ୍ରାରେ ଅଂଶ ଗ୍ରହଣ କରିପାରିବେ ନାହିଁ ବୋଲି ଗୁରୁବାର କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ସୂଚନା…

ବାଣ କାରଖାନାରେ ବିସ୍ଫୋରଣ: ୫ ମୃତ

ତାମିଲନାଡୁ,୧୦।୧୧: ତାମିଲନାଡୁର ମଦୁରାଇ ଜିଲାର ଭାଡାକମ୍ପଟ୍ଟୀ ନିକଟରେ ଥିବା ବାଣ କାରଖାନାରେ ଗୁରୁବାର ବିସ୍ଫୋରଣ ଘଟିଛି। ଏହି ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି। ତେବେ ବିସ୍ଫୋରଣର…

ଟୁଇଟରରେ ଟ୍ରେଣ୍ଡ କରୁଛି ‘ବ୍ରିଙ୍ଗ୍‌ ବ୍ୟାକ୍‌ ଅର୍ଚ୍ଚନା’

ବମ୍ବେ: ଶାରୀରିକ ହିଂସାକୁ ବିଗ୍‌ବସ୍‌ରେ ବାରଣ କରାଯାଇଛି। ହେଲେ ସିଜନ ୧୬ ପ୍ରତିଯୋଗୀ ଶିବ ଠାକରେଙ୍କ ସହ ସେଭଳି କିଛି ଆଚରଣକୁ ନେଇ ରାତି ଅଧିଆ ଶୋ’ରୁ ବିଦା ହୋଇଛନ୍ତି ଅର୍ଚ୍ଚନା ଗୌତମ। ହେଲେ ଏହାକୁ ତାଙ୍କ ପ୍ରଶଂସକ ସହଜରେ ଗ୍ରହଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri