Home Left

ଟ୍ରମ୍ପଙ୍କ ବଡ଼ ଦାବି, କହିଲେ ‘G7ରେ ମେଲୋନି ଫଟୋ ଉଠାଇବାକୁ ପାଗଳ ହେଉଥିଲେ’, ଜବାବ ରଖିଲେ ଇଟାଲୀ ପିଏମ୍‌

ଓ୍ବାଶିଂଟନ,୧୯।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଅଦ୍ଭୁତ ଦାବି କରିଛନ୍ତି ଯାହାକୁ ଇଟାଲୀ ପ୍ରଧାନମନ୍ତ୍ରୀ ମିଥ୍ୟା ବୋଲି କହି ଖାରଜ କରିଛନ୍ତି, ଫଳରେ ନୂତନ ବିବାଦ ସୃଷ୍ଟି ହୋଇଛି। ଟ୍ରମ୍ପ କହିଛନ୍ତି ଯେ ସମ୍ପ୍ରତି G7 ଶିଖର ସମ୍ମିଳନୀ ସମୟରେ…

ଭିନ୍ନ ଢଙ୍ଗରେ ରାହୁଲଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ବିଜୟ, ଷ୍ଟାଲିନ କହିଲେ, ‘ଆଦରଣୀୟ ନେତା ପ୍ରତିପକ୍ଷ…’

ନୂଆଦିଲ୍ଲୀ,୧୯।୬: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏବଂ ସୁପରଷ୍ଟାର ଥଲାପତି ବିଜୟ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ତାଙ୍କ ଦୀର୍ଘ ଜୀବନ କାମନା କରିଛନ୍ତି। କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କୁ ତାଙ୍କ ୫୬ତମ ଜନ୍ମଦିନରେ ‘ପ୍ରିୟ…

କୋଟପାଡ଼ ଯନ୍ତ୍ରୀଙ୍କ ପୈତୃକ ଘର ଡେରାବିଶରେ ଚାଲିଛି ଚଢ଼ାଉ

ଡେରାବିଶ,୧୯ା୬(ବେବର୍ତ୍ତା ଅଜୟ ଦାସ): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗର କୋରାପୁଟ ଜିଲା କୋଟପାଡ଼ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ ଶୁକ୍ରବାର ଭିଜିଲାନ୍ସ ଜାଲରେ ପଡ଼ିବା ପରେ ତାଙ୍କର ପୈତୃକ ଗ୍ରାମ କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅଧୀନ…

ପ୍ରେମ ନାଁରେ ପ୍ରତାରଣା, ପ୍ରେମିକଙ୍କୁ ଭେଟିବା ପାଇଁ ଯାଇଥିବା ବେଳେ ଆଦିବାସୀ ଯୁବତୀଙ୍କୁ ରାସ୍ତାରେ ଆକ୍ରମଣ

ତିହିଡି,୧୯।୬(କାଳନ୍ଦୀ ବେହେରା): ପ୍ରେମ ନାଁରେ ପ୍ରତାରଣା ପରେ ଜଣେ ଆଦିବାସୀ ଯୁବତୀଙ୍କୁ ସାର୍ବଜନୀନ ଭାବେ ଆକ୍ରମଣ କରାଯାଇଥିବା ଅଭିଯୋଗ ଧୂଷୁରୀ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ନ୍ୟାୟ ଦାବି କରି ଯୁବତୀ ଧୂଷୁରୀ ଥାନାରେ ଅଭିଯୋଗ ଦାଖଲ କରିଥିବା ବେଳେ ଘଟଣାକୁ…

ସମାଜସେବୀ ତଥା ପୂର୍ବତନ ୱାର୍ଡ ସଭ୍ୟାଙ୍କ ପରଲୋକ: ଝୁରୁଛି ଗାଁ ମାଟି

ଗଞ୍ଜାମ,୧୯।୬ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତର ଝାଟିପଦର ଗ୍ରାମର ସମାଜସେବୀ ତଥା ପୂର୍ବତନ ୱାର୍ଡ ସଭ୍ୟା ତୁଳସୀ ପ୍ରଧାନଙ୍କ ପରଲୋକ ଘଟିଛି। ସେ ଜଣେ ପରୋପକାରୀ ଓ ଧର୍ମପରାୟଣ ମହିଳା ଭାବେ ସ୍ଥାାନୀୟ ଅଞ୍ଚଳରେ ବେଶ ଜଣାଶୁଣା…

ପିଏମ୍‌ ଆବାସ ହିତାଧିକାରୀଙ୍କୁ ବଡ଼ ଆଶ୍ୱସ୍ତି

ଭୁବନେଶ୍ୱର,୧୯।୬: ପିଏମ୍‌ ଆବାସ ଯୋଜନାରେ ସହରାରାଞ୍ଚଳ ହିତାଧିକାରୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ରାଜ୍ୟ ସରକାର ପିଏମ୍‌ ଆବାସ ଯୋଜନାରେ ହିତାଧିକାରୀଙ୍କ ଘର ପଞ୍ଜୀକରଣ ଖର୍ଚ୍ଚକୁ ୧%ରୁ କମ୍‌ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏନେଇ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ…

ପୁରୁଷୋତ୍ତମପୁର ଏନଏସି ବନ୍ଧା ପଡ଼ିଛି ଷ୍ଟ୍ରିଟ୍ ଲାଇଟ୍ ପୋଲ୍‌: ଲୋକଙ୍କୁ ମିଳୁନି ଆଲୋକ ସୁବିଧା ସରକାରଙ୍କୁ ସହରବାସୀଙ୍କ ସମାଲୋଚନା….

ପୁରୁଷୋତ୍ତମପୁର, ୧୯।୬ (ସବିତା ମିଶ୍ର): ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଏନଏସିରୁ ଏକ ସଙ୍ଗୀନ ଘଟଣାକୁ ନେଇ ଅଭିଯୋଗ ଆସିଛି। ସହରକୁ ଆଲୋକିତ କରି ଜନସାଧାରଣଙ୍କୁ ଆଲୋକ ସୁବିଧା ଯୋଗାଇବା ପାଇଁ ସରକାର ଯୋଗାଇ ଦେଇଥିବା ଷ୍ଟ୍ରିଟ୍ ଲାଇଟ୍ ପୋଲଗୁଡ଼ିକ ଶେଷରେ ବନ୍ଧା…

US-Iran Deal: ଆମେରିକା-ଇରାନ ଚୁକ୍ତି ପରେ ପୁଣି ବୃଦ୍ଧି ପାଇଲା ଉତ୍ତେଜନା, ଜେନେଭା ଆଲୋଚନା ହଠାତ ବାତିଲ

ଓ୍ବାଶିଂଟନ,୧୯।୬: ଆମେରିକା ଏବଂ ଇରାନ ମଧ୍ୟରେ ଚୁକ୍ତିନାମା ହେବାର ମାତ୍ର ୨୪ ଘଣ୍ଟା ପରେ, ପରିସ୍ଥିତି ପୁଣି ଜଟିଳ ହେଉଥିବା ପରି ମନେ ହେଉଛି। ଶୁକ୍ରବାର, ୧୯ ଜୁନ, ୨୦୨୬ରେ ଜେନେଭାରେ ବୁଝାମଣାପତ୍ର (ଏମଓୟୁ) ସ୍ବାକ୍ଷର ପରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ…

ବିପଦରେ ଆମେରିକା-ଇରାନ ଶାନ୍ତି ଆଲୋଚନା; ଇସ୍ରାଏଲ ଲେବାନନ ଉପରେ କରି ଚାଲିଛି ଆକ୍ରମଣ, ଭାନ୍ସଙ୍କ ସ୍ବିଜରଲ୍ୟାଣ୍ଡ ଗସ୍ତ ବାତିଲ

ତେହରାନ,୧୯।୬: ଦୁଇ ଦିନ ପୂର୍ବେ ଆମେରିକା ଏବଂ ଇରାନ ମଧ୍ୟରେ ସ୍ବାକ୍ଷରିତ ଐତିହାସିକ ଶାନ୍ତି ଚୁକ୍ତିନାମା କାର୍ଯ୍ୟକାରୀ ହେବା ପୂର୍ବରୁ ଗମ୍ଭୀର ବିପଦରେ ପଡ଼ିଥିବା ପରି ମନେ ହେଉଛି। ଗୋଟିଏ ପଟେ, ଇସ୍ରାଏଲ ଦକ୍ଷିଣ ଲେବାନନରେ ରାତାରାତି ପ୍ରବଳ ବୋମାମାଡ଼ କରିଛି,…

ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ କୋର୍ଟଙ୍କ ସମନ

ହାଇଦ୍ରାବାଦ,୧୯।୬: ହାଇଦ୍ରାବାଦ କୋର୍ଟ ପକ୍ଷରୁ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ସମନ ଜାରି କରାଯାଇଛି। ସମନରେ ଅଭିନେତା ଅଲ୍ଲୁଙ୍କୁ ଆସନ୍ତା ୨୨ ତାରିଖରେ କୋର୍ଟରେ ହାଜର ହେବାକୁ କୁହାଯାଇଛି। ଦଳାଚକଟା ମାମଲାରେ ହାଇଦ୍ରାବାଦ କୋର୍ଟ ପକ୍ଷରୁ ଏହି ସମନ ଜାରି କରାଯାଇଛି। ସୂଚନା…

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ମିଳିଲାଣି ବିପୁଳ ସମ୍ପତ୍ତି, ଦେଖିକି ତାଜୁବ ହେଲା ଭିଜିଲାନ୍ସ

କୋରାପୁଟ, ୧୯ା୬ (ଅମିତାଭ ବେହେରା ): କୋରାପୁଟ ଜିଲାର କୋଟପାଡ଼ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ (ଏଇଇ) ସତ୍ୟନାରାୟଣ ସେଠୀଙ୍କ ବିରୋଧରେ ଆୟବର୍ହିଭୂତ ସମ୍ପତ୍ତି ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚାଲିଥିବା ଚଢ଼ାଉରେ ଏ ପର୍ଯ୍ୟନ୍ତ ବିପୁଳ ପରିମାଣର ସମ୍ପତ୍ତି ଠାବ କରାଯାଇଛି।…

ରାସ୍ତା ନିର୍ମାଣ ପାଇଁ ସରିଲା ଜମି ଅଧିଗ୍ରହଣ, ଉଚ୍ଛେଦ ପାଇଁ ସମୟ ମାଗିଲେ ଗ୍ରାମବାସୀ, କହିଲେ ସମ୍ପୂର୍ଣ୍ଣ ଟଙ୍କା…

କେସିଙ୍ଗା,୧୯ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗାରୁ ଜୁନାଗଡ଼ ପର୍ଯ୍ୟନ୍ତ ନିର୍ମାଣ ହେବାକୁଥିବା ଫୋର୍‌ ଲେନ୍‌ ରାସ୍ତା କାମ ପାଇଁ ଜମି ଅଧିଗ୍ରହଣ ଶେଷ ହୋଇଛି। ଜାତୀୟ ରାଜପଥ ୨୬ର ଉଭୟ ପାର୍ଶ୍ୱରେ ଥିବା ପାଷ୍ଟିକୁଡ଼ି ଗ୍ରାମର ପ୍ରାୟ ପ୍ରାୟ ୧୦୦ଟି ପରିବାରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?