Home Left

କାନ୍ସର ରେଡ୍‌ କାର୍ପେଟରେ ଚାଲିବେ ଅନୁଷ୍କା

ମୁମ୍ବାଇ: ବିଶ୍ୱର ସବୁଠାରୁ ବଡ଼ ଫିଲ୍ମ ଫେଷ୍ଟିଭାଲ ଭାବେ ପରିଚିତ କାନ୍ସ ଫ୍ରାନ୍ସର ଉପକୂଳବର୍ତ୍ତୀ ଫ୍ରେଞ୍ଚ ରିଭେରାଠାରେ ମେ’ ୧୬ରୁ ଆରମ୍ଭ ହେବାକୁ ଯାଉଛି। ଏଥିରେ ବହୁ ନାମୀଦାମୀ କଳାକାର ଯୋଗଦେବେ। ପୂର୍ବରୁ ଏହି କାନ୍ସର ରେଡ୍‌ କାର୍ପେଟରେ ଐଶ୍ୱର୍ଯ୍ୟା ରାୟ…

ଏପ୍ରିଲରେ ୧୨,୫୯୦ ୟୁନିଟ୍‌ ଟ୍ରାକ୍ଟର ବିକ୍ରି

ନୂଆଦିଲ୍ଲୀ,୧୬ା୫: ଭାରତର ଏକ ନମ୍ବର ଟ୍ରାକ୍ଟର ରପ୍ତାନିକାରୀ ବ୍ରାଣ୍ଡ୍‌ ସୋନାଲିକା ୨୦୨୩-୨୪ ଆର୍ଥିକ ବର୍ଷ ଆରମ୍ଭରୁ ନୂତନ ରକର୍ଡ ସହ ପୂର୍ବ ବର୍ଷର ସମାନ ବିକ୍ରୟ ଧାରା ବଜାୟ ରଖିଛି। ଏପରିକି ୨୦୨୩ ଏପ୍ରିଲରେ ସୋନାଲିକା ମୋଟ ୧୨,୫୯୦ ୟୁନିଟ ଟ୍ରାକ୍ଟର…

ଗୋଷ୍ଠୀ ବିକାଶକୁ ଗୁରୁତ୍ୱାରୋପ

ନୂଆଦିଲ୍ଲୀ,୧୬।୫: ଦେଶର ପ୍ରମୁଖ ଘରୋଇ ଶିଳ୍ପସଂସ୍ଥା ତଥା ବେଦାନ୍ତ ଗ୍ରୁପର ସହଯୋଗୀ କମ୍ପାନୀ ବେଦାନ୍ତ ସେସାଗୋଆର ଆଇରନ ଓର ଓଡ଼ିଶା ପକ୍ଷରୁ ପ୍ରୋଜେକ୍ଟ ନିର୍ମଳ ମାଧ୍ୟମରେ ସୁନ୍ଦରଗଡ ଜିଲା ନାଡିଡିହି ଅଞ୍ଚଳର ୩ଟି ବିଦ୍ୟାଳୟ ଏବଂ ତିନୋଟି ଅଙ୍ଗନୱାଡି କେନ୍ଦ୍ରକୁ ଆରଓ…

ଓରିଏଣ୍ଟ ଇଲେକ୍‌ଟ୍ରିକ୍‌ର ନୂତନ ଉତ୍ପାଦ ଉନ୍ମୋଚିତ

ନୂଆଦିଲ୍ଲୀ,୧୬।୫: ଓରିଏଣ୍ଟ ଇଲେକ୍‌ଟ୍ରିକ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏପରିକି କମ୍ପାନୀର ବହୁ ପ୍ରତୀକ୍ଷିତ ତଥା ବିଏଲ୍‌ଡିସି ଟେକ୍ନୋଲୋଜିରେ ନିର୍ମିତ ଫ୍ୟାନ୍‌ଗୁଡ଼ିକର ଏକ ବ୍ୟାପକ ରେଞ୍ଜର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ସାଧାରଣ ଫ୍ୟାନ୍‌ ତୁଳନାରେ…

ଆଇପିଓ ଜରିଆରେ ୬୨୫ କୋଟି ହାସଲ ଲକ୍ଷ୍ୟ

ନୂଆଦିଲ୍ଲୀ,୧୬ା୫: ଫିନ୍‌କେୟାର ସ୍ମଲ ଫାଇନାନ୍ସ ବ୍ୟାଙ୍କ ପକ୍ଷରୁ ଇନିସିଆଲ୍‌ ପବ୍ଲିକ୍‌ ଅଫରିଂ (ଆଇପିଓ) ଅଣାଯିବ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ମଧ୍ୟ ଆଇପିଓ ସଂକ୍ରାନୀୟ ଡ୍ରାଫ୍‌ଟ ରେଡ୍‌ ହେରିଂ ପ୍ରୋସ୍‌ପେକ୍ଟସ୍‌ (ଡିଏଚ୍‌ଆର୍‌ପି)…

ହୋଣ୍ଡା ସାଇନ୍‌ ୧୦୦ ସିସିର ଡେଲିଭରି

ନୂଆଦିଲ୍ଲୀ,୧୬।୫: ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ ହୋଣ୍ଡା ସାଇନ୍‌ ୧୦୦ ସିସିର ଗ୍ରାହକ ଡେଲିଭରି କାର୍ଯ୍ୟକ୍ରମର ଶୁଭାରମ୍ଭ ସମ୍ପକର୍ର୍ରେ ଘୋଷଣା କରାଯାଇଛି। କର୍ନାଟକର ନର୍ସାପୁରାଠାରେ ଥିବା କମ୍ପାନୀର ୩ୟ କାରଖାନାରୁ ହୋଣ୍ଡା ସାଇନ୍‌ ୧୦୦ ସିସିର…

ଏୟାର୍‌ ହୋଷ୍ଟେସ୍‌ଙ୍କ ସହ ଦୁର୍ବ୍ୟବହାର: ଯାତ୍ରୀ ଗିରଫ

ଅମୃତସର,୧୬।୫: ଦୁବାଇରୁ ଅମୃତସର ଆସୁଥିବା ବିମାନରେ ଜଣେ ଯୁବକ ଏୟାର ହୋଷ୍ଟେସ୍‌ଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଜଲନ୍ଧରସ୍ଥିତ କୋଟଲିର ରଜିନ୍ଦର ସିଂଙ୍କର କୌଣସି କାରଣରୁ ଏୟାର ହୋଷ୍ଟେସ୍‌ଙ୍କ ସହ ଝଗଡ଼ା ହୋଇଥିଲା। କିଛି ସମୟ ଯୁକ୍ତିତର୍କ ଚାଲିବା ପରେ…

ଗୁରୁଦ୍ୱାରାରେ ମଦ ପିଇବାରୁ ଯୁବତୀଙ୍କୁ ହତ୍ୟା

ପଟିଆଲା,୧୬।୫: ଦୁଃଖ ନିବାରଣ ସାହିବ ଗୁରୁଦ୍ୱାରା ପରିସରରେ ଜଣେ ଯୁବତୀ ମଦ ପିଇବା ନେଇ ଜଣେ ଯୁବକ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ପରଓ୍ବିନ୍ଦର କୌର (୩୦) ସରୋବର ନିକଟରେ ବସି ମଦ ପିଉଥିବାର ଗୁରୁଦ୍ୱାରା ସଙ୍ଗତ ଦେଖିଥିଲେ। ସେମାନେ…

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆଉ ଜଣେ ଗିରଫ

ନୂଆଦିଲ୍ଲୀ, ୧୬ା୫: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ସୋମବାର ଇଣ୍ଡିଆ ଆହେଡ୍‌ ନ୍ୟୁଜ୍‌ର ଅରବିନ୍ଦ କୁମାର ସିଂଙ୍କୁ ଗିରଫ କରିଛି। ବେଆଇନ ଭାବେ ସଂଗୃହୀତ ୧୭ କୋଟି ଟଙ୍କାକୁ ସିଂ ହାଓ୍ବଲା ଚ୍ୟାନେଲ ଜରିଆରେ ସାଉଥ୍‌ ଗ୍ରୁପ୍‌ ପାଖକୁ ପଠାଇଥିବା…

ରୁଷିଆ ଉପରେ କଟକଣା ବଢ଼ାଇବାକୁ ଯୋଜନା

ମସ୍କୋ/କିଭ୍‌, ୧୬ା୫: ୟୁକ୍ରେନ ଉପରେ ତୁହାକୁ ତୁହା ମିଶାଇଲ ବର୍ଷା କରିଚାଲିଥିବା ରୁଷିଆ ଉପରେ କଟକଣା ବଢ଼ାଇବାକୁ ଜି୭ ସମିଟ୍‌ର ସଦସ୍ୟ ଦେଶ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏ ସଂକ୍ରାନ୍ତରେ ଚଳିତ ସପ୍ତାହରେ ଜାପାନରେ ସମିଟ୍‌ ପକ୍ଷରୁ ବୈଠକ ଆୟୋଜନ କରାଯିବ।…

ଅବସର ନେବାବେଳେ ଭାବବିହ୍ବଳ ହେଲେ ଜଷ୍ଟିସ୍‌ ଶାହ

ସୁପ୍ରିମକୋର୍ଟର ଚତୁର୍ଥ ସର୍ବବରିଷ୍ଠ ବିଚାରପତି ଜଷ୍ଟିସ୍‌ ଏମ୍‌.ଆର୍‌. ଶାହ ସୋମବାର ଅବସର ଗ୍ରହଣ କରିଛନ୍ତି। କୋର୍ଟ ରୁମ୍‌ରେ ତାଙ୍କର ଶେଷ କାର୍ଯ୍ୟଦିବସରେ ଜଷ୍ଟିସ୍‌ ଶାହ ଭାବବିହ୍ବଳ ହୋଇଯାଇଥିଲେ। ସେ ଅବସର ନେବା ଲୋକ ନୁହନ୍ତି, ଜୀବନର ଏକ ନୂଆ ଇନିଂସ ଆରମ୍ଭ…

ଛାଡ଼ପତ୍ର ପାଇଁ ସମାନ ଆଇନ ହେଉ

ଛାଡ଼ପତ୍ର ପାଇଁ ଧର୍ମ, ଲିଙ୍ଗ ନିର୍ବିଶେଷରେ ସମସ୍ତଙ୍କ ନିମନ୍ତେ ସମାନ ଆଇନ ଓ ସମାନ ପ୍ରକ୍ରିୟା ଅବଲମ୍ବନ କରାଯାଉ ବୋଲି କ୍ରିକେଟର ମହମ୍ମଦ ଶାମିଙ୍କ ସ୍ତ୍ରୀ ହାସିନ ଜାହାଁ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି। ତଲାକ ଦେବାର ଏକମାତ୍ର ଅଧିକାର ମୁସଲମାନ ପୁରୁଷଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?