Home Left

ଗଜପତିରେ ଧାନମଣ୍ଡିର ଶୁଭାରମ୍ଭ କଲେ ଜିଲାପାଳ

ପାରଳାଖେମୁଣ୍ଡି,୩୦ା୧୨(ଡି.ଏନ୍‌.ଏ.): ଗଜପତି ଜିଲାରେ ଶୁକ୍ରବାର ଆନୁଷ୍ଠାନିକ ଭାବେ ଚାଷୀଙ୍କ ଧାନ ସଂଗ୍ରହ ପାଇଁ ମଣ୍ଡି ଖୋଲାଯାଇଛି। ନିୟନ୍ତ୍ରିତ ବଜାର କମିଟି ପଡ଼ିଆରେ ଚାଷୀଙ୍କୁ ନେଇ ଆୟୋଜିତ ସଭାରେ ଜିଲାପାଳ ଲିଙ୍ଗରାଜ ପଣ୍ଡା ଧାନମଣ୍ଡିର ଶୁଭାରମ୍ଭ କରିଛନ୍ତି। ଚଳିତ ଥର ଜିଲାରୁ ୪ଲକ୍ଷ…

୧ରୁ ତ୍ୟାଗଭୂମି ମହୋତ୍ସବ

ଭଦ୍ରକ ଅଫିସ, ୩୦।୧୨: ଭଦ୍ରକ ନେହେରୁ ଷ୍ଟାଡିୟମରେ ଜାନୁଆରୀ ୧ରୁ ୯ ଦିନ ବ୍ୟାପୀ ତ୍ୟାଗଭୂମି ମହୋତ୍ସବ ଅନୁଷ୍ଠିତ ହେବ। ଏ ନେଇ ଭଦ୍ରକ ସହର ଭାଗବତ କଲ୍ୟାଣ ମଣ୍ଡପରେ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡାଙ୍କ ପୌରୋହିତ୍ୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…

ବିହାରରେ ବଡ଼ ଦୁର୍ଘଟଣା: ବୁଡ଼ିଗଲା ୧୫ଜଣଙ୍କୁ ନେଇଯାଉଥିବା ଡଙ୍ଗା

ପାଟନା,୩୦।୧୨: ବିହାରର ରାଜଧାନୀ ପାଟନାରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ପାଟନାର ମନେର ମହାବୀର ଟୋଲା ଗଙ୍ଗା ନଦୀ ଘାଟରେ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଭାରସାମ୍ୟ ହରାଇ ବୁଡ଼ିଯାଇଛି। ଏଥିରେ ମୋଟ ୧୫ଜଣ ଯାତ୍ରୀ ଥିବା କୁହାଯାଉଛି।…

ହୀରାବେନ ମୋଦିଙ୍କୁ ମିଳୁ ରାଷ୍ଟ୍ରମାତା ସମ୍ମାନ

ନୂଆଦିଲ୍ଲୀ,୩୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନଙ୍କ ନିଧନ ପରେ ସାରାଦେଶରୁ ଶୋକର ବାର୍ତ୍ତା ଛୁଟୁଛି। ଇତିମଧ୍ୟରେ ଅଖିଳ ଭାରତ ହିନ୍ଦୁ ମହାସଭା ଏବଂ ସନ୍ଥ ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ ସ୍ବାମୀ ଚକ୍ରପାଣି ମହାରାଜ ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ଙ୍କୁ ରାଷ୍ଟ୍ରମାତା ଘୋଷଣା…

ପିଲା ଛୋଟ ଥିବା ବେଳେ ଏକ ଦଶକ ପର୍ଯ୍ୟନ୍ତ ଓବାମାଙ୍କୁ ବରଦାସ୍ତ କରି ନ ଥିଲେ ମିଶେଲ

ୱାଶିଂଟନ,୩୦ ।୧୨: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ସହଧର୍ମିଣୀ ମିଶେଲ ଓବାମା ବଡ କଥା କହିଛନ୍ତି । ଆମେରିକାର ଏହି ପୂର୍ବତନ ଫାଷ୍ଟ ଲେଡି କହିଛନ୍ତି ଯେତେବେଳେ ତାଙ୍କ ପିଲାମାନେ ଛୋଟ ଥିଲେ ସେତେବେଳେ ସେ ତାଙ୍କ ସ୍ୱାମୀ ଅର୍ଥାତ୍…

ପନ୍ତଙ୍କ ଲାଗି ଦେବଦୂତ ସାଜିଥିଲେ ଏହି ବସ୍‌ ଡ୍ରାଇଭର: ଜଳନ୍ତା ଗାଡ଼ି ନିକଟରୁ ଦୂରକୁ ନେଇଥିଲେ, ଚାଦର ଢ଼ାଙ୍କି…

ନୂଆଦିଲ୍ଲୀ,୩୦।୧୨: କ୍ରିକେଟର ଋଷଭ ପନ୍ତଙ୍କ କାର୍‌ ଶୁକ୍ରବାର ବଡ଼ ଦୁର୍ଘଟଣାର ଶିକାର ହୋଇଛି। ତାଙ୍କର ମୁଣ୍ଡ ଏବଂ ଆଣ୍ଠୁରେ ଗଭୀର ଆଘାତ ଲାଗିଛି। ସେହିଭଳ ପିଠିରେ ଏବଂ ଗୋଡର କିଛି ଅଂଶରେ ମଧ୍ୟ ଆଘାତ ଲାଗିଥିବା ଜଣାପଡ଼ିଛି। ତେବେ ପନ୍ତଙ୍କ ଏହି…

ପନ୍ତଙ୍କ ଆଶୁ ଆରୋଗ୍ୟ କାମନା କଲେ ମୋଦି

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ଷ୍ଟାର କ୍ରିକେଟର ଋଷଭ ପନ୍ତ ଶୁକ୍ରବାର ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଏହି ଦୁର୍ଘଟଣା ହରିଦ୍ୱାରା ଜିଲାର ମଙ୍ଗଲୋରରେ ଘଟିଛି। ଶୁକ୍ରବାର ସକାଳେ ଦିଲ୍ଲୀ-ଡେରାଡୁନ ରାଜମାର୍ଗରେ ଥିବା ଏକ ଡିଭାଇଡରରେ ତାଙ୍କ କାର୍‌ ପିଟି ହୋଇ ଜଳିଯାଇଥିଲା।…

ଦାରିଙ୍ଗବାଡ଼ିରେ ଟ୍ରାଫିକ୍‌ ଜାମ: ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ନାକେଦମ୍‌

ଦାରିଙ୍ଗବାଡି,୩୦।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଜମିଛି। ଗୋଟିଏ ପଟେ ଶୀତର ମଜା ନେବାକୁ ଦୈନିକ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଦାରିଙ୍ଗବାଡିରେ ରାତ୍ରି ଯାପନ କରୁଥିବା ବେଳେ ବଣଭୋଜି ପାଇଁ ଭିଡ଼ ଜମାଇଛନ୍ତି। ଫଳରେ ଏଠାରେ ଟ୍ରାଫିକ ସମସ୍ୟା…

ଇସ୍ତଫା ଦେଲେ ଭାଜପାର ଏହି ବଡ଼ ନେତା

ପାଟନା,୩୦।୧୨: ବିହାରରେ ଭାଜପାକୁ ଏକ ବଡ଼ ଝଟ୍‌କା ଲାଗିଛି। ବିହାର ଭାଜପାର ରାଜ୍ୟ ଉପାଧ୍ୟକ୍ଷ ରାଜୀବ ରଞ୍ଜନ ଦଳର ପ୍ରାଥମିକ ସଦସ୍ୟତା ଏବଂ ପଦବୀରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ରାଜୀବ ବିହାର ଭାଜପାର ରାଜ୍ୟ ଅଧ୍ୟକ୍ଷ ସଞ୍ଜୟ ଜୟସୱାଲଙ୍କୁ ଏକ ଚିଠି…

ଦୁଇଦିନ ବନ୍ଦ ରହିବ ବଡ଼ଦାଣ୍ଡର ସମସ୍ତ ଦୋକାନ

ପୁରୀ ଅଫିସ,୩୦।୧୨: ଶନିବାର ଓ ନୂଆବର୍ଷ ରବିବାର ପାଇଁ ଶ୍ରୀମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି । ଏ ନେଇ ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଓ ସ୍କୁଲ ପିଲାଙ୍କ ପାଇଁ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରାଯାଇଛି। ଭିଡକୁ ଦୃଷ୍ଟିରେ…

ପନ୍ତଙ୍କ ଆଶୁ ଆରୋଗ୍ୟ କାମନା କଲେ ଉର୍ବଶୀ, ପୋଷ୍ଟ ଦେଖି ରାଗିଲେ ୟୁଜର୍ସ

ମୁମ୍ବାଇ: ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କର ଶୁକ୍ରବାର ଏକ ବଡ ଧରଣର ଦୁର୍ଘଟଣା ହୋଇଛି । ଏଥିରେ ତାଙ୍କ ମୁଣ୍ଡ, ଗୋଡ, ପିଠି ଆଦିରେ ଖୁବ ଜୋର ଆଘାତ ଲାଗିଛି । ତେବେ ତାଙ୍କ ଦୁର୍ଘଟଣା ଖବର ଶୁଣିବା ପରେ ପ୍ରଶଂସକମାନେ…

ଜମି ଅଧିଗ୍ରହଣକୁ ବିରୋଧ

ଝାରସୁଗୁଡ଼ା ଅଫିସ୍‌,୩୦ା୧୨: ଲଖନପୁର ତହସିଲ ଅଧୀନ ବରତାପ ମୌଜାର ମୂଳବାସିନ୍ଦା ଦୀର୍ଘବର୍ଷରୁ ସରକାରୀ ଜମି ଦଖଲ କରିଆସୁଛନ୍ତି। ଏହି ଜମିକୁ ଝାରସୁଗୁଡା ରାଜସ୍ବ ବିଭାଗ ଇଡ୍‌କୋକୁ ଦେବା ପାଇଁ ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରିଛି। ଏନେଇ ତହସିଲ ପକ୍ଷରୁ କୋର୍ଟରୁ ୭୦ଜଣଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri