ସମ୍ପ୍ରସାରଣରେ ବାଧକ ସାଜିବ ବାସଗୃହ, ବିଦ୍ୟୁତ୍ ଖୁଣ୍ଟ
ନାଉଗଁା,୧୪ା୧୨(ସ୍ବ.ପ୍ର.): ନାଉଗଁା ବ୍ଲକ ଅନ୍ତର୍ଗତ କୋକଢ଼ିହ- ତେଲସରା ରାସ୍ତାର ପୁନଃ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଜଗତ୍ସିଂହପୁର ପୂର୍ତ୍ତ ବିଭାଗ ଅଧୀନରେ ଏହି ରାସ୍ତା ରହିଛି। ଏବେ ଏହାକୁ ସମ୍ପ୍ରସାରଣ କରିବାକୁ ସ୍ଥିର କରାଯାଇଛି। ମାତ୍ର ଏଥିରେ ଅନେକ ବାଧା ଉପୁଜିବାର…
ସମ୍ପତ୍ତି ପାଇଁ ବଡ଼ ଭଉଣୀକୁ କଟୁରିରେ ହାଣିଲେ ଭାଇ
ଆଳି,୧୪ା୧୨(ଡି.ଏନ.ଏ.): ଯେଉଁ ହାତ ଭଉଣୀର ବିପଦ ସମୟରେ ସୁରକ୍ଷା ପାଇଁ ବଢି ଆସେ ସେହି ହାତ ମଙ୍ଗଳବାର ଭଉଣୀ ଜୀବନ ନେବାକୁ ଆଗକୁ ଆସିଥିଲା। ପାରିବାରିକ ସମ୍ପତ୍ତି ଭାଗ ବଣ୍ଟାକୁ ନେଇ ଭଉଣୀକୁ କଟୁରୀରେ ଭାଇର ଆକ୍ରମଣ ଘଟଣା ଏବେ ଚଞ୍ଚଲ୍ୟ…
ଆଜି ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
ପୁରୀ ଅଫିସ ୧୪ା୧୨: ପୌଷ ମାସ କୃଷ୍ଣପକ୍ଷ ଷଷ୍ଠୀ ତିଥି ବୁଧବାର ଅବସରରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ବା ବନକଲାଗି ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ବିଭିନ୍ନ ଗୁପ୍ତ ନୀତି ମଧ୍ୟରୁ ଏହି ନୀତି ଅନ୍ୟତମ। ଏହି ନୀତି ସମ୍ପାଦନ ନିମନ୍ତେ…
ଓଡ଼ିଆ ଚଳଚ୍ଚିତ୍ରକୁ ନେଇ ଜାତୀୟ ସ୍ତରରେ ଆଲୋଚନା
ଭୁବନେଶ୍ୱର,୧୪।୧୨(ବ୍ୟୁରୋ): ଓଡ଼ିଆ ଚଳଚ୍ଚିତ୍ରକୁ ନେଇ ଜାତୀୟ ସ୍ତରରେ ଆଲୋଚନା ଆରମ୍ଭ ହୋଇଛି। ଏହାର ଏକ ଭିଡିଓ ମଙ୍ଗଳବାର ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଦେଖିବାକୁ ମିଳିଛି। ଉକ୍ତ ଭିଡିଓଟି ସିନେ ସମୀକ୍ଷକ ଅନୁପମା ଚୋପ୍ରାଙ୍କ ଦ୍ୱାରା ଆୟୋଜିତ ପ୍ରଥମ ‘ପ୍ୟାନ୍ ଇଣ୍ଡିଆ…
ଉଚ୍ଛେଦ, ବାର୍ ଆଣ୍ଡ୍ ରେଷ୍ଟୁରାଣ୍ଟ ସିଲ୍
ଭୁବନେଶ୍ୱର, ୧୪।୧୨(ବ୍ୟୁରୋ): ରାଜଧାନୀରେ ଜବରଦଖଲ ଉଚ୍ଛେଦ ସହିତ ପରିମଳ ବ୍ୟବସ୍ଥା ନେଇ ଯାଞ୍ଚ ଓ ପଦକ୍ଷେପକୁ ଜୋରଦାର କରାଯାଉଛି। ଦୋକାନ ହେଉ କି ହୋଟେଲ, ସ୍ବଚ୍ଛତା ନିୟମ ନ ମାନିଲେ ବିଡିଏ ପକ୍ଷରୁ ଜରିମାନା ଆଦାୟ ସହ ଦୋକାନଗୁଡିକୁ ସିଲ୍ କରାଯାଉଛି।…
ସବୁଠି ପହଞ୍ଚତ୍ପାରୁନି ଇ-ବର୍ଜ୍ୟ ସଂଗ୍ରହ ଅଭିଯାନ
ଭୁବନେଶ୍ୱର,୧୪।୧୨(ବ୍ୟୁରୋ): ସ୍ମାର୍ଟସିଟିବାସୀଙ୍କୁ ସ୍ମାର୍ଟ ଜୀବନଶୈଳୀ ଦେବା ପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପରିମଳ ରକ୍ଷା ଉପରେ ଗୁରୁତ୍ୱ ଦେଉଛି। ସହରକୁ ସ୍ବଚ୍ଛ ଓ ପରିଚ୍ଛନ୍ନ ରଖିବା ସହ କୋଣ ଅନୁକୋଣରୁ ବର୍ଜ୍ୟ ପରିଚାଳନା ପାଇଁ ମାଳମାଳ ଯୋଜନା ପ୍ରସ୍ତୁତ ହେଉଛି। ମାତ୍ର…
ଅର୍ଚ୍ଚନାଙ୍କୁ ଗିରଫ ଦର୍ଶାଇ ପୁଣି ରିମାଣ୍ଡରେ ଆଣିଲା ଇଡି
ଭୁବନେଶ୍ୱର, ୧୪।୧୨ (ବ୍ୟୁରୋ): ହନିଟ୍ରାପ୍ର ମାୟାଜାଲରେ ଫସାଇ ବିପୁଳ ଅର୍ଥ ହଡ଼ପ ଅଭିଯୋଗରେ ମହିଳା ବ୍ଲାକ୍ମେଲର ଅର୍ଚ୍ଚନା ନାଗ ପୁଣିଥରେ ଗିରଫ ହୋଇଛନ୍ତି। ବେଆଇନ ଅର୍ଥ କାରବାର ମାମଲାରେ ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ) ଆବଶ୍ୟକ ପ୍ରମାଣ ପାଇବା ପରେ…
ସତ ଲୁଚାଉଛନ୍ତି ସରକାର: କଂଗ୍ରେସ
ନୂଆଦିଲ୍ଲୀ,୧୪ା୧୨: ଅରୁଣାଚଳ ପ୍ରଦେଶର ତଓ୍ବାଙ୍ଗରେ ଭାରତ-ଚାଇନା ସୈନ୍ୟ ସଂଘର୍ଷକୁ ନେଇ ମୋଦି ସରକାର ସତ ଲୁଚାଉଛନ୍ତି ବୋଲି ବିରୋଧୀ ଦଳଗୁଡ଼ିକ ମଙ୍ଗଳବାର ସାଂଘାତିକ ଅଭିଯୋଗ ଆଣିଛନ୍ତି। ଗତ ଶୁକ୍ରବାର ସଂଘର୍ଷ ଘଟିଥିବାବେଳେ ସରକାର ଏନେଇ ଦେଶବାସୀଙ୍କୁ ଅବଗତ କରାଇ ନ ଥିଲେ।…
୧୩ ଜିଲାରେ କୁହୁଡ଼ି ସମ୍ଭାବନା
ଭୁବନେଶ୍ୱର,୧୪ା୧୨(ବ୍ୟୁରୋ): ରାଜ୍ୟରେ ଶୀତର ପ୍ରକୋପ ହ୍ରାସ ପାଇଛି। ବାତ୍ୟା ମାଣ୍ଡୋସ ଯୋଗୁ ବାୟୁମଣ୍ଡଳରେ ଜଳୀୟ ବାଷ୍ପ ଭରି ରହିଛି। ଏଥିଯୋଗୁ ରାତ୍ରିର ତାପମାତ୍ରାରେ ୨ରୁ ୪ଡିଗ୍ରୀ ସେଲ୍ସିୟସ ବୃଦ୍ଧି ପାଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ରାୟଗଡ଼ା,…
ମେଧାବୃତ୍ତି, ସୋଲାର ନାଁରେ ୪ କୋଟି ଠକେଇ
ଭୁବନେଶ୍ୱର,୧୪।୧୨(ବ୍ୟୁରୋ): ଛାତ୍ରୀଛାତ୍ରଙ୍କୁ ପ୍ରି-ମାଟ୍ରିକ ସ୍କଲାରଶିପ୍ (ମେଧାବୃତ୍ତି) ଓ ବିଭିନ୍ନ ଲୋକଙ୍କୁ ସୋଲାର ସଚେତନତା କାର୍ଯ୍ୟକ୍ରମ ଜରିଆରେ ଏଲ୍ଇଡି ବଲ୍ବ ଯୋଗାଇବା ଆଳରେ ଏକ ସଂସ୍ଥା ଓଡ଼ିଶାର ବିଭିନ୍ନ ଲୋକଙ୍କୁ ଫସାଇ ପ୍ରାୟ ୪ କୋଟି ଟଙ୍କା ଠକି ନେଇଛି। ଏହି ମାମଲାରେ…
୧୫ ଆଇନଜୀବୀ ଜେଲ ଗଲେ
ସମ୍ବଲପୁର,୧୪ା୧୨(ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ସମ୍ବଲପୁର ଜିଲାରେ ଚାଲିଥିବା ଆନ୍ଦୋଳନକୁ ସୁପ୍ରିମକୋର୍ଟ ବେଆଇନ ଘୋଷଣା କରିବା ପରେ ସୋମବାର ଏହା ଉଗ୍ରରୂପ ନେଇଥିଲା। ୧୪୪ ଧାରା ଲାଗୁ ସତ୍ତ୍ବେ ଓକିଲମାନେ କୋର୍ଟ ପରିସରକୁ ଧସେଇ ପଶି…
ଆଜିଠାରୁ ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍
ଚଟ୍ଟୋଗ୍ରାମ,୧୪।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୧୪ ଡିସେମ୍ବର ଅର୍ଥାତ୍ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ଦୁଇ ଦଳ ମଧ୍ୟରେ ପ୍ରଥମ ମ୍ୟାଚ ଚଟ୍ଟୋଗ୍ରାମରେ ଖେଳାଯିବ। ଏହି ମ୍ୟାଚରେ ଭାରତ ନିୟମିତ ଅଧିନାୟକ ରୋହିତ…
Archives


