ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଦାବି, କହିଲେ ଭେନେଜୁଏଲା ଏୟାର ଷ୍ଟ୍ରାଇକ ପରେ ରାଷ୍ଟ୍ରପତି ମାଦୁରୋ ଏବଂ ତାଙ୍କ ପତ୍ନୀ ଆମେରିକାର ହେପାଜତରେ
ଓ୍ବାଶିଂଟନ,୩।୧: ଆମେରିକା ସହିତ ଚାଲିଥିବା ଉତ୍ତେଜନା ମଧ୍ୟରେ, ଭେନେଜୁଏଲାର ରାଜଧାନୀ କାରାକାସ ଶନିବାର ସକାଳେ (ଜାନୁଆରୀ ୩,୨୦୨୬) ଅନେକ ବଡ଼ ବିସ୍ଫୋରଣରେ ଥରି ଉଠିଥିଲା। ଭେନେଜୁଏଲାର ସରକାର ଏହି ଆକ୍ରମଣକୁ ନିନ୍ଦା କରି ଆମେରିକା ଏହାର ନାଗରିକ ଏବଂ ସାମରିକ ପ୍ରତିଷ୍ଠାନ…
ଗର୍ଲଫ୍ରେଣ୍ଡ୍ଙ୍କ ପୁଅ ସହ ହେଲା ଝଗଡା, ବୟଫ୍ରେଣ୍ଡ ନେଲେ ଭୟଙ୍କର ପଦକ୍ଷେପ..ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ,୩।୧: ଦିଲ୍ଲୀରେ ଜଣେ ୧୫ ବର୍ଷୀୟ ବାଳକକୁ ତାଙ୍କ ମା’ଙ୍କ ସମ୍ମୁଖରେ ହତ୍ୟା କରାଯାଇଛି। ମା’ ଚିତ୍କାର କରି ତାଙ୍କ ପୁଅର ଜୀବନ ପାଇଁ ଅଭିଯୁକ୍ତଙ୍କୁ ନିବେଦନ କରିଥିଲେ, କିନ୍ତୁ ସେ ଅଟକିବାକୁ ମନା କରିଥିଲେ। ସେ ପୁଅକୁ ଛୁରି ମାରି…
ଜାନକୀଙ୍କ ସ୍ମୃତି ସଭାରେ ବର୍ଷିଲେ ମୋକିମ, କହିଲେ କଂଗ୍ରେସର ପତନ ପାଇଁ…
ଭୁବନେଶ୍ୱର,୩ା୧: ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସ୍ମୃତି ସଭାରେ ବର୍ଷିଲେ ମୋକିମ । କଂଗ୍ରେସ ହାଇକମାଣ୍ଡଙ୍କୁ ଟାର୍ଗେଟ କରି ସେ ବର୍ଷିଛନ୍ତି । ତେବେ ରାଜ୍ୟରେ କଂଗ୍ରେସ ପତନ ପାଇଁ କେବଳ ଦିଲ୍ଲୀ ସୁପ୍ରିମୋ ହିଁ ଦାୟୀ । ପିସିସି ସଭାପତି ପଦ…
ବାଂଲାଦେଶୀ ଖେଳାଳିଙ୍କୁ ବଡ଼ ଝଟକା! ୯.୨୦ କୋଟି ଟଙ୍କାର କ୍ଷତି ସହିଲେ ମୁସ୍ତାଫିଜୁର, ଜାଣନ୍ତୁ ତାଙ୍କ ମୋଟ ସମ୍ପତ୍ତି
ନୂଆଦିଲ୍ଲୀ,୩।୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ନିର୍ଦ୍ଦେଶ ପରେ, କୋଲକାତା ନାଇଟ ରାଇଡର୍ସ 2026 IPL ସିଜିନ ପୂର୍ବରୁ ବାଂଲାଦେଶୀ ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କୁ ତାଙ୍କ ଦଳରୁ ମୁକ୍ତ କରିଛି। ମୁସ୍ତାଫିଜୁରଙ୍କୁ ଡିସେମ୍ବର ୨୦୨୫ରେ IPL 2026 ମିନି-ନିଲାମରେ ୯.୨୦…
ଠିକ୍ ହୋଇଥିଲା ବିବାହ, ବଣ୍ଟା ସରିଥିଲା କାର୍ଡ, ଘଟିଲା ଏମିତି କିଛି…
ବଲାଙ୍ଗୀର,୩ା୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ତେଲ ନଦୀ ବ୍ରିଜ ତଳୁ ଶନିବାର ଏକ ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ବ୍ରିଜ ତଳୁ ଉଦ୍ଧାର କରଯାଇଥିବା ମୃତ ଯୁବକ ଜଣକ ହେଲେ ଦେଉଳଗୁଡ଼ି ଗାଁର ବ୍ୟବସାୟୀ ନଟରାଜ ଥନାପତି।…
‘ଦୁର୍ନୀତି ଅଭିଯୋଗ ଆଣିବା ପୂର୍ବରୁ ଆତ୍ମସମୀକ୍ଷା କରନ୍ତୁ’: ଅଜିତ ପାୱାରଙ୍କୁ ପାଲଟା ଆକ୍ରମଣ କଲା ଭାଜପା
ମୁମ୍ବାଇ,୩।୧: ମହାରାଷ୍ଟ୍ରରେ ରାଜନୈତିକ ବୟାନବାଜି ପୁଣି ଥରେ ତୀବ୍ର ହୋଇଛି। ପିମ୍ପରି-ଚିଞ୍ଚୱାଡ ନଗର ନିଗମରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦୁର୍ନୀତି ଏବଂ ଋଣ ଅଭିଯୋଗର କଡ଼ା ଜବାବ ଦେଇଛି ଭାରତୀୟ ଜନତା ପାର୍ଟି। ରାଜ୍ୟ ଭାଜପା ସଭାପତି ରବିନ୍ଦ୍ର ଚହ୍ବାନ କହିଛନ୍ତି…
କ’ଣ ଏହି ଭଜନ କ୍ଲବିଂ? Gen Z ଙ୍କ ମଧ୍ୟରେ ବଢୁଛି ଟ୍ରେଣ୍ଡ
ଆଜିର ଆଧୁନିକ ଦୁନିଆରେ, ଭଜନ କ୍ଲବିଂ ଏକ ନୂତନ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଧାରା ଭାବରେ ଉଭା ହୋଇଛି, ବିଶେଷକରି ଜେନ୍ ଜେଡ ଏବଂ ଯୁବ ପିଢ଼ିଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରୁଛି। ଏଥିରେ ଲୋକମାନେ ଇଲେକ୍ଟ୍ରୋନିକ ମ୍ୟୁଜିକ୍ ପରିବର୍ତ୍ତେ କ୍ଲବ…
IPL: ‘ଏହା ସନାତନୀଙ୍କ ପାଇଁ ଏକ ବିଜୟ, ଶାହରୁଖ ଏହା ବୁଝିପାରିଛନ୍ତି…’, ମୁସ୍ତାଫିଜୁରଙ୍କ IPL ବିଦାୟ ଉପରେ କ’ଣ କହିଲେ ସଙ୍ଗୀତ ସୋମ? ଜାଣନ୍ତୁ…
ନୂଆଦିଲ୍ଲୀ,୩।୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଚିବ ଦେବଜିତ ସାଇକିଆ ଆଇପିଏଲ ଫ୍ରାଞ୍ଚାଇଜ କୋଲକାତା ନାଇଟ ରାଇଡର୍ସ (କେକେଆର୍)କୁ ବାଂଲାଦେଶୀ ଖେଳାଳି ମୁସ୍ତାଫିଜୁର ରହମାନଙ୍କୁ ମୁକ୍ତ କରିବାକୁ କହିଛନ୍ତି। ଏହି ନିଷ୍ପତ୍ତିକୁ ସ୍ବାଗତ କରି ଭାଜପା ନେତା ସଙ୍ଗୀତ ସୋମ…
ମନ୍ଦିରରୁ ପୂଜା ସାରି ଫେରିବାବେଳେ ପୂଜକଙ୍କୁ ପେଚ୍କସ୍ରେ ଆକ୍ରମଣ, କିଛି ସମୟ ଭିତରେ ଘଟିଲା…
ତାଳଚେର,୩ା୧(ମନୋଜ ନନ୍ଦ): ତାଳଚେର ଥାନା ସମ୍ମୁଖରେ ଥିବା ମଙ୍ଗଳା ମନ୍ଦିରରେ ଦୀର୍ଘବର୍ଷ ହେଲା ପୂଜା କରି ଆସୁଥିଲେ ବଡ଼ଦାଣ୍ଡ ସାହିର ସନ୍ତୋଷ କୁମାର ମହାପାତ୍ର(୫୦)। ଶନିବାର ମଧ୍ୟାହ୍ନରେ ପୂଜା ସାରି ଫେରୁଥିବା ବେଳେ ଥାନା ସମ୍ମୁଖରେ ଜଣେ ଯୁବକ ତାଙ୍କୁ ପେଚ୍କସ୍…
ଅଫିସ ଜବ୍ ଠାରୁ ବି ମୋଟାଅଙ୍କର ଟଙ୍କା କମାନ୍ତି ଡେଲିଭରି ପାର୍ଟନର, ଘଣ୍ଟାକୁ ଏତେ ଟଙ୍କା..
ନୂଆଦିଲ୍ଲୀ,୩।୧: ଆଜିକାଲି, ଦେଶର ପ୍ରତ୍ୟେକ ସହରର ରାସ୍ତାରେ ଡେଲିଭରି ପାର୍ଟନରମାନେ ଲାଲ, ହଳଦିଆ ଏବଂ ସବୁଜ ରଙ୍ଗର ଟି-ସାର୍ଟ ପିନ୍ଧି କାମ କରୁଥିବା ଦେଖଇବାକୁ ପାଉଥିବେ। ସେମାନେ ବର୍ତ୍ତମାନ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟି ଯାଇଛନ୍ତି। ସେମାନେ ଡ୍ରେସ…
ନୂତନ ବର୍ଷ ଠାରୁ ଉଦ୍ୟାନ ବିଭାଗରେ ଝୁଲୁଛି ତାଲା: କାହା କଥାରେ ରହୁନି ତାଳ ମେଳ
ପରଜଙ୍ଗ,୩।୧(ନିଗନନ୍ଦ ଦଳବେହେରା):ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ମୁଖ୍ୟାଳୟ ଠାରୁ ୨ କିମି ଦୂର ୫୩ ନଂ ଜାତୀୟ ରାଜପଥ ପାର୍ଶ୍ୱ ହାତିଲୁଚାଣି ଛକ ନିକଟରେ ଦୀର୍ଘବର୍ଷ ହେବ ଏକ ନୂତନ କୋଠା ନିର୍ମାଣ କରାଯାଇ ସେଠାରେ ସରକାରଙ୍କ ତରଫରୁ ଏକ ଉଦ୍ୟାନ…
ଧନୁଯାତ୍ରାରେ ସରକାରଙ୍କ ବଡ଼ ଘୋଷଣା : ମାର୍ଚ୍ଚ ଶେଷସୁଦ୍ଧା ସମସ୍ତ…
ମଥୁରାନଗରୀ,୩।୧(ପ୍ରେମାନନ୍ଦ ଖମାରୀ): କିଛି ଲୋକ ଚାଷୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେଷ୍ଟା କରୁଛନ୍ତି। ଚାଷୀମାନଙ୍କୁ ଭାରାକ୍ରାନ୍ତ କରିବାକୁ ପ୍ରୟାସ ଚଲାଇଛନ୍ତି। ମାତ୍ର ଏହି ସରକାର କୌଣସି ଧମକକୁ ଡରେ ନାହିଁ ଏବଂ ଆସନ୍ତା ମାର୍ଚ୍ଚ ଶେଷ ସୁଦ୍ଧା ସମସ୍ତ ଚାଷୀଙ୍କ କଷ୍ଟୋପାର୍ଜିତ…
Archives


