ଦୁର୍ଘଟଣା ପରେ ସାମ୍ନାକୁ ଆସିଲା ପନ୍ତଙ୍କ ପ୍ରଥମ ଟୁଇଟ୍
ମୁମ୍ବାଇ,୧୬।୧: ଭାରତୀୟ ଉଇକେଟ୍ କିପର ତଥା ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ ଦୁର୍ଘଟଣା ପରେ ପ୍ରଥମ ଟୁଇଟ୍ କରିଛନ୍ତି। ପନ୍ତ ଟୁଇଟ୍ କରି କହିଛନ୍ତି, ସମର୍ଥନ ଏବଂ ଶୁଭକାମନା ପାଇଁ ମୁଁ ସମସ୍ତଙ୍କ ପାଖେ କୃତଜ୍ଞ। ମୋର ଅସ୍ତ୍ରୋପଚାର ସଫଳ ହୋଇଛି। ମୁଁ…
ହାଇଓ୍ବା ଧକ୍କାରେ ଚାଲିଗଲା ଶିଶୁର ଜୀବନ
ହିଞ୍ଜିଳିକାଟୁ,୧୬ା୧(ଡି.ଏନ.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଶିକିରି ଗ୍ରାମ ହିଞ୍ଜିଳି- ତାରାତାରିଣୀ ରୋଡ୍ରେ ସୋମବାର ଏକ ବାଲି ବୋଝେଇ ହାଇଓ୍ବା ଧକ୍କାରେ ଜଣେ ୫ ବର୍ଷ ଶିଶୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସେ ହେଲେ ଶିକିରି ଗ୍ରାମ ପ୍ରମୋଦ ଦଳାଇଙ୍କ…
ପରଲୋକରେ ଲୋକପ୍ରିୟ ଗୀତିକାର ନାସିର ଫରାଜ
ମୁମ୍ବାଇ: ପରଲୋକରେ ଲୋକପ୍ରିୟ ଗୀତିକାର ନାସିର ଫରାଜ। ଦୀର୍ଘ ଦିନ ଧରି ଏକ ଗୁରୁତର ରୋଗ ସହ ସଂଗ୍ରାମ କରି ଶେଷରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ନାସିର ଫରାଜ ହୃଦ୍ଘାତରେ ପୀଡିତ ଥିଲେ। ରବିବାର ହଠାତ୍ ତାଙ୍କ ସ୍ବାସ୍ଥ୍ୟ…
ଭାରତ ଯୋଡୋ ଯାତ୍ରାରେ ସାମିଲ ହେଲେ ବିଧାୟକ ଦେବେନ୍ଦ୍ର ଯାଦବଙ୍କ ୭୩ ବର୍ଷୀୟ ମା’
ନୂଆଦିଲ୍ଲୀ,୧୬।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ପଞ୍ଜାବରେ ଜାରି ରହିଛି। ସୋମବାର ଛତିଶଗଡର ଭିଲାଇ ନଗରରୁ କଂଗ୍ରେସ ବିଧାୟକ ଦେବେନ୍ଦ୍ର ଯାଦବଙ୍କ ୭୩ ବର୍ଷୀୟ ମା’ ପୁଷ୍ପା ଯାଦବ ଏହି ଯାତ୍ରାରେ ସାମିଲ ହୋଇଛନ୍ତି। ଏଥିପାଇଁ ସେ…
ଖୋଲିଲା ଅତିରିକ୍ତ ମଣ୍ଡି
ବନ୍ତ,୧୬।୧(ଡି.ଏନ.ଏ): ଭଦ୍ରକ ଜିଲା ବନ୍ତ ବ୍ଲକ ପଧାନପଡ଼ା ସେବା ସମବାୟ ସମିତିରେ ଚାଷୀମାନଙ୍କ ସୁବିଧା ପାଇଁ ପଧାନପଡ଼ା ପଞ୍ଚାୟତ କାର୍ଯ୍ୟାଳୟସ୍ଥିତ ରାଜୀବ ଗାନ୍ଧୀ ସେବାକେନ୍ଦ୍ରଠାରେ ଏକ ଅତିରିକ୍ତ ଧାନ ମଣ୍ଡି ସୋମବାର ଖୋଲାଯାଇଛି। ଏହି ମଣ୍ଡି ଖୋଲାଯିବା ଫଳରେ ପଧାନପଡ଼ା ପଞ୍ଚାୟତ…
୧୯ରୁ ପୁଣି କୋଭିଡ୍ ଟିକାକରଣ ଆରମ୍ଭ
ଭୁବନେଶର,୧୬।୧(ବ୍ୟୁରୋ): ରାଜ୍ୟରେ ଆସନ୍ତା ୧୯ ତାରିଖରୁ ପୁଣି କୋଭିଡ୍ ଟିକାଦାନ ଆରମ୍ଭ ହେବ। ନିର୍ଦ୍ଦିଷ୍ଟ ସରକାରୀ ସାସ୍ଥ୍ୟ କେନ୍ଦ୍ରରେ ପୂର୍ବ ପରି ଲୋକଙ୍କୁ କୋଭିଡ୍ ଟିକା ଦିଆଯିବ। ଦ୍ୱିତୀୟ ଏବଂ ବୁଷ୍ଟର ଡୋଜ୍ ଟିକା ନେଇ ନ ଥିବା ଲୋକଙ୍କୁ ଟିକା…
ଗୋଟିଏ ବି ରାଜ୍ୟରେ ନିର୍ବାଚନ ହାରିବନି ଭାଜପା: ନଡ୍ଡା
ନୂଆଦିଲ୍ଲୀ,୧୬।୧: ଦିଲ୍ଲୀରେ ଭାଜପାର ଦୁଇ ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକ ସୋମବାର ଆରମ୍ଭ ହୋଇଯାଇଛି। ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ଅନ୍ୟ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା…
ଜଳିଗଲା ୮ ବଖରା
ଭଣ୍ଡାରିପୋଖରୀ,୧୬।୧(ସ୍ବ.ପ୍ର.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅଧୀନ ଜଳମଣ୍ଡୁଆ ପଞ୍ଚାୟତର କରଞ୍ଜିଗୁଣୁପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟି ୮ ବଖରା ଜଳିଯାଇଛି। ଗ୍ରାମର ବଳରାମ ସେନାପତି, ରମାକାନ୍ତ ସେନାପତି, ପ୍ରଶାନ୍ତ କୁମାର ଦାସ ଓ ଉଦୟଭାନୁ ଦାସଙ୍କ ଘର ଜଳିଯାଇଥିବା ବେଳେ ସମସ୍ତ…
ରାଜପଥରୁ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
ଗଞ୍ଜାମ,୧୬।୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଧୀନ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରୁ ପୋଲିସ ଜଣେ ବ୍ୟକ୍ତିଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ସୋମବାର ଜବତ କରିଛି। ଜାତୀୟ ରାଜପଥ ପାଟ୍ରୋଲିଂ ଏସ୍ଆଇ ନୀଳାଚଳ ସେଠୀ, ହୁମା ଫାଣ୍ଡି…
ଟ୍ରେନ୍ ଶୌଚାଳୟରେ ପଡ଼ି ମହିଳା ଯାତ୍ରୀଙ୍କ ଚାଳିଗଲା ଜୀବନ
ବ୍ରହ୍ମପୁର ଅଫିସ,୧୬।୧: ରେଳପଥ ପୋଲିସ ରବିବାର ରାତିରେ ଜଣେ ମହିଳା ଯାତ୍ରୀଙ୍କ ମୃତଦେହ କୋଣାର୍କ ଏକ୍ସପ୍ରେସ୍ର ଶୌଚାଳୟରୁ ଉଦ୍ଧାର କରିଛି। ମୃତ ମହିଳା ଜଣଙ୍କ ଗଞ୍ଜାମ ଜିଲା ଆସିକା ଥାନା ଅଧୀନ ଗଣ୍ଡାପଲି ଗ୍ରାମର ଗନ୍ତେଇ ଦାସଙ୍କ ସ୍ତ୍ରୀ ସୁନ୍ଦରୀ ଦାସ(୩୬)।…
୨୫୫ କେଜି ଗଞ୍ଜେଇ ଜବତ: ୨ କାର୍ ସହ ୫ ଗିରଫ
ବ୍ରହ୍ମପୁର ଅଫିସ,୧୬।୧: ବ୍ରହ୍ମପୁର ଅବକାରୀ ଗୋଇନ୍ଦା ବିଭାଗ ରବିବାର ଓ ସୋମବାର ୨ଟି ପୃଥକ୍ ସ୍ଥାନରେ ଚଢ଼ାଉକରି ୨୫୫ କେଜି ଗଞ୍ଜେଇ ଜବତ କରିଛି। ପୋଲିସ ଘଟଣାରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନିକଟରୁ ୨ଟି କାର୍…
ପୁରୁଷ ହକି ବିଶ୍ୱକପ୍: ନ୍ୟୁଜିଲ୍ୟାଣ୍ଡକୁ ୪-୦ରେ ଗୋଲରେ ହରାଇଲା ନେଦରଲ୍ୟାଣ୍ଡ୍ସ
ରାଉରକେଲା,୧୬।୧: ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯାଇଥିବା ପୁରୁଷ ହକି ବିଶ୍ୱକପ୍ର ମ୍ୟାଚ୍ରେ ନେଦରଲ୍ୟାଣ୍ଡ୍ସ ବିଜୟୀ ହୋଇଛି। ୪-୦ରେ ଗୋଲରେ ନେଦରଲ୍ୟାଣ୍ଡ୍ସ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଛି। ଚଳିତ ବିଶ୍ୱକପରେ ଏହା ନେଦରଲ୍ୟାଣ୍ଡ୍ସର ଦ୍ୱିତୀୟ ବିଜୟ। ପ୍ରଥମ ମ୍ୟାଚ୍ରେ ଦଳ ମାଲେସିୟାକୁ…
Archives


