Home Left

ମିସେଜ ଫଲାନିରେ ୯ଟି ଭିନ୍ନ ଭିନ୍ନ ଚରିତ୍ରରେ ନଜର ଆସିବେ ସ୍ୱରା ଭାସ୍କର

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର ତାଙ୍କ ଅପକମିଂ ମୁଭିରେ ୯ଟି ଭିନ୍ନ ଭିନ୍ନ ଚରିତ୍ରରେ ନଜର ଆସିବେ । କିଛି ଭଲ ମୁଭିରେ କାମ କରି ସ୍ୱରା ବଲିଉଡରେ ଏବେ ଜଣେ ଆଗଧାଡିର ନାୟିକାର ପରିଚୟ ପାଇଛନ୍ତି । ଅଭିନେତ୍ରୀ…

ହନିଟ୍ରାପ୍‌ ଜାଲରେ ଆଇଟିବିପିର ଅବସରପ୍ରାପ୍ତ ଅଧିକାରୀ: ଲୁଟି ନେଲେ ୧କୋଟି ୮୦ଲକ୍ଷ

ନୂଆଦିଲ୍ଲୀ,୭।୨: ଦିଲ୍ଲୀ ପୋଲିସ ପୁଣି ଆଉ ଏକ ଗ୍ୟାଙ୍ଗର ପର୍ଦ୍ଦାଫାଶ୍‌ ପରିଛି। ଯେଉଁମାନେ ହନିଟ୍ରାପ୍‌ରେ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରୁଥିଲେ। ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଏହି ୩ଜଣ ଆପତ୍ତିଜନକ ଭିଡିଓ ଆଳରେ ନିଜକୁ…

ଦିଲ୍ଲୀ ଗଲେ ପିଣ୍ଟୁ: କରାଯିବ ଲିଭର୍‌ ଟ୍ରାନ୍ସପ୍ଲାଣ୍ଟ

ଭୁବନେଶ୍ୱର,୭।୨(ବ୍ୟୁରୋ): ଦିଲ୍ଲୀ ଗଲେ ଓଲିଉଡ୍‌ ଅଭିନେତା ପିଣ୍ଟୁ ନନ୍ଦ। ଗୁରୁତର ଲିଭର ସିରୋସିସ୍‌ ଜନିତ ରୋଗରେ ପୀଡ଼ିତ ଥିବା ପିଣ୍ଟୁଙ୍କୁ ଅଧିକ ଚିକିତ୍ସା ଲାଗି ଦିଲ୍ଲୀ ନିଆଯାଇଛି। ମଙ୍ଗଳବାର ସକାଳେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ଦିଲ୍ଲୀ ଯାଇଛନ୍ତି। ସେଠାରେ ଇନ୍‌ଷ୍ଟିଚ୍ୟୁଟ୍‌…

ମହାକଳେଶ୍ୱର ମନ୍ଦିର ପରିଦର୍ଶନ କଲେ ଅଭିନେତ୍ରୀ

ମୁମ୍ବାଇ: ଅଭିନେତ୍ରୀ ଭୂମି ପେଡନେକର ଖୁବ୍‌ କମ୍‌ ସମୟରେ ଇଣ୍ଡଷ୍ଟ୍ରିରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରପାରିଛନ୍ତି। ନିକଟରେ ଭୂମି ପେଡନେକର ମଧ୍ୟପ୍ରଦେଶର ଉଜୈନରେ ପହଞ୍ଚି ମହାକଳେଶ୍ୱର ମନ୍ଦିର ପରିଦର୍ଶନ କରିଛନ୍ତି। ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ମଙ୍ଗଳବାର…

କ୍ରାଇମ୍‌ ସ୍ପଟରୁ ଡେମୋ ଦେଖାଇଲେ ଗୋପାଳ

ବ୍ରଜରାଜନଗର,୭।୨(ଡି.ଏନ୍‌.ଏ.): ମନ୍ତ୍ରୀ ନବ କିଶୋର ଦାସ ହତ୍ୟା ଘଟଣାରେ ପୋଲିସ ମଙ୍ଗଳବାର ସିନ୍‌ ରିକ୍ରିଏଶନ୍‌ କରିଛି। ଅଭିଯୁକ୍ତ ଗୋପାଳ ଦାସଙ୍କୁ କ୍ରାଇମ୍‌ ସ୍ପଟକୁ ନିଆଯାଇ ସେଠାରେ ଡେମୋ ଦେଖାଯାଇଛି। କିପରି ଏତେ ଲୋକଙ୍କ ମଧ୍ୟରେ ସୁରକ୍ଷା  ଦାୟିତ୍ବରେ ଥିବା ଜଣେ ପୋଲିସ…

ଯମୁନା ଏକ୍ସପ୍ରେସ ୱେରେ କାଞ୍ଜାୱାଲା ଭଳି ଘଟଣା, ୧୦ କିଲୋମିଟର ପର୍ଯ୍ୟନ୍ତ ମୃତ ଶରୀରକୁ ଘୋଷାଡି ନେଲା କାର

ମଥୁରା,୭ ।୨: ଯମୁନା ଏକ୍ସପ୍ରେସୱେରେ ଦିଲ୍ଲୀର କାଞ୍ଜାୱାଲା ଭଳି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ମଥୁରା ଜିଲାରେ ଜଣେ ବ୍ୟକ୍ତିଙ୍କୁ ଏକ କାର ପାଖାପାଖା ୧୦ କିଲୋମିଟର ପର୍ଯ୍ୟନ୍ତ ଘୋଷାଡି ନେଇଯାଇଛି । ଯେତେବେଳେ କାରଟି ଟୋଲଗେଟରେ ଅଟକିଥିଲା…

‘ଅଗ୍ନି ବୀର ସ୍କିମ ସେନା ନୁହେଁ ଅଜିତ ଡୋଭାଲ ଥୋପିଛନ୍ତି’: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୭ ।୨: କଂଗ୍ରେସ ଏମପି ରାହୁଲ ଗାନ୍ଧୀ ମଙ୍ଗଳବାର ଲୋକ ସଭାରେ ତାଙ୍କ ଭାଷଣ ଦେବା ସମୟରେ କେନ୍ଦ୍ର ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ରାହୁଲ ଗାନ୍ଧୀ, ଅଗ୍ନିବୀର ଯୋଜନା, ଅଦାନି ମାମଲାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି…

ୱିକିପିଡିଆ ଉପରୁ ପ୍ରତିବନ୍ଧକ ହଟାଇଲା ପାକିସ୍ତାନ

ଇସଲାମାବାଦ,୭ ।୨: ପାକିସ୍ତାନରେ ଅନଲାଇନ ନଲେଜ ପ୍ଲାଟଫର୍ମ ୱିକିପିଡିଆ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି । ପ୍ରଧାନମନ୍ତ୍ରୀ ଶହବାଜ ଶରିଫଙ୍କ ନିର୍ଦ୍ଦେଶକ୍ରମରେ ତୁରନ୍ତ ୱିକିପିଡିଆ ସଂଚାଳନ ପୁନର୍ବାର ଆରମ୍ଭ କରାଯାଇଛି । କିଛିଦିନ ପୂର୍ବରୁ ସାରା ବିଶ୍ୱରେ ଚର୍ଚ୍ଚିତ ୱିକିପିଡିଆ…

ତୁର୍କୀରେ ପଞ୍ଚମ ଶକ୍ତିଶାଳୀ ଭୂକମ୍ପର ଝଟକା, ମୃତକଙ୍କ ସଂଖ୍ୟା ୫୦୦୦ରୁ ଅଧିକ

ଅଙ୍କାରା,୭ ।୨: ତୁର୍କୀ ଓ ସିରିଆରେ ସୋମବାର ହୋଇଥିବା ଭୂକମ୍ପରେ ଏବେ ପର୍ଯ୍ୟନ୍ତ ୫୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି । ଅନପଟେ ତୁର୍କୀରେ ଭୂକମ୍ପର ଝଟକା କମ ହେଉନାହିଁ । ମଙ୍ଗଳବାର ୟୁରୋପିୟନ ମେଡିଟେରେନିୟମ ସିସ୍ମୋଲଜିକାଲ ସେଣ୍ଟର(ଇଏମଏସସି) କହିଛି…

କ୍ଷମା ମାଗନ୍ତୁ ରାହୁଲ: ଭାଜପା ଏମପି

ନୂଆଦିଲ୍ଲୀ,୭ ।୨: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦେଇଥିବା ବୟାନକୁ ନେଇ ଉଷ୍ମ ହୋଇଛି ରାଜନୀତି । ଭାରତୀୟ ଜନତା ପାର୍ଟି(ଭାଜପା) ଏମପି ରାହୁଲ ଗାନ୍ଧୀଙ୍କ ଉପରେ ଖୁବ୍ ବର୍ଷିଛନ୍ତି ।…

ଅର୍ଚ୍ଚନା ନାଗ ମାମଲା: ଖଗେଶ୍ୱରଙ୍କ ଜାମିନ ଆବେଦନ ଖାରଜ

ଭୁବନେଶ୍ୱର,୭।୨(ବ୍ୟୁରୋ): ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ମାମଲାରେ ଜଡିତ ଥିବା ଖଗେଶ୍ୱର ପାତ୍ରଙ୍କ ଜାମିନ ଆବେଦନ ଖାରଜ। ଜିଲା ଜଜ୍‌ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିବା ଜଣାପଡିଛି। ଖଗେଶ୍ୱର ଜାନୁୟାରୀ ୨୪ରେ ଜାମିନ ଆବେଦନ କରିଥିଲେ। ଅନ୍ୟପଟେ, ବ୍ଲାକ୍‌ମେଲର…

ଇ-ବର୍ଜ୍ୟବସ୍ତୁରେ ଷ୍ଟାଚ୍ୟୁ

ଲକ୍ଷ୍ନୌ: ବର୍ତ୍ତମାନ ସମୟରେ ଆବର୍ଜନାକୁ ବ୍ୟବହାର କରି ବିଭିନ୍ନ କଳାକୃତି ମାନ ତିଆରି କରାଯାଉଛି। ତେବେ ଜୟପୁରର ମୁକେଶ କୁମାର ଜୱାଲା ନାମକ ଯୁବକ ବ୍ୟାଙ୍କରେ ବ୍ୟବହୃତ ଇ-ବର୍ଜ୍ୟବସ୍ତୁ ଜିନିଷକୁ ଏକାଠି କରି ଏକ ଷ୍ଟାଚ୍ୟୁ ତିଆରି କରିଛନ୍ତି। ଏହାର ଉଚ୍ଚତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri