ବାଳିକା ବିଦ୍ୟାପୀଠ ପୂର୍ବତନ ସେକ୍ରେଟାରି ହତ୍ୟା ଘଟଣା: ଆମ୍ରପାଲି ଗ୍ରୁପ୍ ଏମ୍ଡିଙ୍କ ନାଁରେ ହତ୍ୟା ମାମଲା ରୁଜୁକଲା ସିବିଆଇ
ନୂଆଦିଲ୍ଲୀ,୧୨।୧: ଲଖିସରାଇ ବାଲିକା ବିଦ୍ୟାପୀଠଙ୍କ ପୂର୍ବତନ ସେକ୍ରେଟାରି ହତ୍ୟା ମାମଲାରେ ପାଟଣା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆମ୍ରପାଲି ଗ୍ରୁପ୍ ପୂର୍ବତନ ଏମ୍ଡି ତଥା ପରିଚାଳନା ନିର୍ଦ୍ଦେଶକ ଅନିଲ ଶର୍ମାଙ୍କ ସମେତ ୮ ଜଣଙ୍କ ବିରୋଧରେ ସିବିଆଇ ଏକ ହତ୍ୟା ମାମଲା ରୁଜୁ…
ଆଇଇଡି ବିସ୍ଫୋରଣରେ ୬ ସିଆର୍ପିଏଫ୍ ଯବାନ ଆହତ: ଏୟାର ଲିଫ୍ଟରେ ହସ୍ପିଟାଲରେ ଭର୍ତ୍ତି
ରାଞ୍ଚି,୧୨।୧: କିଛିଦିନର ନୀରବତା ପରେ ପୁଣି ଝାଡ଼ଖଣ୍ଡ ଚାଇବସା ଅଞ୍ଚଳରେ ମାଓବାଦୀ ନିଜ ଉପସ୍ଥିତି ଜାହିର କରିଛନ୍ତି। ଟୋଙ୍କୋ ଥାନା ଅଧୀନ ତୁମ୍ବାହାକା ଅଞ୍ଚଳରେ ମାଓବାଦୀଙ୍କ ଆଇଇଡି ବିସ୍ଫୋରଣରେ ୬ ସିଆର୍ପିଏଫ୍ ଯବାନ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ଏୟାର ଲିଫ୍ଟ…
ବଢୁଛି ମୁଖ୍ୟମନ୍ତ୍ରୀ-ରାଜ୍ୟପାଳଙ୍କ ମଧ୍ୟରେ ତିକ୍ତତା
ନୂଆଦିଲ୍ଲୀ,୧୨।୧: ତାମିଲନାଡୁରେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏବଂ ରାଜ୍ୟପାଳ ଆର.ଏନ ରବିଙ୍କ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି। ରାଜ୍ୟପାଳ ରବିଙ୍କ ସମ୍ପର୍କରେ ଏକ ଚିଠି ସରକାରଙ୍କ ତରଫରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଦାନ କରାଯାଇଛି। ତେବେ ଏହି ଚିଠିରେ କ’ଣ ଅଛି…
ଚାଇନାରେ କରୋନା ଆତଙ୍କ: ଚିକିତ୍ସା ନ ପାଇ ବରିଷ୍ଠ ନାଗରିକଙ୍କ ଆତ୍ମହତ୍ୟା
ବେଜିଂ,୧୨।୧: ଚାଇନାରେ କରୋନା ଭୟଙ୍କ ରୂପ ନେବାରେ ଲାଗିଛି। ଖାସ୍ କରି ଗ୍ରାମୀଣ ଅଞ୍ଚଳରେ ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଜୀବନକାଳ ମଧ୍ୟରେ ଏଭଳି ସ୍ଥିତି କେବେ ଦେଖି ନ ଥିବା କେତେଜଣ ଡାକ୍ତର ପ୍ରକାଶ କରିଛନ୍ତି। ଡାକ୍ତରଙ୍କ କହିବା ମୁତାବକ,…
ରାମସେତୁକୁ ଜାତୀୟ ଐତିହ୍ୟ ଘୋଷଣାର ଶୁଣାଣି ଫେବୃୟାରୀରେ, ସୁବ୍ରମଣ୍ୟମ ସ୍ୱାମୀ ଦାଖଲ କରିଛନ୍ତି ପିଆଇଏଲ
ନୂଆଦିଲ୍ଲୀ,୧୨ ।୧: ସୁପ୍ରିମକୋର୍ଟ ଗୁରୁବାର କହିଛନ୍ତି, ଭାରତୀୟ ଜନତା ପାର୍ଟି(ଭାଜପା) ନେତା ସୁବ୍ରମଣ୍ୟମ ସ୍ୱାମୀ ରାମ ସେତୁକୁ ନେଇ ଦାଖଲ କରିଥିବା ପିଆଇଏଲର ଶୁଣାଣି ଫେବୃୟାରୀରେ କରାଯିବ । ସୁବ୍ରମଣ୍ୟମ ସ୍ୱାମୀ ରାମ ସେତୁକୁ ଜାତୀୟ ଐତିହ୍ୟ ଘୋଷଣା କରିବାକୁ ଦାବି…
ସୂର୍ଯ୍ୟ ଉଦୟ ହେଲେ ବଦଳିଯାଏ ଭାରତର ଏହି ଅଞ୍ଚଳର ପୂରା ଦୃଶ୍ୟ
ଆମ ଦେଶରେ ଏମିତି ଏକ ସ୍ଥାନ ଅଛି, ଯେଉଁଠି ସୂର୍ଯ୍ୟ ଉଦୟ ହେବା ମାତ୍ରେ ଏହି ଅଞ୍ଚଳର ଦୃଶ୍ୟ ପୂରା ବଦଳିଯାଏ। ଏମିତି ସ୍ଥାନ ରହିଛି ରାଜସ୍ଥାନର ଚୁରୁରେ। ଏଠାରେ ପାଗକୁ ନେଇ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଥାଏ। ଏଠାରେ ରାତିରେ…
ଯେଉଁମାନେ ମୋତେ ଜାଣି ନାହାନ୍ତି, ସେମାନେ ହିଁ ମୋ’ ବିଷୟରେ ଅନେକ କିଛି କହୁଛନ୍ତି: ପୃଥ୍ବୀ ଶ’
ନୂଆଦିଲ୍ଲୀ,୧୨।୧: ରଣଜୀ ଟ୍ରଫିରେ ଉଲ୍ଲେଖନୀୟ ପ୍ରଦର୍ଶନ ସତ୍ତ୍ୱେ ଜାତୀୟ ଦଳରେ ସ୍ଥାନ ପାଇବାକୁ ସଂଘର୍ଷ କରୁଛନ୍ତି ୨୩ ବର୍ଷୀୟ ପୃଥ୍ବୀ ଶ’। ବୁଧବାର ସେ ମୁମ୍ବାଇ ପକ୍ଷରୁ ୩୭୯ରନ୍ର ଇନିଂସ ଖେଳି ସର୍ବାଧିକ ରନ୍ କରିଥିବା ଦ୍ୱିତୀୟ ଭାରତୀୟ ବ୍ୟାଟ୍ସମ୍ୟାନ୍ ପାଲଟିଛନ୍ତି।…
ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ
ମେଲବୋର୍ନ,୧୨।୧: ଅଷ୍ଟ୍ରେଲିଆରେ ଏକ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ହୋଇଛି। ଖଲିସ୍ତାନ ସମର୍ଥକମାନେ ମେଲବୋର୍ନରେ ଥିବା ଏହି ମନ୍ଦିର ଉପରେ ଆକ୍ରମଣ କରିଥିବା ଜଣାପଡିଛି। ଖଲିସ୍ତାନ ସମର୍ଥକମାନେ ମନ୍ଦିର କାନ୍ଥରେ ଭାରତ ବିରୋଧୀ ଚିତ୍ର ମଧ୍ୟ ଆଙ୍କିଛନ୍ତି। ଆକ୍ରମଣ ହୋଇଥିବା ମନ୍ଦିରର…
ଟିମ୍ ଇଣ୍ଡିଆକୁ ଚେତାବନୀ ଦେଲେ ପୂର୍ବତନ କ୍ରିକେଟର୍
ନୂଆଦିଲ୍ଲୀ,୧୨।୧: ଭାରତ ଏବଂ ଶ୍ରୀଲଙ୍କା ଦିନିକିଆ ସିରିଜରୁ ଦ୍ରୁତ ବୋଲର ଜଶପ୍ରୀତ ବୁମ୍ରାଙ୍କୁ ଅନଫିଟ୍ କାରଣରୁ ବାଦ ଦିଆଯାଇଛି। ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ପାଇଁ ଦଳ ଚୟନ ହେବା ପରେ ବୁମ୍ରାଙ୍କୁ ସାମିଲ କରାଯାଇଥିଲା। ତେବେ ଏହା ପରେ ସେ…
ଡିଡିଏଲ୍ଜେ ଗୀତ ଗାଇ ମନ ଜିଣିଲେ କିଙ୍ଗ୍ଖାନ୍
ମୁମ୍ବାଇ: କିଙ୍ଗ୍ଖାନ୍ ଶାହାରୁଖ ଆଜିକାଲି ତାଙ୍କର ଆଗାମୀ ଫିଲ୍ମ ‘ପଠାନ’କୁ ନେଇ ଅନେକ ଚର୍ଚ୍ଚାରେ ଅଛନ୍ତି। ‘ପଠାନ’ ସହ କିଙ୍ଗ୍ଖାନ୍ ସିଲ୍ଭର ପରଦାକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଗୋଟିଏ ପଟେ ତାଙ୍କ ଫିଲ୍ମକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ରହିଥିବା ବେଳେ ‘ପଠାନ’କୁ…
ଜାନୁଆରୀ ୨୩ରେ ରାହୁଲ-ଆଥିୟାଙ୍କ ବିବାହ!
ଭାରତୀୟ କ୍ରିକେଟର୍ କେଏଲ ରାହୁଲ ହାତକୁ ଦି’ ହାତ ହେବାକୁ ଯାଉଛନ୍ତି। ସେ ଦୀର୍ଘଦିନର ପ୍ରେମିକା ତଥା ଅଭିନେତ୍ରୀ ଆଥିୟା ଶେଟ୍ଟୀଙ୍କୁ ଜାନୁଆରୀ ୨୩ରେ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି। ବିବାହ ଉତ୍ସବ ୩ ଦିନ ଧରି ଚାଲିବ। ୨୧…
କ୍ୟାମେରା ନ ଥିବାରୁ ପଗଡି ପିନ୍ଧିବାକୁ ମନା କଲେ ରାହୁଲ ଗାନ୍ଧୀ: ଭାଜପାର ଟାର୍ଗେଟ୍
ଅମୃତସର,୧୨।୧: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ବର୍ତ୍ତମାନ ପଞ୍ଜାବ ଦେଇ ଯାଉଛି। ପଞ୍ଜାବରେ ଯାତ୍ରା କରୁଥିବା ସମୟରେ ରାହୁଲ ଗାନ୍ଧୀ ପଗଡି ପିନ୍ଧିଥିବାର ନଜର ଆସିଛନ୍ତି। ଏବେ ତାଙ୍କ ପଗଡି ପିନ୍ଧିବାକୁ ନେଇ ମଧ୍ୟ ଏକ ନୂଆ…
Archives


