Home Left

ଶିକ୍ଷକଙ୍କୁ ଆକ୍ରମଣ କରି ଲୁଟ ଘଟଣା: ମାସକ ପରେ ବି ଲୁଟେରାଙ୍କ ମିଳୁନି ପତ୍ତା

ବ୍ରହ୍ମପୁର ଅଫିସ,୩୦ା୧୨: ବୈଦ୍ୟନାଥପୁର ଥାନା ନିକଟ କମାପଲ୍ଲି ଓଭରବ୍ରିଜରେ ନଭେମ୍ବର ୨୫ ତାରିଖରେ ଜଣେ ଶିକ୍ଷକଙ୍କୁ ଆକ୍ରମଣ କରି ଲୁଟେରା ଗ୍ୟାଙ୍ଗ ତାଙ୍କ ସୁନାଚେନ, ପକେଟରୁ ଟଙ୍କା ଓ ମୋବାଇଲ ଫୋନ ଲୁଟି ନେଇଥିଲେ। ଲୁଟେରାମାନେ ନେଇଯାଇଥିବା ମୋବାଇଲ ଫୋନକୁ ପୋଲିସ…

ଆର.ଉଦୟଗିରିରେ ହକି ବିଶ୍ୱକପ ଟ୍ରଫିକୁ ଭବ୍ୟ ସ୍ବାଗତ

ଆର.ଉଦୟଗିରି,୩୦ା୧୨(ଡି.ଏନ.ଏ.): ପୁରୁଷ ହକି ବିଶ୍ୱକପ ଟ୍ରଫିକୁ ଗୁରୁବାର ଗଜପତି ଜିଲା ଆର୍‌.ଉଦୟଗିରିରେ ସ୍ବାଗତ କରିଯାଇଛି। ଏଥିପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ସହରର ପ୍ରବେଶପଥ ତଥା ପୋଲିସ ଛକଠାରେ ବ୍ଲକ ପ୍ରଶାସନିକ ଅଧିକାରୀଙ୍କ ବିଭିନ୍ନ ସାମାଜିକ ଅନୁଷ୍ଠାନର ସଦସ୍ୟ,…

୩ ବିବାହ କରିଥିଲେ ପେଲେ, ରହିଛନ୍ତି ୭ ସନ୍ତାନ; କିଛି ଏଭଳି ଥିଲା ମହାନ ଫୁଟବଲରଙ୍କ ବ୍ୟକ୍ତିଗତ ଜୀବନ

ସାଓପାଓଲା,୩୦।୧୨: ବ୍ରାଜିଲର ମହାନ ଫୁଟବଲର ରାଜା ପେଲେଙ୍କ ୮୨ ବର୍ଷରେ ପରଲୋକ ଘଟିଛି। ସେ ଦୀର୍ଘଦିନରୁ କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଡାକ୍ତରଖାନାରେ ଚିକିତ୍ସା ଚାଲୁଥିଲେ ହେଁ ପେଲେଙ୍କ ଶରୀରର ଅନେକ ଅଙ୍ଗ କାମ କରିବା ବନ୍ଦ କରିଦେଇଥିଲା। ଶେଷରେ ତାଙ୍କର ମୃତ୍ୟୁ…

ଜନ୍ମ ସହର ସାଣ୍ଟୋସରେ ହେବ ପେଲେଙ୍କ ଅନ୍ତ୍ୟେଷ୍ଟିକ୍ରିୟା

ସାଓପାଉଲୋ,୩୦।୧୨: ପେଲେଙ୍କ ଅନ୍ତ୍ୟେଷ୍ଟିକ୍ରିୟା ତାଙ୍କ ଜନ୍ମ ସହର ସାଣ୍ଟୋସରେ ହେବ। ଯେଉଁଠାରେ ସେ ତାଙ୍କ କ୍ୟାରିୟର ୩ଟିି ଶ୍ରେଷ୍ଠ ମ୍ୟାଚ ଖେଳିଛନ୍ତି। ବ୍ରାଜିଲରେ ପେଲେ ସାଣ୍ଟୋସ କ୍ଲବରେ ଖେଳିଥିଲେ। ଏହାକୁ ଦୃଷ୍ଟିରୁ ରଖି ସାଓପାଉଲୋ ଉପକଣ୍ଠସ୍ଥ ଭିଲା ବେଲ୍‌ମିରୋ ଷ୍ଟାଡିୟମରେ ତାଙ୍କୁ…

ଗଞ୍ଜାମ ଏସ୍‌ପିଙ୍କ ପଦୋନ୍ନତି

ଛତ୍ରପୁର,୩୦ା୧୨(ଡି.ଏନ୍‌.ଏ.): ଗଞ୍ଜାମ ପୋଲିସ ଜିଲା ଏସପି ବ୍ରିଜେଶ କୁମାର ରାୟଙ୍କ ଡିଆଇଜି ଭାବେ ପଦୋନ୍ନତିି ହୋଇଛି। ୨୦୦୯ ବ୍ୟାଚର ଆଇପିଏସ ଅଫିସର ରାୟ ପ୍ରଥମେ ନବରଙ୍ଗପୁର ଜିଲାରେ ନିଯୁକ୍ତି ପାଇଥିଲେ। ଏହାପରେ କଳାହାଣ୍ଡି ଓ ଅନୁଗୋଳ ଜିଲାରେ ଏସ୍‌ପି ଭାବେ ଦାୟିତ୍ୱ…

‘ସହଜ- ବୋଧଗମ୍ୟ ଭାଷାରେ ରଚନା ହେଉ ଶିଶୁ ସାହିତ୍ୟ’

ଭୁବନେଶ୍ୱର, ୩o।୧୨: ସାହିତ୍ୟ ପତ୍ରିକା ‘ଝୁମୁକା’ର ୩୬ ତମ ସାରସ୍ବତ ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସହଜ ଓ ବୋଧଗମ୍ୟ ଭାଷାରେ ଶିଶୁ ସାହିତ୍ୟ ରଚନା କଲେ ଏହା ପାଠକଙ୍କ ନିକଟରେ ଅପହଞ୍ଚ ହେବ ନାହିଁ ବୋଲି ମତ ପ୍ରକାଶ…

ଅଟୋକୁ ପଛରୁ ଧକ୍କାଦେଲା ଟ୍ରେଲର: ୩ ଶିଶୁ ସମେତ ୮ ଆହତ

ଛତ୍ରପୁର,୩୦ା୧୨(ଡି.ଏନ୍‌.ଏ.): ଚମାଖଣ୍ଡି ଥାନା ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥରେ ଏକ ଅଟୋ ରିକ୍ସାକୁ ଟ୍ରେଲର ଧକ୍କା ଦେବା ଫଳରେ ୩ ଶିଶୁଙ୍କ ସମେତ ୮ ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ରମା ପ୍ରଧାନ (୪୫), ଶିବରମ ପ୍ରଧାନ(୨୫), ନର୍ମଦା…

ବାମଣ୍ଡା କପ୍‌: କଟକକୁ ହରାଇ ଝାରସୁଗୁଡ଼ା ଫାଇନାଲରେ

ଦେବଗଡ଼,୩୦।୧୨:(ଡି.ଏନ୍‌.ଏ.): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡ଼ିୟମରେ ଚାଳିଥିବା ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ଶୁକ୍ରବାର ପ୍ରୋଗ୍ରେସିଭ ଝାରସୁଗୁଡ଼ା ଏବଂ ୟୁନିୟନ ସ୍ପୋର୍ଟିଂ କଟକ ମଧ୍ୟରେ ମ୍ୟାଚ୍‌ ହୋଇଥିଲା । ଏଥିରେ ଝାରସୁଗୁଡ଼ା ଦଳ କଟକକୁ ୭୦ ରନ୍‌ରେ ପରାସ୍ତ କରି ଫାଇନାଲରେ…

ଚର୍ଚ୍ଚରୁ ମିଳିଲା ଲଶ୍କର-ଇ-ତୋଏବାର ଧମକପୂର୍ଣ୍ଣ ଚିଠି: ପୋଲିସର ତଦନ୍ତ ଜାରି

ମୁମ୍ବାଇ,୩୦।୧୨: ମୁମ୍ବାଇର ବାନ୍ଦ୍ରାସ୍ଥିତ ମାଉଣ୍ଟ ମେରି ଚର୍ଚ୍ଚକୁ ଗୁରୁବାର ଏକ ଧମକପୂର୍ଣ୍ଣ ଇମେଲ ମିଳିଛି। ଏଥିରେ ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବା ଆକ୍ରମଣ କରିବ ବୋଲି ଚେତାବନୀ ଦିଆଯାଇଛି। ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଆଇପିସି ଧାରା ୫୦୫ (୩) ଅନୁଯାୟୀ ପୋଲିସ ଏକ…

ସାମ୍ନାକୁ ଆସିଲା ଦୁର୍ଘଟଣାର ଲୋମଟାଙ୍କୁରା ଭିଡିଓ, ରାସ୍ତାରେ ଫୁଙ୍ଗୁଳା ହୋଇ ପଡ଼ିଛନ୍ତି ପନ୍ତ…

ନୂଆଦିଲ୍ଲୀ,୩୦।୧୨: କାର୍‌ ଦୁର୍ଘଟଣାରେ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି ଭାରତୀୟ କ୍ରିକେଟ ଟିମ୍‌ର ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ। ଶୁକ୍ରବାର ସକାଳ ୫.୩୦ରେ ତାଙ୍କ ଗାଡ଼ିଟି ଦ୍ରୁତ ଗତିରେ ଆସୁଥିବା ବେଳେ ଡିଭାଇଡରରେ ପିଟିହୋଇ ହୁତୁ ହୁତୁ ହୋଇ ଜଳି ଉଠିଥିଲା।…

ପୂର୍ବତନ ବିଧାୟକଙ୍କ ଉପରେ ଭାଜପାର ବଡ଼ କାର୍ଯ୍ୟାନୁଷ୍ଠାନ

ପାଟନା,୩୦।୧୨: ବିହାରରେ ଦଳର ଉପାଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ରାଜୀବ ରଞ୍ଜନଙ୍କ ବିରୋଧରେ ଭାଜପା ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଭାଜପା ରାଜ୍ୟ ଅଧ୍ୟକ୍ଷ ଡା.ସଞ୍ଜୟ ଜୟସ୍ବାଲ ରାଜୀବଙ୍କୁ ପ୍ରାଥମିକ ସଦସ୍ୟତାରୁ ୬ବର୍ଷ ପାଇଁ ନିଲମ୍ବିତ କରିଛନ୍ତି।  ଦଳ ବିରୋଧୀ ମନ୍ତବ୍ୟ…

ପନ୍ତଙ୍କୁ ନେଇ ଚିନ୍ତାରେ କ୍ରିକେଟଜଗତ: ସଚିନ-ସେହ୍ବାଗ-ବିରାଟ ଲେଖିଲେ…

ନୂଆଦିଲ୍ଲୀ,୩୦।୧୨: ଭାରତର ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ ଶୁକ୍ରବାର ଏକ କାର୍‌ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି। ଏହି ଖବର ଜଣାପଡ଼ିବା ପରେ ସମସ୍ତେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଚିନ୍ତା ପ୍ରକଟ କରିବା ସହ ଶୀଘ୍ର ଆରୋଗ୍ୟ ହେବାର କାମନା କରୁଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri