Home Left

ଏହି ଶବ୍ଦକୁ ଘୃଣା କରନ୍ତି ଶାହିଦ

ଅଭିନେତା ଶାହିଦ କପୁର ଆଜିକାଲି ତାଙ୍କ ୱେବ ସିରିଜ ‘ଫର୍ଜି’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ମଡେଲ ଭାବରେ କ୍ୟାରିୟର ଆରମ୍ଭ କରିଥିବା ଶାହିଦ ବଲିଉଡ୍‌କୁ ହିଟ୍‌ ଫିଲ୍ମ ଦେଇଛନ୍ତି। ବଲିଉଡରେ ତାଙ୍କର ପରିଚୟ ‘ଏକ ଚକୋଲେଟ ବୟ’ ଭାବେ ରହିଛି। କେହି…

ଜଙ୍ଗଲରେ ମହିଳାଙ୍କୁ ଦଳିମାରିଲା ହାତୀ

ସୁନ୍ଦରଗଡ଼,୧ା୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ କୁଲସର ଗାଁ ନିକଟ ଛୁଆଲି ଘାଟି ଜଙ୍ଗଲରେ ବୁଧବାର ମଧ୍ୟାହ୍ନରେ ଯୁବକ ଜଣେ ମହିଳାଙ୍କୁ ବାଇକ୍‌ରେ ବସାଇ କୌଣସି କାମରେ ଜଙ୍ଗଲକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଯିବାରୁ ମହିଳାଙ୍କୁ ହାତୀ…

ଖୁବ୍‌ଶୀଘ୍ର ରାଜ୍ୟରେ ନିଯୁକ୍ତ ହେବେ ୪୦ ହଜାର ଶିକ୍ଷକ: ଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର,୧।୩(ବ୍ୟୁରୋ): ଖୁବ୍‌ଶୀଘ୍ର ରାଜ୍ୟର ପ୍ରାଥମିକ ସ୍କୁଲରେ ୨୦ ହଜାର ଶିକ୍ଷକ ଏବଂ ହାଇସ୍କୁଲରେ ୨୦ ହଜାର ଶିକ୍ଷକ ନିଯୁକ୍ତି ହେବେ। ଏନେଇ ବିଜ୍ଞାପନ ବାହାରି ସାରିଛି। ମୋଟ ୪୦ ହଜାର ନିଯୁକ୍ତି ଶିକ୍ଷକ ନିଯୁକ୍ତି ନିମନ୍ତେ ସରକାର ପଦକ୍ଷେପ ନେଇ ସାରିଥିବା…

ଟୁଇଟର୍‌ ଡାଉନ୍‌

କାଲିଫର୍ନିଆ,୧।୩: ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟୁଇଟର୍‌ ସମଗ୍ର ବିଶ୍ୱରେ ଡାଉନ ହୋଇପଡିଛି। ଫଳରେ ୟୁଜର୍ସମାନେ ଟୁଇଟର୍‌ରେ ନୂତନ ପୋଷ୍ଟ ଦେଖିବାକୁ ଅସମର୍ଥ ହୋଇଛନ୍ତି। ଡାଉନଡିଟେକ୍ଟରଙ୍କ ଅନୁଯାୟୀ, ଗତ ୧ ଘଣ୍ଟା ମଧ୍ୟରେ ୬୦୦ ରୁ ଅଧିକ ଲୋକ ୱେବସାଇଟରେ ଟୁଇଟର୍‌ ଡାଉନ୍‌…

ତୃତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ସ୍ଥିତି ମଜଭୁତ: ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୪/୧୫୬

ଇନ୍ଦୋର,୧।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଇନ୍ଦୋରରେ ଖେଳାଯାଉଥିବା ସିରିଜର ତୃତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିନ କଙ୍ଗାରୁ ଦଳର ନାଁରେ ରହିଛି। ବୋଲିଂରେ ଚମତ୍କାର ପ୍ରଦର୍ଶନ ଟିମ ଇଣ୍ଡିଆକୁ ପ୍ରଥମ ଇନିଂସକୁ ୧୦୯ ରନ୍‌ରେ ସୀମିତ ରଖିଥିଲା। ଏହାର ଜବାବରେ…

ଦୁର୍ଘଟଣା ମୋ’ ଜୀବନର ଦୃଷ୍ଟିକୋଣ ବଦଳାଇଦେଇଛି: ପନ୍ତ

ନୂଆଦିଲ୍ଲୀ,୧।୩: ଦୁର୍ଘଟଣା ବଦଳାଇଦେଇଛି ଜୀବନ ଜିଇଁବାକୁ ନେଇ ଚିନ୍ତାଧାରା। ଆମେ କହୁଛୁ ଭାରତୀୟ ଷ୍ଟାର ଉଇକେଟକିପର ରିଷଭ ପନ୍ତଙ୍କ କଥା। ଦୁଇ ମାସ ପୂର୍ବେ ଭୟଙ୍କର କାର୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ପନ୍ତ ଧିରେ ଧିରେ ସୁସ୍ଥ ହେଉଛନ୍ତି। ଏବେ ସେ…

ଗାଁରେ ପଶିଲା କଲରାପତରିଆ ବାଘ, ଲୋକେ ଆତଙ୍କିତ

ସୁନ୍ଦରଗଡ଼,୧ା୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଟିମନା ଗାଁରେ ଏକ କଲରାପତରିଆ ବାଘ ପଶିଆସିଛି । ଜଣଙ୍କ ବାଡ଼ି ପଟେ ପଶୁଥିବା ବେଳେ ଲୋକେ ଦେଖି ପାଟି କରିବା ପରେ ଗାଁ ଲୋକେ ତାକୁ ଘଉଡ଼ାଇ ଥିଲେ। ବାଘଟି…

ତାଲା ଭାଙ୍ଗି ଆର୍ମି ଅଫିସରଙ୍କ ଘରୁ ସବୁ ଲୁଟିନେଲେ ଦୁର୍ବୃତ୍ତ

ବାଲିଗୁଡ଼ା,୧ା୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳରେ ଦିନକୁ ଦିନ ଚୋରି, ଡକାୟତି ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର ରାତିରେ ବାଲିଗୁଡ଼ା ଏନ୍‌ଏସି ଅନ୍ତର୍ଗତ ୨ ନଂ ଓ୍ବାର୍ଡର ଜାମପଦା ସାହିର ଜଣେ ଆର୍ମି ଅଫିସରଙ୍କ ଘରୁ ଚୋରି ହୋଇଥିବା ଜଣାପଡ଼ିଛି।…

ଭିଜିଲାନ୍ସ ଜାଲରେ ଏଏସ୍‌ଆଇ, ହୋମଗାର୍ଡ

ବାଲେଶ୍ୱର ଅଫିସ,୧ା୩: ବାଲେଶ୍ୱର ଖନ୍ତାପଡ଼ା ଥାନାରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଥାନା ଏଏସ୍‌ଆଇ ରତିକାନ୍ତ ଦାସ ଓ ହୋମଗାର୍ଡ ଶଶୀକାନ୍ତ ମହାପାତ୍ର ୨୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍‌ ଗିରଫ କରିଛି । ସୂଚନାରୁ ଜଣାଯାଏ, ଗତ ୪…

ଫେବୃଆରୀରେ ଜିଏସ୍‌ଟି ସଂଗ୍ରହ ବଢିଛି ୧୨ ପ୍ରତିଶତ

ନୂଆଦିଲ୍ଲୀ,୧।୩: କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ବୁଧବାର ଫେବୃଆରୀ ପାଇଁ ଜିଏସ୍‌ଟି ତଥ୍ୟ ପ୍ରକାଶ କରିଛି। ଫେବୃଆରୀରେ ଜିଏସ୍‌ଟି ସଂଗ୍ରହ ୧,୪୯,୫୭୭ କୋଟିରେ ପହଞ୍ଚିଛି, ଯାହାକି ୧୨ ପ୍ରତିଶତ ବୃଦ୍ଧି ହୋଇଛି। ଅର୍ଥ ମନ୍ତ୍ରଣାଳୟ ବିବୃତ୍ତିରେ କହିଛି, ଏହା ୧୨ ମାସ ମଧ୍ୟରେ…

ହାତରେ ହ୍ବାଟ୍ସଆପ୍‌ ମେସେଜ୍‌ ଟାଟୁ କଲେ ପ୍ରେମୀଯୁଗଳ, ଲୋକେ କଲେ ଟ୍ରୋଲ୍‌

ପ୍ରେମ କାହା ସହ କେତେବେଳେ ହୋଇଯିବ କହି ହେବ ନାହିଁ। କୌଣସି ପରିସ୍ଥିତିରେ ବି ଜଣେ ପ୍ରେମରେ ପଡ଼ିପାରେ। ଯେଉଁମାନେ ପ୍ରେମରେ ପଡ଼ିଥାନ୍ତି ସେମାନେ ସର୍ବଦା ପରସ୍ପରକୁ କିଛି ବିଶେଷ ଉପହାର ଦିଅନ୍ତି। ଯାହାକି ସେମାନଙ୍କୁ ସ୍ବତନ୍ତ୍ର ଅନୁଭବ କରାଏ। ଆଜିକାଲି…

ନିଜକୁ ଧୋନୀଙ୍କ ବଡ଼ ପ୍ରଶଂସକ ବୋଲି କହିଲେ ଆର୍‌ସିବି ଅଧିନାୟକ

ନୂଆଦିଲ୍ଲୀ,୧।୩: ଭାରତର ପୂର୍ବତନ ଅଧିନାୟକ ତଥା ଆଇପିଏଲ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସର ନେତୃତ୍ୱ ନେଇଥିବା ମହେନ୍ଦ୍ର ସିଂହ ଧୋନୀଙ୍କ ପ୍ରଶଂସକ କାହିଁରେ କେତେ। ଏହି କ୍ରମରେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଫାଫ ଡୁପ୍ଲେସି ନିଜକୁ ତାଙ୍କ ବଡ଼ ପ୍ରଶଂସକ ବୋଲି କହିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri