୧୦ ହଜାର କର୍ମଚାରୀଙ୍କୁ ଛଟେଇ କଲା ମାଇକ୍ରୋସଫ୍ଟ
ଓ୍ବାଶିଂଟନ୍,୧୮।୧: ପ୍ରସିଦ୍ଧ ଟେକ କମ୍ପାନୀ ମାଇକ୍ରୋସଫ୍ଟ ୧୦,୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀ ପକ୍ଷରୁ ଏହି ସୂଚନା ଦିଆଯାଇଛି। କମ୍ପାନୀ କହିଛି ଯେ, ମାକ୍ରୋ-ଅର୍ଥନୈତିକ ଅବସ୍ଥା ଏବଂ ଗ୍ରାହକଙ୍କ ପସନ୍ଦ ପରିବର୍ତ୍ତନ ହେତୁ କର୍ମଚାରୀଙ୍କ ସଂଖ୍ୟା କଟାଯାଉଛି। ମାଇକ୍ରୋସଫ୍ଟର ସିଇଓ ସତ୍ୟ…
ଅଭିନେତ୍ରୀଙ୍କୁ ମିଳିଲାନି ମନ୍ଦିର ପ୍ରବେଶ ଅନୁମତି
କେରଳର ଥିରୁଭୈରାନିକୁଲମ ମହାଦେବୀ ମନ୍ଦିରରେ ମାଲାୟାଲମ ଅଭିନେତ୍ରୀ ଅମଲା ପଲ(୩୧)ଙ୍କୁ ମନ୍ଦିର କର୍ତ୍ତୃପକ୍ଷ ପ୍ରବେଶ ଅନୁମତି ଦେଇ ନ ଥିବା ସେ ଅଭିଯୋଗ ଆଣିଛନ୍ତି। ଅମଲା ଖ୍ରୀଷ୍ଟିଆନ୍ ସମ୍ପ୍ରଦାୟର ହୋଇଥିବା କାରଣରୁ ତାଙ୍କୁ ମନ୍ଦିରକୁ ପ୍ରବେଶ କରାଇ ଦିଆଯାଇ ନ ଥିବା…
୫୮ ପ୍ରଧାନମନ୍ତ୍ରୀ ଆବାସ କଟିଲା, ବିଡିଓଙ୍କୁ ଘେରିଲେ ହିତାଧିକାରୀ
କେନ୍ଦୁଝର,୧୮ା୧(ସ୍ବ.ପ୍ର.): ହରିଚନ୍ଦନପୁର ବ୍ଲକ ତେନ୍ତଳାପଶି ପଞ୍ଚାୟତର (୨ ଏବଂ ୩ ନମ୍ବର ଓ୍ବାର୍ଡ) ବଡ଼କମଣ୍ଡରା ଗ୍ରାମକୁ ପୁରୁଣା ତାଲିକାରେ ୯୧ଟି ଘର ମଞ୍ଜୁର ହେଇଥିବା ବେଳେ ପଞ୍ଚାୟତରେ ଲାଗିଥିବା ନୂତନ ତାଲିକାରେ ୩୩ ଟି ଘର ଅଛି। ଅବଶିଷ୍ଟ ୫୮ ଟି…
ଧର୍ମ-ଭାଷା ନାମରେ ଲଢ଼େଇ କରାଯାଉଛି: ରାହୁଲ
ନୂଆଦିଲ୍ଲୀ,୧୮।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ମୋଦୀ ସରକାରଙ୍କ ଉପରେ କଟାକ୍ଷ କରିଛନ୍ତି। ଦେଶରେ ଘୃଣା ଏବଂ ହିଂସାର ପରିବେଶ। ଘୃଣା ବ୍ୟାପୁଛି, ଭୟ ବିସ୍ତାର କରୁଛି। ଗୋଟିଏ ଧର୍ମକୁ ଅନ୍ୟ ଧର୍ମ ସହ, ଗୋଟିଏ ଭାଷାକୁ ଅନ୍ୟ ଭାଷା…
ଗାଁରେ ଝାଡ଼ାବାନ୍ତି ବ୍ୟାପିବା ପରେ ଚେତିଲା ପ୍ରଶାସନ
କୋକସରା,୧୮ା୧(ଡି.ଏନ୍.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ସଦର କୋକସରା ପଞ୍ଚାୟତ କୋକସରା ଗ୍ରାମରେ ଗତ କିଛି ଦିନ ହେବ ଝାଡ଼ାବାନ୍ତିରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଝାଡ଼ାବାନ୍ତି ବ୍ୟାପିବାର ମୁଖ୍ୟ କାରଣ ଦୂଷିତ ପାନୀୟ ଜଳ ବୋଲି ପ୍ରାଥମିକ…
ରେସଲରଙ୍କ ଅଭିଯୋଗ ପ୍ରମାଣିତ ହେଲେ ଫାଶିରେ ଝୁଲି ପଡ଼ିବି: ବ୍ରିଜ ଭୂଷଣ
ନୂଆଦିଲ୍ଲୀ,୧୮।୧: ଭାରତୀୟ କୁସ୍ତି ମହାସଂଘର ସଭାପତି ତଥା ଭାଜପା ଏମ୍ପି ବ୍ରିଜ ଭୂଷଣ ଶାରନ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ଜନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ରେସଲର୍। ସେମାନେ ସଭାପତି ପରିବର୍ତ୍ତନ କରିବାକୁ ଅଡି ବସିବା ସହ ଦାବି…
ଅର୍ଥ ମନ୍ତ୍ରଣାଳୟ ସହ ଜଡିତ ସମ୍ବେଦନଶୀଳ ତଥ୍ୟ ଲିକ ଅଭିଯୋଗରେ ଜଣେ ଗିରଫ
ନୂଆଦିଲ୍ଲୀ,୧୮।୧: ଅର୍ଥ ମନ୍ତ୍ରଣାଳୟ ସହ ଜଡିତ ସମ୍ବେଦନଶୀଳ ତଥ୍ୟ ଲିକ ଅଭିଯୋଗରେ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଏକ ଗୁପ୍ତଚର ନେଟୱାର୍କକୁ ଧରିଛି। ଗୁପ୍ତଚର କାର୍ଯ୍ୟକଳାପ ତଥା ଟଙ୍କା ବଦଳରେ ବର୍ଗୀକୃତ ତଥ୍ୟ ପ୍ରଦାନ ଅଭିଯୋଗରେ ଡାଟା ଏଣ୍ଟ୍ରି ଅପରେଟର ସୁମିତଙ୍କୁ…
ବିବାହ ପରେ ରାଖୀଙ୍କ ନୂଆ ଅବତାର: ହିଜାବ-ବୁର୍ଖା ପିନ୍ଧି ଘରୁ ବାହାରିଲେ…
ବମ୍ବେ: ବିବାହକୁ ନେଇ ଲଗାତାର ଭାବେ ଚର୍ଚ୍ଚାରେ ରହି ଆସୁଛନ୍ତି ଡ୍ରାମା କୁଇନ୍ ରାଖୀ ସାଓ୍ବନ୍ତ। ପ୍ରେମିକ ଆଦିଲ ଖାଁଙ୍କ ହାତ ଧରିବା ପରେ ସେ ଧର୍ମ ବଦଳାଇଦେଇଛନ୍ତି। ଏସବୁ ଭିତରେ ରାଖୀଙ୍କୁ ବୁର୍ଖା ଏବଂ ହିଜାବ ପିନ୍ଧିଥିବା ଦେଖାଯାଇଛି। ବିବାହ…
ସନ୍ୟାସୀ ଦୀକ୍ଷା ନେଲେ ପ୍ରସିଦ୍ଧ ହୀରା ବ୍ୟବସାୟୀଙ୍କ ୮ ବର୍ଷର ଝିଅ
ସୁରତ,୧୮।୧: ଗୁଜରାଟର ସୁରତରେ ହୀରା ବ୍ୟବସାୟୀଙ୍କ ଆଠ ବର୍ଷର ଝିଅ ସନ୍ୟାସୀ ଦୀକ୍ଷା ନେଇଛନ୍ତି। ଧନେଶ ସାଙ୍ଗଭୀଙ୍କ ଝିଅ ଦେବାଂଶୀ ଜୈନ ସନ୍ନ୍ୟାସୀ ଆଚାର୍ଯ୍ୟ ବିଜୟ କୀର୍ତ୍ତ୍ୟାଶୁରୀଙ୍କଠାରୁ ଦୀକ୍ଷା ଗ୍ରହଣ କରିଛନ୍ତି। ଦେବାଂଶୀ ସିରୋହି ଜିଲାର ମାଲଗାଓଁର ବାସିନ୍ଦା। ସେ କୁଇଜରେ…
ଭାରତୀୟ କୁସ୍ତି ମହାସଂଘର ସଭାପତିଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ଭିନେଶ
ନୂଆଦିଲ୍ଲୀ,୧୮।୧: ରେସଲିଂ ଫେଡେରେଶନ ଅଫ୍ ଇଣ୍ଡିଆ(ଭାରତୀୟ କୁସ୍ତି ମହାସଂଘ) ଏବଂ ଏହାର ସଭାପତି ବ୍ରିଜ ଭୂଷଣ ଶାରନ ସିଂହଙ୍କ ବିରୋଧରେ ବିକ୍ଷୋଭ କରିଛନ୍ତି ଭାରତୀୟ ରେସଲର। ଟୋକିଓ ଅଲିମ୍ପିକ ୨୦୨୨ ପଦକ ବିଜେତା ବଜରଙ୍ଗ ପୁନିଆ, ରିଓ ଅଲିମ୍ପିକ ୨୦୧୬ ବ୍ରୋଞ୍ଜ…
ଭାଜପା ଏମ୍ପି ବିମାନର ଜରୁରୀକାଳୀନ ଦ୍ୱାର ଖୋଲିବା ପ୍ରସଙ୍ଗ: କେନ୍ଦ୍ରମନ୍ତ୍ରୀ ଦେଲେ ସଫେଇ
ନୂଆଦିଲ୍ଲୀ,୧୮।୧: ଭାଜପା ଏମ୍ପି ତେଜସ୍ବୀ ସୂର୍ଯ୍ୟ ଇଣ୍ଡିଗୋ ବିମାନର ଜରୁରୀକାଳୀନ ଦ୍ୱାର ଖୋଲିବା ପ୍ରସଙ୍ଗରେ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜ ମତ ରଖିଛନ୍ତି। ଏନେଇ ସେ କହିଛନ୍ତି, ତଥ୍ୟକୁ ଦେଖିବା ଆବଶ୍ୟକ। ବିମାନଟି ରନ୍ଓ୍ବେରେ ଥିବାବେଳେ ଜରୁରୀକାଳୀନ…
ବିବାଦରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ମହିଳା ଥାନାର ଦ୍ୱାରସ୍ଥ ହେଲେ ପତ୍ନୀ
କଟକ ଅଫିସ,୧୮।୧: ପୁଣି ବିବାଦରେ ଫସିଛନ୍ତି ଓଲିଉଡ ଗାୟକ ହ୍ୟୁମାନ ସାଗର। ହ୍ୟୁମାନ ଶାରିରୀକ ଏବଂ ମାନସିକ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ ଆଣିଛନ୍ତି ପତ୍ନୀ। ସେ ଏଥିରେ ଅତିଷ୍ଠ ହୋଇ ମହିଳା ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି। ଗୁରୁବାର ପୂର୍ବାହ୍ନ…
Archives


