Home Left

ସାଧାରଣତନ୍ତ୍ର ଦିବସରେ ଉଡିଲା ପାକିସ୍ତାନ ପତାକା

ପାଟନା,୨୭।୧: ଗଣତନ୍ତ୍ର ଦିବସ ଅବସରରେ ବିହାରର ପୁର୍ନିଆ ଜିଲାର ମଧୁବାନୀ ସିପାହି ଟୋଲା ଠାରେ ପାକିସ୍ତାନୀ ପତାକା ଉତ୍ତୋଳନ କରାଯାଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ପୋଲିସ ଏହି ସୂଚନା ଦେଇଛି। ପୋଲିସ କହିଛି, ଏହି ଘଟଣା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ…

‘ହାଇ କମାଣ୍ଡ’ ଶବ୍ଦ ଏଠାରୁ ଅଦୃଶ୍ୟ, ୧୫୬ ଆସନ ପାଇଁ ଗେହଲୋଟ ସରକାରଙ୍କ ପ୍ରସ୍ତୁତି ଆରମ୍ଭ

ଜୟପୁର,୨୭ ।୧: ରାଜସ୍ଥାନରେ ଚଳିତ ବର୍ଷ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଏଥର ମଜଭୁତ ଭାବେ ଅଡି ବସିଛନ୍ତି । ତାଙ୍କୁ ଲାଗୁଛି କି ପୁଣିଥରେ ତାଙ୍କ ସରକାର ଫେରିବ । ସେ ସାଧାରଣତନ୍ତ୍ର ଦିବସରେ…

ଆଜ୍‌ମାରୁ ମୁକ୍ତି ପାଇଁ ଘରୋଇ ଉପଚାର

ଶୀତଦିନେ ଥଣ୍ଡାର ପ୍ରକୋପ ଯୋଗୁ ଆଜ୍‌ମା ରୋଗୀଙ୍କ ଅବସ୍ଥା ଅଧିକ ଖରାପ ହୋଇଯାଏ। ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥାଏ। ଅଳ୍ପ ପରିଶ୍ରମ କରିବା ମାତ୍ରେ ରୋଗୀ ଧଇଁସଇଁ ହୋଇଯାଆନ୍ତି। ଅଧିକ ଥଣ୍ଡା ହେବା ଦ୍ୱାରା ରୋଗର ପ୍ରକୋପ ମଧ୍ୟ…

ଭାରତୀୟ ଦଳକୁ ସର୍‌ପ୍ରାଇଜ୍‌ ଦେଲେ ଧୋନୀ

ରାଞ୍ଚି,୨୭।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଶୁକ୍ରବାରଠାରୁ ରାଞ୍ଚିରେ ଖେଳାଯିବ। ଏହି ମ୍ୟାଚ୍‌ ପୂର୍ବରୁ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଭାରତୀୟ ଦଳକୁ ସରପ୍ରାଇଜ୍‌ ଦେଇଥିଲେ। ହଠାତ୍‌ ଧୋନୀ ଜେଏସସିଏ…

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ରାଞ୍ଚି,୨୭।୧:ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ତିନୋଟି ଟି-୨୦ ସିରିଜର ପ୍ରଥମ ମ୍ୟାଚ ଆଜି ରାଞ୍ଚିରେ ଖେଳାଯିବ। ଉଭୟ ଦଳ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ସିରିଜରେ ଭାରତୀୟ ଦଳର ଅଧିନାୟକତ୍ୱ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହାତରେ ଥିବାବେଳେ ନ୍ୟୁଜିଲାଣ୍ଡର ଦାୟିତ୍ୱ ମିଚେଲ ସାଣ୍ଟନର୍‌…

ପଠାନର କମାଲ, ୩୨ ବର୍ଷ ପରେ କଶ୍ମୀର ଘାଟିର ସିନେମା ହଲରେ ହାଉସଫୁଲ ସାଇନ

ମୁମ୍ବାଇ: ବଲିଉଡ ଅଭିନେତା ଶାହାରୁଖ ଖାଁ ଓ ଦୀପିକା ପାଦୁକୋନ ଷ୍ଟାରର ମୁଭି ‘ପଠାନ’ର ଚର୍ଚ୍ଚା ଏବେ ସବୁଠି । ‘ପଠାନ’ ରିଲିଜ୍ ହେବା ପରେ କଶ୍ମୀର ଘାଟିରେ କମାଲ କରିଛି । ୩୨ ବର୍ଷ ଧରି ଯାହାକୁ ଅପେକ୍ଷା ଥିଲା…

ହାତକୁ ଦି’ ହାତ ହେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୭।୧: ଭାରତୀୟ କ୍ରିକେଟ ଦଳର ଖେଳାଳି ଅକ୍ଷର ପଟେଲ ଏବଂ ମେହା ପଟେଲ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ମେହାଙ୍କୁ ଆଣିବା ପାଇଁ ଅକ୍ଷର ବର ବେଶରେ ମଣ୍ଡପରେ ପହଞ୍ଚିଥିଲେ। ବିବାହରେ ତାଙ୍କର ଅନେକ ଘନିଷ୍ଠ ବନ୍ଧୁ ଏବଂ ସମ୍ପର୍କୀୟ ଉପସ୍ଥିତ…

ବିବିସି ବିବାଦୀୟ ଡକ୍ୟୁମେଣ୍ଟାରୀ ବେଳାଭୂମିରେ ପ୍ରଦର୍ଶିତ କଲା କଂଗ୍ରେସ

ଥିରୁଭାନନନ୍ତପୁରମ,୨୭।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୁଜରାଟ ଦଙ୍ଗା ଉପରେ ବିବିସିର ଡକ୍ୟୁମେଣ୍ଟାରୀ ‘ଭାରତ: ମୋଦି କ୍ୱେଶ୍ଚିନ’ ଉପରେ ବିବାଦ ବଢିବାରେ ଲାଗିଛି। ଏହି ଡକ୍ୟୁମେଣ୍ଟାରୀକୁ ରାଜଧାନୀ ଥିରୁଭାନନନ୍ତପୁରମର ଶାଙ୍ଗଗୁମୁଗମ ବେଳାଭୂମିରେ କେରଳ କଂଗ୍ରେସ ପକ୍ଷରୁ ପ୍ରଦର୍ଶିତ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ…

ରୁଷିଆ ମିଶାଇଲ୍‌ ମାଡ଼ରେ ୟୁକ୍ରେନର ୧୧ ମୃତ୍ୟୁ: ଆମେରିକାର ନିନ୍ଦା

କିଭ୍‌,୨୭।୧: ଜର୍ମାନୀ ଏବଂ ଆମେରିକା ୟୁକ୍ରେନକୁ ଦଶହଜାର ଟ୍ୟାଙ୍କ ପଠାଇବେ ବୋଲି ଘୋଷଣା କରିବାର ଗୋଟିଏ ଦିନ ପରେ ରୁଷିଆ ୟୁକ୍ରେନ ଉପରେ ପୁଣି ମିଶାଇଲ ଏବଂ ଡ୍ରୋନ୍‌ ମାଡ କରିଛି। ଏହି ଆକ୍ରମଣରେ ୟୁକ୍ରେନର ୧୧ ଜଣଙ୍କର ମୃତ୍ୟୁ ହୋଇଛି।…

୧୦ ଆତଙ୍କବାଦୀ ନିପାତ

ଓ୍ବାଶିଂଟନ୍‌,୨୭।୧: ଆମେରିକାର ସୈନ୍ୟବାହିନୀ ଉତ୍ତର ସୋମାଲିଆରେ ଇସଲାମିକ ଷ୍ଟେଟ ଆତଙ୍କବାଦୀ ବିଲାଲ ଅଲ-ସୁଦାନୀ ଏବଂ ତାଙ୍କର ପ୍ରାୟ ୧୦ ସହଯୋଗୀଙ୍କୁ ନିପାତ କରିଛନ୍ତି। ବାଇଡେନ ପ୍ରଶାସନର ଦୁଇ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି। ପ୍ରତିରକ୍ଷା ସଚିବ ଲଏଡ୍‌ ଅଷ୍ଟିନ ଏକ…

ଶୁକ୍ରବାର ବୈଠକ ଡକାଇଲେ ରାଜ୍ୟପାଳ: କେଜ୍‌ରିଓ୍ବାଲ କହିଲେ, ପଞ୍ଜାବ ଯାଉଛି…

ନୂଆଦିଲ୍ଲୀ,୨୬।୧: ଉପରାଜ୍ୟପାଳ ବିନୟ ସାକ୍ସେନା ବୈଠକ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ନିମନ୍ତ୍ରଣ କରିଛନ୍ତି। ଉପରାଜ୍ୟପାଳଙ୍କ ନିମନ୍ତ୍ରଣର ଉତ୍ତର ରଖିବାକୁ ଯାଇ କେଜ୍‌ରିଓ୍ବାଲ କହିଛନ୍ତି, ଶୁକ୍ରବାର ସେ ପଞ୍ଜାବ ଯାଉଛନ୍ତି। ତେଣୁ ସେ ଏଲ୍‌ଜିଙ୍କୁ ବୈଠକ ସମୟ ବଦଳାଇବାକୁ ଅନୁରୋଧ…

ହକି ବିଶ୍ୱକପ୍‌: ୩ କ୍ୱାଟର ସୁଦ୍ଧା ଭାରତ ଆଗୁଆ

ରାଉରକେଲା,୨୬।୧(ଡି.ଏନ୍‌.ଏ.): ରାଉରକେଲା ବିର୍ଶାମୁଣ୍ଡା ଷ୍ଟାଡିୟମ୍‌ରେ ଗୁରୁବାର ହକି ବିଶ୍ୱକପ୍‌ର ୪ଟି ମ୍ୟାଚ୍‌ ଖେଳାଯାଇଛି। ପ୍ରଥମ ମ୍ୟାଚ୍‌ ୧୧ଟା ୩୦ରେ ଦକ୍ଷିଣ ଆଫ୍ରିକା ଓ ମାଲେସିଆ ମଧ୍ୟରେ ଖେଳାଯାଇଥିଲା। ଏଥିରେ ଦକ୍ଷିଣ ଆଫ୍ରିକା ୬.୩ ଗୋଲ୍‌ରେ ବିଜୟ ହାସଲ କରିଛି। ତେବେ ଦ୍ୱିତୀୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri