ରିଲିଜ ହେଲା ‘ଆଦିପୁରଷ’ର ନୂଆ ପୋଷ୍ଟର, ଜବରଦସ୍ତ ଅନ୍ଦାଜରେ ନଜର ଆସିଲେ ପ୍ରଭାସ

ମୁମ୍ବାଇ: ସାଉଥ ସୁପରଷ୍ଟାର ପ୍ରଭାସ ଓ କ୍ରିତି ସାନନଙ୍କ ଷ୍ଟାରର ମୁଭି ‘ଆଦିପୁରୁଷ’ ୩ଡିରେ ନିର୍ମାଣ କରାଯାଉଛି। ଏହାସହ ଏଥିରେ ଭିଏଫଏକ୍ସ, ସ୍ପେଶାଲ ଇଫେକ୍ସର କାମ ବହୁତ କରାଯାଇଛି। ଏହି ମୁଭିକୁ ପ୍ରଥମେ ଅଗଷ୍ଟ ୨୦୨୨ରେ ରିଲିଜ କରିବାର ଟାର୍ଗେଟ ରଖାଯାଇଥିଲା। ହେଲେ ଏହା ରିଲିଜ ହୋଇପାରିଲା ନାହିଁ। ଗତବର୍ଷ ବିଜୟା ଦଶମୀରେ ଫିଲ୍ମର ଟିଜର ଟ୍ରେଲର ଶେୟାର କରାଯାଇଥିଲା। ହେଲେ ଦର୍ଶକଙ୍କୁ ଫିଲ୍ମରେ ସ୍ପେଶାଲ ଇଫେକ୍ଟସର କାମ ପସନ୍ଦ ଆସି ନ ଥିଲା। ବହୁତ ଲୋକେ ଏହାକୁ କାର୍ଟୁନ ଫିଲ୍ମ ଭଳି କହି ସୋସିଆଲ ମିଡିଆରେ ଟ୍ରୋଲ କରିଥିଲେ।
ଟିଜରରେ ଫିଲ୍ମର ରିଲିଜ ଡେଟ ୧୨ ଜାନୁୟାରୀ ୨୦୨୩ ଆନାଉନ୍ସ କରାଯାଇଥିଲା। ହେଲେ ଟିଜରକୁ ଭଲ ପ୍ରତିକ୍ରିୟା ନ ମିଳିବାରୁ ନିର୍ମାତା ପୁଣିଥରେ ଫିଲ୍ମର ରିଲିଜ ଡେଟକୁ ଘୁଞ୍ଚାଇ ଦେଇଥିଲେ। ଏବେ ଅକ୍ଷୟ ତୃତୀୟା ଅବସରରେ ‘ଆଦିପୁରୁଷ’ର ନୂଆ ମୋଶନ ପୋଷ୍ଟର ରିଲଜ କରାଯାଇଛି। ଏହାସହ ଫିଲ୍ମର ପ୍ରମୋଶନ କ୍ୟାମ୍ପେନ ବି ଆରମ୍ଭ ହୋଇଯାଇଛି। ପ୍ରଭୁ ଶ୍ରୀରାମଙ୍କ ରୂପରେ ଦେଖାଯାଉଥିବା ସୁପରଷ୍ଟାର ପ୍ରଭାସ, ଧନୁରେ ତୀର ଚଢାଇ ଇଣ୍ଟେଂସ ଲୁକରେ ଦେଖାଯାଇଛନ୍ତି। ତାଙ୍କ ପଛରେ ‘ଆଦିପୁରଷ’ର ‘ଜୟ ଶ୍ରୀରାମ’ବ୍ୟାକଗ୍ରାଉଣ୍ଡ ସ୍କୋର ଚାଲୁଛି। ଏହାକୁ ମ୍ୟୁଜିକ କମ୍ପୋଜର ଅଜୟ ଅତୁଲ କମ୍ପୋଜ କରିଛନ୍ତି। ଏହି ଗୀତକୁ ଲେଖିଛନ୍ତି ବଲିଉଡର ଜଣାଶୁଣା ଲିରିସିଷ୍ଟ ମନୋଜ ମୁଂତଶିର।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ-ଡିଜେଲ ଭରିବା ହେବ ମହଙ୍ଗା! ଏବେ ଲାଗିବ ଅତିରିକ୍ତ ଚାର୍ଜ, ଜାଣନ୍ତୁ କେତେ…

ନୂଆଦିଲ୍ଲୀ: UPI ପେମେଣ୍ଟକୁ ନେଇ ବଡ଼ ପରିବର୍ତ୍ତନ ଆସିଛି। ନ୍ୟାଶନାଲ ପେମେଣ୍ଟ୍ସ କର୍ପୋରେସନ ଅଫ ଇଣ୍ଡିଆ (NPCI) ଘୋଷଣା କରିଥିବା ନୂଆ ମର୍ଚ୍ଚାଣ୍ଟ ଡିସ୍କାଉଣ୍ଟ ରେଟ (MDR)…

ପ୍ରଶାସନକୁ ହସ୍ତାନ୍ତର ହୋଇନାହିଁ ଅଙ୍ଗନୱାଡ଼ି କେନ୍ଦ୍ର: ବିପଦସଙ୍କୁଳ ସ୍କୁଲ ବାରଣ୍ଡାରେ ବସୁଛନ୍ତି ଶିଶୁ

ଲାଞ୍ଜିଗଡ଼,୧୬ା୯(ରମେଶ ଚନ୍ଦ୍ର ନାୟକ):କଳାହାଣ୍ଡି ଜିଲା ଲାଞ୍ଜିଗଡ଼ଠାରେ ୨୦୧୫ରେ ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ଆରମ୍ଭ ହୋଇ ସମ୍ପୂର୍ଣ୍ଣ ହେବାର ୪ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପ୍ରଶାସନକୁ…

ହଇଚଇ ସୃଷ୍ଟି କଲା ଅଭିଜିତ ଦୀପକେଙ୍କ ନୂଆ ପୋଷ୍ଟ, କହିଲେ- ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାରେ…

ନୂଆଦିଲ୍ଲୀ,୧୬।୯: ଉତ୍ତରପ୍ରଦେଶର ୧୪,୪୨୯ଟି ପରିଷଦୀୟ ପ୍ରାଥମିକ ବିଦ୍ୟାଳୟକୁ ‘ସ୍ମାର୍ଟ ସ୍କୁଲ’ ଭାବେ ବିକଶିତ କରାଯିବ। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି…

ମକର ରାଶିରେ ରାହୁଙ୍କ ପ୍ରବେଶ: ୨୦୨୮ ଯାଏ ୫ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ହାତକୁ ଆସିବ ପ୍ରଚୁର ଟଙ୍କା, ବ୍ୟବସାୟରେ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମକର ରାଶିକୁ କର୍ମ, ଅଧିକାର ଓ ସଂଘର୍ଷ ପରେ ସଫଳତାର ପ୍ରତୀକ ଭାବେ ଦେଖାଯାଏ। ଶନିଙ୍କ ଅଧିପତ୍ୟ ଥିବା ଏହି ରାଶିରେ…

ଅବହେଳିତ କଳାହାଣ୍ଡିର ଲୋକନୃତ୍ୟ ‘ଘୁମୁରା’: ପ୍ରଶିକ୍ଷଣ କେନ୍ଦ୍ରରେ ଝୁଲୁଛି ତାଲା

ଭବାନୀପାଟଣା, ୧୬ା୯ (ଉତ୍ତମ କୁମାର ଦାଶ):କଳାହାଣ୍ଡିର ଲୋକନୃତ୍ୟ ଘୁମୁରାକୁ ଆହୁରି ସମୃଦ୍ଧ କରିବା ପାଇଁ ରାଜ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ…

ଫ୍ରାଜାଇଲ ଫାଇଭ୍‌

ବର୍ତ୍ତମାନର କେନ୍ଦ୍ର ସରକାର ବାରମ୍ବାର କହୁଛନ୍ତି, ଦେଶରେ ସବୁ କିଛି ଠିକ୍‌ଠାକ୍‌ ଚାଲିଛି। ୨୦୧୪ ପୂର୍ବରୁ ଭାରତ ‘ଫ୍ରାଜାଇଲ ଫାଇଭ୍‌’ ଅର୍ଥନୀତିରେ ଥିବା ବେଳେ ଏହାର ଅଭିବୃଦ୍ଧି…

ଲୋନ୍‌ ନେଇଥିବା ଲୋକଙ୍କୁ ଲାଗିବ ବଡ଼ ଝଟକା: ମହଙ୍ଗା ହେବ EMI! ଅକ୍ଟୋବରରୁ RBI …

ନୂଆଦିଲ୍ଲୀ,୧୬।୯: ଯଦି ଆପଣ ବ୍ୟାଙ୍କରୁ ହୋମ ଲୋନ, କାର୍‌ ଲୋନ କିମ୍ବା ପର୍ସନାଲ ଲୋନ ନେଇଛନ୍ତି, ତେବେ ଆଗାମୀ ଦିନରେ ଆପଣଙ୍କ ଉପରେ ଅତିରିକ୍ତ EMI ବୋଝ…

ଚା’-ପକୋଡ଼ି, ପରିବା ବ୍ୟବସାୟୀଙ୍କ ଟେନସନ ବଢ଼ିବ! UPIର ୧ ଲକ୍ଷ ଲିମିଟ୍‌କୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ, ୧୬।୯: UPI ପେମେଣ୍ଟକୁ ନେଇ ଏବେ ବଡ଼ ଚର୍ଚ୍ଚା। ଦୁଇ ହଜାର ଟଙ୍କାରୁ ଅଧିକ ମର୍ଚ୍ଚାଣ୍ଟ UPI ପେମେଣ୍ଟ ଉପରେ MDR ବା Merchant Discount…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?