ଭାଜପାରେ ସାମିଲ ହେଲେ ବରିଷ୍ଠ କଂଗ୍ରେସ ନେତା
ଅହମ୍ମଦାବାଦ,୩୦।୧: ଭାଜପାରେ ସାମିଲ ହେଲେ ବରିଷ୍ଠ କଂଗ୍ରେସ ନେତା ତଥା ଗୁଜରାଟ ଆନନ୍ଦ ଜିଲାର ପୂର୍ବତନ ବିଧାୟକ କାନ୍ତି ସୋଧା ପରମାର। ସୋମବାର ଗୁଜୁରାଟ ଗାନ୍ଧୀନଗରର କମଲମ କାର୍ଯ୍ୟାଳୟରେ ସେ ବିଧିବଦ୍ଧ ଭାବେ ଭାଜପାରେ ଯୋଗ ଦେଇଛନ୍ତି। ଗୁଜୁରାଟ ବିଧାନସଭା ନିର୍ବାଚନରେ…
ଘୁଞ୍ଚିଲା ଫିଲ୍ମ ‘ଶେହଜାଦା’ର ରିଲିଜ୍ ତାରିଖ
ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟନଙ୍କ ଅପକମିଙ୍ଗ୍ ଫିଲ୍ମ ‘ଶେହଜାଦା’ର ରିଲିଜ୍ ବୃଦ୍ଧି କରାଯାଇଛି। ସୁପରଷ୍ଟାର ଶାହରୁଖ ଖାନଙ୍କ ‘ପଠାନ୍’ର ବିପୁଳ ରୋଜଗାର ଦେଖିବା ପରେ ନିର୍ମାତା ଫିଲ୍ମର ରିଲିଜ୍ ତାରିଖ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି। ଫିଲ୍ମଟି ୧୭ ଫେବୃୟାରୀରେ ପ୍ରେକ୍ଷାଳୟରେ…
ଆବାସ ଗୃହ ତାଲିକାରେ ଅନିୟମିତତା: ଜନପ୍ରତିନିଧିଙ୍କୁ ତାଲା ପକାଇଲେ ହିତାଧିକାରୀ
କୋକସରା,୩୦।୧(ଡି.ଏନ୍.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ପାଇଁ ୫୪୬ ଆବାସ ଗୃହ ତାଲିକା ପଞ୍ଚାୟତ ପକ୍ଷରୁ ଅନୁମୋଦନ କରାଯାଇଥିଲା। ସେଥିରୁ ୨୩୭ ଅନୁମୋଦନ ହୋଇଥିବା ବେଳେ ୩୦୯ ଆବାସ ଗୃହ ତାଲିକାରୁ ବାଦ୍ ପଡିଥିବା ହିତାଧିକାରୀ ସୋମବାର ଅଭିଯୋଗ…
‘ଭୁଲ ବୁଝାମଣା ସମାଧାନ ପରେ ଏବେ ଏକାଠି ରହିବୁ’
ଭୁବନେଶ୍ୱର,୩୦।୨(ବ୍ୟୁରୋ): ଶେଷର ସମାଧାନ ହୋଇଛି ଲୋକପ୍ରିୟ କଣ୍ଠଶୀଳ୍ପି ହ୍ୟୁମାନ୍ ସାଗରଙ୍କ ଘରୋଇ ବିବାଦ। ଉଭୟ ହ୍ୟୁମାନ୍ ଏବଂ ତାଙ୍କ ସ୍ତ୍ରୀ ଶ୍ରୀୟା ଏବେ ଏକାଠି ରହିବେ। ଏହି ଖବର ସାମ୍ନାକୁ ଆସିବା ପରେ ଏବେ ସବୁ ମହଲରେ ଖୁସି ଦେଖାଦେଇଛି। ଏହାକୁ…
‘ଶାହାରୁଖ ଦେଶର ନମ୍ବର-୧ ଆକ୍ସନ ହିରୋ’
ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ୍ ଫିଲ୍ମ ‘ପଠାନ୍’ ମାଧ୍ୟମରେ ପ୍ରାୟ ୪ ବର୍ଷ ପରେ ପରଦାକୁ ଫେରିଛନ୍ତି। ଯାହାକୁ ଦେଖିବା ପାଇଁ ଦର୍ଶକ ଖୁବ୍ ଉତ୍ସାହିତ ଥିଲେ। ଫିଲ୍ମଟି ଜାନୁୟାରୀ ୨୫ରେ ରିଲିଜ ହେବା ପରେ ବକ୍ସ ଅଫିସରେ ରେକର୍ଡ…
ମନ୍ତ୍ରୀଙ୍କୁ ମାରି ଚାକିରିରୁ ବିଦା ହେଲେ ଏଏସ୍ଆଇ ଗୋପାଳ
ଭୁବନେଶ୍ୱର,୩୦।୧(ବ୍ୟୁରୋ): ସ୍ବାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ହତ୍ୟା ମାମଲାର ଅଭିଯୁକ୍ତ ଏଏସ୍ଆଇ ଗୋପାଳ ଚନ୍ଦ୍ର ଦାସଙ୍କୁ ସୋମବାର ଚାକିରିରୁ ବିଦା କରାଯାଇଛି। ଝାରସୁଗୁଡ଼ା ଏସ୍ପି ଚାକିରିରୁ ତାଙ୍କୁ ବରଖାସ୍ତ କରିଛନ୍ତି। ତେବେ ଗୋପାଳଙ୍କୁ ରବିବାରଠାରୁ ଅଟକ ରଖାଯାଇଥିଲା। କ୍ରାଇମ୍ବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ସୋମବାର…
ଏସିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲା ସର୍ବବୃହତ୍ ହକି ଫିଲ୍ଡ ଲୋଗୋ
ବ୍ରହ୍ମପୁର ଅଫିସ୍, ୩୦ା୧: ୱେଷ୍ଟ ଟୁ ହେଲ୍ଥ ଦକ୍ଷତାକୁ ନେଇ ବ୍ରହ୍ମପୁର ଆଇଟିଆଇ ପୁଣି ଏକ ରେକର୍ଡ ହାସଲ କରିଛି। ଆଇଟିଆଇ ବିଦ୍ୟାର୍ଥୀଙ୍କ ଦ୍ୱାରା ନିର୍ମିତ ବୃହତ୍ତମ ହକି ଫିଲ୍ଡ ଲୋଗୋ ଏସିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛି। ଏହି…
କେନାଲ ଗାର୍ଡ ଓ୍ବାଲରେ ପିଟି ହୋଇ ବାଇକ ଆରୋହୀ ମୃତ
ହିଞ୍ଜିଳିକାଟୁ ୩୦।୧(ଡି.ଏନ.ଏ.): ହିଞ୍ଜିଳି ଥାନା ଅନ୍ତର୍ଗତ ସୋମପୁର ଏବଂ ପୋଚିଲିମା ଗ୍ରାମ ମଧ୍ୟ ରାସ୍ତାରେ କେନାଲ ଗାର୍ଡ ଓ୍ବାଲରେ ପିଟି ହୋଇ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଆସିକା ଥାନା ଅନ୍ତର୍ଗତ ପଢାଳ ଗ୍ରାମର ବାବୁଲା ନାଇକଙ୍କ…
ଅଟୋରୁ ପ୍ରେମ, ବିବାହ ପରେ ନିର୍ଯାତନା
ଛତ୍ରପୁର,୩୦ା୧(ଡି.ଏନ.ଏ.): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏକ ଗାଁର ଜଣେ ବିବାହିତ ଅଟୋ ଚାଳକଙ୍କୁ ଉକ୍ତ ଗ୍ରାମର ଜଣେ ଯୁବତୀ ବିବାହ କରିବା ପରେ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି । ନ୍ୟାୟ ପାଇଁ ସେ ସୋମବାର ଛତ୍ରପୁର…
ଜରୁରୀ ଅବତରଣ କଲା ମୁଖ୍ୟମନ୍ତ୍ରୀ ଜଗନ ମୋହନଙ୍କ ବିମାନ
ଅମରାବତୀ,୩୦।୧: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ନେଇ ଯାଉଥିବା ଏକ ସ୍ବତନ୍ତ୍ର ବିମାନ ସୋମବାର ଗାନ୍ନାଭରମ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି। ଉଡାଣର କିଛି ସମୟରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଥିବା ଜଣାପଡିବା ପରେ ଏହି ଅବତରଣ କରାଯାଇଛି। ତେବେ…
୨ ମାସ ତଳେ କରିଥିଲେ ବିବାହ: ପିନ୍ଧା ଲୁଗାରେ ଜୀବନ ହାରିଲେ ନବବଧୂ
ବ୍ରହ୍ମପୁର ଅଫିସ,୩୦ା୧: ପିନ୍ଧା ଲୁଗାରେ ଝୁଲିପଡ଼ିଲେ ନବବଧୂ। ଏଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲା ନିମଖଣ୍ଡି ଥାନା ଗୁରୁଣ୍ଡି ଗ୍ରାମରେ। ମୃତକ ଜଣଙ୍କ ଗୁରୁଣ୍ଠି ଗ୍ରାମର କନକ ବେହେରା (୧୯)। ନିମଖଣ୍ଡି ପୋଲିସ ମୃତଦେହ ଜବତ କରି ନଂ.୨/୨୩ ରେ…
ହକି ଦଳର ମୁଖ୍ୟ କୋଚ୍ ପଦରୁ ଇସ୍ତଫା
ନୂଆଦିଲ୍ଳୀ,୩୦ା୧: ଗ୍ରାହାମ ରିଡ୍ ଭାରତୀୟ ହକି ଦଳର ମୁଖ୍ୟ କୋଚ ପଦରୁ ସୋମବାର ଇସ୍ତଫା ଦେଇଛନ୍ତି। ହକି ବିଶ୍ୱକପରେ ଆୟୋଜକ ଭାରତୀୟ ଦଳର ଖରାପ ପ୍ରଦର୍ଶନ କାରଣରୁ ରିଡ୍ ଏହି ପଦରୁ ଓହରି ଯାଇଥିବା ଜଣାପଡିଛି। ୨୦୧୯ ଏପ୍ରିଲରେ ରିଡ୍ ଭାରତୀୟ…
Archives


