୩ ବର୍ଷ ଜେଲ ଦଣ୍ଡାଦେଶ ପରେ ଯଦି ଭାଜପା ଏମ୍ପି ଅଯୋଗ୍ୟ ନୁହନ୍ତି, ତେବେ ରାହୁଲ ଗାନ୍ଧୀ କାହିଁକି?
ନୂଆଦିଲ୍ଲୀ,୫।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦକୁ ନେଇ ବୁଧବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଜଣେ ଭାଜପା ଏମ୍ପି ଅନୁସୂଚିତ ଜାତିର ଜଣେ ଡାକ୍ତରଙ୍କୁ ଚାପୁଡ଼ା ମାରିଥିଲେ। ଯାହାପରେ ଅନୁସୂଚିତ ଜାତି,…
ମନ୍ଦିର ପରିଚାଳନା କମିଟିକୁ ନେଇ ବିବାଦ
ଆନନ୍ଦପୁର,୫ା୪(ସ୍ବ.ପ୍ର.): ଆନନ୍ଦପୁର ପୌରପରିଷଦ ଫକୀରପୁରଠାରେ ଥିବା ବାଲୁଙ୍କେଶ୍ୱର ମନ୍ଦିରର ନୂତନ ପରିଚାଳନା କମିଟିକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଦୀର୍ଘ ୨୦ ବର୍ଷ ପରେ ଗଠିତ ହୋଇଥିବା କମିଟିକୁ ଚଞ୍ଚକତାପୂର୍ଣ୍ଣ ଭାବେ କରାଯାଇଥିବା ଅଭିଯୋଗ ହୋଇଛି। ୪ ଓ୍ବାର୍ଡ ବିଶିଷ୍ଟ…
ଏପ୍ରିଲ ୧୭ ଯାଏ ନ୍ୟାୟିକ ହେପାଜତରେ ରହିବେ ସିସୋଡିଆ
ନୂଆଦିଲ୍ଲୀ,୫।୪: ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ମନୀଷ ସିସୋଡିଆଙ୍କ ପାଇଁ ପୁଣି ଅଡୁଆ ବଢିଲା। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ବୁଧବାର ରୌଜ ଏଭିନ୍ୟୁ କୋର୍ଟ ଇଡି ମାମଲାରେ ତାଙ୍କ ନ୍ୟାୟିକ ହେପାଜତ ଅବଧିକୁ ବୃଦ୍ଧି କରିଛନ୍ତି। ସୂଚନାଯୋଗ୍ୟ, ଇଡି(ପ୍ରବର୍ତ୍ତନ…
୪୭ ଗ୍ରାମ ବ୍ରାଉନ ସୁଗାର ଜବତ, ଜଣେ ଗିରଫ
ନୟାଗଡ଼ ଅଫିସ, ୫।୪:ନୟାଗଡ଼ ଅବକାରୀ ବିଭାଗର କର୍ମଚାରୀମାନେ ବୁଧବାର ଇଟାମାଟି ପାଇକସାହିର ଦଣ୍ଡପାଣି ପ୍ରଧାନଙ୍କୁ ଇଟାମାଟି ଫିଲ୍ମ ହଲ ନିକଟରୁ ଗିରଫ କରି ୪୭ ଗ୍ରାମ ବ୍ରାଉନ ସୁଗାର ଜବତ କରିଛନ୍ତି। ଯାହାର ଦାମ ୫ ଲକ୍ଷଟଙ୍କା ହେବ ବୋଲି ଅନୁମାନ…
ବ୍ୟାଙ୍କ ନିକଟରୁ ଲୁଟ୍ ଘଟଣା: ଧରାପଡ଼ିଲେ ଲୁଟେରା ଗ୍ୟାଙ୍ଗ୍, ୬ ଗିରଫ
ଫୁଲବାଣୀ ଅଫିସ,୫ା୪: ଫୁଲବାଣୀ ସହର ଆକ୍ସିସ ବ୍ୟାଙ୍କ ନିକଟରୁ ୧୭ ଲକ୍ଷ ୫୦ ହଜାର ଟଙ୍କା ଲୁଟ୍ ଘଟଣାରେ କନ୍ଧମାଳ ଜିଲା ପୋଲିସ କଳାହାଣ୍ଡି ପୋଲିସ ସହାୟତାରେ ଲୁଟେରା ଗ୍ୟାଙ୍ଗ୍ଙ୍କୁ କେସିଙ୍ଗା ନିକଟରୁ ଧରିଛି। ଏହି ଘଟଣାରେ ମୋଟ ୬ ଜଣଙ୍କୁ…
ସିସୋଡିଆଙ୍କୁ ନେଇ କୋର୍ଟରେ ପହଞ୍ଚିଲା ଇଡି
ନୂଆଦିଲ୍ଲୀ,୫।୪: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ମନୀଷ ସିସୋଡିଆଙ୍କୁ ବୁଧବାର ଦିଲ୍ଲୀର ରୌଜ୍ ଏଭିନ୍ୟ କୋର୍ଟରେ ହାଜର କରାଇଛି ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) । ତେବେ ଇଡି ମାମଲାର ନ୍ୟାୟିକ ହେପାଜତ ଆଜି ଶେଷ ହେଉଥିବା…
ସ୍ବାମୀଙ୍କ ଷ୍ଟାଇଲିଶ୍ର ରାଜ୍ ଖୋଲିଲେ କରୀନା
ମୁମ୍ବାଇ: ଅଭିନେତ୍ରୀ କରୀନା କପୁର ବି’ ଟାଉନ୍ରେ ନିଜର ଷ୍ଟାଇଲ୍ ପାଇଁ ବେଶ୍ ଜଣାଶୁଣା। ଯେକୌଣସି ଉତ୍ସବ ହେଉ, ଘର ହେଉ କିମ୍ବା ବାହାରେ। ସେ ନିଜର ରାଜକୀୟ ଷ୍ଟାଇଲ୍ ଦେଖାଇବାକୁ ଆଦୌ କୁଣ୍ଠାବୋଧ କରନ୍ତି ନାହିଁ। ଏପରିକି ପ୍ରଶଂସକମାନେ ତାଙ୍କ…
ଭାଜପାରେ ଯୋଗ ଦେବା ଚର୍ଚ୍ଚା ମଧ୍ୟରେ ଅଭିନେତାଙ୍କୁ ଧମକପୂର୍ଣ୍ଣ ଚିଠି
ବେଙ୍ଗାଲୁରୁ,୫।୪: ସୁପରଷ୍ଟାର କିଚା ସୁଦୀପ ଭାଜପାରେ ଯୋଗ ଦେବା ଚର୍ଚ୍ଚା ମଧ୍ୟରେ ଅଭିନେତାଙ୍କୁ ଧମକପୂର୍ଣ୍ଣ ଚିଠି ଆସିଥିବା ଅଭିଯୋଗ ହୋଇଛି। ନିକଟରେ ଅଭିନେତାଙ୍କ ମ୍ୟାନେଜର ଜ୍ୟାକ ମଞ୍ଜୁଙ୍କୁ କିଚାଙ୍କ ବ୍ୟକ୍ତିଗତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିବାକୁ ଧମକପୂର୍ଣ୍ଣ ଚିଠି ଆସିଥିଲା।…
‘ନିର୍ବାଚନ ଲଢିବିନି, କେବଳ ଭାଜପା ପାଇଁ ପ୍ରଚାର କରିବି’
ବେଙ୍ଗାଲୁରୁ,୫।୪: କନ୍ନଡ ସୁପରଷ୍ଟାର କିଚା ସୁଦୀପ ଆସନ୍ତା କର୍ନାଟକ ବିଧାନସଭା ନିର୍ବାଚନରେ ଭାଜପା ପାଇଁ ପ୍ରଚାର କରିବେ। ତେବେ ଏହା ପୂର୍ବରୁ କୁହାଯାଇଥିଲା ଯେ, ଅଭିନେତା ଭାଜପାରେ ଯୋଗ ଦେଇପାରନ୍ତି। ତେବେ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଅଭିନେତା…
ଏପ୍ରିଲ ୧୦ରୁ ଯୁକ୍ତ ଦୁଇ ଖାତାଦେଖା
ଭୁବନେଶ୍ୱର,୫।୪(ବ୍ୟୁରୋ): ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ଖାତାଦେଖା । ଚଳିତ ବର୍ଷ ଦୁଇଟି ପର୍ଯ୍ୟାୟରେ ଖାତାଦେଖା ହେବ। ପ୍ରଥମ ପର୍ଯ୍ୟାୟ ଏପ୍ରିଲ ୧୦ରୁ ୨୨ ପ୍ରଥମ ପର୍ଯ୍ୟାୟ ଏବଂ ଏପ୍ରିଲ ୨୩ରୁ ମେ’ ୭ ତାରିଖ ପର୍ଯ୍ୟନ୍ତ…
ଏମିତି ଦେଶ, ଯେଉଁଠି ବାହାର ଦେଶର ନ୍ୟୁଜ୍ ଦେଖିବା ମନା
ଭାରତ ସମେତ ଦୁନିଆର ପ୍ରାୟ ସମସ୍ତ ଅଞ୍ଚଳର ଲୋକେ ନିଜ ଇଚ୍ଛାରେ ରୁହନ୍ତି, ନିଜ ଇଚ୍ଛାରେ ଖାଆନ୍ତି ଏବଂ ମନଇଚ୍ଛା କଥାବାର୍ତ୍ତା କରିବାର ସ୍ବତନ୍ତ୍ରତା ରହିଛି। ପ୍ରତ୍ୟେକ ବ୍ୟକ୍ତି ନିଜ ଇଚ୍ଛାରେ ବଞ୍ଚିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି। ମାତ୍ର ଏମିତି ଗୋଟିଏ…
ହନୁମାନ ଜୟନ୍ତୀରେ ପ୍ରସ୍ତୁତ ରହିବାକୁ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ
ନୂଆଦିଲ୍ଲୀ,୫।୪: ହନୁମାନ ଜୟନ୍ତୀ ପ୍ରସ୍ତୁତିକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି। ସମସ୍ତ ରାଜ୍ୟ ସରକାରଙ୍କୁ ଆଇନ ଶୃଙ୍ଖଳା, ପର୍ବର ଶାନ୍ତିପୂର୍ଣ୍ଣ ପାଳନ କରିବା ସହ ସମାଜରେ ସାମ୍ପ୍ରଦାୟିକ ସଦ୍ଭାବନାକୁ ଯେପରି କ୍ଷୁର୍ଣ୍ଣ ନ କରାଯାଏ ତାହା ଉପରେ…

