ବିଧାୟକଙ୍କ ଘରେ ଭଙ୍ଗାରୁଜା,ଥାନାରେ ମାମଲା
କେନ୍ଦୁଝର,୩୦।୧(ସ୍ବ.ପ୍ର.): ସଦର ବିଧାୟକ ମୋହନ ଚରଣ ମାଝୀଙ୍କ ମଣ୍ଡୁଆସ୍ଥିତ ବାସଭବନରେ ପଶି ଭାଜପାର ଜଣେ ପୂର୍ବତନ କାର୍ଯ୍ୟକର୍ତ୍ତା ଭଙ୍ଗାରୁଜା କରିଛନ୍ତି। ଏଥିସହ ମାନସ ରଞ୍ଜନ ସାହା ନାମକ ଯୁବକଙ୍କୁ ଆକ୍ରମଣ କରିବା ନେଇ ଟାଉନ ଥାନରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ…
ଧନୀଙ୍କୁ ବାଦ୍ ଦେଇ ଗରିବଙ୍କୁ ସାମିଲ କର
ବଲସକୁମ୍ପା,୩୦ା୧(ଡି.ଏନ୍.ଏ.): ଖଜୁରିପଡ଼ା ବ୍ଲକରେ ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇନାହିଁ। ଧନୀ ଶ୍ରେଣୀର ଲୋକଙ୍କ ନାମ ଆବାସ ଯୋଜନାରେ ସାମିଲ କରାଯାଇଥିବାରୁ ବ୍ଲକ କଂଗ୍ରେସ ଉଦବେଗ ପ୍ରକାଶ କରିଛି। ପ୍ରକୃତ ଗରିବ ଲୋକଙ୍କୁ ଚିହ୍ନଟ କରିବା ସହିତ ଯେଉଁ…
ଦୋଷୀ ସାବ୍ୟସ୍ତ ହେଲେ ଆଶାରାମ ବାପୁ
ଗାନ୍ଧୀନଗର,୩୦।୧: ଏକ ଦଶନ୍ଧି ପୁରୁଣା ବଳାତ୍କାର ମାମଲାରେ ଗୁଜରାଟର ଏକ କୋର୍ଟ ଆତ୍ମଘୋଷିତ ବାବା ଆଶାରାମ ବାପୁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସୋମବାର ଗାନ୍ଧୀନଗର ଆଡିଶନ୍ ଜିଲା ଏବଂ ସେସନ୍ କୋର୍ଟ ଆଶାରାମଙ୍କ ବିରୋଧରେ ରାୟ ଶୁଣାଇଛନ୍ତି। ମଙ୍ଗଳବାର ଆଶାରାମଙ୍କ ଦଣ୍ଡ…
ସ୍ବାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟା ମାମଲା: ଗିରଫ ହେଲେ ଗୋପାଳ ଦାସ
ଝାରସୁଗୁଡା ଅଫିସ,୩୦।୧: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଏଏସ୍ଆଇ ଗୋପାଳ ଦାସଙ୍କୁ ସୋମବାର ଗିରଫ କରାଯାଇଛି। କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଗୋପାଳଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି। ଘଟଣାସ୍ଥଳ ଯାଞ୍ଚ କରାଯାଇ ତଦନ୍ତ କରାଯାଉଛି। ଅଭିଯୁକ୍ତଙ୍କୁ…
ଚିହ୍ନିଲେ ଦେଖି ମା’ଙ୍କ କୋଳରେ ବସିଥିବା ବଲିଉଡ୍ର ଏହି ପ୍ରସିଦ୍ଧ ଅଭିନେତ୍ରୀ ଜଣକ କିଏ
ମୁମ୍ବାଇ: ପ୍ରଶଂସକମାନେ ବଲିଉଡ୍ ଷ୍ଟାର୍ଙ୍କ ଜୀବନ ବିଷୟରେ ଜାଣିବାକୁ ବହୁତ ଆଗ୍ରହୀ ଥାନ୍ତି। ଏହି ଦ୍ୱନ୍ଦ୍ୱ ଦୂର କରିବାକୁ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ଏକ ପ୍ରମୁଖ ଭୂମିକା ଗ୍ରହଣ କରିିଛି। ଷ୍ଟାରମାନେ ପ୍ରାୟତଃ ପ୍ରଶଂସକଙ୍କ ସହିତ ସେମାନଙ୍କର ଫଟୋ ଶେୟାର କରୁଥିବା…
ଅବସର ଘୋଷଣା କଲେ ମୁରଲୀ ବିଜୟ
ନୂଆଦିଲ୍ଲୀ,୩୦।୧: ଭେଟେରାନ ଇଣ୍ଡିଆ ବ୍ୟାଟ୍ସମ୍ୟାନ ମୁରଲୀ ବିଜୟ ୩୮ ବର୍ଷ ବୟସରେ ତାଙ୍କ ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟରରୁ ଅବସର ଘୋଷଣା କରିଛନ୍ତି। ଏନେଇ ସେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ବିଜୟ ୬୧ ଟେଷ୍ଟରୁ ୧୨ଟି ଟେଷ୍ଟ ଶତକ ଏବଂ…
ପୁଣି ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରୀ
ଭବାନୀପାଟଣା,୩୦।୧(ସ୍ବ.ପ୍ର.): ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ଅଧିକାରୀ। ଗତ ୧୨ ତାରିଖରେ ଜଳ ବିଭାଜିକା ପ୍ରକଳ୍ପ ସହକାରୀ ନିର୍ଦ୍ଦେଶକ ତଥା ଆକାଉଣ୍ଟାଣ୍ଟ ୬୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭବାନୀପାଟଣା ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ସୋମବାର ପୁଣି ଜଣେ…
ଭାଇରାଲ ହେଉଛି ରାହୁଲ-ପ୍ରିୟଙ୍କାଙ୍କ ବରଫ ଫିଙ୍ଗା ଫଟୋ
ନୂଆଦିଲ୍ଲୀ,୩୦ା୧: ଭାରତ ଯାଡ଼ୋ ଯାତ୍ରାର ଶେଷ ଦିନରେ ଶ୍ରୀନଗରରେ ପ୍ରବଳ ତୁଷାରପାତ ହୋଇଛି। ଏହା ଦେଖି ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଖୁସି ମନାଇଛନ୍ତି। ସେମାନେ ପରସ୍ପର ଉପରକୁ ବରଫ ଫିଙ୍ଗି ବେଶ୍ ମଜା ଉଠାଇଛନ୍ତି। ଏହା ବ୍ୟତୀତ ଅନ୍ୟ…
ସର୍ବଦଳୀୟ ବୈଠକ: ଯୋଗ ଦେଲାନି କଂଗ୍ରେସ
ନୂଆଦିଲ୍ଲୀ,୩୦।୧: ସଂସଦର ବଜେଟ ଅଧିବେଶନ ପୂର୍ବରୁ ସୋମବାର ଦିଲ୍ଲୀରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ୨୭ଟି ଦଳର ନେତା ଉପସ୍ଥିତ ଥିଲେ। ବୈଠକ ପରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି, ୨୭ଟି ଦଳର ୩୭ନେତା…
ଏବେ ‘ଫର୍ଜି’ ନୋଟ ମାଧ୍ୟମରେ ମାଲାମାଲ ହେଲେ ଶାହିଦ
ମୁମ୍ବାଇ: ଏବେ ବଲିଉଡ ଅଭିନେତା ଶାହିଦ କପୁରଙ୍କ ନାମ ସେହିସବୁ ଆକ୍ଟରଙ୍କ ସହ ସାମିଲ ହେବାକୁ ଯାଉଛି ଯେଉଁମାନେ ଓଟିଟିରେ କମାଲ କରି ସାରିଛନ୍ତି । ଅଲି ଫାଜଲ, ଅଭିଶେକ ବଚ୍ଚନ, ବିବେକ ଓବରୟ, ସୁନିଲ ସେଟ୍ଟିଙ୍କ ପରି ଅଭିନେତାଙ୍କ ଭଳି…
ମୋ ସ୍ବାମୀ ମନ୍ତ୍ରୀଙ୍କ ପିଏସ୍ଓ ନ ଥିଲେ: ଜୟନ୍ତୀ
ଭୁବନେଶ୍ବର,୩୦।୧(ବୁରୋ): ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଗୁଳିକାଣ୍ଡ ଘଟଣାକୁ ନେଇ କ୍ରାଇବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି। ଗୁଳିକାଣ୍ଡର କାରଣ ଜଣାପଡ଼ି ନ ଥିବା ବେଳେ ଏଏସ୍ଆଇ ଏକାକୀ ଗୁଳି କରିଥିବା ସ୍ପଷ୍ଟ ହୋଇଛି। ଏଭଳି ସ୍ଥିତିରେ ଗୋପାଳ ଦାସଙ୍କ ସ୍ତ୍ରୀ ଜୟନ୍ତୀ ଦାସ…
ହ୍ୟୁମାନ ସାଗର-ଶ୍ରୀୟାଙ୍କ ପାରିବାରିକ ବିବାଦ ତୁଟିଲା
କଟକ ଅଫିସ,୩୦ା୧: କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ସ୍ତ୍ରୀ ଶ୍ରୀୟା ମିଶ୍ରଙ୍କର ପାରିବାରିକ ବିବାଦ ତୁଟିଥିବା ନେଇ ଏସ୍ପି ଅମିତାଭ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଉ କିଛି ଦିନ ପରେ ଶ୍ରୀୟା ଆସି ହ୍ୟୁମାନଙ୍କ ଘରେ ରହିବେ। ଶ୍ରୀୟା…
Archives


