Home Left

ପ୍ରଥମ ସ୍ତ୍ରୀ ଗର୍ଭବତୀ ହେଲେ ସ୍ବାମୀ କରନ୍ତି ଦ୍ୱିତୀୟ ବିବାହ

ଆମ ଭାରତ ସାଂସ୍କୃତିକ, ଧାର୍ମିକ ଏବଂ ସାମାଜିକ ବିବିଧତାର ଦେଶ। ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ମାତ୍ରେ ରୀତିନୀତି ଏବଂ ଜୀବନଶୈଳୀ ବି ବଦଳିଯାଏ। ଏମିତି ଏକ ରାଜ୍ୟ ହେଉଛି ରାଜସ୍ଥାନ। ଏଠାରେ ଗୋଟିଏ ପାର୍ଶ୍ୱରେ ମରୁଭୂମି ଏବଂ ଅନ୍ୟ…

ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ରୋହିତ

ହାଇଦ୍ରାବାଦ୍‌,୧୮।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚ ହାଇଦ୍ରାବାଦରେ ଖେଳାଯାଉଛି। ଏହି ମ୍ୟାଚରେ ଟିମ ଇଣ୍ଡିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ରୋହିତ ଶର୍ମା ଏବଂ ଶୁଭମାନ ଗିଲ ଦଳ ପାଇଁ…

ଭାରତ ଏକାଦଶରେ ବଡ଼ ପରିବର୍ତ୍ତନ: ଫେରିଲେ ହାର୍ଦ୍ଦିକ-ଶାର୍ଦ୍ଦୁଳ; ସୂର୍ଯ୍ୟକୁମାର-ଇଶାନଙ୍କୁ ମଧ୍ୟ ସୁଯୋଗ

ହାଇଦ୍ରାବାଦ,୧୮।୧: ନ୍ୟୁଜିଲାଣ୍ଡ ବିପକ୍ଷରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ ଭାରତ। ଏହାର ପ୍ରଥର ମୁକାବିଲା ହାଇଦ୍ରାବାଦରେ ବୁଧବାର ଖେଳାଯାଉଛି। ମ୍ୟାଚ୍‌ରେ ଅଧିନାୟକ ରୋହିତ ଶର୍ମା ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ଦିନିକିଆରେ ଭାରତ ଏକାଦଶରେ…

କଂଗ୍ରେସକୁ ବଡ଼ ଝଟ୍‌କା

ଚଣ୍ଡିଗଡ,୧୮।୧: ପଞ୍ଜାବ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ଏଠାରେ ସିଦ୍ଧୁଙ୍କ ନିକଟତର ତଥା ଜଣେ ଶକ୍ତିଶାଳୀ ନେତା ମନପ୍ରୀତ ବାଦଲ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ନିକଟକୁ ପଠାଇଛନ୍ତି। ରାହୁଲ ଗାନ୍ଧୀଙ୍କ…

ଏମିତି ମନ୍ଦିର, ଯେଉଁଠି କି ଜିନ୍ସ, ଟି-ଶର୍ଟ ପିନ୍ଧି ଯିବା ମନା

ଦୁନିଆରେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ନୀତି ନିୟମ ରହିଛି। ଯାହାକୁ ଲୋକେ ମାନିବାକୁ ବାଧ୍ୟ ହୋଇଥାନ୍ତି। ଆମ ଦେଶରେ ଏମିତି ମନ୍ଦିର ରହିଛି, ଯେଉଁଠି ଭକ୍ତଙ୍କୁ କିଛି ନିୟମ ମାନିବାକୁ ପଡ଼ିଥାଏ। ଏହି ମନ୍ଦିରକୁ ଆପଣ ଜିନ୍ସ ପ୍ୟାଣ୍ଟ ଏବଂ…

ବ୍ୟାଟିଂ କରିବ ଭାରତ

ହାଇଦ୍ରାବାଦ,୧୮।୧: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମୁକାବିଲା ବୁଧବାର ଖେଳାଯାଉଛି। ଏଥିରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ଟିମ ନ୍ୟୁଜିଲାଣ୍ଡ ବିପକ୍ଷରେ ଗତ ୧୦…

ଦୁଇ ଘଣ୍ଟା ବିଳମ୍ବରେ ଛାଡ଼ିଲା କେନ୍ଦୁଝର-ଭୁବନେଶ୍ୱର ଟ୍ରେନ୍‌

କେନ୍ଦୁଝର,୧୮।୧(ସ୍ବ.ପ୍ର.): କେନ୍ଦୁଝର-ଭୁବନେଶ୍ୱର ଟ୍ରେନ୍‌ ବୁଧବାର ୨ ଘଣ୍ଟା ବିଳମ୍ବରେ କେନ୍ଦୁଝରଗଡ଼ ଷ୍ଟେଶନରୁ ଛାଡ଼ିଛି। ଇଞ୍ଜିନରେ ସମସ୍ୟା ଦେଖାଦେବାରୁ ଏଭଳି ଘଟିଥିବା ଜଣାପଡ଼ିଛି। ଫଳରେ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତେବେ ବିଳମ୍ବକୁ ନେଇ ରେଳ ବିଭାଗ ପକ୍ଷରୁ କୌଣସି ସୂଚନା ମିଳିନାହିଁ।

ଦ୍ୱିତୀୟ ଥର ପାଇଁ ମା’ ହେବେ ଏଭଲିନ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଏଭଲିନ ଶର୍ମା ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି। ଏନେଇ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ବେବି ବମ୍ପର ଫଟୋ ଶେୟାର କରି ଏହି ଖୁସି ଖବର ଜଣାଇଛନ୍ତି। ଲେଖିଛନ୍ତି, ‘ତୁମକୁ କୋଳରେ ଧରିବାକୁ…

ବିବାହ ବିଚ୍ଛେଦ ଖୁସିରେ ପାର୍ଟି

ଲଣ୍ଡନ: ବିବାହ ସମସ୍ତଙ୍କ ଜୀବନରେ ଖୁସି ଆଣିଥାଏ। ବିବାହର ବିଚ୍ଛେଦ ଦୁଃଖ ଦିଏ। ହେଲେ ଇଂଲଣ୍ଡରେ ଏକ ଅଜବ ଘଟଣା ସାମ୍‌ନାକୁ ଆସିଛି। ଜଣେ ମହିଳା ରବେକା ତାଙ୍କ ବିବାହ ବିଚ୍ଛେଦରେ ଖୁସି ହୋଇଥିବା ଦେଖିବାକୁ ମିଳିଛି। ରବେକାଙ୍କ ୬ ବର୍ଷ…

ଆଗ୍ରହ ଆଗରେ ହାର୍‌ ମାନିଛି ସମସ୍ୟା

ଲକ୍ଷ୍ନୌ: ବୁର୍ଖାପିନ୍ଧା ମହିଳା କାନ୍ଧରେ ସ୍ବିଗୀ ବ୍ୟାଗ୍‌ ପକେଇ ଚାଲିଚାଲି ଯାଉଥିବାର ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଫଟୋଟିକୁ ଦେଖିଲେ ଯେ କେହି ବି ଭାବିବେ ଯେ, ବୋଧହୁଏ ମହିଳା ଜଣକ ସ୍ବିଗୀର ଜଣେ ଡେଲିଭରି ଏଜେଣ୍ଟ।…

ଶାନ୍ତନୁ ମିଶ୍ରଙ୍କ ଅପରାଜିତ ଶତକ

ଭୁବନେଶ୍ୱର,୧୮।୧(ସ୍ପୋଟର୍‌ସ ବ୍ୟୁରୋ): ମିରଟର ଭିକ୍ଟୋରିଆ ପାର୍କରେ ଉତ୍ତରପ୍ରଦେଶ ବିପକ୍ଷ ରଣଜୀ ଟ୍ରଫି ମ୍ୟାଚରେ ଶତକ ହାସଲ କରିଛନ୍ତି ଓଡ଼ିଶା ଓପନର ଶାନ୍ତନୁ ମିଶ୍ର। ଶାନ୍ତନୁଙ୍କ ଅପରାଜିତ ଶତକ ବଳରେ ଓଡ଼ିଶା ଷ୍ଟମ୍ପ ଅପସାରଣ ବେଳକୁ ଓଡ଼ିଶା ୫ ଉଇକେଟ ହରାଇ ୨୨୨…

ମିଡିଲ ଅର୍ଡରରେ ଖେଳିପାରନ୍ତି କିଶନ

ହାଇଦ୍ରାବାଦ,୧୮।୧(ପି.ଟି.): ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ସିରିଜ୍‌ରେ ବିଜୟ ହାସଲ କରିବା ପରେ ବୁଧବାରଠାରୁ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ଖେଳିବାକୁ ଯାଉଛି ଭାରତ। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯିବାକୁ ଥିବା ସିରିଜ୍‌ର ପ୍ରଥମ ମ୍ୟାଚ ପାଇଁ ଇଶାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri