‘ଦ କେରଲା ଷ୍ଟୋରି’କୁ ନେଇ ଚମକାଇ ଦେଲା କଙ୍ଗନାଙ୍କ ବୟାନ

ମୁମ୍ବାଇ: ବଲିଉଡ ଷ୍ଟାର କଙ୍ଗନା ରାନାଓ୍ବତ ପ୍ରାୟ ସବୁ ସମୟରେ ସବୁ ପ୍ରସଙ୍ଗକୁ ନେଇ ନିଜର ବେକାବୁ ବୟାନ ଦେବାକୁ ପଛାଇ ନ ଥାଆନ୍ତି। ନିକଟରେ କଙ୍ଗନା ଏକ ଇଭେଣ୍ଟରେ ଭାଗ ନେବାକୁ ଯାଇଥିଲେ। ଏହି ସମୟରେ ଅଭିନେତ୍ରୀ କିଛି ପ୍ରସଙ୍ଗକୁ ନେଇ ଖୋଲାଖୋଲି ଭାବେ ତାଙ୍କ ରାୟ ଦେଇଥିଲେ। ଏମିତିକି ସେ ତାଙ୍କ ଫିଲ୍ମି ଶଫରଠାରୁ ଆରମ୍ଭ କରି ବଲିଉଡ ଜର୍ନି ପର୍ଯ୍ୟନ୍ତ ସମସ୍ତ ପ୍ରସଙ୍ଗରେ କଥା ହୋଇଥିଲେ। ଏହାରି ଭିତରେ କଙ୍ଗନା ନିକଟରେ ରିଲିଜ ହୋଇଥିବା ମୁଭି ‘ଦ କେରଲା ଷ୍ଟୋରି’କୁ ନେଇ ବି ନିଜ ବୟାନ ଦେଇଛନ୍ତି।
ଧର୍ମାତରଣ ଓ ଆତଙ୍କବାଦର ପ୍ରସଙ୍ଗକୁ ନେଇ ରିଲିଜ ହୋଇଥିବା ଏହି ମୁଭିକୁ ନେଇ ଅନେକ ବିବାଦ ମୁଣ୍ଡ ଟେକିଛି। ମୁଭିରେ ଆତଙ୍କବାଦର କାହାଣୀକୁ ଦର୍ଶାଯାଇଛି। ଯାହା କେରଳରେ ହୋଇଥିବା ସତ ଘଟଣା ଉପରେ ଆଧାରିତ। ଏହି ଫିଲ୍ମକୁ ନେଇ ଯେତେବେଳେ କଙ୍ଗନାଙ୍କୁ ପ୍ରଶ୍ନ କରାଯାଇଥିଲା ସେ କହିଥିଲେ, ଦେଖନ୍ତୁ ମୁଁ ଏବେ ପର୍ଯ୍ୟନ୍ତ ଫିଲ୍ମ ଦେଖିନାହିଁ, ହେଲେ ମୁଭିକୁ ନେଇ ଅନେକ ବିରୋଧ ହୋଇଥିବା ଜାଣିଛି। ଏହାକୁ ବ୍ୟାନ କରିବା କଥା ବି ଉଠିଛି, ହେଲେ ଏହା ମୁଁ ଆଜି ଜାଣିଲି।
ଯଦି ମୁଁ ଭୁଲ ତେବେ ମୋତେ ସଂଶୋଧନ କରି ନିଅନ୍ତୁ। ହାଇକୋର୍ଟ ବି ଏହାକୁ ନେଇ କହିଛନ୍ତି ଯେ ମୁଭିକୁ ବ୍ୟାନ କରାଯାଇ ପାରିବ ନାହିଁ। ମୋତେ ଲାଗୁଛି କି ଏହି ମୁଭି ଆଇଏସକୁ ବାଦ ଦେଲେ ଆଉ କାହାକୁ ଭୁଲ କହିନାହିଁ। ଯଦି ଦେଶର ସବୁଠାରୁ ବଡ ସଂସ୍ଥା ହାଇକୋର୍ଟ ଏହା କହୁଛନ୍ତି ତେବେ ଏହା ଆଦୌ ଠିକ ନୁହେଁ। ଆଇଏସ ଏକ ଆତଙ୍କବାଦୀ ସଙ୍ଗଠନ। ମୁଁ ଏହା କହୁନାହିଁ, ଆମ ଦେଶ, ଆମ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଓ ଅନ୍ୟାନ୍ୟ ଦେଶ ମଧ୍ୟ ଏହିପରି କଥା ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜର୍ସି ସମର୍ଥନରେ ଅଧିନାୟକ ହରମନପ୍ରୀତ

ନୂଆଦିଲ୍ଲୀ,୩୦ା୭: ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ଭାରତୀୟ ହକି ଦଳର ଜର୍ସି ରଙ୍ଗ ପରିବର୍ତ୍ତନକୁ ନେଇ ବିବାଦ ଦେଖାଦେଇଥିବା ବେଳେ ପୁରୁଷ ଦଳର ଅଧିନାୟକ ହରମନପ୍ରୀତ ଏଥିପ୍ରତି…

ଜାଭେଲିନ ଫାଇନାଲରେ ଏହି ୩ ଭାରତୀୟ

ଗ୍ଲାସ୍‌ଗୋ,୩୦ା୭: ଦୁଇ ଥରର ଅଲିମ୍ପିକ୍‌ ପଦକଧାରୀ ନୀରଜ ଚୋପ୍ରାଙ୍କ ସମେତ ୩ ଭାରତୀୟ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୮…

ରକ୍ଷାବନ୍ଧନ ପୂର୍ବରୁ ବଡ଼ ଝଟକା! ପୋଷ୍ଟ ଅଫିସ ବଢ଼ାଇଲା ସ୍ପିଡ୍ ପୋଷ୍ଟ ଦର, ଜାଣିନିଅନ୍ତୁ କେତେ…

ନୂଆଦିଲ୍ଲୀ,୩୦।୭: ଆଜି ମଧ୍ୟ, ବହୁ ସଂଖ୍ୟକ ଲୋକ ପାନ୍, ଆଧାର କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପଠାଇବା ପାଇଁ ସ୍ପିଡ୍ ପୋଷ୍ଟ ବ୍ୟବହାର କରିବାକୁ ପସନ୍ଦ କରନ୍ତି…

୪୮ ଘଣ୍ଟା ପାଇଁ ଧବଳେଶ୍ବର ପୀଠକୁ ଯିବା ମନା: ଲାଗିଲା ପ୍ରଶାସନିକ କଟକଣା

ଆଠଗଡ଼, ୩୦।୭: ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ବରଙ୍କ ପୀଠକୁ ଗୁରୁବାର ଅପରାହ୍ଣ ୪ଟାରୁ ପରବର୍ତ୍ତୀ ୪୮ ଘଣ୍ଟା ପାଇଁ ଶ୍ରଦ୍ଧାଳୁଙ୍କ ଯିବା ଆସିବା ସମ୍ପୂର୍ଣ୍ଣ ବାରଣ…

ଟଙ୍କା ହେରଫେର, ପୂର୍ବତନ ସମିତି ସମ୍ପାଦକ ଗିରଫ

ହାଟଡିହୀ,୩୦।୭(ଶୁଭକାନ୍ତ ନାୟକ): ଟଙ୍କା ହେରଫେର ଅଭିଯୋଗରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସଢା ସେବା ସମବାୟ ସମିତିର ପୂର୍ବତନ ସମ୍ପାଦକ ଦୀନବନ୍ଧୁ ଜେନାଙ୍କୁ ଭିଜିଲାନ୍ସ ଗୁରୁବାର ଗିରଫ…

କକରୋଚ୍ ଜନତା ପାର୍ଟି ଆନ୍ଦୋଳନ ଉପରେ ହେବ ଫିଲ୍ମ: ୨୦୨୭ରେ ହେବ ରିଲିଜ୍‌, ଜାଣନ୍ତୁ କିଏ କରିବେ ଅଭିନୟ?

ଦିଲ୍ଲୀର ଜନ୍ତର-ମନ୍ତରରେ ‘କକରୋଚ୍ ଜନତା ପାର୍ଟି’ (CJP) ର ଆନ୍ଦୋଳନ ସାରା ଦେଶର ଧ୍ୟାନ ଆକର୍ଷଣ କରିଥିଲା। ଦେଶସାରାର ଯୁବକମାନେ ଏହି ଆନ୍ଦୋଳନର ଅଂଶବିଶେଷ ହୋଇଥିଲେ ଏବଂ…

ସାହସ ଦେଖି ସମସ୍ତେ ଆଶ୍ଚର୍ଯ୍ୟ! ଚଳନ୍ତା ବସ୍‌ ଆଗରେ ଛିଡା ହୋଇଗଲେ ACP ମୋନିକା, ଜାଣନ୍ତୁ କାରଣ

ଭୋପାଳ,୩୦।୭: ମଧ୍ୟପ୍ରଦେଶର ଭୋପାଳରେ କୃଷକ ଆନ୍ଦୋଳନ ସମୟରେ ACP ମୋନିକା ଶୁକ୍ଲାଙ୍କ ସାହସିକ ପଦକ୍ଷେପ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଆନ୍ଦୋଳନକାରୀମାନେ ବ୍ୟାରିକେଡ୍…

ସମୁଦ୍ର ଗଭୀରରେ ଭାରତର ସବୁଠାରୁ ବଡ଼ ସନ୍ଧାନ! ମିଳିବ କି ଶ୍ରୀକୃଷ୍ଣଙ୍କ ଦ୍ୱାରକା? ୨୦୩୦ ଯାଏଁ ଚାଲିବ…

ସମୁଦ୍ରର ଗଭୀରତାରେ ଲୁଚି ରହିଥିବା ଭାରତର ପ୍ରାଚୀନ ଇତିହାସକୁ ସାମ୍ନାକୁ ଆଣିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ଅଭିଯାନ ଆରମ୍ଭ କରିଛନ୍ତି। ବର୍ଷ ୨୦୩୦ ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri