Home Left

ହକି ତାରକା ପ୍ରବୋଧଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ହକି ପଦକ ବି ଛାଡ଼ିଲେନି…

ଭୁବନେଶ୍ୱର,୨୨।୧(ବ୍ୟୁରୋ): ଜାତୀୟ ହକି ତାରକାଙ୍କ ସରକାରୀ କ୍ୱାର୍ଟର୍ସରେ କଳାକନା ବୁଲାଇଲେ ଦୁର୍ବୃତ୍ତ। ଭୁବନେଶ୍ୱରର ୟୁନିଟ-୬ ଅଞ୍ଚଳରେ ଥିବା ସରକାରୀ କ୍ୱାର୍ଟର୍ସରେ ରହୁଥିବା ପ୍ରବୋଧ ତିର୍କୀଙ୍କ ଘରୁ ଶୁକ୍ରବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ଜଣାପଡ଼ିଛି। ଦୁର୍ବୃତ୍ତମାନେ କ୍ୱାର୍ଟର୍ସରେ ଥିବା ପ୍ରବୋଧଙ୍କ ଟିଭି,…

ଅଜବ ସାପ

ପୃଥିବୀରେ ସମୁଦାୟ ୩୦୦୦ରୁ ଊର୍ଦ୍ଧ୍ୱ ପ୍ରଜାତିର ସାପ ଦେଖାଯାଆନ୍ତି। କିଏ ବଡ଼ ତ କିଏ ଛୋଟ, କିଏ ଆଦୌ ବିଷାକ୍ତ ନୁହେଁ ତ କିଏ ଅତ୍ୟନ୍ତ ବିଷାକ୍ତ ଆଉ ପୁଣି କିଏ ରଙ୍ଗବେରଙ୍ଗ। ତେବେ ଜାଣିବା କେତେକ ଅଜବ ସାପ ସମ୍ପର୍କରେ……

୧୮ ବର୍ଷରେ ବିବାହ କରିଥିଲେ ଏହି ଅଭିନେତ୍ରୀ, ୧୯ ବର୍ଷରେ ହୋଇଥିଲା ମୃତ୍ୟୁ

ମୁମ୍ବାଇ: ୧୯୯୩ରେ ଏକ ଖବର ସମସ୍ତଙ୍କୁ ଚକିତ କରିଦେଇଥିଲା। ଜାଣିବାକୁ ମିଳିଥିଲା, ମାତ୍ର ୧୯ ବର୍ଷର ଅଭିନେତ୍ରୀ ଦିବ୍ୟା ଭାରତୀ ଆଉ ନାହାନ୍ତି। ଏହି ଖବର ଯିଏ ଶୁଣିଲେ, ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଗଲେ। କାରଣ ଦିବ୍ୟା ଏମିତି ଏକ ଅଭିନେତ୍ରୀ…

ପ୍ରତିଷ୍ଠିତ କଳାକାର ହେବା ଲକ୍ଷ୍ୟ

ବୟସ ମାତ୍ର ୨୧। ହେଲେ ସେ ଏବେ ବ୍ରହ୍ମପୁର ସହରର ଜଣେ ଜଣାଶୁଣା ନଁା। ସେ ଏକାଧାରରେ ଜଣେ ମଞ୍ଚ ଉପସ୍ଥାପକ, ଡ୍ୟାନ୍ସର, ସିଙ୍ଗର, ମଡେଲ, ଅଭିନେତା, ମିମିକ୍ରି ଆର୍ଟିଷ୍ଟ ଏବଂ ଚିତ୍ରଶିଳ୍ପୀ ମଧ୍ୟ। ଏହି ବହୁମୁଖୀ ଯୁବ ପ୍ରତିଭା ହେଉଛନ୍ତି…

ବନ୍ଧୁମିଳନ

ସମୟ ସୁଅରେ ଏବେ ସମସ୍ତେ ବ୍ୟସ୍ତ। କିଏ କର୍ମମୟ ଜୀବନର ଚାପରେ ତ ଆଉ କିଏ ପାରିବାରିକ ଜଞ୍ଜାଳରେ ବନ୍ଧା। ଇଚ୍ଛା ଥିଲେ ବି ଯେମିତି କାହା ପାଇଁ କାହା ପାଖରେ ନାହିଁ ସମୟ। ଏମିତିରେ ଏବେ ଅନେକଙ୍କ ପାଇଁ ସ୍କୁଲ୍‌…

ଆମେରିକାରେ ଗ୍ୟାସ ଷ୍ଟେଶନରେ ଡକାୟତି, ମୂଳ ଭାରତୀୟଙ୍କୁ ଗୁଳି କରି ହତ୍ୟା…

ଓ୍ବାଶିଂଟନ,୨୨।୧ : ଆମେରିକାର ଫିଲାଡେଲଫିଆର ଏକ ଗ୍ୟାସ ଷ୍ଟେଶନରେ ଡକାୟତି ଘଟଣାରେ ଜଣେ ମୂଳ ଭାରତୀୟ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ତାଙ୍କ ବୟସ ୬୬ ବର୍ଷ। ସେ ଗ୍ୟାସ ଷ୍ଟେଶନରେ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିଲେ। ହତ୍ୟା ଘଟଣାରେ…

୨୧୧ ନିର୍ମାଣ ଶ୍ରମିକଙ୍କୁ ମିଳିଲା ୧.୭୯ କୋଟି

ସୋନପୁର,୨୨।୧(ନି.ପ୍ର.):  ସୁବର୍ଣ୍ଣପୁର ଜିଲା ଶ୍ରମ ବିଭାଗ ପକ୍ଷରୁ ସୋନପୁର ନୂତନ ଟାଉନ ହଲ ପରିସରରେ ନିର୍ମାଣ ଶ୍ରମିକ ସହାୟତା ବଣ୍ଟନ ଶିବିର ଶନିବାର ଆୟୋଜିତ ହୋଇଯାଇଛି। ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷା ଶ୍ରୀମୟୀ ଶ୍ୱେତାସ୍ନିଗ୍ଧା…

ଅସୁସ୍ଥତା ପରେ ଶୁଟିଂସେଟ୍‌କୁ ଫେରିଲେ ସାମନ୍ଥା

ମୁମ୍ବାଇ: ସାଉଥ୍‌ ଅଭିନେତ୍ରୀ ସାମନ୍ଥା ରୁଥ୍‌ପ୍ରଭୁ କିଛି ସମୟ ପୂର୍ବରୁ ପ୍ରଶଂସକଙ୍କ ସହ ଏକ ସୂଚନା ଶେୟାର କରିଛନ୍ତି, ଏଥିରେ ସେ ଲେଖିଛନ୍ତି, ସେ ଅଟୋ-ଇମ୍ୟୁନୋ ମାୟୋସିଟିସ୍‌ରେ ପୀଡ଼ିତ ଏବଂ ଚିକିତ୍ସିତ ହେଉଛନ୍ତି। ଏଥିପାଇଁ ସେ କାମରୁ ବିରତି ମଧ୍ୟ ନେଇଥିଲେ।…

ସ୍କୁଲ ବ୍ୟାଗ୍‌ରେ ନେଉଥିଲେ ଗଞ୍ଜେଇ, ଧରିଲା ପୋଲିସ

କୋରାପୁଟ,୨୨।୧(ସ୍ବ.ପ୍ର.): କୋରାପୁଟ ଜିଲାର ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ବ୍ୟାପକ ଭାବେ ଗଞ୍ଜେଇ ଚାଷ ହୋଇଥାଏ। ଏହାକୁ ବାହାର ରାଜ୍ୟକୁ ଚାଲାଣ ପାଇଁ ଗଞ୍ଜେଇ ଚାଲାଣକାରୀମାନେ ବିଭିନ୍ନ ସମୟରେ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି। କେତେବେଳେ ମାଛ ବାକ୍ସରେ, ପଣସ ଗାଡିରେ, ଗାଡି…

ଭିିତରେ ସଂଗ୍ରହ, ବାହାରେ କୁଢ଼ କୁଢ଼ ଆବର୍ଜନା

ବ୍ରହ୍ମପୁର ଅଫିସ,୨୨।୧: ବ୍ରହ୍ମପୁର ସହରକୁ ସ୍ବଚ୍ଛ ଓ ସୁନ୍ଦର ଲକ୍ଷ୍ୟରେ ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି) ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି କ୍ରମରେ ଗତ ବର୍ଷ ବିଇଏମ୍‌ସି ସ୍ବଚ୍ଛ ସର୍ବେକ୍ଷଣରେ ୪ ର୍ଥ ସ୍ଥାନ ହାସଲ କରିଛି। ପୂର୍ବରୁ ବିଇଏମ୍‌ସି…

ରୋମାଞ୍ଚ ଭରିଲେ ଅର୍ଚ୍ଚିତା, ସବ୍ୟସାଚୀ

ପାରଳାଖେମୁଣ୍ଡି, ୨୧ା୧ (ଡି.ଏନ୍‌.ଏ) : ଗଜପତି ଜିଲାର କଳା, ସଂସ୍କୃତି, ଐତିହ୍ୟ ଓ ସମୃଦ୍ଧି ପରମ୍ପରାର ସମାରୋହ ଗଜପତି ଉତ୍ସବ ଓ ପଲ୍ଲିଶ୍ରୀ ମେଳାର ଶନିବାର ଚତୁର୍ଥ ସନ୍ଧ୍ୟାରେ ଦର୍ଶକଙ୍କ ମନରେ ରୋମାଞ୍ଚ ଭରିଛନ୍ତି ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା।…

ଛତୁ ଚାଷ ଦେଇଛି ନୂଆ ପରିଚୟ

ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୨୨।୧: ଗ୍ରାମାଞ୍ଚଳରେ ଅନେକ ସ୍ବୟଂ ସହାୟିକା ଗୋଷ୍ଠି ଅଛନ୍ତି ା ହେଲେ ସେମାନଙ୍କ ମଧ୍ୟରୁ ଅଳ୍ପ କେତେକ ନିଜ ଅଞ୍ଚଳରେ ନାଁ କମେଇବା ସହ ଜିଲାରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି ପାରିଛନ୍ତି ା କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri