ରାମ ଚରଣଙ୍କ ପ୍ରଥମ ଶିଶୁ ବିଦେଶରେ ନୁହେଁ, ଭାରତରେ ହେବ ଜନ୍ମ
ଦକ୍ଷିଣ ଚଳଚ୍ଚିତ୍ର ସୁପରଷ୍ଟାର ରାମ ଚରଣ ଏବଂ ତାଙ୍କ ସ୍ତ୍ରୀ ଉପସାନା କାମିନେନି କୋନିଡେଲା ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ବାଗତ କରିବାକୁ ଯାଉଛନ୍ତି। ଏହି ଦମ୍ପତି ଆଜିକାଲି ଆମେରିକାରେ ଅଛନ୍ତି। ଏବେ ଦୁହେଁ ସେଠାରେ ସେମାନଙ୍କର ପ୍ରଥମ ସନ୍ତାନ ଜନ୍ମ ଦେବେ…
ଗୋଟିଏ ଇନିଂସରେ ୩ଥର ଆଉଟ୍ ହେଲେ ରୋହିତ ଶର୍ମା
ଇନ୍ଦୋର,୧।୩: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଅଧିନାୟକ ରୋହିତ ଶର୍ମା ୨ଟି ଜୀବନଦାନ ପାଇଥିଲେ। ମିଚେଲ ଷ୍ଟାର୍କଙ୍କ ପ୍ରଥମ ଓଭରରେ ରୋହିତ ଶର୍ମା ଦୁଇଥର ଆଉଟ୍ ଥିଲେ ମଧ୍ୟ ସେ ପାଭିଲିୟନକୁ ଫେରି ନ ଥିଲେ। ଇନିଂସର ପ୍ରଥମ…
ଶହୀଦ ପିତାଙ୍କ ଗିରଫ ଘଟଣାକୁ ନେଇ ନୀତୀଶଙ୍କ ସହ କଥା ହେଲେ ରାଜନାଥ
ନୂଆଦିଲ୍ଲୀ,୧ ।୩: ଗଲୱାନ ଘାଟି ଘଟଣାରେ ଶହୀଦ ହୋଇଥିବା ସେନାଙ୍କ ପିତାଙ୍କ ସହ ହୋଇଥିବା ମାରପିଟ ମାମଲା ଏବେ ରାଜନୈତିକ ମୋଡ ନେବାଭଳି ଦୃଶ୍ୟ ହେଉଛି । ଶହୀଦଙ୍କ ଭାଇ କହିଛନ୍ତି, ତାଙ୍କ ପିତା ରାଜ କପୁର ସିଂହଙ୍କ ଉପରେ ଏସସି/ଏସଟି…
ସଚିନ-ଧୋନୀଙ୍କ କ୍ଲବ୍ରେ ସାମିଲ ହେଲେ କୋହଲି
ଇନ୍ଦୋର,୧।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଉଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୧୦୯ ରନ କରି ଅଲଆଉଟ୍ ହୋଇଯାଇଛି। ତେବେ ବିରାଟ କୋହଲି ଏହି ମ୍ୟାଚରେ…
ଦୋଷୀଙ୍କୁ ଦିନରେ ୫ ଥର ନମାଜ ପାଠ କରିବାକୁ ଦଣ୍ଡାଦେଶ କଲେ କୋର୍ଟ…
ମୁମ୍ବାଇ,୧।୩ : ମହାରାଷ୍ଟ୍ରର ନାଶିକ ଜିଲା କୋର୍ଟର ଏକ ନିଆରା ନିଷ୍ପତ୍ତି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଆକ୍ରମଣ ପାଇଁ ଜଣେ ବ୍ୟକ୍ତିଙ୍କୁ ଜେଲକୁ ପଠାଇବା ପରିବର୍ତ୍ତେ କୋର୍ଟ ଏକ ନିଆରା ଦଣ୍ଡାଦେଶ କରିଛନ୍ତି। ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।…
ରିଲିଜ ହେଲା ବିଲ୍ଲି ବିଲ୍ଲି ଗୀତର ଟିଜର
ମୁମ୍ବାଇ: ସଲମାନଙ୍କ ପ୍ରଶଂସକଙ୍କ ପାଇଁ ବଡ ଖବର । ଏବେ ଦର୍ଶକଙ୍କୁ ଇଦ ଭେଟି ଦେବାକୁ ଯାଉଛନ୍ତି ଭାଇଜାନ । ଚଳିତ ବର୍ଷ ସଲମାନ ଇଦରେ ‘କିସି କା ଭାଇ କିସିକା ଜାନ’ ନେଇ ଆସୁଛନ୍ତି । ସୂଚନାଯୋଗ୍ୟ, କିଛି ବର୍ଷପରେ…
ବଡ଼ ରେକର୍ଡ ହାସଲ କଲେ ଜାଡେଜା
ଇନ୍ଦୋର,୧।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଟିମ ଇଣ୍ଡିଆର ତାରକା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ବ୍ୟକ୍ତିଗତ ସଫଳତା ହାସଲ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟରେ ୫୦୦ ଉଇକେଟ ପୂରଣ କରିଥିଲେ।…
ନିଜ ଜାଲରେ ଫଶିଗଲା ଟିମ୍ ଇଣ୍ଡିଆ
ଇନ୍ଦୋର,୧।୩: ଇନ୍ଦୋରରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ଆୟୋଜକ ଦଳ ମାତ୍ର ୧୦୯ ରନରେ ଅଲଆଉଟ୍ ହୋଇଛି। ଘରୋଇ ପଡ଼ିଆରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆର ଏହା ହେଉଛି ଚତୁର୍ଥ ସର୍ବନିମ୍ନ ସ୍କୋର।…
ଏମିତି ଜୋତା: ଏହାକୁ ପିନ୍ଧିଲେ ମୋବାଇଲ, ଲାପ୍ଟପ୍ ହେବ ଚାର୍ଜ, ଦାମ୍ ରହିଛି…
ଛତିଶଗଡ଼ର ଯୁକ୍ତ ୨ରେ ପଢୁଥିବା ୩ ଛାତ୍ରୀ ପୁଣି ଥରେ ଏକ ଚମତ୍କାର କରି ଦେଖାଇଛନ୍ତି। ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ପିଥୋରାସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩ ଛାତ୍ରୀ ଏଭଳି ଏକ ଉଚ୍ଚ ବୈଷୟିକ ଜୋତା ତିଆରି କରିଛନ୍ତି,…
କେଜ୍ରିଓ୍ବାଲଙ୍କ ଇସ୍ତଫା ଦାବି କରି ଦିଲ୍ଲୀରେ ଭାଜପା-କଂଗ୍ରେସର ବିକ୍ଷୋପ ପଦର୍ଶନ
ନୂଆଦିଲ୍ଲୀ,୧।୩: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଏବଂ ଏଏପି ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଇସ୍ତଫା ପରେ ରାଜନୈତିକ ଉଷ୍ମତା ଦେଖାଯାଇଛି। ବୁଧବାର ଭାଜପା-କଂଗ୍ରେସ ଏଏପିକୁ ଟାର୍ଗେଟ୍ କରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଇସ୍ତଫା ଦାବି କରିଛନ୍ତି। ଏନେଇ ଜାତୀୟ ରାଜଧାନୀ ସମେତ…
ଆଗାମୀ ୧୦ମିନିଟ୍ ଭିତରେ ଓ୍ବେଷ୍ଟ କୁର୍ଲାରେ ହେବ ବ୍ଲାଷ୍ଟ
ମୁମ୍ବାଇ,୧।୩: ଗତ କିଛି ଦିନରୁ ଆସୁଥିବା ଅଜ୍ଞାତ ଫୋନ୍ କଲ୍ ମୁମ୍ବାଇ ପୋଲିସର ନିଦ ହଜାଇ ଦେଇଛି। କିଛି ଏଭଳି ଘଟଣା ଘଟିଛି ମଙ୍ଗଳବାର ରାତିରେ। ପ୍ରାୟ ରାତି୧୧ଟାରେ ଜଣେ ଅଜ୍ଞାତ ବ୍ୟକ୍ତି ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମ୍କୁ ଫୋନ୍ କରି…
ଗ୍ରୀସରେ ଟ୍ରେନ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୩୨କୁ ବୃଦ୍ଧି
ଏଥେନ୍ସ,୧।୩: ଗ୍ରୀସରେ ଦୁଇଟି ଟ୍ରେନ ପରସ୍ପର ସହିତ ଧକ୍କା ହେବା ଘଟଣାରେ ମୃତ୍ୟୁ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି। ଏଥିସହ ୮୫ ଜଣ ଆହତ ହୋଇଥିବା ଖବର ରହିଛି। ମିଳିଥିବା ସୂଚନା ଅନୁଯାୟୀ ଅନେକ ଆହତଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନଙ୍କୁ…
Archives


