ମୋବିଲ ରିଫାଇନାରି କାରଖାନାରେ ବଡ଼ ଧରଣର ଅଗ୍ନିକାଣ୍ଡ
ଧର୍ମଶାଳା,୨୨ା୧୨(ଡି.ଏନ୍.ଏ.): ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନ ହରିଦାସପୁରର ରାମ୍କୋ ସିମେଣ୍ଟ୍ କାରଖାନା ନିକଟ ରେଳ ଲାଇନ ପାର୍ଶ୍ୱରେ ଥିବା ତାପସ ମହାନ୍ତିଙ୍କ ଗଜାନନ ପେଟ୍ରୋ କେମିକାଲ କାରଖାନାରେ ଗୁରୁବାର ସନ୍ଧ୍ୟାରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ କାରଖାନାର ପ୍ରାୟ…
ପ୍ରଦୂଷଣ ରୋକିବାକୁ ଅଧିକାରୀଙ୍କୁ ପରାମର୍ଶ
ଝାରସୁଗୁଡ଼ା ଅଫିସ,୨୨।୧୨: ବିଧାନସଭା ହାଉସ ସବ୍କମିଟି ବୁଧବାର ୨ଦିନିଆ ଝାରସୁଗୁଡ଼ା ଜିଲା ଗସ୍ତ କରିଛନ୍ତି। କମିଟି ସଦସ୍ୟ ଏସ୍ଏମ୍ସି ପାୱାର ଜେନେରେସନ, ଓପିଜିସି ଓ ବେଦାନ୍ତ ଶିଳ୍ପାନୁଷ୍ଠାନ ପରିଦର୍ଶନ କରିଥିଲେ। ପରେ ଜିଲା ଖଣିଜ ପାଣ୍ଠି ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ସମୀକ୍ଷା…
୩ ନେତାଙ୍କୁ ଦଳରୁ ବିଦା କଲେ ଗୁଲାମ ନବୀ ଆଜାଦ୍
ଶ୍ରୀନଗର,୨୨।୧୨: କଂଗ୍ରେସରୁ ଇସ୍ତଫା ପରେ ନୂତନ ଦଳ ଗଠନ କରିଥିବା ଗୁଲାମ ନବୀ ଆଜାଦ୍ ଗୁରୁବାର ୩ ନେତାଙ୍କୁ ଡେମୋକ୍ରାଟିକ୍ ଆଜାଦ୍ ପାର୍ଟିରୁ ବହିଷ୍କାର କରିଛନ୍ତି। ସେମାନେ ହେଲେ ତାରାଚାନ୍ଦ, ମନୋହର ଲାଲ ଶର୍ମା ଏବଂ ବଳୱାନ ସିଂ ଅଛନ୍ତି। ଏଥିମଧ୍ୟରୁ…
ଶର୍ଟ ସର୍କିଟ୍ ଯୋଗୁ ଲାଗିଲା ନିଆଁ
ରାୟଗଡ଼ା,୨୨।୧୨(ସ୍ବ.ପ୍ର.): ରାୟଗଡା ସହର ରୟତ କଲୋନୀର ଏକ ଘରେ ଗୁରୁବାର ଶର୍ଟ ସର୍କିଟ୍ ଯୋଗୁ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ପ୍ରାୟ ୭୦ ହଜାର ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ବେଳେ କେହି ମୃତାହତ ହୋଇ ନ ଥିବା ଜଣାପଡିଛି। ସୂଚନାଯୋଗ୍ୟ, ରାୟତ…
ବଳାତ୍କାରୀଙ୍କୁ ୨୫ ବର୍ଷ ଜେଲ
ଫୁଲବାଣୀ ଅଫିସ, ୨୨ା୧୨: ଏକ ଶିଶୁକନ୍ୟା ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍ସୋ କୋର୍ଟ ସ୍ବତନ୍ତ୍ର ବିଚାରପତି ସଞ୍ଜିତ କୁମାର ବେହେରା ଅଭିଯୁକ୍ତଙ୍କୁ ୨୫ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ତାଙ୍କୁ ୨୨ ହଜାର ଟଙ୍କା ଜରିମାନା…
କୋଭୋଭ୍ୟାକ୍ସକୁ ବୁଷ୍ଟର ଡୋଜ୍ ଭାବେ ବ୍ୟବହାର କରିବାକୁ ଅନୁମତି ଲୋଡିଲା ସିରମ୍ ଇନଷ୍ଟିଚ୍ୟୁଟ୍
ନୂଆଦିଲ୍ଲୀ,୨୨।୧୨: ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ (ଏସ୍ଆଇଆଇ) କୋଭିଡ ଟିକା କୋଭୋଭ୍ୟାକ୍ସକୁ ବୁଷ୍ଟର ଡୋଜ୍ ଭାବେ ବ୍ୟବହାର କରିବା ପାଇଁ ଡିସିିଜିଆଇର ଅନୁମତି ଲୋଡିଛି। ଏହି ଟିକାକୁ ବୁଷ୍ଟର ଭାବେ ପ୍ରାପ୍ତ ବୟସ୍କଙ୍କ କ୍ଷେତ୍ରରେ ବ୍ୟବହାର କରାଯାଇପାରିବ। କୋଭିସିଲ୍ଡ ଓ କୋଭାକ୍ସିନର…
ନକଲି ମଦ ଫ୍ୟାକ୍ଟ୍ରି ଠାବ: କିଙ୍ଗପିନ ସମେତ ୩ ଗିରଫ
ବ୍ରହ୍ମପୁର ଅଫିସ,୨୨ା୧୨: ଜିଲା ତଥା ଜିଲା ବାହାର ବିଭିନ୍ନ ଗ୍ରାମାଞ୍ଚଳକୁ ନକଲି ବିଦେଶୀ ମଦ ଚାଲାଣ ହେଉଥିବା ଅବକାରୀ ପୋଲିସକୁ ଖବର ମିଳିଥିଲା। ଏନେଇ ଅବକାରୀ ଷ୍ଟ୍ରାଇକିଂ ଟିମ୍ ଗୁରୁବାର ସଦର ଥାନା ଅନ୍ତର୍ଗତ ଡେଙ୍ଗାପଦର ଇନ୍ଦିରା ଆବାସ ଛକରେ ନକଲି…
ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ: ଷ୍ଟାଲିନ୍
ଚେନ୍ନାଇ,୨୨।୧୨: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନ୍ କରୋନା ସ୍ଥିତିକୁ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ରାଜ୍ୟରେ କରୋନାର ନୂଆ ଭାରିଆଣ୍ଟ ଉପରେ ନଜର ରଖାଯାଉଛି। ତେବେ ରାଜ୍ୟରେ ସଂକ୍ରମଣ ସଂଖ୍ୟା କମ୍ ଥିଲେ ମଧ୍ୟ ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣରେ ଶର୍ଯ୍ୟା ପ୍ରସ୍ତୁତ…
କେନାଲରୁ ମିଳିଲା ମହିଳାଙ୍କ ମୃତଦେହ, ପରିଚୟ ଖୋଜୁଛି ପୋଲିସ
ମୋରଡ଼ା,୨୨।୧୨(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ ଅଧୀନ ବିଳାସ ଗ୍ରାମ ଦେଇ ଯାଇଥିବା ସୁବର୍ଣ୍ଣରେଖା କେନାଲରୁ ମଙ୍ଗଳବାର ଜଣେ ମହିଳାଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ଗ୍ରାମବାସୀଙ୍କଠାରୁ ଖବରପାଇ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତ…
ମାଲବାହୀ ଟ୍ରେନ୍ ଧକ୍କାରେ ଜଣେ ମୃତ
କେନ୍ଦୁଝର,୨୨ା୧୨(ସ୍ବ.ପ୍ର): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ କାଦଗଡ ରେଳ ଫାଟକରୁ ୫୦ମିଟର ଦୂରରେ ଏକ ମାଲବାହୀ ଟ୍ରେନ୍ ଧକ୍କାରେ ଗୁରୁବାର ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ପଦ୍ମପୁର ପଞ୍ଚାୟତ ଭାଟୁଣିଆଁ ଗ୍ରାମର ରାଇସନ ଦେହୁରୀ(୫୧)। ସୂଚନାଅନୁସାରେ,…
ବ୍ୟବସାୟ କରିବାକୁ ଆସୁଥିବାବେଳେ ଚଢିଗଲା ଟ୍ରକ୍
ଆନନ୍ଦପୁର,୨୨ା୧୨(ସ୍ବ.ପ୍ର): କେନ୍ଦୁଝର ଜିଲା ୨୦ ନଂ ଜାତୀୟ ରାଜପଥ ପାର୍ଶ୍ୱ କୋଳିମାଟି ହାଟକୁ ପରିବା ବ୍ୟବସାୟ କରିବାକୁ ଆସୁଥିବା ସମୟରେ ଗୁରୁବାର ଜଣେ ବ୍ୟବସାୟୀଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେ ହେଲେ କନ୍ତୋ ଗ୍ରାମର ଇନ୍ଦ୍ରମଣି ନାୟକ। ସୂଚନାଯୋଗ୍ୟ, ଘସିପୁରା ଥାନା…
ଦିଲ୍ଲୀରେ ବିଏଫ୍-୭ ଭାରିଆଣ୍ଟର ଗୋଟିଏ ବି ମାମଲା ନାହିଁ: କେଜିର୍ଓ୍ବାଲ
ନୂଆଦିଲ୍ଲୀ,୨୨।୧୨: ଚିନ୍ତା ବଢାଇଲାଣି କରୋନା ସଂକ୍ରମଣ। ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିର୍ଓ୍ବାଲ ଗୁରୁବାର ତାଙ୍କ ବାସଭବନରେ ଏକ ଜରୁରୀ ବୈଠକ ଡାକିଥିଲେ। ବୈଠକ ପରେ କେଜିର୍ଓ୍ବାଲ କହିଛନ୍ତି ଯେ, ଦିଲ୍ଲୀରେ ଓମିକ୍ରନ୍ ସବ୍-ଭାରିଆଣ୍ଟ ବିଏଫ୍-୭ର ଗୋଟିଏ ବି ମାମଲା…
Archives


