Home Left

ଧୋତି ପିନ୍ଧାଇଲା ପୌରପାଳିକା

ଅନୁଗୋଳ ଅଫିସ, ୫।୪: ଅନୁଗୋଳ ସହରସ୍ଥିତ ଗୋପବନ୍ଧୁ ଉଦ୍ୟାନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଟ ଚୌଧୁରୀଙ୍କ ନବନିର୍ମିତ ପ୍ରତିମୂର୍ତ୍ତିର ପୋଷାକକୁ ନେଇ ବିବାଦ ଦେଖାଦେବା ପରେ ତୁରନ୍ତ ତ୍ରୁଟି ସଂଶୋଧନ କରିଛି ପୌରପାଳିକା। ଅନୁଗୋଳ ପୌର କର୍ତ୍ତୃପକ୍ଷ ଏ ନେଇ ସୋମବାର କ୍ଷମାପ୍ରାର୍ଥନା…

‘ମମ ଶବ୍ଦବିଶ୍ୱମ୍‌’ ଲୋକାର୍ପିତ

ଭୁବନେଶ୍ୱର,୫।୪(ବ୍ୟୁରୋ): ଶବ୍ଦ ହେଉଛି ବ୍ରହ୍ମ। ଶବ୍ଦବ୍ରହ୍ମର ଉପାସନା ହେଉଛି ଶୀର୍ଷସ୍ତରୀୟ ସାଧନା। ଯେଉଁମାନେ ଏହି ସାଧନାରେ ସିଦ୍ଧହସ୍ତ, ସେମାନେ ଯୋଗଜନ୍ମା ଓ ଆମ ସମସ୍ତଙ୍କର ନମସ୍ୟ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ପ୍ରକାଶ କରିଛନ୍ତି। ମଙ୍ଗଳବାର ରାଜଭବନରେ ଉଚ୍ଚ ଶିକ୍ଷା…

ଗ୍ୟାଙ୍ଗ୍‌ଷ୍ଟର ଦୀପକ ବକ୍ସର ମେକ୍ସିକୋରୁ ଗିରଫ

ନୂଆଦିଲ୍ଲୀ, ୫ା୪ : ଦିଲ୍ଲୀର ଅନ୍ୟତମ ମୋଷ୍ଟ ଓ୍ବାଣ୍ଟେଡ୍‌ ଗ୍ୟାଙ୍ଗ୍‌ଷ୍ଟର ଦୀପକ ବକ୍ସରଙ୍କୁ ମେକ୍ସିକୋରେ ଗିରଫ କରାଯାଇଛି ଓ ଆସନ୍ତା ସପ୍ତାହରେ ଭାରତ ଅଣାଯିବ। ଫେଡେରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ (ଏଫ୍‌ବିଆଇ) ସହାୟତାରେ ଦିଲ୍ଲୀ ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ବକ୍ସରଙ୍କୁ…

ଆମ୍ବୁଲାନ୍ସକୁ ଅବରୋଧ କଲା ଭାଜପା ନେତାଙ୍କ କାର୍‌

ଲକ୍ଷ୍ନୌ, ୫ା୪: ଉତ୍ତରପ୍ରଦେଶର ସୀତାପୁର ଜିଲାରେ ଭାଜପା ନେତା ଉମେଶ ମିଶ୍ରାଙ୍କ କାର୍‌ ରାସ୍ତା ଅବରୋଧ କରିବାରୁ ଆମ୍ବୁଲାନ୍ସ ହସ୍ପିଟାଲ ଯାଇ ନ ପାରି ରୋଗୀଙ୍କ ମୃତ୍ୟୁ ଘଟିଛି। ନେତାଙ୍କ ଅବହେଳା ପାଇଁ ରୋଗୀଙ୍କ ମୃତ୍ୟୁ ଘଟିଲା ବୋଲି ପରିବାର ପକ୍ଷରୁ…

ଶିକ୍ଷା, ସମବାୟ, ବନ ବିଭାଗକୁ ଯାଞ୍ଚ ନିର୍ଦ୍ଦେଶ

ବଲାଙ୍ଗୀର ଅଫିସ, ୫୪: କଠିନ ପରିଶ୍ରମ କରି ବହୁ ମେଧାବୀ ଛାତ୍ରୀଛାତ୍ର, ତାଲିମପ୍ରାପ୍ତ ଯୁବତୀ, ଯୁବକ ଯୋଗ୍ୟତା ପ୍ରମାଣପତ୍ର ଧରି ବାରଦୁଆର ହେଉଛନ୍ତି। ହେଲେ ସହସ୍ରାଧିକ ଅଯୋଗ୍ୟ ଏବଂ ଅଣଛାତ୍ର ଜାଲ୍‌ ସାର୍ଟିଫିକେଟ କିଣି ସରକାରୀ ଚାକିରି ହାତେଇଛନ୍ତି। ବାରମ୍ବାର ଅଭିଯୋଗ…

ଟ୍ରକ୍‌ ଚାପାରେ ବ୍ୟକ୍ତିଙ୍କ ମୃତ୍ୟୁ, ପୋଲିସର ତଦନ୍ତ ଜାରି

ବଡବିଲ,୪।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ୧୦ନଂ ରାଜ୍ୟ ରାଜପଥରେ ନୋ-ଏଣ୍ଟ୍ରି ଖୋଲୁଖୋଲୁ ସଡ଼କ ଦୁର୍ଘଟଣାରେ ମଙ୍ଗଳବାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସୂଚନାନୁଯାୟୀ, ରାତି ପ୍ରାୟ ୮ ଟା ସମୟରେ ଭାରୀ ଯାନ ପାଇଁ ଲାଗୁ ହୋଇଥିବା ନୋ ଏଣ୍ଟ୍ରିକୁ ବ୍ୟକ୍ତି…

ଡିସିକୁ ଉତ୍ସାହିତ କରିବାକୁ ଷ୍ଟାଡିୟମରେ ରିଷଭ ପନ୍ତ

ନୂଆଦିଲ୍ଲୀ,୪।୪: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୩ର ସପ୍ତମ ମ୍ୟାଚ୍‌ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଏବଂ ଗୁଜରାଟ ଟାଇଟାନ(ଜିଟିି) ମଧ୍ୟରେ ମଙ୍ଗଳବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ସମୟରେ ଦିଲ୍ଲୀ କ୍ୟାପିଟାଲର ପୂର୍ବତନ ଅଧିନାୟକ ରିଷଭ ପନ୍ତ ମ୍ୟାଚ୍‌ ଦେଖିବାକୁ ଅରୁଣ…

ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ ମାମଲା: ୨୦ ଗିରଫ

କୋରାପୁଟ,୪।୪(ସ୍ବ.ପ୍ର): କୋରାପୁଟ ସହରରେ ଥିବା ପରଜା ସାହି ଓ ଇନ୍ଦିରା କୋଲାନୀ ମଧ୍ୟରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ମାମଲାରେ ମଙ୍ଗଳବାର କୋରାପୁଟ ଟାଉନ ପୋଲିସ ୨୦ ଜଣଙ୍କୁ ଗିରଫ କରିଛି। ସ୍ଥାନୀୟ ଥାନାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ମନୋଜ…

ହିନ୍ଦୋଳ ଏନ୍‌ଏସି ନିର୍ବାଚନ: ବୁଧବାର ପ୍ରକାଶ ପାଇବ ଫଳାଫଳ

ଭୁବନେଶ୍ୱର, ୪।୪(ବ୍ୟୁରୋ): ଢେଙ୍କାନାଳ ଜିଲା ହିନ୍ଦୋଳ ଏନ୍‌ଏସିରେ ଏପ୍ରିଲ ୩ରେ ମତଦାନ ଶେଷ ହୋଇଛି। ତେବେ ବୁଧବାର ଗଣତି ହେବା ସହ ନିର୍ବାଚନର ଫଳାଫଳ ଘୋଷଣା କରାଯିବ। ଏନେଇ ହିନ୍ଦୋଳ ଏନ୍‌ଏସିରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭୋଟ ଗଣତି ପାଇଁ ୨ଟି…

ଗାଧୋଉଥିବା ବେଳେ ଅଘଟଣ: ନଦୀରେ ବୁଡି ବ୍ୟକ୍ତି ମୃତ

ଦିଗପହଣ୍ଡି,୪।୪(ବ୍ୟୁରୋ): ଗାଧୋଉଥିବା ବେଳେ ଅଘଟଣ । ଘୋଡାହାଡ ନଦୀରେ ବୁଡି ମଙ୍ଗଳବାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପାଟପୁର ଥାନା ଅନ୍ତର୍ଗତ ମହାନଳା ଗ୍ରାମର ଉମାକାନ୍ତ ସାହୁ(୫୬)। ଖବରପାଇ ସାନଖେମୁଣ୍ଡି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିି ଯୁବକକୁ ଉଦ୍ଧାର…

ରିଲିଜ ହେବାର ୭ ମାସ ପରେ ବି ଜାପାନରେ କମିନି ‘ଆର୍‌ଆର୍‌ଆର୍‌’ କ୍ରେଜ୍‌

ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା ଏସ୍‌ଏସ୍‌ ରାଜାମୌଲିଙ୍କ ସୁପରହିଟ୍‌ ଫିଲ୍ମ ‘ଆର୍‌ଆର୍‌ଆର୍‌’ରିଲିଜ ହେବାର ୭ ମାସ ପରେ ବି ଜାପାନରେ ଏହାର କ୍ରେଜ୍‌ କମିନାହିଁ। ଏହି ଚଳଚ୍ଚିତ୍ରଟି ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି। ଏଥିସହିତ ‘ଆର୍‌ଆର୍‌ଆର୍‌’ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ…

ବାର୍‌ହା ମାଂସ ଜବତ, ଜଣେ ଗିରଫ

କେନ୍ଦୁଝର,୪।୪(ସ୍ବ.ପ୍ର.): କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ଗୋଳାବନ୍ଧ ବିଟ ବିଞ୍ଜ ବାହାଳ ଗ୍ରାମରେ ବନବିଭାଗ ଚଢାଉ କରି ଜଣଙ୍କୁ ଗିରଫ କରିବା ସହିତ ୨୫କେଜି ବାର୍‌ହା ମାଂସ ଜବତ କରିଛି। ଗିରଫ ଅଭିଯୁକ୍ତ ହେଲେ ମଦନ ସାହୁ (୫୧)। ସୂଚନାନୁଯାୟୀ, କେତେଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?