ପିଡିଏସ୍ ଚାଉଳରେ ଅପମିଶ୍ରଣ ଖବରର ତଦନ୍ତ କରାନ୍ତୁ
ଭୁବନେଶ୍ବର, ୨୮ା୨(ବ୍ୟୁରୋ):ରାଜ୍ୟରେ ବଣ୍ଟନ ହେଉଥିବା ପିଡିଏସ୍ ଚାଉଳ ଅପମିଶ୍ରିତ ହେବା ଖବରର ତୁରନ୍ତ ତଦନ୍ତ କରିବା ଆବଶ୍ୟକତା ଅଛି। ଏହାସହ ପୁଷ୍ଟିଯୁକ୍ତ ଚାଉଳର ବଣ୍ଟନ ବିଷୟରେ ଜନସାଧାରଣଙ୍କୁ ଅବଗତ କରିବା ପାଇଁ ଯଥାଶୀଘ୍ର ପଦକ୍ଷେପ ନେବାକୁ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଚିଠି…
ଭଲସାଡ କେମିକାଲ କମ୍ପାନୀରେ ବିସ୍ଫୋରଣ ୨ ମୃତ, ୨ ଆହତ
ଭଲସାଡ,୨୮ ।୨: ଗୁଜରାଟର ଭଲସାଡ ଜିଲାରେ ସୋମବାର ରାତିରେ ଏକ କେମିକାଲ କମ୍ପାନୀରେ ବିସ୍ଫୋରଣ ହୋଇଛି । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି । ପୋଲିସ କହିଛି ସରିଗାମ ଜିଆଇଇସି ଅଞ୍ଚଳରେ…
‘ସ୍ବତନ୍ତ୍ର ୫ଜି ୟୁଜର୍ସ ୧୦ ନିୟୁତରୁ ଅଧିକ’
ନୂଆଦିଲ୍ଲୀ,୨୮।୨: ଦେଶର ପ୍ରମୁଖ ଟେଲିକମ କମ୍ପାନୀ ଭାରତୀ ଏୟାରଟେଲ୍ ନିକଟରେ ଆଉ ଏକ ବିଶେଷ ସଫଳତା ହାସଲ କରିଥିବା ଜଣାପଡିଛି। ଏପରିକି ଏୟାରଟେଲ ନେଟ୍ୱର୍କରେ ସ୍ବତନ୍ତ୍ର ୫ଜି ୟୁଜର୍ସଙ୍କ ସଂଖ୍ୟା ୧୦ ନିୟୁତରୁ ଅଧିକ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏ…
ମହାସମାବେଶରେ ପରୀକ୍ଷା ବର୍ଜନ ଚେତାବନୀ ଦେଲେ ଅଧ୍ୟାପକ
ଭୁବନେଶ୍ୱର, ୨୮।୨(ବ୍ୟୁରୋ):ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଦ୍ବାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ ପରୀକ୍ଷା ପରିଚାଳନାକୁ ନେଇ ଏବେ ବି ଆଶଙ୍କା ରହିଛି। କାରଣ ଆନ୍ଦୋଳନ ଚଳାଇଥିବା ୬୬୨ବର୍ଗର ଅଧ୍ୟାପକମାନେ…
ଜେଏସ୍ପିକୁ ସିଏସ୍ଆର୍ ଜର୍ନାଲ୍ ଆଓ୍ବାର୍ଡ
ନୂଆଦିଲ୍ଲୀ,୨୮।୨: ଦେଶର ପ୍ରମୁଖ ଶିଳ୍ପ ପ୍ରତିଷ୍ଠାନ ତଥା ଇସ୍ପାତ ନିର୍ମାତା ‘ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର’ (ଜେଏସପି)କୁ ନିକଟରେ ଆଉ ଏକ ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି। ବିଶେଷ କରି ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ…
ପାତ୍ରପଡ଼ାରୁ ଖୋର୍ଦ୍ଧାକୁ ଲମ୍ବିଲା ଗାଡ଼ି ଧାଡ଼ି
ଭୁବନେଶ୍ୱର,୨୮।୨(ବ୍ୟୁରୋ):ଟ୍ରାଫିକ ଜାମ୍ ସହରୀ ଜନଜୀବନକୁ ଦହଗଞ୍ଜ କରୁଛି। ରାଜଧାନୀ ଭୁବନେଶ୍ୱର ସମେତ ଖୋର୍ଦ୍ଧା, ପୁରୀ, କଟକ ଆଦି ବଡ଼ ବଡ଼ ସହରରେ ଏହି ସମସ୍ୟା ଉତ୍କଟ ହେବାରେ ଲାଗିଛି। ପଦାକୁ ବାହାରିଲେ ସହରବାସୀଙ୍କୁ ଟ୍ରାଫିକରେ ଫସିଯିବାର ଭୟ ଘାରୁଛି। ବିଶେଷକରି ୧୬…
୪୭୦ ବିମାନକୁ ପ୍ରାୟ ୭୦ ବିଲିୟନ ଦେବ ଏୟାର ଇଣ୍ଡିଆ
ନୂଆଦିଲ୍ଲୀ,୨୮।୨ : ଟାଟା ଗ୍ରୁପ ଦ୍ୱାରା ପରିଚାଳିତ ଏୟାର ଇଣ୍ଡିଆ ନିକଟରେ ବିଦେଶୀ କମ୍ପାନୀଠାରୁ ୪୭୦ ବିମାନ କିଣିବ ବୋଲି ଅର୍ଡର ଦେଇଥିବା ଜଣାପଡିଛି। ଘରୋଇ ବିମାନ ନିର୍ମାଣକାରୀ ସଂସ୍ଥା ଏୟାରବସ୍ ଏବଂ ବୋଇଂରୁ ୪୭୦ ବିମାନ ପାଇଁ ଏୟାର ଇଣ୍ଡିଆର…
ବିବାହ ବନ୍ଧନରେ ଅଭିନେତ୍ରୀ ଲିପ୍ସା
ଭୁବନେଶ୍ୱର,୨୮।୨(ବ୍ୟୁରୋ): ଓଡ଼ିଆ ଓ ହିନ୍ଦୀ ସିନେମା ଜଗତର ଅନ୍ୟତମ ଚର୍ଚ୍ଚିତ ଅଭିନେତ୍ରୀ ଲିପ୍ସା ମିଶ୍ର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ରବିବାର ମେହେନ୍ଦି ଏବଂ ହଳଦୀ କାର୍ଯ୍ୟକ୍ରମ ସରିଥିବାବେଳେ ସୋମବାର ହାତଗଣ୍ଠି ପଡ଼ିଛି। ଭୁବନେଶ୍ୱର ପଟିଆସ୍ଥିତ କ୍ରିଷ୍ଟାଲ କ୍ରାଉନ୍ଠାରେ ବ୍ୟବସାୟୀ ଆକାଶ…
ମୋହରିର ସମେତ ଆଉ ୨ ଗିରଫ
ଭୁବନେଶ୍ୱର,୨୮।୨(ବ୍ୟୁରୋ):ରାଜଧାନୀରେ ଜମି ଠକେଇର ଆଉଏକ ବଡ଼ ରାକେଟ ଧୀରେ ଧୀରେ ପଦାକୁ ଆସିବାରେ ଲାଗିଛି। ବିଏମ୍ସି ଓ ସବ୍ରେଜିଷ୍ଟ୍ରାର୍ ଅଫିସ୍ରେ ହିଁ ପ୍ରସ୍ତୁତ ହେଉଛି ଏହି ଠକେଇର ବ୍ଲ୍ୟୁ ପ୍ରିଣ୍ଟ୍। ସରକାରୀ କ୍ଷମତା ଓ ପରିଚୟକୁ ବ୍ୟବହାର କରି ଲୋକଙ୍କୁ ଫସାଇ…
କ୍ୟାପିଟାଲ ହସ୍ପିଟାଲରେ ହେବ ସ୍ବତନ୍ତ୍ର କ୍ୟାନ୍ସର ଉଇଙ୍ଗ
କଟକ ଅଫିସ,୨୮ା୨:ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ସ୍ବତନ୍ତ୍ର କ୍ୟାନ୍ସର ଉଇଙ୍ଗ ପ୍ରତିଷ୍ଠା ହେବ। ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସତ୍ୟପାଠ ଜରିଆରେ ହାଇକୋର୍ଟଙ୍କୁ ଅବଗତ କରାଯାଇଛି। ରାଜ୍ୟରେ କର୍କଟ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ…
୭ ଦିନରେ ୧୦.୪୩ ଲକ୍ଷ କୋଟି ହରାଇଛନ୍ତି ନିବେଶକ
ନୂଆଦିଲ୍ଲୀ,୨୮।୨: କ୍ରମାଗତ ୭ ଦିନ ଲାଗି ଭାରତୀୟ ଶେୟାର ବଜାର କାରବାରରେ ହ୍ରାସ ଘଟିଛି। ଫଳରେ ଶେୟାର ବଜାରର ନିବେଶକମାନେ ପ୍ରାୟ ୧୦.୪୩ ଲକ୍ଷ କୋଟି ଟଙ୍କା ହରାଇଥିବା ଜଣାପଡିଛି। ବିଶେଷ କରି ଫେବୃୟାରୀ ୧୬ରୁ ୨୭ ମଧ୍ୟରେ ସେନସେକ୍ସ ପ୍ରାୟ…
ବାହାରେ ଅଳିଆ ପକାଇବାରୁ ସିଜ୍ ହେଲା ଟ୍ରାକ୍ଟର
ଭୁବନେଶ୍ୱର, ୨୮।୨ (ବ୍ୟୁରୋ):ଯେତେ ସଚେତନ କଲେ ବି ସୁଧୁରୁ ନାହାନ୍ତି ଲୋକେ। ଘରୁ ବାହାରୁଥିବା ଓଦା ଓ ଶୁଖିଲା ବର୍ଜ୍ୟକୁ ପୃଥକ୍ ପୃଥକ କରି ବିଏମ୍ସି ସଫେଇ ଗାଡ଼ିରେ ଦେବା ପାଇଁ ବାରମ୍ବାର କୁହାଯାଉଛି। ଏପରିକି ପ୍ରତିଦିନ ସକାଳୁ ସଫେଇ ଗାଡ଼ି…
Archives


