ମୋଦି ସରକାରଙ୍କୁ ପ୍ରଶଂସା କଲେ ରାହୁଲ

ଓ୍ବାଶିଂଟନ,୨।୬: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆମେରିକା ଗସ୍ତରେ ଅଛନ୍ତି, ଯେଉଁଠାରେ ସେ ଲଗାତାର ଭାବେ ମୋଦି ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଅନୁଷ୍ଠାନକୁ ଦୁର୍ବଳ କରିବା, ବିରୋଧୀଙ୍କୁ ହଇରାଣ କରିବା ଏବଂ ଫୋନ ଟାପ ଭଳି ଗୁରୁତର ଅଭିଯୋଗ କରି ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ, କିନ୍ତୁ ଗୋଟିଏ ପ୍ରସଙ୍ଗ ଥିଲା ଯେଉଁଥିରେ କଂଗ୍ରେସ ନେତା ମୋଦି ସରକାରଙ୍କ ଆଭିମୁଖ୍ୟ ସହ ସହମତ ଥିବା ଏବଂ ଏହାକୁ ବିଦେଶ ମାଟିରେ ପ୍ରଶଂସା କରିଥିବା ଜଣାପଡିଛି। ରାହୁଲ ଗାନ୍ଧୀ ରୁଷିଆ-ୟୁକ୍ରେନ ଯୁଦ୍ଧରେ ଭାରତର ଆଭିମୁଖ୍ୟକୁ ଯଥାର୍ଥ ବୋଲି କହିଛନ୍ତି।

ରାହୁଲ ଗାନ୍ଧୀ ଷ୍ଟାନଫୋର୍ଡ ୟୁନିଭରସିଟିରେ ଏକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏହି ସମୟରେ ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ଏକ ପ୍ରଶ୍ନ ଉପରେ ରାହୁଲ ଗାନ୍ଧୀ ସ୍ପଷ୍ଟ କରିଛନ୍ତି ଯେ ସେ ଏହି ପ୍ରସଙ୍ଗରେ ମୋଦି ସରକାରଙ୍କ ସହ ଅଛନ୍ତି। କଂଗ୍ରେସ ନେତା କହିଛନ୍ତି, ରୁଷ ସହିତ ଆମର ସମ୍ପର୍କ ଅଛି। ରୁଷିଆ ଉପରେ ଆମର କିଛି ନିର୍ଭରଶୀଳତା (ପ୍ରତିରକ୍ଷା) ଅଛି। ସେଥିପାଇଁ ମୋର ଷ୍ଟାଣ୍ଡ ଭାରତ ସରକାରଙ୍କ ଭଳି ହେବ। ସର୍ବଶେଷରେ, ଆମ ଆମ ସ୍ବାର୍ଥର ମଧ୍ୟ ଯତ୍ନ ନେବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆ ଉପରେ ଡ୍ରୋନ ଆକ୍ରମଣ କଲା ୟୁକ୍ରେନ, ମୁହଁତୋଡ ଜବାବ ଦେଲେ ରୁଷିଆ ସୈନିକ

ମସ୍କୋ,୩୦।୮: ଗତ ଦେଢ ବର୍ଷ ଧରି ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଇତିମଧ୍ୟରେ ବୁଧବାର ରୁଷିଆ ଦାବି କରିଛି ଯେ ପଶ୍ଚିମ ରୁଷିଆର ପସ୍କୋଭ...

ଭାରତ ଯାତ୍ରା ପୂର୍ବରୁ ହୋମୱାର୍କ କରିବା ଆବଶ୍ୟକ: ନେପାଳ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ,୨୩।୪: ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ଆସନ୍ତା ମାସରେ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ଗସ୍ତ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା...

ରୁଷିଆର ଦାବି: ଦୋନେତସ୍କ, ଖାରକିଭରେ ମିଶାଇଲ ଆକ୍ରମଣରେ ୩୦୦ ୟୁକ୍ରେନ ସେନା ନିହତ

ମସ୍କୋ,୮ ।୮: ରୁଷିଆ ସେନା ୟୁକ୍ରେନର ଦୋନେତସ୍କରେ ମିଶାଇଲ ଆକ୍ରମଣ କରିଛନ୍ତି । ଖାରକିଭର ଯେଉଁ ସ୍ଥାନରେ ରୁଷିଆ ସେନା ପ୍ରବେଶ କରି ପାରି ନାହାନ୍ତି...

ହଡବଡେଇଲେ ପାକିସ୍ତାନୀ ନ୍ୟୁଜ ଆଙ୍କର

ଇସଲାମାବାଦ,୧୧।୮: ଜମ୍ମୁ-କଶ୍ମୀରରୁ ଭାରତ ଅନୁଚ୍ଛେଦ ୩୭୦ ହଟାଇବା ପରେ ପାକିସ୍ତାନର ସ୍ଥିତିକୁ ଦେଖି ଏବେ ସବୁଠି ଚର୍ଚ୍ଚା ଚାଲିଛି। ପାକିସ୍ତାନର ଜଣାଶୁଣା ନ୍ୟୁଜ ଆଙ୍କର କିରଣ...

ଚାଇନା ପ୍ରଦର୍ଶନକାରୀଙ୍କ ସମର୍ଥନରେ ଆମେରିକାର ମନ୍ତବ୍ୟ, ଶାନ୍ତିପୂର୍ଣ୍ଣ ବିରୋଧ ସମସ୍ତଙ୍କର ଅଧିକାର…

ଓ୍ବାଶିଂଟନ,୨୯।୧୧ : ଚାଇନାରେ ଲକଡାଉନ ବିରୋଧରେ ଚାଲିଥିବାଜନ ଆନ୍ଦୋଳନକୁ ଆମେରିକାର ସମର୍ଥନ ମିଳିଛି। ଆମେରିକା ଏହି ବିରୋଧକୁ ସମର୍ଥନ କରି କହିଛି ଯେ ଚାଇନାର ଶୂନ...

ଏକାଥରକେ ୟୁକ୍ରେନ୍‌ର ୧୮ରୁ ଅଧିକ ସହର ଉପରେ ବୋମାବର୍ଷା ଯୋଜନା…

ମସ୍କୋ/କ୍ୱିଭ୍‌,୨୦।୩ : ରୁଷିଆ ୟୁକ୍ରେନର ୧୮ ରୁ ଅଧିକ ସହରରେ ଏୟାର ଷ୍ଟ୍ରାଇକ କରବାକୁ ଯୋଜନା ପ୍ରସ୍ତୁତ କରିଛି। ଏକାଥରକେ ଏସବୁ ସହରଗୁଡ଼ିକ ଉପରେ ବୋମାବର୍ଷା...

ବାହାରିନ୍‌ରେ ଜେଟଲୀଙ୍କୁ ମନେପକାଇ କିଛି ସମୟ ନିରବି ଗଲେ ମୋଦି

ମାନାମା,୨୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ବାହାରିନ୍‌ ଗସ୍ତରେ ଅଛନ୍ତି। ରବିବାର ବାହାରିନ୍‌ ନ୍ୟାଶନାଲ ଷ୍ଟାଡିୟମରେ ପ୍ରାୟ ୧୫ ହଜାର ଭାରତୀୟଙ୍କୁ ଉଦ୍‌ବୋଧନ ଦେବା ସମୟରେ...

ବାଂଲାଦେଶରେ ବୟନ ଶିଳ୍ପ ସଙ୍କଟ…

ଢାକା,୧୧।୭ : ବାଂଲାଦେଶର ପ୍ରସିଦ୍ଧ ବୟନ ଏବଂ ପୋଷାକ ଶିଳ୍ପ ଏହାର ଅସ୍ତିତ୍ୱ ପାଇଁ ସଂଘର୍ଷ କରୁଛି ଶିଳ୍ପ ମୁଖ୍ୟତଃ ରପ୍ତାନି ଉପରେ ଆଧାରିତ। କିନ୍ତୁ...

Advertisement
Archives

Model This Week