ଦିଲ୍ଲୀ ଟେଷ୍ଟରୁ ବାଦ୍ ପଡ଼ିଲେ ଓ୍ବାର୍ନର
ନୂଆଦିଲ୍ଲୀ,୧୮।୨: ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆକୁ ବଡ ଝଟ୍କା ଲାଗିଛି। ଦଳର ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ଓ୍ବାର୍ନର ଆହତ ହୋଇଥିବା କାରଣରୁ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ତେବେ ନିୟମାନୁଯାୟୀ ତାଙ୍କ ସ୍ଥାନରେ ମ୍ୟାଟ୍ ରେନ୍ସାଓଙ୍କୁ…
ଟେମ୍ବା ବାଭୁମା ଦକ୍ଷିଣ ଆଫ୍ରିକାର ନୂଆ ଟେଷ୍ଟ ଅଧିନାୟକ
କେପ୍ଟାଉନ୍,୧୮।୨: ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏକ ବଡ଼ ନିଷ୍ପତ୍ତି ନେଇ କ୍ରିକେଟ ଦକ୍ଷିଣ ଆଫ୍ରିକା (ସିଏସ୍ଏ) ହଠାତ୍ ଏହାର ଟେଷ୍ଟ ଅଧିନାୟକଙ୍କୁ ବଦଳାଇ ଦେଇଛି। ଆଗାମୀ ଦିନରେ ଦକ୍ଷିଣ ଆଫ୍ରିକା ଟେଷ୍ଟ ଦଳର…
ବାସନ ମାଜୁଛି ମାଙ୍କଡ଼, ଭିଡିଓ ଦେଖିଲେ…
ମାଙ୍କଡ଼କୁ ସବୁଠାରୁ ଅନୁକରଣକାରୀ ପ୍ରାଣୀ ଭାବରେ ବିବେଚନା କରାଯାଏ। ତାଲିମ ପାଇବା ମାତ୍ରେ ସେ ଏତେ ଆଶ୍ଚର୍ଯ୍ୟଜନକ ଅଭିନୟ ଆରମ୍ଭ କରନ୍ତି ଯେ, ବିଶ୍ୱାସ କରିବା କଷ୍ଟକର। ଅନେକଥର ମାଙ୍କଡ଼ମାନେ ସେମାନଙ୍କ ଦୁଃସାହସିକ କାର୍ଯ୍ୟ କରୁଥିବା ଆମେ ଦେଖିଛେ। ବେଳେବେଳେ କାହାର…
୨୪ ବର୍ଷ ହେଲା ନଡିଆ ପାଣି ପିଇ ବଞ୍ଚୁଛନ୍ତି ଏହି ବ୍ୟକ୍ତି
ଆଜିକାଲି ଲୋକେ ନିଜକୁ ଫିଟ୍ ରଖିବା ପାଇଁ ସବୁକିଛିକୁ ଆପଣାଉଛନ୍ତି। କିନ୍ତୁ ଜଣେ ବ୍ୟକ୍ତି ଏହିପରି କିଛି କରିଛନ୍ତି, ଯାହା ବୋଧହୁଏ କଳ୍ପନା ବାହାରେ। ବାସ୍ତବରେ, ବାଲକ୍ରିଷ୍ଣନ ନାମକ ଜଣେ ବ୍ୟକ୍ତି ଗ୍ୟାଷ୍ଟ୍ରୋସୋଫିଗାଲ ରିଫ୍ଲକ୍ସ ରୋଗ ହେତୁ ଏଭଳି ନିଷ୍ପତ୍ତି ନେଇଛନ୍ତି।…
ଦ୍ୱିତୀୟ ଟେଷ୍ଟ: ଲଞ୍ଚ୍ ସୁଦ୍ଧା ଭାରତ ୧୪୪/୭
ନୂଆଦିଲ୍ଲୀ,୧୭।୨: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ୪ ମ୍ୟାଚ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ନୂଆଦିଲ୍ଲୀର ଅରୁଣ ଜେଟ୍ଲୀ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଛି। ଶନିବାର ଦ୍ୱିତୀୟ ଦିନ ଲଞ୍ଚ୍ ସୁଦ୍ଧା ଭାରତ ୭ ଉଇକେଟ ହରାଇ ୧୪୪ ରନ୍ କରିଛି। ଫଳରେ…
ଗୋଟିଏ ରାତିରେ ୧୨ ଦୋକାନରୁ ଚୋରି
ଛତ୍ରପୁର,୧୮ା୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ସହରରେ ଗୋଟିଏ ରାତିରେ ୧୨ଟି ଦୋକାନରୁ ଚୋରି ହୋଇଛି। ଏ ନେଇ ଦୋକାନୀ କ୍ଷତିଗ୍ରସ୍ତ ହେବା ସହ ଭୟଭୀତ ହୋଇପଡ଼ିଛନ୍ତି। ଛତ୍ରପୁର ଥାନାଠାରୁ ମାତ୍ର ୨୦୦ ମିଟର ଦୂରରେ ଥିବା ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ଓ…
ଟେଷ୍ଟ କ୍ରିକେଟ ଇତିହାସରେ ନୂଆ ସିକ୍ସର କିଙ୍ଗ୍ ପାଲଟିଲେ ଷ୍ଟୋକ୍ସ
ନୂଆଦିଲ୍ଲୀ,୧୮।୨: ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସ ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନ ଇଂଲଣ୍ଡର କୋଚ୍ ବ୍ରେଣ୍ଡନ୍ ମ୍ୟାକ୍କୁଲମଙ୍କ ଟେଷ୍ଟ କ୍ରିକେଟରେ ସର୍ବାଧିକ ଛକାର ରେକର୍ଡ ଭାଙ୍ଗିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ତୃତୀୟ ଦିନରେ ସେ ଏହି ଉପଲବ୍ଧି ହାସଲ…
ପ୍ଲାଷ୍ଟିକ୍ ଚାଉଳକୁ ନେଇ ହିତାଧିକାରୀ ଚିନ୍ତିତ
କେନ୍ଦୁଝର,୧୮ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ରାଇସୁଆଁ ଓ ଆଖପାଖ ପଞ୍ଚାୟତରେ ପ୍ଲାଷ୍ଟିକ ଚାଉଳ ବଣ୍ଟନ ହେଉଥିବା ଅଭିଯୋଗ ହେଉଛି। ଫଳରେ ଏହାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏଭଳି କୃତ୍ରିମ ବା ପ୍ଲାଷ୍ଟିକ ଚାଉଳ କିଭଳି ବଣ୍ଟନ…
ଗିନିଜ ୱାଲର୍ଡ ରେକର୍ଡ କଲା କଙ୍କଡା
ସାଧାରଣତଃ ଲୋକମାନେ ସାରା ବିଶ୍ୱରେ ପ୍ରସିଦ୍ଧ ହେବା ପାଇଁ ଅନେକ ପ୍ରକାରର କୌଶଳ ଅବଲମ୍ବନ କରୁଥିବା ଦେଖାଯାଏ। ଯେଉଁଥିପାଇଁ ସେ ଅନେକ ଥର ଏଭଳି କରନ୍ତି, ଯାହା ଏକ ବିଶ୍ୱ ରେକର୍ଡ ହୋଇଯାଏ ଏବଂ ତାଙ୍କ ନାମ ଗିନିଜ ୱାଲର୍ଡ ରେକର୍ଡରେ…
ଜାଗରଯାତ୍ରା: କପିଳାସ ପୀଠ ଉତ୍ସବମୁଖର
ଢେଙ୍କାନାଳ ଅଫିସ,୧୮।୨: ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସରେ ଶନିବାର ମହାସମାରୋହରେ ପ୍ରସିଦ୍ଧ ଜାଗରଯାତ୍ରା ପାଳିତ ହେଉଛି । ୨ ବର୍ଷ କରୋନା କଟକଣା ପରେ ଚଳିତବର୍ଷ ଆନନ୍ଦ ଉଲ୍ଲାସର ସହ ଜାଗରଯାତ୍ରା ପାଳିତ ହେଉଥିବାରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ…
ବସ୍-ଅଟୋ ମୁହାଁମୁହିଁ ଧକ୍କା: ୩ ଆହତ
କେନ୍ଦୁଝର,୧୮ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ଥାନା ଅନ୍ତର୍ଗତ ତେଲକୋଇ- ଜଗମୋହନପୁର ରାସ୍ତାର ହନୁମନ୍ତିଆ ନାଳ ନିକଟରେ ଶନିବାର ଦୁର୍ଘଟଣା ଘଟିଛି। ସକାଳେ ତେଲକୋଇରୁ ରାଉରକେଲା ଯାଉଥିବା ଏକ ଯାତ୍ରୀବାହୀ ବସ୍ ଅଟୋକୁ ଧକ୍କା ଦେବା ଫଳରେ ଅଟୋରେ ଯାଉଥିବା ୩ ଜଣ…
ଜେନେରେଟର ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୨ ମୃତ, ଜଣେ ଗୁରୁତର
ଗଜପତି,୧୮ା୨(ଡି.ଏନ୍.ଏ.): ଜେନେରେଟର ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୨ ମୃତ, ଜଣେ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ଗଜପତି ଜିଲା ଆର. ଉଦୟଗିରି ଥାନା ଶିଆଳିଲଟି ପଞ୍ଚାୟତ ବେତାରସିଂ ଗ୍ରାମରେ। ମୃତକମାନେ ହେଲେ ଗଣେଶ ନାୟକ (୧୮) ଏବଂ ଅମ୍ବିକା ନାୟକ…
Archives


