Home Left

ଇସ୍ତଫା ଦେଲେ ବିବିସି ଅଧ୍ୟକ୍ଷ ରିଚାର୍ଡ ଶାର୍ପ

ଲଣ୍ଡନ,୨୮ା୪: ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନଙ୍କ ପାଇଁ ଋଣ ମାମଲାରେ ସାର୍ବଜନିକ ନିଯୁକ୍ତି ନିୟମ ଉଲ୍ଲଂଘନ କରିଥିବା ଜଣାପଡ଼ିବା ପରେ ବିବିସି ଅଧ୍ୟକ୍ଷ ରିଚାର୍ଡ ଶାର୍ପ ଶୁକ୍ରବାର ପଦବୀରୁ ଇସ୍ତଫା ଦେଇଛନ୍ତି। ପରବର୍ତ୍ତୀ ଅଧ୍ୟକ୍ଷ ନିଯୁକ୍ତି ଲାଗି ଜୁନ୍‌ ଶେଷ…

ଷ୍କ୍ରାପ ବେପାରରେ ମୁଖ୍ୟ ଅଭିଯୁକ୍ତ ଗିରଫ, ବେପାରୀଙ୍କୁ ଛାଡିଦେଲା ପୋଲିସ

କେନ୍ଦୁଝର,୨୮।୪(ସ୍ବ.ପ୍ର.): କେନ୍ଦୁଝରରେ ଛତୁ ଫୁଟିଲା ଭଳି ଷ୍କ୍ରାପ ବ୍ୟବସାୟ ଚାଲିଥିବା ବେଳେ ଷ୍କ୍ରାପ ବେପାର ନାମରେ କିପରି ଚାଲିଛି ଚୋରା କାରବାର ତାହାର ଏକ ନମୁନା ଆଜି କେନ୍ଦୁଝରରେ ଦେଖିବାକୁ ମିଳିଛି। ଏକ ରୋଡ ରୋଲରକୁ ଜଣେ ଷ୍କ୍ରାପ ବେପାରୀ ଖଣ୍ଡ…

କୋଲକାତାକୁ ଝଟକା: ଖେଳିବେନି ଲିଟନ

କୋଲକାତା,୨୮ା୪: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଅବଶିଷ୍ଟ ମ୍ୟାଚରେ ଉପଲବ୍ଧ ହେବେ ନାହିଁ କୋଲକାତା ନାଇଟ ରାଇଡର୍ସ (କେକେଆର)ର ବାଂଲାଦେଶ ଉଇକେଟକିପର-ବ୍ୟାଟର ଲିଟନ ଦାସ। ପରିବାରର କେହି ଜଣେ ଅସୁସ୍ଥଥିବା ଦର୍ଶାଇ ଲିଟନ୍‌ ଶୁକ୍ରବାର ଢାକା ଫେରିଯାଇଛନ୍ତି। ଲିଟନ୍‌ଙ୍କୁ କେକେଆର…

ଟସ୍‌ ଜିତି ପଞ୍ଜାବର ବୋଲିଂ ନିଷ୍ପତ୍ତି

ମୋହାଲି,୨୮।୪: ମୋହାଲି ସ୍ଥିତ ବିନ୍ଦ୍ରା ଷ୍ଟାଡିୟମ ଶୁକ୍ରବାର ଖେଳାଯାଉଥିବା ଆଇପିଏଲ୍‌ର ୩୮ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶିଖର ଧାଓ୍ବନ୍‌ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ ଆମନ୍ତ୍ରଣ ପାଇ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ପ୍ରଥମେ ବ୍ୟାଟିଂ କରିବ। କାନ୍ଧରେ…

ପ୍ରତି ୨ମିନିଟ୍‌ରେ ଥରେ ଚେକ୍‌ କରୁଥିଲି ଝିଅର ହାର୍ଟବିଟ୍‌: ପ୍ରିୟଙ୍କା

ମୁମ୍ବାଇ, ୨୮।୪: ପ୍ରିୟଙ୍କା ଚୋପ୍ରା ଏବେ ତାଙ୍କ ଓ୍ବେବ ସିରିଜ ସିଟାଡେଲକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଓ୍ବେବ ସିରିଜ୍‌କୁ ସେ ଜୋରଦାର ପ୍ରମୋଶନ କରିଛନ୍ତି। କିଛିଦିନ ପୂର୍ବରୁ ପ୍ରିୟଙ୍କା ତାଙ୍କ ସ୍ବାମୀ ଏବଂ ଝିଅ ସହିତ ଭାରତ ଆସିଥିଲେ। ଏହିସମୟରେ…

ଗୋଳାବାରୁଦ କାରଖାନାରେ ବିସ୍ଫୋରଣ: ୨ ଗୁରୁତର

ଟିଟିଲାଗଡ଼, ୨୮।୪(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ବଡ଼ମାଳ ଗୋଳାବାରୁଦ କାରଖାନା ୟୁନିଟ ୩ରେ ଶୁକ୍ରବାର ବିସ୍ଫୋରଣ ହୋଇଛି । ୨ କର୍ମଚାରୀ ଗୁରୁତର ହୋଇଥିବା ସୂଚନା ମିଳିଛି। ଗୁରୁତର କର୍ମଚାରୀ ହେଲେ ସରୋଜ ପଣ୍ଡା ଓ ଗୌତମ ମହାନନ୍ଦ । ସେମାନଙ୍କୁ ବଡ଼ମାଲ…

ଭାରତୀୟ ଶାସ୍ତ୍ରୀୟ କଳାର ପ୍ରଶଂସା କଲା ବ୍ରିଟେନ! ଭାରତୀୟ ମୂଳ ବାସିନ୍ଦାଙ୍କୁ ସମ୍ମାନୀତ କଲେ କିଙ୍ଗ ଚାର୍ଲସ

ଲଣ୍ଡନ,୨୮।୪: ବ୍ରିଟେନର ରାଜା କିଙ୍ଗସ ଚାର୍ଲସ ଭାରତୀୟ ମୂଳ ବାସିନ୍ଦା ଡା. ଏମ.ଏନ. ନନ୍ଦକୁମାରଙ୍କୁ ଅର୍ଡର ଅଫ ଦ ବ୍ରିଟିଶ ଏମ୍ପାୟାର(ଏମବିଇ)ର ଆଓ୍ବାର୍ଡରେ ସମ୍ମାନୀତ କରିଛନ୍ତି। ନନ୍ଦକୁମାରଙ୍କୁ ଏମବିଇ ଆଓ୍ବାର୍ଡ ବ୍ରିଟେନରେ ଭାରତୀୟ ଶାସ୍ତ୍ରୀୟ କଳାରେ ଦେଇଥିବା ଯୋଗଦାନ ପାଇଁ ଦିଆଯାଇଛି।…

୨୧ ଜିଲାକୁ ସତର୍କ

ଭୁବନେଶ୍ବର ୨୮।୪(ବ୍ୟୁରୋ): ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ଜାରି ରହିବ । ଶୁକ୍ରବାର ପାଇଁ ୨୧ ଜିଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ନିଂ ଜାରି କରିଛି । ସେହିସବୁ ଜିଲାଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା,…

ଜନ୍ତର ମନ୍ତରରେ ଧାରଣାରେ ବସିଥିବା ରେସଲରଙ୍କୁ ଭେଟିବେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୮।୪: ରାଜଧାନୀର ଜନ୍ତର ମନ୍ତରରେ ଡବ୍ଲୁଏଫଆଇର ଅଧ୍ୟକ୍ଷ ଓ କୋଚଙ୍କ ବିରୋଧରେ ଧାରଣାରେ ବସିଥିବା ରେସଲରଙ୍କୁ ସମର୍ଥନ କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଜନ୍ତର ମନ୍ତର ଯିବେ। ଶନିବାର ମୁଖ୍ୟମନ୍ତ୍ରୀ ସେଠାକୁ ଯିବାର କାର୍ଯ୍ୟକ୍ରମ ରହିଛି। ଏହାସହ ଦିଲ୍ଲୀ ସରକାରଙ୍କ…

ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ପଥରରେ ଛେଚି ହତ୍ୟା

ନୂଆଦିଲ୍ଲୀ,୨୮।୪: ଦକ୍ଷିଣ-ପୂର୍ବ ଦିଲ୍ଲୀ ବଦରପୁର ଅଞ୍ଚଳର ଏକ ଡ୍ରେନ୍‌ରୁ ଜଣେ ଛାତ୍ରଙ୍କ ମୃତଦେହ ପୋଲିସ ଜବତ କରିଛି। ସେ ହେଲେ ଦିଲ୍ଲୀର ମୋଲାରବନ୍ଦ ଗାଁର ବିଲାସପୁରର ସୌରଭ। ମିଳିଥିବା ସୂଚନା ମୁତାବକ, ସୌରଭ ତାଜପୁର ପହରୀସ୍ଥିତ ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେଶନ (ଏମ୍‌ସିଡି)…

ବିଇଡି ନାମଲେଖା: ମେ ୪ରୁ ଆବେଦନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର,୨୮।୪(ବ୍ୟୁରୋ): ରାଜ୍ୟର ବିଭିନ୍ନ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ଓ ସ୍ବୟଂ ଶାସିତ କଲେଜଗୁଡ଼ିକରେ ବିଇଡି, ବିଏଚ୍‌ଇଡି ଓ ଏମ୍‌ଇଡି ନାମଲେଖା ପାଇଁ ପ୍ରକ୍ରିୟା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି। ଚଳିତ ବର୍ଷର ପ୍ରବେଶିକା ପରୀକ୍ଷା ସେବା ଚୟନ ବୋର୍ଡ(ଏସ୍‌ଏସ୍‌ବି) ଦ୍ୱାରା…

ରିମାଣ୍ଡରେ ଯିବେ ଲୁଣିଆ ଗ୍ୟଙ୍ଗ ସଦସ୍ୟ: ସାଜିଥିଲେ ନକଲି ପୋଲିସ

ଭୁବନେଶ୍ବର ୨୮।୪(ବ୍ୟୁରୋ): ନକଲି ପୋଲିସ ସାଜି ଟ୍ୟାଙ୍କର ହାଇଜ୍ୟାକ କରିଥିବା ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସହ ଲୁଣିଆ ଗ୍ୟାଙ୍ଗର ସଦସ୍ୟ ରିମାଣ୍ଡରେ ଯିବେ। ନାଲିବତୀ ଲଗାଇ ହାଇଓ୍ବେରେ ମିଛ ପାଟ୍ରୋଲିଂ କରୁଥିବା ସହ ଡ୍ରାଇଭର, ହେଲ୍ପପରଙ୍କୁ ମାଡ଼ ମାରି ୪ ଲକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?