‘ସତ୍ମାର୍ଗରେ ଚାଲିବା ପାଇଁ ଆଚାର୍ଯ୍ୟଙ୍କ ଅନୁସରଣ ଅପରିହାର୍ଯ୍ୟ’
ଭୁବନେଶ୍ୱର,୧୨।୨(ବ୍ୟୁରୋ): ଜୀବନକୁ ସୁନିୟନ୍ତ୍ରିତ କରିବାରେ ଗୁରୁଙ୍କର ରହିଛି ବିଶେଷ ଭୂମିକା। ତାଙ୍କ ପ୍ରଦର୍ଶିତ ମାର୍ଗରେ ନିଜକୁ ପରିଚାଳିତ କରିପାରିଲେ ବ୍ୟକ୍ତି, ସମାଜ ଓ ରାଷ୍ଟ୍ର ଜୀବନ ମଧୁମୟ ହୋଇଉଠେ। ଆଉ ଏହି ମାର୍ଗରେ ଚାଲିବା ପାଇଁ ଆଚାର୍ଯ୍ୟଙ୍କ ଅନୁସରଣ ଅପରିହାର୍ଯ୍ୟ। ପରମ…
ମ୍ୟାଚ୍ ଚାଲିଥିବାବେଳେ ଡ୍ରେସିଂ ରୁମରେ ସିଗାରେଟ ଟାଣିଲେ କୋଚ: କାର୍ଯ୍ୟାନୁଷ୍ଠାନ ଦାବି
ଢାକା,୧୨।୨: ବାଂଲାଦେଶ ପ୍ରିମିୟର ଲିଗ (ବିପିଏଲ)ରେ ଖେଳାଯାଇଥିବା ମ୍ୟାଚରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଲିଗ ପର୍ଯ୍ୟାୟର ଶେଷ ମ୍ୟାଚ ସମୟରେ ଖୁଲନା ଟାଇଗର୍ସର ମୁଖ୍ୟ କୋଚ ଖାଲିଦ ମହମୁଦ ଡ୍ରେସିଂ ରୁମରେ ସିଗାରେଟ ଟାଣୁଥିବାର ନଜର ଆସିଥିଲେ। କ୍ୟାମେରାରେ…
ଜନତାଙ୍କ ଅର୍ଥରେ ବନ୍ଧୁଙ୍କୁ ଫଣ୍ଡିଂ କରିଛନ୍ତି ମୋଦି: ଖର୍ଗେ
ନୂଆଦିଲ୍ଲୀ,୧୨ ।୨: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ଶାସନ କ୍ଷମତାକୁ ଆସିବା ପରେ ମୋଦି ଉଦ୍ଦ୍ୟୋଗପତି ଗୌତମ ଅଦାନୀଙ୍କୁ ସାହାଯ୍ୟ କରିବା, ଉଚିତ ପ୍ରସଙ୍ଗକୁ ନ ଉଠାଇବା ଭଳି କାମ…
ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା,ରୁପା ଚୋରି
ବ୍ରହ୍ମପୁର ଅଫିସ,୧୨ା୨: ନିମଖଣ୍ଡି ଥାନା ଅନ୍ତର୍ଗତ ଭାବିନିପୁର ନରସିଂହ ମନ୍ଦିରରୁ ଲକ୍ଷାଧିକ ଟଙ୍କା ସହ ଅଧା କେଜି ରୁପା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ମନ୍ଦିର ସେବାୟତମାନେ ନିମଖଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି…
ଭାରତୀୟ ଦଳରେ ହେଉଛି ପକ୍ଷପାତିତା
ନୂଆଦିଲ୍ଲୀ,୧୨।୨: ଅଷ୍ଟ୍ରେଲିଆ ବିପକ୍ଷ ଚାରି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ଜବରଦସ୍ତ ବିଜୟ ହାସଲ କରିଛି। ନାଗପୁରରେ ଅଷ୍ଟ୍ରେଲିଆ ଦଳକୁ ଇନିଂସ ଏବଂ ୧୩୨ ରନ୍ରେ ପରାସ୍ତ କରିଛି ଭାରତ। ଏହି ମ୍ୟାଚରେ ଟିମ ଇଣ୍ଡିଆର ଓପନର୍ ବ୍ୟାଟ୍ସମ୍ୟାନ କେ.ଏଲ…
‘ନା ରାମ ନା ଶିବ, ସେତେବେଳେ କେବଳ ଆଲ୍ଲା ଥିଲେ’ ମୌଲାନା ଅରଶଦ ମଦାନୀଙ୍କ ବିବାଦୀୟ ବୟାନ
ନୂଆଦିଲ୍ଲୀ,୧୨ ।୨: ରାଜଧାନୀ ଦିଲ୍ଲୀର ରାମଲିଳା ମଇଦାନରେ ଜମିୟତ ଉଲେମା-ଏ-ହିନ୍ଦର ଅଧିବେଶନରେ ମୌଲାନା ଅରଶଦ ମଦନିଙ୍କ ଏକ ବୟାନ ପରେ ମଞ୍ଚରେ ଉତ୍ତେଜନା ଦେଖାଯାଇଛି । ଏଥର ସେ ମୋହନ ଭାଗବତଙ୍କୁ ନେଇ ବିଷ ଓଗାଳିଛନ୍ତି । ମୌଲାନା କହିଛନ୍ତି ଆମ…
ଆଜି ଓଡ଼ିଶା ଫେରିବେ ଗୋପାଳ
ଭୁବନେଶ୍ୱର,୧୨।୨(ବ୍ୟୁରୋ): ମନ୍ତ୍ରୀ ନବଦାସଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋପାଳକୃଷ୍ଣ ଦାସ ରବିବାର ଗୁଜରାଟରୁ ଓଡ଼ିଶା ଆସିବେ। ଗୋପାଳଙ୍କ ନାର୍କୋ ଓ ପଲିଗ୍ରାଫ ଟେଷ୍ଟ ପରେ ତାଙ୍କୁ ଝାରସୁଗୁଡ଼ା ଅଣାଜିବ। କ୍ରାଇମବ୍ରାଞ୍ଚର ୮ ଜଣିଆ ଟିମ୍ ୮ ତାରିଖରେ ଗୋପାଳଙ୍କୁ ନେଇ…
‘ବିଦେଶୀ ଆମ ଦେଶୀ ଗର୍ଲଙ୍କୁ ନେଇଗଲେ’
ମୁମ୍ବାଇ: ଗ୍ଲୋବାଲ ଷ୍ଟାର୍ ପ୍ରିୟଙ୍କା ଚୋପ୍ରା ତାଙ୍କର ଫ୍ୟାଶନ ଇନ୍ସକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି। ସୋସିଆଲ ମିଡିଆରେ ପିସି ବହୁତ ଆକ୍ଟିଭ୍। ଏବେ ସେ କେବଳ ନିଜର ନୁହେଁ, ଝିଅ ମାଳତୀ ଫଟୋ ବି ପ୍ରଶଂସକଙ୍କ ପାଇଁ ଶେୟାର କରୁଛନ୍ତି।…
ମନ୍ଦିର ରାସ୍ତା ମାଡ଼ି ବସୁଛନ୍ତି ବେପାରୀ
କବିସୂର୍ଯ୍ୟନଗର,୧୨।୨(ଡି.ଏନ.ଏ.): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମହାମାୟୀ। ରାଜ୍ୟର କୋଣଅନୁକୋଣରୁ ଛୁଟି ଆସନ୍ତି ହଜାର ହଜାର ଭକ୍ତ। ବିଶେଷତଃ ଅମାବାସ୍ୟା, ସଂକ୍ରାନ୍ତି, ମଙ୍ଗଳବାର ଓ ଶନିବାର ଆଦି ଦିନରେ ଭିଡ଼ ଜମେ। ମା’ ମହାମାୟୀଙ୍କ ତୋରଣ ମୁଖ୍ୟ ରାସ୍ତାକୁ ମୁହଁକରି…
ଆବାସ ପାଇଁ ୩୦ ବର୍ଷ ହେଲା ଆବେଦନ କରୁଛନ୍ତି ଦିବ୍ୟାଙ୍ଗ
ଫୁଲବାଣୀ ଅଫିସ/ଟିକାବାଲି, ୧୨।୨: ସରକାର ଦିବ୍ୟାଙ୍ଗଙ୍କ ସୁବିଧା ପାଇଁ ସବୁ ବ୍ୟବସ୍ଥା କରିଛନ୍ତି। ସେମାନଙ୍କୁ ଚାଉଳ, ଭତ୍ତା ସହ ଆବାସ ଗୃହ ଯୋଗାଇ ଦେଉଛନ୍ତି। ହେଲେ ପ୍ରଶାସନିକ ଅଧିକାରୀ ଏବଂ ନିର୍ବାଚିତ ପ୍ରତିନିଧିଙ୍କ ବେପରୁଆ ମନୋଭାବ ଯୋଗୁ ହିତାଧିକାରୀ ଯୋଜନାର ସୁଫଳ…
ପ୍ୟାକେଟ୍ ଫ୍ରୁଟଜୁସ୍ ପିଉଥିଲେ
ତଟକା ଫଳ ଖାଇବା ଶରୀର ପାଇଁ ହିତକର। ସେହିପରି ଏହାର ରସ ବା ଜୁସ୍ ପିଇବା ମଧ୍ୟ ଲାଭକାରୀ ହୋଇଥାଏ। କିନ୍ତୁ ବ୍ୟସ୍ତବହୁଳ ଜୀବନରେ ଏହାକୁ ଘରେ ପ୍ରସ୍ତୁତ କରିବା ଅପେକ୍ଷା ଅଧିକାଂଶ ମାର୍କେଟ୍ରେ ମିଳୁଥିବା ପ୍ୟାକେଟ୍ ଜୁସ୍ ପିଉଥିବା ଦେଖିବାକୁ…
ରାତିରେ ଜଳୁଥିବା ଛତୁ
ପୃଥିବୀରେ ଅନେକ ପ୍ରକାରର ଛତୁ ରହିଛି। କାହାର ରଙ୍ଗ ଧଳା କିମ୍ବା ଧୂସର ହୋଇଥିବା ବେଳେ ଆଉ କେତେକ ରଙ୍ଗିନ୍ ଏବଂ ଖୁବ୍ ସୁନ୍ଦର। ତା’ ଭିତରୁ କେତେକ ଛତୁକୁ ଆମେ ଖାଉଥିବା ବେଳେ ଆଉ କେତେକ ବିଷାକ୍ତ ହୋଇଥିବାରୁ ଖାଦ୍ୟ…
Archives


