ରେସଲରଙ୍କ ଅଭିଯୋଗ ପ୍ରମାଣିତ ହେଲେ ଫାଶିରେ ଝୁଲି ପଡ଼ିବି: ବ୍ରିଜ ଭୂଷଣ
ନୂଆଦିଲ୍ଲୀ,୧୮।୧: ଭାରତୀୟ କୁସ୍ତି ମହାସଂଘର ସଭାପତି ତଥା ଭାଜପା ଏମ୍ପି ବ୍ରିଜ ଭୂଷଣ ଶାରନ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ଜନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ରେସଲର୍। ସେମାନେ ସଭାପତି ପରିବର୍ତ୍ତନ କରିବାକୁ ଅଡି ବସିବା ସହ ଦାବି…
ଅର୍ଥ ମନ୍ତ୍ରଣାଳୟ ସହ ଜଡିତ ସମ୍ବେଦନଶୀଳ ତଥ୍ୟ ଲିକ ଅଭିଯୋଗରେ ଜଣେ ଗିରଫ
ନୂଆଦିଲ୍ଲୀ,୧୮।୧: ଅର୍ଥ ମନ୍ତ୍ରଣାଳୟ ସହ ଜଡିତ ସମ୍ବେଦନଶୀଳ ତଥ୍ୟ ଲିକ ଅଭିଯୋଗରେ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଏକ ଗୁପ୍ତଚର ନେଟୱାର୍କକୁ ଧରିଛି। ଗୁପ୍ତଚର କାର୍ଯ୍ୟକଳାପ ତଥା ଟଙ୍କା ବଦଳରେ ବର୍ଗୀକୃତ ତଥ୍ୟ ପ୍ରଦାନ ଅଭିଯୋଗରେ ଡାଟା ଏଣ୍ଟ୍ରି ଅପରେଟର ସୁମିତଙ୍କୁ…
ବିବାହ ପରେ ରାଖୀଙ୍କ ନୂଆ ଅବତାର: ହିଜାବ-ବୁର୍ଖା ପିନ୍ଧି ଘରୁ ବାହାରିଲେ…
ବମ୍ବେ: ବିବାହକୁ ନେଇ ଲଗାତାର ଭାବେ ଚର୍ଚ୍ଚାରେ ରହି ଆସୁଛନ୍ତି ଡ୍ରାମା କୁଇନ୍ ରାଖୀ ସାଓ୍ବନ୍ତ। ପ୍ରେମିକ ଆଦିଲ ଖାଁଙ୍କ ହାତ ଧରିବା ପରେ ସେ ଧର୍ମ ବଦଳାଇଦେଇଛନ୍ତି। ଏସବୁ ଭିତରେ ରାଖୀଙ୍କୁ ବୁର୍ଖା ଏବଂ ହିଜାବ ପିନ୍ଧିଥିବା ଦେଖାଯାଇଛି। ବିବାହ…
ସନ୍ୟାସୀ ଦୀକ୍ଷା ନେଲେ ପ୍ରସିଦ୍ଧ ହୀରା ବ୍ୟବସାୟୀଙ୍କ ୮ ବର୍ଷର ଝିଅ
ସୁରତ,୧୮।୧: ଗୁଜରାଟର ସୁରତରେ ହୀରା ବ୍ୟବସାୟୀଙ୍କ ଆଠ ବର୍ଷର ଝିଅ ସନ୍ୟାସୀ ଦୀକ୍ଷା ନେଇଛନ୍ତି। ଧନେଶ ସାଙ୍ଗଭୀଙ୍କ ଝିଅ ଦେବାଂଶୀ ଜୈନ ସନ୍ନ୍ୟାସୀ ଆଚାର୍ଯ୍ୟ ବିଜୟ କୀର୍ତ୍ତ୍ୟାଶୁରୀଙ୍କଠାରୁ ଦୀକ୍ଷା ଗ୍ରହଣ କରିଛନ୍ତି। ଦେବାଂଶୀ ସିରୋହି ଜିଲାର ମାଲଗାଓଁର ବାସିନ୍ଦା। ସେ କୁଇଜରେ…
ଭାରତୀୟ କୁସ୍ତି ମହାସଂଘର ସଭାପତିଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ଭିନେଶ
ନୂଆଦିଲ୍ଲୀ,୧୮।୧: ରେସଲିଂ ଫେଡେରେଶନ ଅଫ୍ ଇଣ୍ଡିଆ(ଭାରତୀୟ କୁସ୍ତି ମହାସଂଘ) ଏବଂ ଏହାର ସଭାପତି ବ୍ରିଜ ଭୂଷଣ ଶାରନ ସିଂହଙ୍କ ବିରୋଧରେ ବିକ୍ଷୋଭ କରିଛନ୍ତି ଭାରତୀୟ ରେସଲର। ଟୋକିଓ ଅଲିମ୍ପିକ ୨୦୨୨ ପଦକ ବିଜେତା ବଜରଙ୍ଗ ପୁନିଆ, ରିଓ ଅଲିମ୍ପିକ ୨୦୧୬ ବ୍ରୋଞ୍ଜ…
ଭାଜପା ଏମ୍ପି ବିମାନର ଜରୁରୀକାଳୀନ ଦ୍ୱାର ଖୋଲିବା ପ୍ରସଙ୍ଗ: କେନ୍ଦ୍ରମନ୍ତ୍ରୀ ଦେଲେ ସଫେଇ
ନୂଆଦିଲ୍ଲୀ,୧୮।୧: ଭାଜପା ଏମ୍ପି ତେଜସ୍ବୀ ସୂର୍ଯ୍ୟ ଇଣ୍ଡିଗୋ ବିମାନର ଜରୁରୀକାଳୀନ ଦ୍ୱାର ଖୋଲିବା ପ୍ରସଙ୍ଗରେ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜ ମତ ରଖିଛନ୍ତି। ଏନେଇ ସେ କହିଛନ୍ତି, ତଥ୍ୟକୁ ଦେଖିବା ଆବଶ୍ୟକ। ବିମାନଟି ରନ୍ଓ୍ବେରେ ଥିବାବେଳେ ଜରୁରୀକାଳୀନ…
ବିବାଦରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ମହିଳା ଥାନାର ଦ୍ୱାରସ୍ଥ ହେଲେ ପତ୍ନୀ
କଟକ ଅଫିସ,୧୮।୧: ପୁଣି ବିବାଦରେ ଫସିଛନ୍ତି ଓଲିଉଡ ଗାୟକ ହ୍ୟୁମାନ ସାଗର। ହ୍ୟୁମାନ ଶାରିରୀକ ଏବଂ ମାନସିକ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ ଆଣିଛନ୍ତି ପତ୍ନୀ। ସେ ଏଥିରେ ଅତିଷ୍ଠ ହୋଇ ମହିଳା ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି। ଗୁରୁବାର ପୂର୍ବାହ୍ନ…
‘ଗିଲ ହେ କି ମାନତା ନେହିଁ’
ହାଇଦ୍ରାବାଦ,୧୮।୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଚମକିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ ଶୁଭମନ ଗିଲ। ବିସ୍ଫୋରକ ବ୍ୟାଟିଂ କରି ସେ ନିଜର ଦ୍ୱିଶତକ ପୂରଣ କରିଛନ୍ତି। ଏହି ସଫଳତାକୁ ନେଇ ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହ୍ବାଗ ଫିଲ୍ମର ପୋଷ୍ଟର ଶେୟାର କରି…
ପୁଣି ଅଡୁଆରେ ଅଶନୀର
ନୂଆଦିଲ୍ଲୀ, ୧୮।୧: ଭାରତ ପେ’ ପୂର୍ବତନ ସହ-ପ୍ରତିଷ୍ଠାତା ତଥା ଶାର୍କ ଟ୍ୟାଙ୍କ ଇଣ୍ଡିଆର ପୂର୍ବତନ ବିଚାରପତି ଅଶନୀର ଗ୍ରୋଭର ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଏଥର ସେ ବଡ଼ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। କାରଣ ଫିନ୍ଟେକ ୟୁନିକର୍ନର ମୂଳ ପ୍ରତିଷ୍ଠାତା ଭାବିକ କୋଲାଡିଆ…
ସନ୍ଦେହଜନକ ଅବସ୍ଥାରେ ମିଳିଲା ପ୍ରସିଦ୍ଧ ବଙ୍ଗୀୟ ଲେଖକ ସୁଜନ ଦାସଗୁପ୍ତାଙ୍କ ମୃତଦେହ
କୋଲକାତା,୧୮।୧: ପ୍ରସିଦ୍ଧ ବଙ୍ଗୀୟ ଲେଖକ ସୁଜନ ଦାସଗୁପ୍ତାଙ୍କ ମୃତଦେହ ତାଙ୍କ ଘରୁ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଛି। କୋଲକାତାରେ ଥିବା ତାଙ୍କ ଫ୍ଲାଟ୍ର ଗାଧୁଆଘରେ ବୁଧବାର ସୁଜନଙ୍କ ମୃତଦେହ ପଡ଼ିଥିବା ଦେଖାଯାଇଥିଲା। ପ୍ରଥମେ ସମ୍ପର୍କୀୟମାନେ ଏହା ନିଶ୍ଚିତ କରିବା ପରେ କୋଲକାତା…
ମୋଦି ସରକାରଙ୍କ ବିରୋଧରେ ବିପକ୍ଷଙ୍କ ଶକ୍ତି ପ୍ରଦର୍ଶନ
ହାଇଦ୍ରାବାଦ୍,୧୮।୧: ତେଲେଙ୍ଗାନାରେ ଶାସକ ଭାରତ ରାଷ୍ଟ୍ର ସମିତି (ବିଆରଏସ) ଖମ୍ମମରେ ଏକ ସାଧାରଣ ସଭାର ଆୟୋଜନ କରିଥିଲେ। ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ(କେସିଆର)ଙ୍କ ଉପସ୍ଥିତିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାଗବନ୍ତ ମାନ, କେରଳ ମୁଖ୍ୟମନ୍ତ୍ରୀ…
ହାଇକୋର୍ଟରେ ହାତୀ ମୃତ୍ୟୁ ମାମଲା
କଟକ ଅଫିସ,୧୮ା୧: ହାଇକୋର୍ଟରେ ପହଞ୍ଚିଛି ହାତୀ ମୃତ୍ୟୁ ମାମଲା। ହାତୀଙ୍କୁ ସୁରକ୍ଷା ଦେବା ପାଇଁ ତୁରନ୍ତ ଆକ୍ସନ ପ୍ଲାନ ଲାଗୁ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୩ ସପ୍ତାହ ମଧ୍ୟରେ ଏହି ଆକ୍ସନ ପ୍ଲାନ ଲାଗୁ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।…
Archives


