Home Left

ପରିବାରଠୁ ଦୂରେଇ ଦେଇଛି ବାତ୍ୟା

ପାରାଦୀପ,୭ା୧(ସ୍ବ:ପ୍ର:): ଗତ ଅକ୍ଟୋବରରେ ୨ଟି ବୋଟ୍‌ ଯୋଗେ ସମୁଦ୍ରରେ ମାଛ ଧରୁଥିଲେ। ସେଥିରେ ଥିଲେ ୩୭ ଜଣ ବାଂଲାଦେଶୀ ମତ୍ସ୍ୟଜୀବୀ। ଏହି ସମୟରେ ବାତ୍ୟା ‘ସିତରଙ୍ଗ’ ପ୍ରଭାବରେ ଉଭୟ ବୋଟ୍‌ ଓଲଟି ପଡ଼ିଥିଲା। ସେମାନେ ସମସ୍ତେ ଅଥଳ ସମୁଦ୍ରରେ ଭାସୁଥିଲେ। ସେମାନଙ୍କ…

କୋଟିଆରେ ଆନ୍ଧ୍ର ଅନୁପ୍ରବେଶକୁ ପଣ୍ଡକଲା ପୋଲିସ

ପଟ୍ଟାଙ୍ଗି/କୋରାପୁଟ,୭।୧(ଡି.ଏନ.ଏ./ସ୍ବ.ପ୍ର.): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକର କୋଟିଆ ପଞ୍ଚାୟତରେ ଆନ୍ଧ୍ର ପ୍ରଦେଶ ବାରମ୍ବାର ଅନୁପ୍ରବେଶ ଜାରି ରଖିଛି। ଅଧିକାଂଶ ସମୟରେ ପଞ୍ଚାୟତର ଅନେକ ଗ୍ରାମରେ ସଭା କରିବା ସହ ସ୍ବାସ୍ଥ୍ୟସେବା ଶିବିର କରି ସମ୍ପୃକ୍ତ ଅଞ୍ଚଳବାସୀଙ୍କ ମନ ଜିଣିବାକୁ ପ୍ରୟାସ କରୁଛି।…

ରାଜରାଜେଶ୍ୱର ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ ଅଫିସ, ୭ା୧: ପବିତ୍ର ପୌଷ ପୂର୍ଣ୍ଣମୀ ଶୁକ୍ରବାର ଶ୍ରୀମନ୍ଦିରରେ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଛି। ରତ୍ନ ସିଂହାସନରେ ମହାପ୍ରଭୁ ରାଜରାଜେଶ୍ୱର ବା ସୁନାବେଶରେ ଦର୍ଶନ ଦେଇଛନ୍ତି। ବର୍ଷକ ମଧ୍ୟରେ ହେଉଥିବା ପାଞ୍ଚଥର ସୁନାବେଶ ମଧ୍ୟରୁ ଏହା ଅନ୍ୟତମ। ଶ୍ରୀମନ୍ଦିର ପରମ୍ପରା…

୭ ବର୍ଷ ବାଳକଙ୍କ ଆତ୍ମହତ୍ୟା

ପଦ୍ମପୁର, ୭ା୧(ଡି.ଏନ.ଏ.): ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ସାହାଡ଼ା ଅଞ୍ଚଳରେ ପାଠ ପଢ଼ିବା ପାଇଁ ଘରେ ତାଗିଦ୍‌ କରିବାରୁ ଜଣେ ୭ ବର୍ଷର ନାବାଳକ ଗୁରୁବାର ରାତିରେ ଆତ୍ମହତ୍ୟା କରିଛନ୍ତି। ପରିବାର ଲୋକଙ୍କ କହିବା ଅନୁଯାୟୀ, ଗୁରୁବାର ସନ୍ଧ୍ୟାରେ ପାଠପଢ଼ାକୁ…

ଓଡ଼ିଶା ପାଇଁ କୋଭିଡ୍‌ ବିପଦ ନାହିଁ: ସ୍ବାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ୱର, ୭ା୧(ବ୍ୟୁରୋ): ଓମିକ୍ରନ୍‌ର ୨ଟି ଷ୍ଟ୍ରେନ୍‌ ‘ବିଏଫ୍‌ ୭’ ଓ ‘ଏକ୍ସବିବି ୧.୫’ ଚାଇନା, ଜାପାନ, ହଂକଂ, ଥାଇଲାଣ୍ଡ, ଦକ୍ଷିଣ କୋରିଆ, ସିଙ୍ଗାପୁର, ଆମେରିକା, ୟୁରୋପ, ଜର୍ମାନୀ, ଫ୍ରାନ୍ସ, ଅଷ୍ଟ୍ରେଲିଆରେ ବ୍ୟାପିବାରେ ଲାଗିଛି। ଏହାକୁ ନେଇ ଓଡ଼ିଶାବାସୀ ଭୟଭୀତ ହେଉଛନ୍ତି। କିନ୍ତୁ…

ଜାଲ୍‌ ଅନଲାଇନ୍‌ ବିଜ୍ଞାପନରେ ଫସିଲେ ମହିଳା:୨.୧୨ ଲକ୍ଷ ଲୁଟିନେଲେ ସାଇବର ଠକ

ବ୍ରହ୍ମପୁର ଅଫିସ,୬ା୧: ଘରେ ରହି ପେନସିଲ ପ୍ୟାକିଂ କରି ଭଲ ରୋଜଗାର କରିବା ନେଇ ଇନ୍‌ଷ୍ଟାଗ୍ରାମରେ ଆସିଥିବା ଏକ ଜାଲ୍‌ ବିଜ୍ଞାପନକୁ ଜାଣି ନ ପାରି ଜଣେ ମହିଳା ସାଇବର ଠକଙ୍କ ଜାଲରେ ପଡ଼ି ୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହରାଇଛନ୍ତି।…

୨୦ କୋଟି ଆକାଉଣ୍ଟ ଡେଟା ଲିକ୍‌

ନୂଆଦିଲ୍ଲୀ,୬ା୧: ମାଇକ୍ରୋବ୍ଲଗିଂ ସାଇଟ୍‌ ଟୁଇଟରରେ ଆକାଉଣ୍ଟ ଖୋଲିଥିବା ୨୦କୋଟି ୟୁଜର୍ସଙ୍କ ଡେଟା ଲିକ୍‌ ହୋଇଯାଇଛି। ହ୍ୟାକରମାନେ ଟୁଇଟର ବ୍ୟବହାରକାରୀଙ୍କ ଆକାଉଣ୍ଟରୁ ସେମାନଙ୍କ ନାମ, ଇ-ମେଲ୍‌ ଆଡ୍ରେସ୍‌, ଆକାଉଣ୍ଟ ତିଆରି ତାରିଖ ଓ ଫଲୋଅର୍ସଙ୍କ ସମ୍ପର୍କରେ ତଥ୍ୟ ହାସଲ କରିବାରେ ସକ୍ଷମ ହୋଇଛନ୍ତି।…

ଅନୁପସ୍ଥିତ ୨୦ ପ୍ରାଥମିକ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, ୬।୧(ବ୍ୟୁରୋ): ଦୀର୍ଘଦିନ ଧରି ଅନୁପସ୍ଥିତ ଥିବା ୨୦ଜଣ ପ୍ରାଥମିକ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ମାଲକାନଗିରି ଜିଲାର ୧୦ ଜଣ ପ୍ରାଥମିକ ଶିକ୍ଷକଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବହିଷ୍କୃତ କରିଛି। ସେହିଭଳି ସୁନ୍ଦରଗଡ଼ ଜିଲାରେ ଜିଲା ଶିକ୍ଷାଧିକାରୀଙ୍କ ବିବରଣୀ…

୬ ବର୍ଷ ଧରି କାର୍ଯ୍ୟରେ ଅନୁପସ୍ଥିତ: ଚାକିରୀରୁ ବିଦା ହେଲେ ୨ ଶିକ୍ଷକ

ସୁନ୍ଦରଗଡ଼,୬।୧(ଡି.ଏନ୍‌.ଏ.): ଦୀର୍ଘ ୬ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି କୌଣସି କାରଣ ନ ଦର୍ଶାଇ କାର୍ଯ୍ୟ କ୍ଷେତ୍ରରେ ଅନୁପସ୍ଥିତ ଥିବା ସୁନ୍ଦରଗଡ଼ ଜିଲାର ୨ଜଣ ଶିକ୍ଷକ ଚାକିରିରୁ ବିଦା ହୋଇଛନ୍ତି। ଜିଲାର ବଣାଇ ବ୍ଲକର ଗୋପୀନାଥପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ…

ମନ୍ଦିରରେ ମହିଳାଙ୍କୁ ମାଡ଼ମାରି ଘୋଷାଡ଼ିଲେ: ଭିଡିଓ ଭାଇରାଲ

ବେଙ୍ଗାଲୁରୁ,୬।୧: ବେଙ୍ଗାଲୁରୁର ଏକ ମନ୍ଦିରରେ ଜଣେ ମହିଳାଙ୍କୁ ବାଡ଼ିିରେ ପିଟିବା ସହ ଗୋଇଠା ମାରିବା ଏବଂ ଘୋଷାଡ଼ିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ହେମବତୀ ନାମ୍ନୀ ଉକ୍ତ ମହିଳା ଅମୃଥାହାଲି ଥାନାରେ ଏନେଇ ଏତଲା ଦେଇଛନ୍ତି। ଅଭିଯୋଗ…

ବାଦ୍‌ ପଡ଼ିପାରନ୍ତି ଅର୍ଶଦୀପ

ନୂଆଦିଲ୍ଲୀ,୬।୧: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ନିର୍ଣ୍ଣାୟକ ମୁକାବିଲା ୭ଜାନୁୟାରୀ, ଶନିବାର ରାଜକୋଟରେ ଖେଳାଯିବ। ସିରିଜରେ ଉଭୟ ଦଳର ସ୍ଥିତି ୧-୧ ଥିବାରୁ ଏହି ମ୍ୟାଚ୍‌ କର ଅଥବା ମର ମ୍ୟାଚ୍‌ ହେବାକୁ ଯାଉଛି।…

ନାବାଳିକାଙ୍କୁ ବଳାତ୍କାର, ଜଣେ ଗିରଫ

ଗୋପାଳପୁର,୬ା୧(ଡି.ଏନ.ଏ.): ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର କରିବା ଘଟଣାରେ ଶୁକ୍ରବାର ଗୋଳନ୍ଥରା ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ସାଗର ନାୟକ। ଏହି ଥାନା ଅଧିନସ୍ଥ ଏକ ଗ୍ରାମରେ ନାବାଳିକାଙ୍କୁ ସେହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri