Home Left

ବନ୍ଧୁକ ଦେଖାଇ ଫିଲ୍ମ ଷ୍ଟାଇଲ୍‌ରେ ଲୁଟିନେଲେ ୫ ଲକ୍ଷ ଟଙ୍କା

ନିଶ୍ଚିନ୍ତକୋଇଲି,୧୩ା୧୧(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ରାଣୀପଡ଼ାଠାରେ ଫିଲ୍ମ ଷ୍ଟାଇଲ୍‌ରେ ରବିବାର ଲୁଟ୍‌ ହୋଇଛି। କଟକ-ଚାନ୍ଦବାଲି ରାସ୍ତାରେ ସାଲେପୁରର ଏକ ଘରୋଇ ମିକ୍ସଚର କମ୍ପାନୀର ପିକ୍‌ଅପ୍‌ କେନ୍ଦ୍ରାପଡ଼ାରୁ ଫେରୁଥିବା ବେଳେ ରାସ୍ତାରେ ଏକ ବାଇକ୍‌ରେ ୩ ଜଣ ଯୁବକ ଆସି ଗାଡ଼ିଆଗରେ…

ଏହି ଜିନିଷକୁ ପ୍ରବଳ ଡରନ୍ତି ଅଜୟ ଦେବଗନ

ବଲିଉଡ୍‌ ଅଭିନେତା ଅଜୟ ଦେବଗନ ଏବଂ ଅଭିନେତ୍ରୀ ତବୁ ଆଗାମୀ ଫିଲ୍ମ ‘ଦୃଶ୍ୟମ-୨’ର ପ୍ରମୋଶନ ପାଇଁ ରିଆଲିଟି ଶୋ’ ‘ଝଲକ ଦିଖଲା ଜା ୧୦’ ରେ ପହଞ୍ଚିଥିଲେ। ଏହି ମଞ୍ଚରେ ଅଜୟ ଏବଂ ତବୁ ମଜାଦାର ଖେଳ ଖେଳିଥିଲେ। କଲେଜ ଦିନରୁ…

ହାତରେ କଳା ପଟି ବାନ୍ଧି ଫାଇନାଲ ଖେଳୁଛନ୍ତି ଇଂଲଣ୍ଡ ଖେଳାଳି

ମେଲବୋର୍ନ,୧୩।୧୧: ପାକିସ୍ତାନ ବିପକ୍ଷରେ ଟି୨୦ ବିଶ୍ୱକପ୍‌ ୨୦୨୨ର ଫାଇନାଲ ମୁକାବିଲା ଖେଳୁଛି ଇଂଲଣ୍ଡ। ଏହି ମ୍ୟାଚ୍‌ରେ ଇଂଲଣ୍ଡ ଖେଳାଳି ହାତରେ କଳା ପଟି ବାନ୍ଧି ଖେଳୁଥିବା ଦେଖାଯାଇଛି। ଏହାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଇଂଲଣ୍ଡ ଖେଳାଳିମାନେ…

ନୂଆ ଇଂନିସ ଆରମ୍ଭ କରିବେ ସାନିଆ-ଶୋଏବ

ଦୁବାଇ,୧୩।୧୧: ଭାରତର ଟେନିସ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ଛାଡପତ୍ରକୁ ନେଇ ବେଶ୍‌ ଆଲୋଚନା ହେଉଛି। ଏହି ଚର୍ଚ୍ଚା ମଧ୍ୟରେ ଦୁହେଁ ଏକ ନୂଆ ଇଂନିସ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ଦୁହେଁ ମିଶି ଏକ…

ରାଗି ଖରାପ ମାଇକ୍‌କୁ ମଞ୍ଚରେ ବଙ୍କା କରିଦେଲେ ମନ୍ତ୍ରୀ, ଭିଡ଼ିଓ ଭାଇରାଲ…

ବକ୍ସର,୧୩।୧୧ : ବକ୍ସରରେ ଶ୍ରୀ ରାମ କର୍ମଭୂମି ନ୍ୟାସ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ଚୌବେ ତାଙ୍କ ମାଇକ କାମ ନ କରିବାରୁ ରାଗି ଯାଇଥିଲେ। ଏବେ ତାଙ୍କର ଏହି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ…

ଗର୍ଭବତୀ ଥିଲେ ‘ମିଷ୍ଟେରିୟସ୍‌ ଲେଡି’

କାଏରୋ: ମିଷ୍ଟେରିୟସ୍‌ ଲେଡି ନାମରେ ପରିଚିତ ଜଣେ ମହିଳାଙ୍କ ମମି ଠାବ ହୋଇଛି। ତାଙ୍କ ଗର୍ଭରେ ଏକ ଶିଶୁର ଭ୍ରୂଣ ଥିବା ପୋଲାଣ୍ଡର ଗବେଷକମାନେ ବିଶ୍ଳେଷଣ କରି ଜାଣିବାକୁ ପାଇଛନ୍ତି। ଗବେଷକଙ୍କ ମତରେ ୨,୦୦୦ ବର୍ଷ ପୂର୍ବେ ମହିଳା ଜଣକ ୨୮…

ରାଷ୍ଟ୍ରପତିଙ୍କୁ ଅଶାଳୀନ ମନ୍ତବ୍ୟ ଦେଇଥିବା ପଶ୍ଚିମବଙ୍ଗ ମନ୍ତ୍ରୀଙ୍କ ବିରୋଧରେ ଏତଲା

ପାଟଣା,୧୩ା୧୧(ସ୍ବ.ପ୍ର.): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପଶ୍ଚିମବଙ୍ଗର ମନ୍ତ୍ରୀ ଅଖିଳ ଗିରିଙ୍କ ଦାୟିତ୍ୱହୀନ ତଥା ଅଶାଳୀନ ମନ୍ତବ୍ୟ ବିରୋଧରେ ପାଟଣା ଭାଜପା ଆଦିବାସୀ ମୋର୍ଚ୍ଚା ତରଫରୁ ବ୍ଲକ ଭାଜପା ରାଜ୍ୟ ଅନୁସୂଚିତ ଜନଜାତି ଉପସଭାପତି ତଥା ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ମମିତା…

ଇଂଲଣ୍ଡ ପାଇଁ ୧୩୮ ରନ୍‌ର ବିଜୟ ଲକ୍ଷ୍ୟ…

ମେଲବୋର୍ନ,୧୩।୧୧ : ଟି-୨୦ ବିଶ୍ୱକପର ଫାଇନାଲରେ ପାକିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ ମେଲବୋର୍ନ ଗ୍ରାଉଣ୍ଡରେ ହେଉଥିବା ମ୍ୟାଚ୍‌ରେ ଇଂଲଣ୍ଡ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ନେତୃତ୍ୱରେ ଟିମ୍‌ ପାକିସ୍ତାନ ବ୍ୟାଟିଂ କରିବାକୁ ପଡ଼ିଆକୁ…

ଟିକେଟ ନ ମିଳିବାରୁ, ଏଏପି ନେତାଙ୍କ ହାଇ ଡ୍ରାମା

ନୂଆଦିଲ୍ଲୀ,୧୩ ।୧୧: ଦିଲ୍ଲୀ ନଗର ନିଗମ ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି(ଏଏପି) ପ୍ରାର୍ଥିଙ୍କ ଦ୍ୱିତୀୟ ତାଲିକା ଜାରି କରି ସାରିଛି । ଏହାସହ ଏଏପି ସମସ୍ତ ୨୫୦ ୱାର୍ଡ ପାଇଁ ପ୍ରାର୍ଥିଙ୍କ ନାମ ଘୋଷଣା କରି ସାରିଛି । ଏଥର…

ବନ୍ଧୁଙ୍କ ସହ ବି ଝିଅର ଫଟୋ ଶେୟାର କରିବେ ନାହିଁ ଆଲିଆ-ରଣବୀର !

ମୁମ୍ବାଇ: ନିକଟରେ ବଲିଉଡର ଚୁଲବୁଲି ନାୟିକା ଆଲିଆ ଭଟ୍ଟ ଓ ଅଭିନେତା ରଣବୀର କପୁର ଫ୍ୟାରେଣ୍ଟସ୍ ହୋଇଛନ୍ତି । ଆଲିଆ ଏକ କନ୍ୟା ସନ୍ତାନର ମାଆ ହୋଇଛନ୍ତି । ଏବେ ଏହି କୁନି ଝିଅକୁ ଦେଖିବାକୁ ସମସ୍ତେ ଉତ୍ସାହର ସହ ଅପେକ୍ଷା…

ନବମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର: ସରପଞ୍ଚଙ୍କ ସ୍ବାମୀ ଗିରଫ

ଆର.ଉଦୟଗିରି,୧୩।୧୧(ଡି.ଏନ.ଏ.): ଗଜପତି ଜିଲା ଅଡବା ଥାନା ଅଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗରେ ଅଡ଼ବା ସରପଞ୍ଚଙ୍କ ସ୍ବାମୀ ମାନସ ମଣ୍ଡଳଙ୍କୁ ରବିବାର ପୋଲିସ ଗିରଫ କରିଛି । ନାବାଳିକା ବାପାଙ୍କ ଅଭିଯୋଗ ପ୍ରକାରେ, ଗ୍ରାମର ସରପଞ୍ଚଙ୍କ ସ୍ବାମୀ ନାବାଳିକାଙ୍କ…

ବରଙ୍କ ଅଜବ ସର୍ତ୍ତ, ରାତି ୯ଟା ଯାଏ ସାଙ୍ଗମାନଙ୍କ ସହ ବାହାରେ ବୁଲିବି

ବିବାହ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ। ନୂଆ ଦାୟିତ୍ୱ, ନୂଆ କାର୍ଯ୍ୟ, ନୂଆ ଇଚ୍ଛା। କିନ୍ତୁ ସମସ୍ତେ ଏହାକୁ ପସନ୍ଦ କରନ୍ତି ନାହିଁ। ଅନେକ କୁହନ୍ତି,ବିବାହ ପରେ ପ୍ରତିବନ୍ଧକ ଆରମ୍ଭ ହୋଇଯାଏ। ଏପରି ପରିସ୍ଥିତିରେ, ଏହି ବନ୍ଧନକୁ ବଜାୟ ରଖିବା କଷ୍ଟକର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri