କଦଳୀ ଖାଇଲେ ମିଳିଥାଏ ଏହି ୫ ଉପକାର

ପାଚିଲା କଦଳୀ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। କଦଳୀରେ ଅନେକ ପୁଷ୍ଟିକର ଉପାଦାନ ଏବଂ ଭିଟାମିନ ମିଳିଥାଏ। ଯାହା ମଣିଷକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। କଦଳୀରେ ଭିଟାମିନ ସି, ଡାଏଟାରୀ ଫାଇବର ଏବଂ ମାଙ୍ଗାନିଜ ଭରପୂର ପରିମାଣରେ ରହିଛି। ଏଥିରେ ଭିଟାମିନ ବି-୬ ମଧ୍ୟ ରହିଛି। କଦଳୀକୁ କୋଲେଷ୍ଟରଲ ମୁକ୍ତ ବୋଲି ମଧ୍ୟ ବିବେଚନା କରାଯାଏ। କଦଳୀକୁ ଶକ୍ତିର ପାଓ୍ବାର ହାଉସ ମଧ୍ୟ କୁହାଯାଏ। କାରଣ ଏହା ଏକ ଶକ୍ତି ବୃଦ୍ଧିକାରୀ ଭାବରେ କାର୍ଯ୍ୟ କରିଥାଏ।

11 Science-Backed Benefits of Bananas

ହଜମ ପାଇଁ ଲାଭଦାୟକ:
କଦଳୀରେ ପାଣି ଏବଂ ଫାଇବର ଥାଏ। ଯାହା ହଜମ ପ୍ରକ୍ରିୟାକୁ ସହଜ କରିଥାଏ।

ସୁସ୍ଥ କିଡନୀ ପାଇଁ ଲାଭଦାୟକ:
କଦଳୀରେ ଖଣିଜ ପୋଟାସିୟମ ଭରପୂର ରହିଛି। ପୋଟାସିୟମ ଶରୀରରେ ତରଳ ସ୍ତର ବଜାୟ ରଖିବାରେ ସାହାଯ୍ୟ କରେ ଏବଂ କୋଷ ଭିତରେ ଏବଂ ବାହାରେ ଥିବା ପୋଷକ ତତ୍ତ୍ୱ ଏବଂ ବର୍ଜ୍ୟବସ୍ତୁର ଗତିକୁ ନିୟନ୍ତ୍ରଣ କରିଥାଏ। ଏହା ହୃଦସ୍ପନ୍ଦନକୁ ନିୟନ୍ତ୍ରଣ କରିଥାଏ ଏବଂ ରକ୍ତଚାପ ଉପରେ ସୋଡିୟମର ପ୍ରଭାବକୁ ହ୍ରାସ କରିଥାଏ। ପୋଟାସିୟମ ଲୋକଙ୍କ ମଧ୍ୟରେ କିଡନୀ ଷ୍ଟୋନ୍‌ର ଆଶଙ୍କା ହ୍ରାସ କରେ।

Buy Banana - G9, Kela - Plant online from Nurserylive at lowest price.

ଶକ୍ତି ବୃଦ୍ଧି:
କଦଳୀ ଖାଇବା ଦ୍ୱାରା ଶରୀରରେ ଶକ୍ତି ଅନୁଭବ ହୋଇଥାଏ। କଦଳୀରେ ତିନୋଟି ପ୍ରାକୃତିକ ଶର୍କରା ସୁକ୍ରୋଜ, ଫ୍ରୁକଟୋଜ ଏବଂ ଗ୍ଲୁକୋଜ ରହିଥାଏ ଯାହା ଶରୀରକୁ ଚର୍ବିମୁକ୍ତ, କୋଲେଷ୍ଟରଲ ମୁକ୍ତ ଶକ୍ତି ଦେଇଥାଏ। ପିଲାମାନେ କଦଳୀ ଖାଇବା ଲାଭଦାୟକ।

ଗ୍ୟାସ ସମସ୍ୟା ଦୂର କରେ:
କଦଳୀରୁ ପ୍ରଚୁର ପରିମାଣର ଆଇରନ ମିଳିଥାଏ। ପ୍ରତିଦିନ କଦଳୀ ଖାଇବା ଦ୍ୱାରା ରକ୍ତହୀନତାର ସମସ୍ୟା ଧୀରେ ଧୀରେ ଉନ୍ନତ ହେବାକୁ ଲାଗେ।

Inspiring Life Lessons From Bananas - Kadalys US

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ:
କଦଳୀ ବହୁତ ହିତକାରୀ। ଏଥିରେ ଭିଟାମିନ ସି ରହିଛି। ଯାହାକି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?