ସର୍ବଭାରତୀୟ ସିଭିଲ ସର୍ଭିସ କବାଡ଼ି: ଭାଗନେବ ଓଡ଼ିଶା ମହିଳା, ପୁରୁଷ ଦଳ
ଭୁବନେଶ୍ୱର, ୧୮ା୨(ସ୍ପୋଟର୍ସ ବ୍ୟୁରୋ): ସେଣ୍ଟ୍ରାଲ ସିଭିଲ ସର୍ଭିସ ଆଣ୍ଡ୍ ସ୍ପୋଟର୍ସ ବୋର୍ଡ ଆନୁକୂଲ୍ୟରେ ଚଳିତ ମାସ ୨୦ରୁ ୨୪ ପର୍ଯ୍ୟନ୍ତ ସର୍ବଭାରତୀୟ ସିଭିଲ ସର୍ଭିସ କବାଡ଼ି ପ୍ରତିଯୋଗିତା ଉତ୍ତରାଖଣ୍ଡର ଡେରାଡୁନ୍ରେ ହେବ। ଏଥିରେ ଭାଗନେବାକୁ ଥିବା ଓଡ଼ିଶାର ଉଭୟ ପୁରୁଷ ଓ…
‘କ୍ରୀଡ଼ା ଏକତା ସୂତ୍ରରେ ବାନ୍ଧିଥାଏ’
ଭୁବନେଶ୍ୱର, ୧୮ା୨ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶାରେ କ୍ରୀଡ଼ା ଭିତ୍ତିଭୂମି ବଢ଼ିବାରେ ଲାଗିଛି। ରାଜ୍ୟ ସରକାର କ୍ରମାଗତ ଦ୍ୱିତୀୟ ଥର ପାଇଁ ହକି ବିଶ୍ୱକପ୍ ଆୟୋଜନ କରିଛନ୍ତି। କେବଳ ସେତିକି ନୁହେଁ, ଏହାକୁ ଯେଭଳିଭାବେ ଆୟୋଜନ କରିଛନ୍ତି ତାହା ଉଦାହରଣ ପାଲଟିଯାଇଛି। ରାଜ୍ୟ…
ସ୍ମୃତି ଇରାନୀଙ୍କ ଝିଅ ରିସେପ୍ଶନ ପାର୍ଟିରେ ପହଞ୍ଚିଲେ ବଲିଉଡର ଏହି ସେଲିବ୍ରିଟି
ନୂଆଦିଲ୍ଲୀ,୧୮।୨: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅ ଶନେଲ ଇରାନୀ ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ରାଜସ୍ଥାନର ନାଗୌରର ୫୦୦ ବର୍ଷ ପୂରୁଣା ତଥା ଖୀବସର ଫୋର୍ଟରେ ସେ ଅର୍ଜୁନ ଭଲ୍ଲାଙ୍କୁ ବିବାହ କରିଛନ୍ତି। ତେବେ ବିବାହ ପରେ ଦମ୍ପତିଙ୍କ…
ଅସୁରକ୍ଷିତ ସର୍କିଟ ହାଉସ
ସମ୍ବଲପୁର,୧୮ା୨(ବ୍ୟୁରୋ): ସମ୍ବଲପୁର ଜିଲା ଧନୁପାଲି ଥାନା ଅଧୀନରେ ରହିଛି ସରକାରଙ୍କ ସର୍କିଟ ହାଉସ। ଏଠାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଭିଭିଆଇପି, ବରିଷ୍ଠ ଅଧିକାରୀ, ନେତା, ମନ୍ତ୍ରୀମାନେ ରହଣି କରନ୍ତି। ସେମାନଙ୍କୁ ପୋଲିସ ପକ୍ଷରୁ ସୁରକ୍ଷା ମଧ୍ୟ ଯୋଗାଇ ଦିଆଯାଇଥାଏ।…
ଆଶ୍ପଣ୍ଡ ଡମ୍ପିଂୟାର୍ଡକୁ ବିରୋଧ
ସମ୍ବଲପୁର,୧୮ା୨(ବ୍ୟୁରୋ): ସମ୍ବଲପୁର ଜିଲା ରେଙ୍ଗାଲି ଶିଳ୍ପାଞ୍ଚଳର କତରବଗା ଲୁଧାପାଲି ଗ୍ରାମ ନିକଟରେ ଏକ ଆସପଣ୍ଡ ଡମ୍ପିଂୟାର୍ଡକୁ ନେଇ ବିବାଦ ଲାଗିରହିଛି। ଶୁକ୍ରବାର ଏହି ବିବାଦ ଉଗ୍ରରୂପ ନେଇଥିଲା। ସ୍ଥାନୀୟ ଜନପ୍ରତିନିଧି ସହ ବିଜେଡି କର୍ମୀ ଓ ଗ୍ରାମବାସୀ ଆସପଣ୍ଡକୁ ବିରୋଧ କରିବାରୁ…
ଆଜି ଭାରତ-ଇଂଲଣ୍ଡ ମୁକାବିଲା
ଜିକ୍ୱେବର୍ହା, ୧୮ା୨(ପି.ଟି.): ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍ରେ ଭାରତ ଶନିବାର ବିଶ୍ୱର ଦୁଇ ନମ୍ବର ଦଳ ଇଂଲଣ୍ଡକୁ ଭେଟିବ। ହରମନପ୍ରୀତ କୌରଙ୍କ ଦଳ ପୂର୍ବରୁ ପାକିସ୍ତାନକୁ ୭ ଉଇକେଟ ଏବଂ ଓ୍ବେଷ୍ଟଇଣ୍ଡିଜକୁ ୬ ଉଇକେଟରେ ପରାସ୍ତ କରିଛି। ଦୁଇଟି ବିଜୟ…
ହିରୋ ଜୁମ୍ ୧୧୦ ସିସି ସ୍କୁଟରର ବଜାର ପ୍ରବେଶ
ବରଗଡ଼ ଅଫିସ୍,୧୮।୨: ବିଶ୍ୱର ଏକ ନମ୍ବର ମୋଟରସାଇକେଲ ନିର୍ମାତା ହିରୋ ମୋଟୋକର୍ପ ପକ୍ଷରୁ ୧୧୦ ସିସି ବିଶିଷ୍ଟ ସ୍କୁଟରର ସ୍କୁଟର ଜୁମ୍ର ବଜାର ପ୍ରବେଶ ହୋଇଛି । ଏହି ପରିପ୍ରେକ୍ଷୀରେ ବରଗଡ଼ସ୍ଥିତ ଅଧିକୃତ ବିକ୍ରେତା ଆକାଶ ମୋଟର୍ସ ପରିସରରେ ଏହାର ସ୍ବତନ୍ତ୍ର…
ସୋନିର ନୂତନ ମଡେଲ ଉନ୍ମୋଚିତ
ନୂଆଦିଲ୍ଲୀ,୧୮ା୨: ସୋନିର ନୂତନ ମଡେଲ ‘ଏନ୍ଡବ୍ଲ୍ୟୁ-ଏ୩୦୬ ୱାକ୍ମ୍ୟାନ୍’ର ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଉକ୍ତ ମଡେଲର ବଜାର ପ୍ରବେଶ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ସୋନି ୱାକ୍ମ୍ୟାନ୍ ଏନ୍ଡବ୍ଲ୍ୟୁ-ଏ୩୦୬ ଏକ ଷ୍ଟାଇଲିଶ୍, କମ୍ପ୍ୟାକ୍ଟ ମ୍ୟୁଜିକ୍ ପ୍ଲେୟର ଭାବେ ପରିଗଣିତ ହେଉଛି। ବିଶେଷକରି…
ଡିସେମ୍ବରରେ ଜିଓର ୭୪,୦୦୦ ନୂଆ ଗ୍ରାହକ
ନୂଆଦିଲ୍ଲୀ,୧୮ା୨: ଦେଶର ପ୍ରମୁଖ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଓଡ଼ିଶାର ସବୁଠୁ ପସନ୍ଦର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ପରିଗଣିତ ହେଉଛି। ଏପରିକି ରିଲାଏନ୍ସ ଜିଓ ୨୦୨୨ ଡିସେମ୍ବରରେ ୭୪,୦୦୦ରୁ ଅଧିକ ନୂଆ ମୋବାଇଲ ଗ୍ରାହକ ଓ ୮୦୦୦ରୁ ଅଧିକ ଜିଓ…
ବସ୍ତି ଅଞ୍ଚଳରେ ପାନୀୟଜଳ ସମସ୍ୟା ଉତ୍କଟ
ରାଉରକେଲା ଅଫିସ,୧୮।୨: ରାଉରକେଲା ସହରର ୬୦ରୁ ଊର୍ଦ୍ଧ୍ୱ ବସ୍ତିରେ ପାନୀୟଜଳ ସମସ୍ୟା ଉକତ୍ଟ ହୋଇଛି। ଫଳରେ ବସ୍ତିବାସିନ୍ଦା ପାନୀୟଜଳ ସମସ୍ୟା ଯୋଗୁ ଉବୁଟୁବୁ ହେଉଛନ୍ତି। ଅନେକ ବସ୍ତିରେ ପାନୀୟଜଳ ଯୋଗାଣ ନିମନ୍ତେ ପାଇପ୍ ବିଛା କାର୍ଯ୍ୟ ସରି ସାରିଥିଲେ ହେଁ ପାଇପ୍ଗୁଡିକ…
ଚଳିତ ଆର୍ଥିକ ବର୍ଷରେ ୩ ରୁ ୫% ରପ୍ତାନି ବୃଦ୍ଧି ଘଟିପାରେ
ନୂଆଦିଲ୍ଲୀ,୧୮ା୨: ଚଳିତ ଆର୍ଥିକ ବର୍ଷ ମଧ୍ୟରେ ଭାରତର ରପ୍ତାନି ୩ ରୁ ୫% ବୃଦ୍ଧି ଘଟି ୪୩୫ରୁ ୪୪୫ ବିଲିୟନ ଡଲାରରେ ପହଞ୍ଚତ୍ବ ବୋଲି ଶୁକ୍ରବାର ରପ୍ତାନିକାରୀ ସଂସ୍ଥା ଫେଡେରେଶନ ଅଫ୍ ଇଣ୍ଡିଆନ୍ ଏକ୍ସପୋର୍ଟ ଅର୍ଗାନାଇଜେସନ୍ସ (ଏଫ୍ଆଇଏଫ୍ଓ) ପକ୍ଷରୁ ଆକଳନ କରାଯାଇଛି।…
‘ମିଶନ ଶକ୍ତି କାଫେ’: ଏସ୍ଏଚ୍ଜି ମହିଳାଙ୍କୁ ଜୀବିକା
ସୁନ୍ଦରଗଡ଼, ୧୮।୨(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲାର ବ୍ଲକ ସଦରମହକୁମାଗୁଡ଼ିକୁ ପ୍ରତିଦିନ ବିଭିନ୍ନ କାମରେ ଆସୁଥିବା ଲୋକମାନଙ୍କ ସୁବିଧା ପାଇଁ ସରକାରଙ୍କ ତରଫରୁ ଖୋଲାଯାଇଛି ‘ମିଶନ ଶକ୍ତି କାଫେ’। ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି) ଦ୍ୱାରା ପରିଚାଳିତ ଏହି କାଫେରେ ସ୍ବାସ୍ଥ୍ୟକର ପରିବେଶ…
Archives


