ପିଲାଦିନୁ ମା’ବାପାଙ୍କୁ ହରାଇଥିଲେ, କ୍ରିକେଟ ହିଁ ପାଲଟିଥିଲା ବନ୍ଧୁ; ଆଇପିଏଲ୍ ନିଲାମି ପରେ ହେଲେ କୋଟିପତି…
ଶ୍ରୀନଗର,୨୪।୧୨: ଆଇପିଏଲ୍ ୨୦୨୩ ଲାଗି ଅନୁଷ୍ଠିତ ମିନି ଅକ୍ସନରେ ଜମ୍ମୁ-କଶ୍ମୀରର ବିବ୍ରାନ୍ତ ଶର୍ମାଙ୍କୁ କିଣିଛି ସନରାଇଜର୍ସ ହାଇଦ୍ରାବାଦ। ଏହି ୨୩ ବର୍ଷୀୟ କ୍ରିକେଟରଙ୍କ ବେସ୍ ପ୍ରାଇସ୍ ୨୦ ଲକ୍ଷ ଟଙ୍କା ଥିବା ବେଳେ ତାଙ୍କୁ ୨.୬ କୋଟି ଟଙ୍କାରେ କିଣାଯାଇଥିଲା। ତେବେ…
‘ମା’ଙ୍କଠୁ ପାଇଥିବା ପ୍ରେମ, ଦେଶରେ ବାଣ୍ଟୁଛି’
ନୂଆଦିଲ୍ଲୀ,୨୪।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ଶନିବାର ଦିଲ୍ଲୀରେ ପହଞ୍ଚିଛି। ଏହି ସମୟରେ ରାହୁଲ ଗାନ୍ଧୀ ତାଙ୍କ ମା’ ସୋନିଆ ଗାନ୍ଧୀଙ୍କ ସହ ଏକ ଫଟୋ ଟୁଇଟ୍ରରେ ଶେୟାର କରି ଲେଖିଛନ୍ତି, ମା’ଙ୍କଠାରୁ ଯେଉଁ ପ୍ରେମ ପାଇଛି,…
ନିଲାମ ପୂର୍ବଦିନ ରାତିରେ ଶୋଇପାରି ନ ଥିଲି: ସାମ୍ କୁରାନ
ନୂଆଦିଲ୍ଲୀ,୨୪।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)-୨୦୨୩ ଲାଗି ଶୁକ୍ରବାର ଅନୁଷ୍ଠିତ ମିନି ଅକ୍ସନରେ ସବୁଠାରୁ ମହଙ୍ଗା ଖେଳାଳି ଭାବେ ବିକ୍ରି ହୋଇଥିଲେ ଇଂଲଣ୍ଡର ସାମ୍ କୁରାନ୍। ଅନେକ ଫ୍ରାଞ୍ଚାଇଜ୍ ତାଙ୍କୁ କିଣିବାକୁ ଇଚ୍ଛା ପ୍ରକାଶ କରିଥିଲେ ହେଁ ପଞ୍ଜାବ କିଙ୍ଗ୍ସ ତାଙ୍କୁ ୧୮.୫…
ବାଂଲାଦେଶ ୨୩୧ରେ ଅଲ୍ଆଉଟ, ସିରିଜ୍ ଜିତିବା ଲକ୍ଷ୍ୟରେ ଭାରତ
ଢାକା,୨୪।୧୨: ଭାରତ ବିପକ୍ଷ ଅନ୍ତିମ ଟେଷ୍ଟର ଶନିବାର ତୃତୀୟ ଦିନରେ ବାଂଲାଦେଶ ଦ୍ୱିତୀୟ ଇନିଂସରେ ୨୩୧ ରନ୍ କରିବାରେ ସକ୍ଷମ ହୋଇଛି। ଫଳରେ ପ୍ରଥମ ଇନିଂସରେ ୮୭ ରନ୍ର ଆଗୁଆ ଥିବା ଭାରତ ଆଗରେ ୧୪୫ ରନ୍ର ଟାର୍ଗେଟ ରଖିଛି ବାଂଲାଦେଶ।…
ଭୟ ନ କରି ସତର୍କ ରହିବାକୁ କହିଲେ ସୋନୁ ସୁଦ
ମୁମ୍ବାଇ: କରୋନାର ନୂଆ ସଂକ୍ରମଣକୁ ନେଇ ଦେଶରେ ପୁଣି ଥରେ ଆତଙ୍କ ଖେଳିଯାଇଛି। କରୋନାକୁ ରୋକିବା ପାଇଁ ସରକାର ପ୍ରସ୍ତୁତି ମଧ୍ୟ ଚଳାଇଛନ୍ତି। ଏହି ସମୟରେ ଅଭିନେତା ସୋନୁ ସୁଦ ପୁଣି ଥରେ କରୋନାକୁ ସାମ୍ନା କରିବାକୁ ପ୍ରସ୍ତୁତ ହୋଇଛନ୍ତି। ସୋସିଆଲ…
‘ପାକିସ୍ତାନ ଜିନ୍ଦାବାଦ୍’ ନାରା ଦେଇ ୫ ଗିରଫ
ଭୋଜପୁର (ବିହାର),୨୪।୧୨: ବିହାରର ଆରା ଜିଲା ଅନ୍ତର୍ଗତ ଭୋଜପୁରର ଚାନ୍ଦି ଗାଁରେ ‘ପାକିସ୍ତାନ ଜିନ୍ଦାବାଦ୍’ ନାରା ଦେଇଥିବା ଅଭିଯୋଗରେ ୫ ଜଣ ଯୁବକଙ୍କୁ ପୋଲିସ ଗିରଫ କରିଛି। ମିଳିଥିବା ସୂଚନା ମୁତାବକ, ଚାନ୍ଦି ଗାଁରେ ବ୍ୟାଡମିଣ୍ଟନ ପ୍ରତିଯୋଗିତା ହୋଇଥିଲା। ମ୍ୟାଚ୍ ଜିତିବା…
ରିଲିଜ୍ ହେବାର କିଛି ଘଣ୍ଟା ପରେ ଅନ୍ଲାଇନ୍ରେ ଲିକ୍
ଅଶ୍ୱିନ ସାରବନନଙ୍କ ନିର୍ଦ୍ଦେଶିତ ଫିଲ୍ମ‘ କନେକ୍ଟ’ ଡିସେମ୍ବର ୨୩ ଅର୍ଥାତ୍ ଶୁକ୍ରବାର ରିଲିଜ୍ ହୋଇଯାଇଛି। ତାମିଲ ହରର-ଥ୍ରୀଲର ଫିଲ୍ମଟି ଦର୍ଶକଙ୍କଠାରୁ ଭଲ ପ୍ରତିକ୍ରିୟା ପାଇଛି। ହେଲେ ଫିଲ୍ମ ରିଲିଜ୍ ହେବାର କିଛି ଘଣ୍ଟା ପରେ ଅନ୍ଲାଇନ୍ରେ ଲିକ୍ ହୋଇଛି। ଟୋରେଣ୍ଟ ସାଇଟ…
ପିତାଙ୍କ ଜନ୍ମଦିନରେ ପିଲାଦିନର ଫଟୋ ଶେୟାର କଲେ ସୋନମ
ମୁମ୍ବାଇ: ଆଜି ଅର୍ଥାତ୍ ନଭେମ୍ବର ୨୪ରେ ଅଭିନେତା ଅନିଲ କପୁରଙ୍କ ଜନ୍ମଦିନ। ପିତାଙ୍କ ୬୬ତମ ଜନ୍ମଦିନରେ ଝିଅ ତଥା ଅଭିନେତ୍ରୀ ସୋନମ କପୁର କିଛି ପୁରୁଣା ଫଟୋ ଶେୟାର କରି ପିଲାଦିନର ସ୍ମୃତିକୁ ତାଜା କରିଛନ୍ତି। ଗୋଟିଏ ଫଟୋରେ ସେ ତାଙ୍କ…
ଫିଲ୍ମ ବ୍ୟତୀତ ଘରଭଡ଼ାରୁ ଏତିକି ଟଙ୍କା ରୋଜଗାର କରିଥାନ୍ତି କାଜଲ
ମୁମ୍ବାଇ: ବଲିଉଡ୍ ସେଲିବ୍ରିଟିମାନେ ଫିଲ୍ମ ଏବଂ ବିଜ୍ଞାପନରେ କାମ କରିବା ପାଇଁ ବହୁତ ଫି’ ଦାବି କରିଥାନ୍ତି। କିନ୍ତୁ ଏହି ସେଲିବ୍ରିଟିମାନଙ୍କ ରୋଜଗାରର ଉତ୍ସ କେବଳ ଏହା ମଧ୍ୟରେ ବି ସୀମିତ ନୁହେଁ। ଅନେକ ଷ୍ଟାର୍ ଫିଲ୍ମ, ସିରିୟଲ, ବିଜ୍ଞାପନରୁ ଯେତିକି…
ରାଷ୍ଟ୍ରୀୟ ଖାଦାନ ମଜଦୁର ସଂଘର ଉପସଭାପତି ହେଲେ ରବୀନ୍ଦ୍ର
ଝାରସୁଗୁଡ଼ା ଅଫିସ୍,୨୪।୧୨: ରାଷ୍ଟ୍ରୀୟ ଖାଦାନ ମଜଦୁର ଫେଡେରେଶନ (ଆଇଏନ୍ଏମ୍ଏଫ୍)ର ୩୨ତମ ମହାଧିବେଶନ ଗତ ୩ଦିନ ଧରି ପୁରୀରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦେଶର ବହୁ ଟ୍ରେଡ୍ ୟୁନିୟନ ଶ୍ରମିକ ସଙ୍ଗଠନ ଯୋଗଦେଇଥିଲେ। ସାଙ୍ଗଠନିକ ସୁଦୃଢ଼ ଉପରେ ଆଲୋଚନା କରାଯାଇ ଶ୍ରମିକଙ୍କ…
ଏହି ଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଆର୍ଟିପିସିଆର ବାଧ୍ୟତାମୂଳକ
ନୂଆଦିଲ୍ଲୀ,୨୪।୧୨: କରୋନାର ନୂଆ ସଂକ୍ରମଣକୁ ନେଇ ଭାରତ ସରକାର ପ୍ରସ୍ତୁତ ଆରମ୍ଭ କରିଦେଇଛନ୍ତି। ଗତ ତିନି ଦିନ ମଧ୍ୟରେ ସରକାର ତିନୋଟି ଉଚ୍ଚ ସ୍ତରୀୟ ବୈଠକ କରି କରୋନା ମୁକାବିଲା ଲାଗି ରଣନୀତି ପ୍ରସ୍ତୁତ କରିଛନ୍ତି। ତେବେ କରୋନାର ନୂଆ ସଂକ୍ରମଣକୁ…
ଏହି ଓଟିଟି ପ୍ଲାର୍ଟଫର୍ମରେ ରିଲିଜ୍ ହେବ ‘ପଠାନ’
ମୁମ୍ବାଇ: ଚାରି ବର୍ଷର ଦୀର୍ଘ ବିରତି ପରେ ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ଆକ୍ସନ-ଥ୍ରୀଲର ଫିଲ୍ମ ‘ପଠାନ’ ସହିତ ପରଦାକୁ ଫେରୁଛନ୍ତି। ବହୁ ପ୍ରତୀକ୍ଷିତ ଫିଲ୍ମ ‘ପଠାନ’ ଚଳଚ୍ଚିତ୍ର ଆସନ୍ତା ଜାନୁୟାରୀ ୨୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ବର୍ତ୍ତମାନ ଫିଲ୍ମ ରିଲିଜ୍…
Archives


