ବର ଶସ୍ତା ଲେହେଙ୍ଗା ପଠାଇବାରୁ ବିବାହ ପାଇଁ ମନା କରିଦେଲା କନ୍ୟା
ଅନେକ କାରଣ ଯୋଗୁ ବାହାଘର ଭାଙ୍ଗିଯାଏ। ଆପଣ କେବେ ଶୁଣିଥିଲେ କି ଏକ ଲେହେଙ୍ଗା ପାଇଁ ବାହାଘର ଭାଙ୍ଗିଯାଇଛି। ଉତ୍ତରାଖଣ୍ଡର ହାଲଡୱାନିଙ୍କ ଏହି ଘଟଣା ଆପଣଙ୍କୁ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ କରିବ। ବର କନ୍ୟାକୁ ଏକ ଶସ୍ତା ଲେହେଙ୍ଗା ପଠାଇବାରୁ କନ୍ୟା…
ଆବଶ୍ୟକ ବେଳେ ଅଭାବ
ଆଠମଲ୍ଲିକ, ୧୮ା୧୧ (ଡି.ଏନ.ଏ.): ମହାନଦୀ ଉପରେ ଧଳପୁର ସେତୁ ନିର୍ମାଣ ପରେ ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ବଢ଼ୁଛି ରୋଗୀସଂଖ୍ୟା। ପାଖ ହେଉଥିବାରୁ ପଡ଼ୋଶୀ ବୌଦ୍ଧ ଜିଲାର ୭ରୁ ୮ ପଞ୍ଚାୟତର ରୋଗୀ ଆସୁଛନ୍ତି ଏହି ଡାକ୍ତରଖାନାକୁ। ଫଳରେ ଦୈନିକ…
ନାଁ ନ ନେଇ ପାକିସ୍ତାନ ଉପରେ ବର୍ଷିଲେ ମୋଦି
ନୂଆଦିଲ୍ଲୀ,୧୮।୧୧: ଆତଙ୍କବାଦ ପାଣ୍ଠି ଯୋଗାଡ ରୋକିବା ପାଇଁ ଦିଲ୍ଲୀରେ ଦୁଇ ଦିନିଆ ଅନ୍ତର୍ଜାତୀୟ ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଆୟୋଜନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଏହି ସମ୍ମିଳନୀକୁ ଉଦ୍ଘାଟନ କହିଛନ୍ତି, ଦଶନ୍ଧି ଧରି ବିଭିନ୍ନ ନାଁ ଏବଂ ରୂପରେ ଆତଙ୍କବାଦୀ ଭାରତକୁ…
ତିନି ସମବାୟ ସଂସ୍ଥା ଉପସଭାପତି ହେବେ ମହିଳା
ବ୍ରହ୍ମପୁର ଅଫିସ,୧୮ା୧୧: ବ୍ରହ୍ମପୁରର ୩ ସମବାୟ ସଂସ୍ଥା ବିସିସି ବ୍ୟାଙ୍କ, ଗଞ୍ଜାମ ଜିଲା ସମବାୟ ସଂଘ ଓ ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତି (ବିଆରଏମ୍ସିଏସ୍)ସଭାପତି ନିର୍ବାଚନ ସରିଛି। ଏହି ୩ କେନ୍ଦ୍ରୀୟ ସମବାୟ ଅନୁଷ୍ଠାନ ଉପସଭାପତି ନିର୍ବାଚନପାଇଁ ପୁଣି ସମବାୟ ରାଜନୀତି…
ଆବର୍ଜନାରେ ପୋତି ହୋଇଛି ରାୟଗୁରୁ ମଠ ବନ୍ଧ
ବ୍ରହ୍ମପୁର ଅଫିସ,୧୮।୧୧: ବ୍ରହ୍ମପୁର ସହରରେ ଅନେକ ଜଳାଶୟ ଏବେ ଆବର୍ଜନାପୂର୍ଣ୍ଣ ହୋଇ ପାଣି ଦୂଷିତ ହୋଇଛି। ସହରରେ ପ୍ରାୟ ୪୨ଜଳାଶୟ ରହିଛି। ଏହି ଜଳାଶୟର ପାଣିକୁ ସ୍ଥାନୀୟ ବାସିନ୍ଦା ଦୈନନ୍ଦିନ କାର୍ଯ୍ୟଠାରୁ ଆରମ୍ଭ କରି ନିତ୍ୟକର୍ମ ନିମନ୍ତେ ବ୍ୟବହାର କରିଥାନ୍ତି। ଏଥିସହ…
୧୦୦ରୁ ଊର୍ଦ୍ଧ୍ୱ ଟୁଇଟର୍ କର୍ମଚାରୀ ଦେଲେ ସାମୂହିକ ଇସ୍ତଫା
ନ୍ୟୁୟର୍କ,୧୮।୧୧: ଟୁଇଟରରେ ଏଲନ ମସ୍କଙ୍କ ଏଣ୍ଟ୍ରି ପରେ କମ୍ପାନୀରେ ଅନେକ ପରିବର୍ତ୍ତନ ହୋଇଛି। ମସ୍କ ଟୁଇଟରକୁ ସମ୍ପୂର୍ଣ୍ଣ ବଦଳାଇବାରେ ନିୟୋଜିତ ଅଛନ୍ତି। ଏହା ସିଧାସଳଖ କର୍ମଚାରୀମାନଙ୍କୁ ପ୍ରଭାବିତ କରୁଛି। ମସ୍କଙ୍କ ‘ହାର୍ଡକୋର ଓ୍ବାର୍କ’ ଚେତାବନୀ ପରେ ୧୦୦ରୁ ଅଧିକ କର୍ମଚାରୀ ବର୍ତ୍ତମାନ…
ସରିଲା ନାମାଙ୍କନ : ଆଜି ପ୍ରାର୍ଥିପତ୍ର ଯାଞ୍ଚ
ପଦ୍ମପୁର,୧୮।୧୧(ଡି.ଏନ.ଏ.): ଡିସେମ୍ବର ୫ରେ ପଦ୍ମପୁର ଉପନିର୍ବାଚନ। ଏହାକୁ ନେଇ ପାଇଁ ଏବେ ରାଜନୀତି ସରଗରମ ରହିଛି। ଗୁରୁବାର ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ଥିବା ବେଳେ ଶୁକ୍ରବାର ପ୍ରାର୍ଥିପତ୍ର ଯାଞ୍ଚ ହେବ। ପ୍ରମୁଖ ଦଳ ଭାଜପା, ବିଜେଡି, କଂଗ୍ରେସ ସମେତ ୧୩…
ପରିବା ଟ୍ରକ୍ ଓଲଟି ମହାରାଷ୍ଟ୍ରର ୨ ମୃତ
ଭଞ୍ଜନଗର,୧୮ା୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ ତାରାସିଂଙ୍ଗ ଥାନା ଅନ୍ତର୍ଗତ ଜାଡ଼ଧାର ଗ୍ରାମ ନିକଟରେ ଗୁରୁବାର ରାତିରେ ଏକ ପରିବା ବୋଝେଇ ଟ୍ରକ୍ ଗଛରେ ପିଟି ହୋଇଯିବାରୁ ଡ୍ରାଇଭର ଏବଂ ହେଲ୍ପରଙ୍କ ମୃତ୍ୟୁ ଘଟିଛି। ମୃତ ଦ୍ୱୟଙ୍କ ଘର ମହାରାଷ୍ଟ୍ରରେ ବୋଲି…
କେଜ୍ରିଓ୍ବାଲଙ୍କୁ ‘ଦୁର୍ନୀତିର ପ୍ରଫେସର’ କହିଲା ଭାଜପା
ନୂଆଦିଲ୍ଲ,୧୮।୧୧: ଦିଲ୍ଲୀ ମହାନଗର ନିଗମ(ଏମସିଡି) ନିର୍ବାଚନ ପାଇଁ ପ୍ରତ୍ୟେକ ଦଳ ନିଜ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ଆରମ୍ଭ କରିଛନ୍ତି। ଏହି ନିର୍ବାଚନ ପାଇଁ ଏବେ ଦୁଇ ପ୍ରମୁଖ ଦଳ ଭାଜପା ଏବଂ ଆମ୍ ଆଦମୀ ପାର୍ଟି ମଧ୍ୟରେ ପୋଷ୍ଟର ଯୁଦ୍ଧ…
ବିଦ୍ୟାଳୟ ମରାମତି ସରି ନ ଥିବାରୁ ଅସନ୍ତୋଷ
ରସୁଲପୁର,୧୮ା୧୧(ଡି.ଏନ.ଏ.): ରସୁଲପୁର ବ୍ଲକ୍ ଅନ୍ତର୍ଗତ ମଙ୍ଗରାଜପୁର ପଞ୍ଚାୟତର ୫-ଟି ରୂପାନ୍ତରଣ ବିଦ୍ୟାଳୟ ଓ ପଞ୍ଚାୟତସ୍ଥିତ ଶନି ମନ୍ଦିର ପରିସରରେ ନିର୍ମିତ ଗ୍ରାମାଞ୍ଚଳ ପାର୍କ ନିର୍ମାଣ କାର୍ଯ୍ୟ ସ୍ଥିତି ପରଖିଛନ୍ତି ବରୀ ବିଧାୟିକା ସୁନନ୍ଦା ଦାସ। ବିଧାୟିକା ଦାସଙ୍କ ସମେତ ସ୍ଥାନୀୟ ସରପଞ୍ଚ…
ଶ୍ରଦ୍ଧା ହତ୍ୟା ମାମଲାରେ କେନ୍ଦ୍ରମନ୍ତ୍ରୀଙ୍କ ବିବାଦୀୟ ବୟାନ: ଶିକ୍ଷିତ ଝିଅମାନେ ହୋଇଥାନ୍ତି ଲିଭ୍-ଇନ୍ର ଶିକାର
ନୂଆଦିଲ୍ଲୀ,୧୮।୧୧: ଶ୍ରଦ୍ଧାଙ୍କୁ ତାଙ୍କ ଲିଭ୍-ଇନ୍ ପାର୍ଟନର ଅତି ନିର୍ମମ ଭାବେ ହତ୍ୟା କରିଥିବା ଘଟଣା ସାରା ଦେଶରେ ଚହଳ ସୃଷ୍ଟି କରିଛି। ଏହି ସମୟରେ କେନ୍ଦ୍ରମନ୍ତ୍ରୀ କୌଶଲ କିଶୋର ଏହି ଘଟଣା ଉପରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଯାହାକୁ ନେଇ…
ରାହୁଲ ଗାନ୍ଧୀଙ୍କ ନାଁରେ ମାମଲା ରୁଜୁ
ନୂଆଦିଲ୍ଲୀ,୧୮।୧୧: ବିନାୟକ ଦାମୋଦର ସାଭରକରଙ୍କ ବିରୋଧରେ ମନ୍ତବ୍ୟ ଦେବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପାଇଁ ମହଙ୍ଗା ପଡିଛି। ମହାରାଷ୍ଟ୍ରର ଶିନ୍ଦେ ଗୋଷ୍ଠୀର ବନ୍ଦନା ସୁହାସ ଡୋଙ୍ଗରେ ରାହୁଲଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଛନ୍ତି। ପୋଲିସ ଧାରା ୫୦୦ ଏବଂ ୫୦୧…
Archives


