୨୦୨୪ ଲୋକ ସଭା ନିର୍ବାଚନରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ଚେହେରା: କମଲନାଥ
ଭୋପାଳ,୩୧ ।୧୨: ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’କୁ ନେଇ ରାହୁଲ ଗାନ୍ଧୀଙ୍କ ନେତୃତ୍ୱର ପ୍ରଶଂସା କରିଛନ୍ତି । ଏହାସହ ଶୁକ୍ରବାର କମଲନାଥ କହିଛନ୍ତି ୨୦୨୪ ଲୋକ ସଭା ନିବାଚନରେ…
ଅଗ୍ନିବୀର ବାୟୁର ପ୍ରଥମ ବ୍ୟାଚ ଟ୍ରେନିଂ ଆରମ୍ଭ
ବେଙ୍ଗାଲୁରୁ,୩୧ ।୧୨: ଭାରତୀୟ ବାୟୁସେନାରେ ଶୁକ୍ରବାର ଅଗ୍ନିପଥ ଯୋଜନାରେ ଅଗ୍ନିବୀର ବାୟୁଙ୍କ ପ୍ରଥମ ବ୍ୟାଚ ବଡ ଯୋଶ ଓ ଉତ୍ସାହର ସହ ସେମାନଙ୍କ ପ୍ରଶିକ୍ଷଣ ଆରମ୍ଭ କରିଛନ୍ତି । ଭାରତୀୟ ବାୟୁସେନା ପକ୍ଷରୁ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲ ଜରିଆରେ ଏହି ସୂଚନା…
ନାଚଗୀତରେ ଉତ୍ସବମୁଖର ଅମାରଙ୍ଗ ଘାଟ
ଆନନ୍ଦପୁର,୩୧।୧୨(ସ୍ବ.ପ୍ର.): ଆଦିବାସୀ ସମ୍ପ୍ରଦାୟର ଦାମୋଦର ପର୍ବ ଶୁକ୍ରବାର ପାଳିତ ହୋଇଯାଇଛି। ଏନେଇ କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍ ଧକୋଠା ଅମାରଙ୍ଗ ଘାଟ ଉତ୍ସବ ମୁଖରିତ ହୋଇଉଠିଛି। ପାରମ୍ପାରିକ ରୀତିନୀତି ଅନୁଯାୟୀ ପ୍ରତିବର୍ଷ ଡିସେମ୍ବର ମାସ ୩୦ ତାରିଖରେ ଏହି ଆଦିବାସୀ ସମ୍ପ୍ରଦାୟର…
ଉଇଗର ମୁସଲିମ ଧର୍ମ ପ୍ରଚାରକ ଉମର ହୁସୈନଙ୍କର ଚାଇନର ଶିନଜିୟାଂଗ ଜେଲରେ ମୃତ୍ୟୁ, କାଟୁଥିଲେ ୫ ବର୍ଷର ଜେଲଦଣ୍ଡ
ୱାଶିଂଟନ,୩୧ ।୧୨: ଚାଇନର ଶିନଜିୟାଂଗରେ ଥିବା ଏକ ଜେଲରେ ଦଣ୍ଡ ଭୋଗୁଥିବା ଉଇଗର ମୁସଲିମ ଧର୍ମ ପ୍ରଚାରକ ଉମର ହୁସୈନଙ୍କର ମୃତ୍ୟୁ ଖବର ସାମ୍ନାକୁ ଆସିଛି । ଫେବୃୟାରୀ ୨ରେ ଲିଭର କ୍ୟାନସର ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।…
ଦେଶରେ ବିବାଦ, ହେଲେ ଜର୍ମାନୀରେ ଆଡଭାନ୍ସ ବୁକିଂ ଖୋଲିବା ମାତ୍ରେ ସବୁ ଟିକେଟ ବିକ୍ରି
ବମ୍ବେ: ଆଜିକାଲି ଚର୍ଚ୍ଚାରେ ରହିଛି ବଲିଉଡ୍ ଅଭିନେତା ଶାହାରୁଖ ଖାଁ ଏବଂ ଦୀପିକା ପାଦ୍ୟୁକୋନ୍ ଅଭିନୀତ ଫିଲ୍ମ ‘ପଠାନ୍’। ବିଶେଷକରି ଫିଲ୍ମର ଗୀତ ‘ବେଶର୍ମ ରଙ୍ଗ’କୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ଏହାକୁ ନେଇ ଗୁରୁବାର ଫିଲ୍ମରେ ପରିବର୍ତ୍ତନ କରିବାର…
ଇଗ୍ନୋରେ ୨୦୨୩ ନାମଲେଖା ପାଇଁ ଘୋଷଣା
ଭୁବନେଶ୍ୱର, ୩୦।୧୨ (ବ୍ୟୁରୋ): ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ)ରେ ୨୦୨୩ ଶିକ୍ଷା ବର୍ଷ ପାଇଁ ନାମଲେଖା ନେଇ ଘୋଷଣା ହୋଇଛି। କୌଣସି କାରଣରୁ ଅଧାରୁ ପାଠ ଛାଡିଥିବା କିମ୍ବା ଉଚ୍ଚଶିକ୍ଷା ପାଇବାରୁ ବଞ୍ଚତ୍ତ ହୋଇଥିବା ଯେ କୌଣସି ବୟସର…
ପନ୍ତଙ୍କ ମା’ଙ୍କ ସହ ଫୋନ୍ରେ କଥା ହେଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୩୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ଶୁକ୍ରବାର ସେ ପନ୍ତଙ୍କ ମା’ଙ୍କ ସହ କଥା ହୋଇଛନ୍ତି। ଫୋନ୍ ବାର୍ତ୍ତାଳାପରେ ସେ କ୍ରିକେଟରଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି…
୧୦ ମିନିଟ୍ ଗାଇବା ଲାଗି ୧.୫ କୋଟି ପାଉଣା !
ବମ୍ବେ: ୧୦ ମିନିଟ୍କୁ ୧.୫ କୋଟି ଟଙ୍କା ପାଉଣା। ଖ୍ୟାତନାମା ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ନିର୍ବନ୍ଧ ଉତ୍ସବରେ ଗୀତ ଗାଇ ଏଭଳି ମୋଟା ଅଙ୍କର ପାଉଣା ନେଇଛନ୍ତି ଗାୟକ ମିକା ସିଂହ। ଏମିତିରେ ଗାୟକଙ୍କ ଚର୍ଚ୍ଚା ବଢ଼ିବାରେ…
କୋଇଲା ଟ୍ରେନ୍ରେ ନିଆଁ
ଭଣ୍ଡାରିପୋଖରୀ/ବନ୍ତ,୨୮।୧୨(ସ୍ବ.ପ୍ର./ଡି.ଏନ.ଏ.: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀରୋଡ୍ ରେଳ ଷ୍ଟେଶନ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଏକ ଚଳନ୍ତା କୋଇଲା ବୋଝେଇ ଟ୍ରେନ୍ରେ ନିଆଁ ଲାଗିଯାଇଥିଲା। ଟ୍ରେନ୍ଟି ପାରାଦୀପରୁ ଖଡ଼ଗପୁର ଅଭିମୁଖେ ଯାଉଥିବା ବେଳେ ରାତି ପ୍ରାୟ ୩ଟା ବେଳେ ଏଥିରେ…
ବିଶ୍ୱକପ୍ ହକି ପାଇଁ ଆଉ ୩ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ
ଭୁବନେଶ୍ୱର,୩୦ା୧୨(ବ୍ୟୁରୋ): ଆସନ୍ତା ୨୦୨୩ ଜାନୁୟାରୀ ୧୩ରୁ ଭୁବନେଶ୍ୱର ଓ ରାଉରକେଲାରେ ପୁରୁଷ ହକି ବିଶ୍ୱକପ୍ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଏହି ବିଶ୍ୱ କ୍ରୀଡ଼ା ଦେଖିବାକୁ ଓଡ଼ିଶା ଆମନ୍ତ୍ରଣ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ରାଜ୍ୟର…
ଆଇପିଏସ୍ସ୍ତରରେ ବଡ଼ ଧରଣର ଅଦଳବଦଳ, ୩ ଅଫିସରଙ୍କୁ ଡିଆଇଜି ପାହ୍ୟାଙ୍କୁ ପଦୋନ୍ନତି
ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ରାଜ୍ୟ ସରକାର ଆଇପିଏସ୍ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ଏନେଇ ଗୃହ ବିଭାଗ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ଜାରି କରାଯାଇଛି। ତଦନୁଯାୟୀ ୨୦୦୯ ବ୍ୟାଚ୍ର ୩ ଜଣ ଆଇପିଏସ୍ ଅଫିସରଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ମିଳିଥିବା ବେଳେ ୧୧…
ଶିକ୍ଷକଙ୍କୁ ଆକ୍ରମଣ କରି ଲୁଟ ଘଟଣା: ମାସକ ପରେ ବି ଲୁଟେରାଙ୍କ ମିଳୁନି ପତ୍ତା
ବ୍ରହ୍ମପୁର ଅଫିସ,୩୦ା୧୨: ବୈଦ୍ୟନାଥପୁର ଥାନା ନିକଟ କମାପଲ୍ଲି ଓଭରବ୍ରିଜରେ ନଭେମ୍ବର ୨୫ ତାରିଖରେ ଜଣେ ଶିକ୍ଷକଙ୍କୁ ଆକ୍ରମଣ କରି ଲୁଟେରା ଗ୍ୟାଙ୍ଗ ତାଙ୍କ ସୁନାଚେନ, ପକେଟରୁ ଟଙ୍କା ଓ ମୋବାଇଲ ଫୋନ ଲୁଟି ନେଇଥିଲେ। ଲୁଟେରାମାନେ ନେଇଯାଇଥିବା ମୋବାଇଲ ଫୋନକୁ ପୋଲିସ…
Archives


