Home Left

ଜୁନ୍‌ ସୁଦ୍ଧା କାର୍ଯ୍ୟକ୍ଷମ ହେବ ଆନନ୍ଦପୁର ବ୍ୟାରେଜ: ମୁଖ୍ୟ ଶାସନ ସଚିବ

ଆନନ୍ଦପୁର,୧୮ା୨(ସ୍ବ.ପ୍ର.): ୪୭୫ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପ ୨୦୨୦ ଜାନୁୟାରୀ ୩୧ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା। ଲୋକର୍ପଣକୁ ଦୀର୍ଘ ୩ ବର୍ଷ ଅତିକ୍ରାନ୍ତ କରିଥିଲେ ବି ଅଦ୍ୟାବଧି ଏହା କାର୍ଯ୍ୟକ୍ଷମ ହୋଇପାରିନି।…

କାର୍ତ୍ତିକଙ୍କ ଚାଲାଣ କାଟିଲା ପୋଲିସ

ମୁମ୍ବାଇ: ଅଭିନେତା କାର୍ତ୍ତିକ ଆର୍ଯ୍ୟନ ତାଙ୍କ ଫିଲ୍ମ ‘ଶେହଜାଦା’କୁ ନେଇ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। କାର୍ତ୍ତିକ ଏବଂ କ୍ରୀତି ସାନନଙ୍କ ଏହି ଫିଲ୍ମ ରିଲିଜ ହେବା ପରଠାରୁ ଏହା ରେକର୍ଡ କରିଛି। ଉଭୟେ ‘ଶେହଜାଦା’କୁ ନେଇ ବହୁତ ଉତ୍ସାହିତ ଅଛନ୍ତି। କାର୍ତ୍ତିକ…

ଅଙ୍କିତ ନୁହନ୍ତି, ଷ୍ଟାନଙ୍କୁ ଡେଟ୍‌ କରିବାକୁ ଚାହାନ୍ତି ପ୍ରିୟଙ୍କା

ବମ୍ବେ: ବିଗ୍‌ବସ୍‌ ଜିତି ନାହାନ୍ତି ସତ, ହେଲେ ଦର୍ଶକଙ୍କ ହୃଦୟ ଜିତିବାରେ ସଫଳ ହୋଇଛନ୍ତି। ଆମେ କହୁଛୁ ବିବାଦୀୟ ରିଆଲିଟି ଶୋ’ରେ ଭାଗ ନେଇଥିବା ପ୍ରତିଯୋଗୀ ତଥା ଅଭିନେତ୍ରୀ ପ୍ରିୟଙ୍କା ଚାହର ଚୌଧୁରୀଙ୍କ କଥା। ଶୋ’ ଶେଷ ହେବା ପରେ ଅନେକ…

ଦ୍ୱିତୀୟ ଦିନର ଖେଳ ଶେଷ: ଅଷ୍ଟ୍ରେଲିଆ ୬୨ରନ୍‌ରେ ଅଗ୍ରଣୀ

ନୂଆଦିଲ୍ଲୀ,୧୮।୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦିଲ୍ଲୀ ଟେଷ୍ଟର ଦ୍ୱିତୀୟ ଦିନର ଖେଳ ଶେଷ ହୋଇଛି। ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ୧ ଉଇକେଟ ହରାଇ ମୋଟ ୬୨ରନ୍‌ ଅଗ୍ରଣୀ ହାସଲ କରିଛି। ଟ୍ରାଭିସ ହେଡ୍‌ ୩୯ ଏବଂ ମାର୍ନସ ଲାବୁଶେନ୍‌…

୨୬୨ରେ ଅଟକିଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୮।୨: ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଭାରତୀୟ ଟିମ୍‌ ୨୬୨ ରନ୍‌ କରିଛି। ଦଳ ପକ୍ଷରୁ ଅକ୍ଷର ପଟେଲ ୭୪ ଏବଂ ଆର୍‌. ଅଶ୍ୱିନ ୩୭ ରନ୍‌ କରିଛନ୍ତି। ସେହିଭଳି ବିରାଟ କୋହଲି ମଧ୍ୟ ୪୪ ରନ୍‌…

କୋହଲିଙ୍କ ଉଇକେଟକୁ ନେଇ ବିବାଦ

ନୂଆଦିଲ୍ଲୀ,୧୮।୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଏକ ବଡ଼ ବିବାଦ ଦେଖାଦେଇଛି। ପୂର୍ବତନ ଅଧିନାୟକ ତଥା ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲିଙ୍କୁ ଯେଉଁଭଳି ଭାବେ ଆଉଟ୍‌ ଦିଆଯାଇଛି, ତାହା ଉପରେ ପ୍ରଶ୍ନ ଉଠିଛି। କେବଳ ପ୍ରଶଂସକ ନୁହନ୍ତି…

ପରିବାର ନିୟୋଜନ ଅସ୍ତ୍ରୋପଚାର କରିବାରୁ ୧୧ ଛୁଆର ମା’ଙ୍କୁ ଘରେ ପୂରାଉନାହାନ୍ତି ସ୍ବାମୀ

କେନ୍ଦୁଝର,୧୮ା୨(ସ୍ବ.ପ୍ର.): ସାମାଜିକ ଅନ୍ଧ ବିଶ୍ୱାସ ଓ ପରମ୍ପରାକୁ ନେଇ ଆଦିବାସୀ ସମାଜ ବଞ୍ଚିଥିବା ବେଳେ ଅନେକ ସମୟରେ ଆଜିକାର ଆଧୁନିକ ଯୁଗରେ ଏହା ସେମାନଙ୍କ ପାଇଁ ବିପଦ ସୃଷ୍ଟି କରିଥାଏ। ଏଭଳି ଏକ ଘଟଣାରେ ପରିବାର ନିୟୋଜନ ଅସ୍ତ୍ରୋପଚାର କରିବାରୁ ଜଣେ…

ମହିଳା ଟି୨୦ ବିଶ୍ୱକପ୍‌: ସେମିଫାଇନାଲ ଲକ୍ଷ୍ୟରେ ଭାରତ

ଜିକ୍ୱେବର୍ହା,୧୮ା୨: ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଭାରତ ଶନିବାର ଇଂଲଣ୍ଡକୁ ଭେଟିବ। ହରମନପ୍ରୀତ କୌରଙ୍କ ଦଳ ପୂର୍ବରୁ ପାକିସ୍ତାନକୁ ୭ ଉଇକେଟ ଏବଂ ଓ୍ବେଷ୍ଟଇଣ୍ଡିଜକୁ ୬ ଉଇକେଟରେ ପରାସ୍ତ କରିଛି। ୨ଟି ବିଜୟ ଯୋଗୁ ଭାରତ ସେମିଫାଇନାଲରେ ପ୍ରବେଶ ପାଇଁ ଦୃଢ…

ପାଟଣାର ପ୍ରମୁଖ ଶୈବ ପୀଠ ଚଳଚଞ୍ଚଳ

  ପାଟଣା,୧୮।୨(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ମହାଶିବରାତ୍ରି ପାଇଁ ବିଭିନ୍ନ ଶୈବପୀଠ ଚଳଚଞ୍ଚଳ ହୋଇ ଉଠିଛି। ସକାଳୁ ମୁଖ୍ୟାଳୟ ପୁରାତନ ଶୈବ ପୀଠ ଆନନ୍ଦେଶ୍ୱର ଶିବ ମନ୍ଦିର, ବୈତରଣୀ ତଟ ପରମେଶ୍ୱର ମହାଦେବ, ସ୍ବାମଶାସନ ସ୍ଥିତ ସୋମେଶ୍ୱର ମହାଦେବ…

ପାରିବାରିକ କଳହରୁ ଠେଙ୍ଗାରେ ପିଟି ସ୍ତ୍ରୀକୁ ହତ୍ୟା

ପରଜଙ୍ଗ,୧୮।୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଆମ୍ବପଳାସ ଗାଁର ସାନମସମସା ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ଠେଙ୍ଗାରେ ପିଟି ସ୍ତ୍ରୀକୁ ହତ୍ୟା କରିଛନ୍ତି ମଦ୍ୟପ ସ୍ବାମୀ । ମୃତକ ହେଲେ ମମତା ଖଟୁଆ। ପୋଲିସ କହିବାନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ…

୨୦୨୪ରେ ରିଲିଜ ହେବ ‘ପ୍ରୋଜେକ୍ଟ କେ’

ବମ୍ବେ: ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପ୍ରୋଜେକ୍ଟ କେ’ର ପ୍ରଥମ ପୋଷ୍ଟର ରିଲିଜ କରାଯାଇଛି। ମହାଶିବରାତ୍ରୀ ଉପଲକ୍ଷେ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ୍‌ ପ୍ରଶଂସକଙ୍କୁ ଖୁସି ଖବର ଦେଇ ଏହାର ରିଲିଜ୍‌ ଡେଟ୍‌ ବିଷୟରେ ଜଣାଇଛନ୍ତି। ‘ପ୍ରୋଜେକ୍ଟ କେ’ ଏକ ସାଇନ୍ସ ଫ୍ରିକ୍ସନ ଫିଲ୍ମ।…

୧୭ ବର୍ଷ ବୟସରେ ପ୍ରେମରେ ପଡିଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଟେଲି ଅଭିନେତ୍ରୀ ଶିବାଙ୍ଗୀ ଯୋଶୀଙ୍କୁ ‘ୟେ ରିସ୍ତା କିୟା କେହଲତା ହୈ’ରୁ ଲାଇମଲାଇଟ୍‌ରେ ରହିଥିଲେ। ଅଭିନେତ୍ରୀ ନାଇରାଙ୍କ ଚରିତ୍ର ପାଇଁ ଅନେକ ପ୍ରଶଂସା ଲାଭ କରିଛନ୍ତି। ଲୋକମାନେ ତଥାପି ତାଙ୍କୁ ନାଇରା ନାମରେ ଜାଣିଛନ୍ତି। ଏହି ଶୋ’ ପରେ ଅଭିନେତ୍ରୀଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri