ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ନାକ୍ ଟିମ୍
ବାରିପଦା ଅଫିସ,୨୮ା୩: ବାରିପଦା ତକତପୁର ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଶୈକ୍ଷିକ ଓ ବୌଦ୍ଧିକ ପରିବେଶର ମୂଲ୍ୟାଙ୍କନ ଏବଂ ସ୍ବୀକୃତି ନିମନ୍ତେ ନାକ୍ର ଏକ ୫ ଜଣିଆ ଟିମ୍ ବିଶ୍ୱବିଦ୍ୟାଳୟକୁ ଆସିଛନ୍ତ। ଏହି ଟିମ୍ରେ ଆଗ୍ରାର ଡ.ବି.ଆର୍.ଆମ୍ବେଦକର ବିଶ୍ୱବିଦ୍ୟାଳୟର ପୂର୍ବତନ…
ଗତ ୨୪ ଘଣ୍ଟାରେ ଦେଶରେ ୧,୫୬୯ କରୋନା ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ,୨୮।୩: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କିଛି ଦିନ ହେବ ଶହେରୁ କମ୍ ରହିବା ପରେ ଏବେ କିଛିଟା ବୃଦ୍ଧି ଘଟିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୫୬୯ ନୂଆ କରୋନା ମାମଲା ଚିହ୍ନଟ…
କ୍ରିକେଟର୍ କେଦାର ଯାଦବଙ୍କ ନିଖୋଜ ପିତା ସୁରକ୍ଷିତ ଉଦ୍ଧାର
ନୂଆଦିଲ୍ଲୀ,୨୮।୩: ଭାରତୀୟ କ୍ରିକେଟର କେଦାର ଯାଦବଙ୍କ ପିତା ମହାଦେବ ଯାଦବ ମହାରାଷ୍ଟ୍ରର ପୁଣେସ୍ଥିତ ଘରୁ ନିଖୋଜ ହୋଇଯାଇଥିଲେ। ଅଭିଯୋଗ ପାଇବା ପରେ ପୋଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ଏବଂ କିଛି ଘଣ୍ଟା ମଧ୍ୟରେ ପୁଣେ ସହରର ମୁଣ୍ଡୱା ଅଞ୍ଚଳରୁ ତାଙ୍କ…
ଜ୍ୟୋତ୍ସ୍ନା ଶବରଙ୍କୁ ରୌପ୍ୟ, ବ୍ରୋଞ୍ଜ୍
ଭୁବନେଶ୍ୱର, ୨୮।୩ (କ୍ରୀଡ଼ା ପ୍ରତିନିଧି): ଅନ୍ତର୍ଜାତୀୟ ଭାରୋତ୍ତୋଳନ ମହାସଂଘ ଆନୁକୂଲ୍ୟରେ ଆଲ୍ବାନିଆର ଡୁରେସ୍ଠାରେ ଚାଲିଥିବା ଓ୍ବାଲର୍ଡ ୟୁଥ୍ ଭାରୋତ୍ତୋଳନ ଚାମ୍ପିୟନଶିପ୍ରେ ଜ୍ୟୋସ୍ନା ଶବର ଗୋଟିଏ ଲେଖାଏ ରୌପ୍ୟ ଓ ବ୍ରୋଞ୍ଜ୍ ପଦକ ହାସଲ କରିଛନ୍ତି। କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସେସ(କିସ୍)ରେ…
ହୃଦୟ ଜିତିଲେ ଧୋନୀ
ଚେନ୍ନାଇ୨୮।୩: ଆଇପିଏଲର ୧୬ତମ ସଂସ୍କରଣ ଚଳିତ ବର୍ଷ ୩୧ ମାର୍ଚ୍ଚରୁ ଆରମ୍ଭ ହେଉଛି। ଆଇପିଏଲ ୨୦୨୩ରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ପୁଣି କ୍ରିକେଟ ପଡ଼ିଆକୁ ଫେରିବେ। ସେ ଚେନ୍ନାଇ ସୁପର କିଙ୍ଗ୍ସର ନେତୃତ୍ୱ ନେଉଛନ୍ତି।…
ଗଦାଧର ସାହୁଙ୍କୁ ବ୍ରୋଞ୍ଜ୍ ପଦକ
ଭୁବନେଶ୍ୱର, ୨୮।୩ (କ୍ରୀଡ଼ା ପ୍ରତିନିଧି): ନୂଆଦିଲ୍ଲୀରେ ଚାଲିଥିବା ୨୦ତମ ଜାତୀୟ ସିନିୟର ପାରା ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶାର ଗଦାଧର ସାହୁ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ୫୯ କେଜି ବର୍ଗରେ ସେ ୧୩୫ କେଜି ଶକ୍ତି ଉତ୍ତୋଳନ କରି ବ୍ରୋଞ୍ଜ…
କିର୍ଗିଜ୍ସ୍ତାନକୁ ଭେଟିବ ଭାରତ
ଇମ୍ଫାଲ,୨୭ା୩: ଇମ୍ଫାଲରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ଫୁଟ୍ବଲ ସିରିଜ୍ର ଅନ୍ତିମ ମ୍ୟାଚ୍ରେ ଭାରତ ମଙ୍ଗଳବାର କିର୍ଗିଜ୍ସ୍ତାନକୁ ଭେଟିବ। ପ୍ରଥମ ମ୍ୟାଚ୍ରେ ଭାରତ ମ୍ୟାନ୍ମାରକୁ ୧-୦ରେ ପରାସ୍ତ କରିଥିଲା। ତ୍ରିରାଷ୍ଟ୍ରୀୟ ସିରିଜ୍ ଜିତିବାକୁ ହେଲେ ଭାରତକୁ ଏହି ମ୍ୟାଚ୍ରେ ଅନୂ୍ୟନ ଡ୍ର ଆବଶ୍ୟକ। ତେବେ…
କିଟ୍କୁ ୩ ସ୍ବର୍ଣ୍ଣ ସହ ୬ ପଦକ
ଭୁବନେଶ୍ୱର, ୨୮।୩ (କ୍ରୀଡ଼ା ପ୍ରତିନିଧି): ପଟିଆଲାସ୍ଥିତ ପଞ୍ଜାବୀ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ କାନୋଇଂ ଓ କାୟାକିଂ (ମହିଳା) ପ୍ରତିଯୋଗିତାରେ କିଟ୍ ପ୍ରତିଯୋଗୀ ୬ଟି ପଦକ ହାସଲ କରିଛନ୍ତି। ଏହାମଧ୍ୟରେ ୩ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୧…
ଓଡ଼ିଶା-ହିମାଚଳ ପ୍ରଦେଶ ମ୍ୟାଚ ଡ୍ର
ଭୁବନେଶ୍ୱର, ୨ ୮।୩(କ୍ରୀଡ଼ା ପ୍ରତିନିଧି): ଫତୋର୍ଦାର ପଣ୍ଡିତ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଚାଲିଥିବା ଜାତୀୟ ସିନିୟର ମହିଳା ଫୁଟ୍ବଲ ଟୁର୍ନାମେଣ୍ଟରେ ସୋମବାର ଓଡ଼ିଶା-ହିମାଚଳ ପ୍ରଦେଶ ମ୍ୟାଚ୍ ୩-୩ ଗୋଲରେ ଡ୍ର ରହିଛି। ମ୍ୟାଚ୍ ଆରମ୍ଭରୁ ଓଡ଼ିଶା ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା।…
ଏତିକି କୋଟି ଟଙ୍କାର ମାଲିକ ଅକ୍ଷୟ ଖାନ୍ନା
ବଲିଉଡର ଜଣାଶୁଣା ଅଭିନେତା ଅକ୍ଷୟ ଖାନ୍ନା ଆଜି ୪୮ ବର୍ଷରେ ପଦାର୍ପଣ କରିଛନ୍ତି। ଅକ୍ଷୟ ସ୍ବର୍ଗତ ଅଭିନେତା ବିନୋଦ ଖାନ୍ନାଙ୍କ ସାନ ପୁଅ। ସେ ବଲିଉଡ ଇଣ୍ଡଷ୍ଟ୍ରିକୁ ଅନେକ ହିଟ୍ ଫିଲ୍ମ ଭେଟି ଦେଇଛନ୍ତି। ଅକ୍ଷୟ ‘ରେସ’, ‘ଦିଲ ଚାହତା ହୈ’,…
ଜନ୍ମଦିନର ଥିମ୍ ‘ଅନ୍ତିମ ସଂସ୍କାର’
ନୂଆଦିଲ୍ଲୀ: ଜନ୍ମଦିନ ସମସ୍ତଙ୍କ ପାଇଁ ସବୁବେଳେ ଖାସ୍ ହୋଇଥାଏ। ସେହି ଦିନକୁ ସମସ୍ତେ ଧୁମ୍ଧାମ୍ରେ ମନେଇଥାନ୍ତି, ଯେପରି ସବୁଦିନ ପାଇଁ ତାହା ମନେରହିବ। ହେଲେ ଏଠାରେ ଜଣେ ଯୁବତୀ ତାଙ୍କ ଜନ୍ମଦିନକୁ କିଛି ଭିନ୍ନ ଢଙ୍ଗରେ ପାଳିଛନ୍ତି, ଯାହା ଶୁଣିଲେ ଲାଗିବ…
ରାହୁଲ ଗାନ୍ଧୀ ବିବାଦ ଉପରେ ନଜର ରଖିଛି ଆମେରିକା
ନ୍ୟୁୟର୍କ/ନୂଆଦିଲ୍ଲୀ,୨୮।୩: ଆମେରିକା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମାମଲା ଉପରେ ନଜର ରଖିଛି ବୋଲି ଆମେରିକାରବୈଦେଶିକ ବିଭାଗର ଉପମୁଖପାତ୍ର ବେଦାନ୍ତ ପଟେଲ କହିଛନ୍ତି। ଆଇନର ଶାସନ ଏବଂ ନ୍ୟାୟିକ ସ୍ବାଧୀନତା ପ୍ରତି ସମ୍ମାନ ହେଉଛି ଯେକୌଣସି ଗଣତନ୍ତ୍ରର ମୂଳଦୁଆ। ଭାରତୀୟ ଅଦାଲତରେ…

