ହାଇକୋର୍ଟ ସ୍ଥାୟୀ ବେଞ୍ଚ ପାଇଁ କେନ୍ଦ୍ର ରାଜି: ରିଜିଜୁ
ସମ୍ବଲପୁର,୮ା୨(ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଆବଶ୍ୟକ ନ ଥିବା ସୁପ୍ରିମକୋର୍ଟ କହିବା ପରେ ଅଞ୍ଚଳବାସୀଙ୍କ ଆଶା ମଉଳି ଯାଇଥିଲା। ହେଲେ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁଙ୍କ ଚିଠି ଏହି ଆଶାକୁ ଉଜ୍ଜୀବିତ କରିଛି। ବରଗଡ଼ ଲୋକ ସଭା…
ମଥୁରାରୁ ଚାଲିଥିଲା ଠକେଇ କାରବାର
ପୁରୀ ଅଫିସ,୮ା୨: ସାଇବର ଠକେଇକୁ ନେଇ ଏବେ ଆକ୍ସନ ମୁଡ୍ରେ ପୁରୀ ପୋଲିସ। ଲୋକଙ୍କୁ ସଚେତନ କରାଇବା ସହ ସାଇବର ଠକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ରହିଥିବା ପୁରୀ ନୀଳାଚଳ ଭକ୍ତନିବାସ ନାମରେ ଫେକ୍ ଓ୍ବେବ୍ସାଇଟ୍…
୧୦ରୁ ଧଉଳି-କଳିଙ୍ଗ ମହୋତ୍ସବ
ଭୁବନେଶ୍ୱର,୮।୨ (ବ୍ୟୁରୋ): ବିଶ୍ୱ ପ୍ରସିଦ୍ଧ ଧଉଳି ପାହାଡ଼ର ପାଦଦେଶରେ ଫେବୃୟାରୀ ୧୦ରୁ ଧଉଳି କଳିଙ୍ଗ ମହୋତ୍ସବ ଆରମ୍ଭ ହେବ। ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ଉତ୍ସବ…
ଜିଏସ୍ଟି ଚଢ଼ାଉ, ୧୭.୮୧ ଲକ୍ଷ ଟଙ୍କା ଜବତ
କଟକ ଅଫିସ,୮ା୨: ସରକାରଙ୍କୁ ଦ୍ରବ୍ୟ ଓ ସେବା କର (ଜିଏସ୍ଟି) ଫାଙ୍କି ବ୍ୟବସାୟ କରିବା ଅଭିଯୋଗରେ ଜିଏସ୍ଟି ବିଭାଗ ପକ୍ଷରୁ ମଙ୍ଗଳବାର କଟକର ଜଣେ ବ୍ୟବସାୟୀଙ୍କ ବ୍ୟବସାୟ ପ୍ରତିଷ୍ଠାନ ସମେତ ୪ଟି ଜାଗାରେ ଚଢ଼ାଉ କରାଯାଇଛି। ଚଢ଼ାଉବେଳେ ୧୭ ଲକ୍ଷ ୮୧…
ଫୁଡ୍ ସବ୍ସିଡି: କେନ୍ଦ୍ର ଉପରେ ୧୪,୨୪୯.୦୭ କୋଟି ବାକି
ଭୁବନେଶ୍ୱର,୮ା୨(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଉପରେ ପ୍ରାୟ ୧୪,୨୪୯.୦୭ କୋଟି ଟଙ୍କା ଫୁଡ୍ ସବ୍ସିଡି ବାବଦ ଅର୍ଥ ବକେୟା ପଡ଼ିରହିଛି। ସେଥିରୁ ୨୦୨୨-୨୩ ଆର୍ଥିକ ବର୍ଷର ତୃତୀୟ ୩ ମାସର ବକେୟା ୫,୨୭.୩୬ କୋଟି ଟଙ୍କା ବକେୟା ରହିଥିବା ବେଳେ ଚତୁର୍ଥ ତ୍ରୈମାସିକ…
ରାଜ୍ୟରେ ବଢ଼ୁଛି ସର୍ପଦଂଶନ ମୃତ୍ୟୁ
ଭୁବନେଶ୍ୱର, ୮।୨(ବ୍ୟୁରୋ): ରାଜ୍ୟରେ ସର୍ପଦଂଶନଜନିତ ମୃତ୍ୟୁସଂଖ୍ୟାରେ ରୋକ ଲାଗିପାରୁନାହିଁ। ୨୦୧୫ ମସିହାରେ ରାଜ୍ୟରେ ୫୨୨ଜଣ ଲୋକଙ୍କର ସାପକାମୁଡ଼ାରେ ମୃତ୍ୟୁ ଘଟିଥିବା ପଞ୍ଜୀକୃତ ହୋଇଥିବା ବେଳେ ୨୦୨୧ରେ ଏହି ସଂଖ୍ୟା ବୃଦ୍ଧିପାଇ ୧,୧୫୯ରେ ପହଞ୍ଚତ୍ଥିବା ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସ୍ଡମା)…
କ୍ଷୀର ମହଙ୍ଗା: ପ୍ରତି ୧୦ରୁ ୪ ପରିବାର ବିକଳ୍ପ ଆପଣେଇଛନ୍ତି
ନୂଆଦିଲ୍ଲୀ,୮ା୨: ଗତ କିଛିବର୍ଷ ହେବ ଦେଶରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀର ଦରଦାମ୍ କ୍ରମାଗତ ବଢ଼ିବାରେ ଲାଗିଛି। ଘରେ ଘରେ ବହୁଳ ବ୍ୟବହାର କରାଯାଉଥିବା କ୍ଷୀରର ଦାମ୍ ମଧ୍ୟ ବଢ଼ିଛି। ଲୋକାଲ୍ସର୍କଲ୍ ସଙ୍ଗଠନ ପକ୍ଷରୁ କରାଯାଇଥିବା ସର୍ଭେ…
ଭାଜପାକୁ କେତେ ଦେଇଛନ୍ତି ଆଦାନୀ
ନୂଆଦିଲ୍ଲୀ,୮ା୨: ମୋଦି ସରକାର ୨୦୧୪ରେ କ୍ଷମତାକୁ ଆସିବା ପରଠାରୁ ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀ ଭାଜପାକୁ କେତେ ଟଙ୍କା ଦେଇଛି ବୋଲି ଲୋକ ସଭାରେ କଂଗ୍ରେସ ସଦସ୍ୟ ରାହୁଲ ଗାନ୍ଧୀ ପ୍ରଶ୍ନ କରିଛନ୍ତି। ଆଦାନୀ ଗ୍ରୁପ୍ ବିରୋଧରେ ନ୍ୟୁୟର୍କର ଶର୍ଟ ସେଲର…
ଅଭିଯୁକ୍ତଙ୍କ କୁମାରୀତ୍ୱ ପରୀକ୍ଷା ଅସାମ୍ବିଧାନିକ
ନୂଆଦିଲ୍ଲୀ,୮ା୨: ପୋଲିସ କିମ୍ବା ବିଚାରବିଭାଗୀୟ ହାଜତରେ ଅଟକ ଥିବା ମହିଳା ଅଭିଯୁକ୍ତମାନଙ୍କ କୁମାରିତ୍ୱ ପରୀକ୍ଷା କରାଇବା ଅସାମ୍ବିଧାନିକ। ଏହି ପଦକ୍ଷେପ ସମ୍ବିଧାନ ଅନୁଚ୍ଛେଦ ୨୧ର ଖୋଲାଖୋଲି ଉଲ୍ଲଂଘନ ବୋଲି ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ସ୍ପଷ୍ଟ କରିଛନ୍ତି। ସିଷ୍ଟର ଅଭୟାଙ୍କ ହତ୍ୟା ଅଭିଯୁକ୍ତ…
ଜେଇଇ ମେନ୍ ସେସନ-୧ ପରୀକ୍ଷାଫଳ ପ୍ରକାଶ
ଭୁବନେଶ୍ୱର, ୮ା୨(ବ୍ୟୁରୋ): ଆଇଆଇଟି ସମେତ ଦେଶର ବିଭିନ୍ନ ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇବା ପାଇଁ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍ଟିଏ) ପକ୍ଷରୁ କରାଯାଇଥିବା ଜେଇଇ ମେନ୍ ସେସନ-୧ ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। ଚଳିତବର୍ଷ ମୋଟ ୮.୬ଲକ୍ଷ ଛାତ୍ରୀଛାତ୍ର ପେପର୍-୧ ଏବଂ ୦.୪୬…
ପୁଣି ଘୁଞ୍ଚିଲା ରିଲିଜ ଡେଟ୍
ହାଇଦ୍ରାବାଦ: ପୁଣି ଥରେ ଘୁଞ୍ଚିଛି ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ ଆଗାମୀ ଚଳଚ୍ଚିତ୍ର ‘ଶାକୁନ୍ତଳାମ’ର ରିଲିଜ ଡେଟ୍। ପୂର୍ବରୁ ଚଳଚ୍ଚିତ୍ରଟି ଫେବୃୟାରୀ ୧୭ରେ ରିଲିଜ ହେବାକୁ ଥିଲା। ଏବେ ନିର୍ମାତାମାନେ ଆଉ ଥରେ ରିଲିଜ ଡେଟ୍ ଘୁଞ୍ଚାଇବାକୁ ନେଇ ଆଧିକାରୀକ ଭାବେ…
ଓପିଏସ୍ସି ପକ୍ଷରୁ ୫୭ ସିଭିଲ୍ ଜଜ୍ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଜାଣନ୍ତୁ ସମସ୍ତ ସୂଚନା…
କଟକ ଅଫିସ,୭ା୨: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ପକ୍ଷରୁ ଓଡ଼ିଶା ଜୁଡିସିଆଲ ସର୍ଭିସ (ଓଜେଏସ୍) ପାଇଁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଇନ ବିଭାଗ ଅଧୀନରେ ଓଡ଼ିଶା ଓଜେଏସ୍ ୨୦୨୨ରେ ସିଭିଲ୍ ଜଜ୍ଙ୍କ ପାଇଁ ୫୭ଟି ପଦବୀ ପୂରଣ ହେବ। ସେଥିମଧ୍ୟରୁ…
Archives


