ଜାଣନ୍ତି କି ପ୍ଲାଷ୍ଟିକ୍ ଷ୍ଟୁଲ୍ରେ କାହିଁକି ରହିଥାଏ ଛିଦ୍ର
ଆମ ଚାରିପାଖରେ ଏପରି ଅନେକ ଜିନିଷ ଅଛି, ଯାହାକୁ ଆମେ ଦେଖୁ କିନ୍ତୁ ଏହା ପଛର କାରଣ ଜାଣିବାକୁ କେବେ ବି ଚେଷ୍ଟା କରି ନ ଥାଉ। ଏହା କଦାପି ମନକୁ ଆସେ ନାହିଁ ଯେ, କାହିଁକି କିଛି ଦ୍ରବ୍ୟର ଆକାର…
ବିନା ଟେଣ୍ଡରରେ ଆସୁଛି ନଡ଼ିଆ ଚାରା
ଛତ୍ରପୁର,୨୧ା୧୨(ଡି.ଏନ.ଏ): ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଉଦ୍ୟାନ ବିଭାଗ ସହକାରୀ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ବିନା ଟେଣ୍ଡରରେ ଆନ୍ଧ୍ରପ୍ରଦେଶରୁ ଟ୍ରକ ମାଧ୍ୟମରେ ନଡିଆ ଚାରା ଅଣାଯାଉଥିବା ଅଭିଯୋଗ ହୋଇଛି, ଯାହାକି ଅଧିକାରୀଙ୍କ ଆନ୍ଧ୍ର ପ୍ରୀତି ପଦାରେ ପଡ଼ିଛି। ଆନ୍ଧ୍ରରୁ ନଡ଼ିଆ ଚାରାଗୁଡ଼ିକ ଟ୍ରକ୍ ଯୋଗେ…
ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ ଆଜି
ବାଲେଶ୍ୱର ଅଫିସ, ୨୨।୧୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ବାଲେଶ୍ୱର ଗସ୍ତରେ ଆସୁଛନ୍ତି। ଏହି ଅବସରରେ ଅନେକ ଉନ୍ନୟନମୂଳକ ପ୍ରକଳ୍ପ ଶୁଭାରମ୍ଭ ହେବ। ଶୋଭାରାମପୁରଠାରେ ଏକ ରେଲୱେ ଓଭରବ୍ରିଜ୍ (ଏଲ୍ସି-୭୯)ର ଉଦ୍ଘାଟନ ହେବା ସହିତ ୬୯ ଅନ୍ୟ ପ୍ରକଳ୍ପ ମଧ୍ୟ ଉଦ୍ଘାଟନ…
ମୋଦିଙ୍କୁ ଆଧୁନିକ ଭାରତର ‘ରାଷ୍ଟ୍ରପିତା’ କହିବାକୁ ନେଇ ଉଠିଲା ବିବାଦ: ମହାତ୍ମା ଗାନ୍ଧୀଙ୍କ ଅଣନାତି କହିଲେ…
ନୂଆଦିଲ୍ଲୀ,୨୨।୧୨: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ସ୍ତ୍ରୀ ଅମୃତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଧୁନିକ ଭାରତର ‘ରାଷ୍ଟ୍ରପିତା’ ଆଖ୍ୟା ଦେଇଛନ୍ତି। ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି। କଂଗ୍ରେସ ସହିତ ମହାତ୍ମା ଗାନ୍ଧୀଙ୍କ ଅଣନାତି ତୁଷାର ଗାନ୍ଧୀ ମଧ୍ୟ ଏହି ମନ୍ତବ୍ୟ…
ଦ୍ୱିତୀୟ ଟେଷ୍ଟ: ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ବାଲାଂଦେଶ
ଢାକା,୨୨।୧୨: ଭାରତ-ବାଲାଂଦେଶ ମଧ୍ୟରେ ଗୁରୁବାରଠାରୁ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଆରମ୍ଭ ହୋଇଛି। ପ୍ରଥମ ଦିନରେ ବାଲାଂଦେଶ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ନିଷ୍ପତ୍ତି ନେଇଛି। ତେବେ ଭାରତୀୟ ଟିମ୍ରେ କୁଲଦୀପ ଯାଦବଙ୍କୁ ସୁଯୋଗ ମିଳିନାହିଁ। ତାଙ୍କ ସ୍ଥାନରେ ଜୟଦେବ ଉନାଦକଟଙ୍କୁ…
ଏମିତି ଦେଶ, ଯେଉଁଠି କୁହୁଡ଼ି ପଡ଼ିଲେ ଲୋକେ ହୁଅନ୍ତି ଖୁସି
ପ୍ରକୃତି ଆମ ପୃଥିବୀକୁ ଅନେକ ଜିନିଷ ଦେଇଛି। ଗଛ,ପତ୍ର, ଫୁଲ ଏବଂ ଫଳ ସବୁ କିଛି ଦେଇଛି ପ୍ରକୃତି। କେଉଁଠି ନଦୀ ପ୍ରବାହିତ ହେଉଛି ତ ଆଉ କେଉଁଠି ପାହାଡ଼ ଆକାକୁ ସ୍ପର୍ଶ କରୁଛି। ଏହା ବ୍ୟତୀତ ମେଘ, ସମୁଦ୍ର ଏବଂ…
ଫିଲ୍ମ ଫେୟାର ଓଟିଟି ଆୱାର୍ଡସ ୨୦୨୨: ଅଭିଶେକ ବଚ୍ଚନ ଶ୍ରେଷ୍ଠ ଅଭିନେତା
ମୁମ୍ବାଇ: ଫିଲ୍ମ ଫେୟାର ଓଟିଟି ପୁରସ୍କାରର ଦୁଇଟି ସଫଳ ଆୟୋଜନ ପରେ ଚଳିତ ବର୍ଷ ବି ମୁମ୍ବାଇରେ ଓଟିଟି ଆୱାର୍ଡସ ୨୦୨୨ ଘୋଷଣା ହୋଇଛି । ନିଜ କାମର ଛାପ ଛାଡିଥିବା କଳାକାରମାନେ ୨୦୨୨ର ଫିଲ୍ମ ଫେୟାର ଓଟିଟି ପୁରସ୍କାର ବିଜେତା…
ନୀରଜଙ୍କ ବିଶ୍ୱବିଦ୍ୟାଳୟ ରେକର୍ଡ ଭାଙ୍ଗିଲେ ବିକ୍ରାନ୍ତ
ଭୁବନେଶ୍ୱର, ୨୨।୧୨ (କ୍ରୀଡ଼ା ପ୍ରତିନିଧି): କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ଉତ୍ତର ପୂର୍ବାଞ୍ଚଳ ଜୋନ୍ ଆନ୍ତଃ ବିଶ୍ୱବିଦ୍ୟାଳୟ ଆଥଲେଟିକ୍ସ ଚାମ୍ପିୟନଶିପ୍ରେ ଆୟୋଜକ ଦଳର ପ୍ରଭାବୀ ପ୍ରଦର୍ଶନ ଜାରି ରହିଛି। ବୁଧବାର ଦ୍ୱିତୀୟ ଦିବସରେ କିଟ୍ ପ୍ରତିଯୋଗୀଙ୍କୁ ୩ ସ୍ବର୍ଣ୍ଣ ଏବଂ ୨ଟି…
ଜୁନିୟର ବ୍ୟାଡ୍ମିଣ୍ଟନ: ତାମିଲନାଡ଼ୁ ଚାମ୍ପିୟନ
ଭୁବନେଶ୍ୱର, ୨୨।୧୨ (କ୍ରୀଡ଼ା ପ୍ରତିନିଧି): କିଟ୍ର ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିୟମରେ ଚାଲିଥିବା ଜାତୀୟ ଜୁନିୟର (୧୯ ବର୍ଷରୁ କମ୍) ବ୍ୟାଡ୍ମିଣ୍ଟନ ଚାମ୍ପିୟନଶିପ୍ର ଦଳଗତ ପ୍ରତିଯୋଗିତା ବୁଧବାର ଶେଷ ହୋଇଛି। ଏହାର ଫାଇନାଲରେ ହରିୟାଣାକୁ ହରାଇ ତାମିଲନାଡ଼ୁ ଚାମ୍ପିୟନ ହୋଇଛି। ଉତ୍ତରାଖଣ୍ଡ…
ସର୍ବଭାରତୀୟ ଓପନ କରାଟେ ଉଦ୍ଘାଟିତ
ଭୁବନେଶ୍ୱର, ୨୨।୧୨(କ୍ରୀଡ଼ା ପ୍ରତିନିଧି): ଉତ୍କଳ କରାଟେ ସ୍କୁଲ ଆନୁକୂଲ୍ୟରେ ବୁଧବାର ସର୍ବଭାରତୀୟ ଓପନ କରାଟେ ଚାମ୍ପିୟନଶିପ୍ ଆରମ୍ଭ ହୋଇଛି। ଉତ୍କଳ କରାଟେ ସ୍କୁଲ ପରିସରରେ ଆୟୋଜିତ ଉକ୍ତ ପ୍ରତିଯୋଗିତାରେ ଓଡ଼ିଶା, ଗୁଜରାଟ, ଝାଡ଼ଖଣ୍ଡ, ବିହାର ଆଦି ୪ ରାଜ୍ୟରୁ ୮୦୦ରୁ ଊର୍ଦ୍ଧ୍ୱ…
ଓଡ଼ିଶା ଏଫ୍ସି ଓଡବ୍ଲ୍ୟୁଏଲ୍ ଚାମ୍ପିୟନ
ଭୁବନେଶ୍ୱର, ୨୨।୧୨ (କ୍ରୀଡ଼ା ପ୍ରତିନିଧି): ଚଳିତ ବର୍ଷର ଓଡ଼ିଶା ଓମେନ୍ସ ଲିଗ୍ (ଓଡବ୍ଲ୍ୟୁଏଲ୍)ରେ ଚାମ୍ପିୟନ ହୋଇଛି ଓଡ଼ିଶା ଏଫ୍ସି। ଇଷ୍ଟକୋଷ୍ଟ ରେଲଓ୍ବେ ଦ୍ୱିତୀୟ ସ୍ଥାନରେ ରହି ପ୍ରତିଯୋଗିତା ଶେଷ କରିଛି। ଫଳରେ ଓଡ଼ିଶା ଏଫ୍ସି ମହିଳା ଦଳ ଇଣ୍ଡିଆନ ଓମେନ୍ସ ଲିଗ୍…
ଉତ୍ତରାଖଣ୍ଡ ଅଗ୍ରଣୀ
ଭୁବନେଶ୍ୱର, ୨୨।୧୨(କ୍ରୀଡ଼ା ପ୍ରତିନିଧି): ଡେରାଡୁନରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡ଼ିଶା ବୋଲରଙ୍କ ପ୍ରଦର୍ଶନ ପ୍ରଭାବହୀନ ରହିଛି। ଅଧିନାୟକ ଜିଓ୍ବନଜୋତ ସିଂଙ୍କ ଅପରାଜିତ ଶତକ ସହାୟତାରେ ଉତ୍ତରାଖଣ୍ଡ ପ୍ରଥମ ଇନିଂସ ଅଗ୍ରଣୀଲାଭ କରିଛି। ଅଭିମନ୍ୟୁ କ୍ରିକେଟ ଏକାଡେମୀ ପଡ଼ିଆରେ ଚାଲିଥିବା…
Archives


