ମହିଳାଙ୍କ ମୃତଦେହ ନିକଟରେ ୪ ଘଣ୍ଟା ଲୁହ ଝରାଇଲା ହନୁ
ଏରସମା,୫।୩(ସ୍ବ.ପ୍ର.): ଜଣେ ମହିଳାଙ୍କ ମୃତ ଦେହ ନିକଟରେ ଏକ ବୁଲା ବାନର ଦୀର୍ଘ ୪ଘଣ୍ଟା ବସି ରହି ଲୁହ ଝରାଇଛି। ଏରସମା ବ୍ଳକ ଅନ୍ତର୍ଗତ ନୂଆଗାଁରେ ଘଟିଥିବା ଏହି ଘଟଣା ଆଲୋଚନାର ବିଷୟବସ୍ତୁ ହୋଇଛି। ଏହାକୁ ଦେଖିବାକୁ ଶତାଧିକ ଲୋକ ସମବେତ…
ପୋଲିସ, ଟ୍ରକ୍ ମାଲିକ ହାତାହାତି
ପାରାଦୀପ,୫।୩(ସ୍ବ.ପ୍ର.):ପାରାଦୀପ ଚଣ୍ଡିଖୋଲ ୫୩ ନଂ ଜାତୀୟ ରାଜପଥ ଲକ୍ ଥାନା ପାଖରେ ଶୁକ୍ରବାର ବିଳମ୍ବିତ ରାତିରେ ପୋଲିସ ଓ ଟ୍ରକ ମାଲିକଙ୍କ ମଧ୍ୟରେ ହାତାହାତି ହୋଇଛି। ଲୁହାପଥର ବୋଝେଇ ଟ୍ରକ ପାସ କରାଇବା ନେଇ ଏହି ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି। ଏନେଇ…
ଅନୁଗୋଳରେ ୨୮ ହିରୋଷ୍ଟୋନ ସନ୍ଧାନ
ଅନୁଗୋଳ ଅଫିସ, ୫।୩: ଅନୁଗୋଳ ଉପଖଣ୍ଡରୁ ୨୮ଟି ହିରୋଷ୍ଟୋନ ବା ବୀର ଫଳକର ସନ୍ଧାନ ମିଳିଛି। ଏହି ପ୍ରାଚୀନ ପ୍ରସ୍ତର ଫଳକଗୁଡ଼ିକ ନତଡା, ଝିଣ୍ଟିପାଳ, ବଡ କେରଜାଙ୍ଗ ଓ କୋରଡ଼ା ଗ୍ରାମରେ ରହିଥିବା ପ୍ରାକ୍ତନ ଇତିହାସ ପ୍ରାଧ୍ୟାପିକା ଓ ଗବେଷିକା ରମା…
ଘରୋଇ ନର୍ସିଂ ହୋମ୍ ସିଲ୍
ଢେଙ୍କାନାଳ ଅଫିସ, ୫।୩: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କଓ୍ବୋଇ) କାର୍ଡରେ କରାଯାଉଥିଲା ଅର୍ଥ ହଡ଼ପ। ଡାକ୍ତରଙ୍କ ନାମରେ ଜାଲ୍ ଦସ୍ତଖତ କରି ଲୁଟୁଥିଲେ ଟଙ୍କା। ଏପରି କି ମୃତରୋଗୀଙ୍କୁ ମଧ୍ୟ ଛାଡ଼ି ନ ଥିଲେ। ମାନବିକତାକୁ ଜଳାଞ୍ଜଳି ଦେଇ ଅଧିକ…
ପଞ୍ଚାୟତିରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ପାଳିଲେ ଭାଜପା ନେତା
ପାଟଣା,୫ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଫିସ ସମ୍ମୁଖରେ ପାଟଣା ଭାଜପା ପକ୍ଷରୁ ରବିବାର ପଞ୍ଚାୟତିରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ଭାବେ ପାଳନ କରାଯାଇଛି। ବିଜେଡି ଶାସନରେ ବିପର୍ଯ୍ୟସ୍ତ ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରତିବାଦରେ ଭାଜପା ନେତା ଓ କର୍ମୀମାନେ କଳା ବ୍ୟାଜ୍…
ପର୍ଯ୍ୟଟନରେ ପୂର୍ଣ୍ଣଚ୍ଛେଦ
ଢେଙ୍କାନାଳ ଅଫିସ, ୫।୩: ସାତକୋଶିଆ ବ୍ୟାଘ୍ର କରିଡରରେ ସାମିଲ କରାଯିବା ପରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ‘ନନ୍ଦିନିଆ’ ପର୍ଯ୍ୟଟନସ୍ଥଳୀ ମାନ୍ୟତାରୁ ବାଦ୍ ପଡ଼ିଛି। ବିବିଧ ବନ୍ୟଜୀବନରେ ଭରପୂର ଏହି ଜଙ୍ଗଲରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ଫଲରେ ‘ନନ୍ଦିନିଆ’ରେ…
ଆମେରିକାରେ ମାନବ ସୁରକ୍ଷା କର୍ମୀଙ୍କ ସ୍ଥାନ ନେବାରେ ଲାଗିଛି ରୋବୋ…
ଓ୍ବାଶିଂଟନ,୫।୩ : ଆମେରିକାରେ ମାନବ ସୁରକ୍ଷାକର୍ମୀଙ୍କ ବଦଳରେ ଏବେ ରୋବୋଙ୍କୁ ସୁରକ୍ଷା କାର୍ଯ୍ୟରେ ନିୟୋଜନ କରିବାର ଧାରା ବଢ଼ିିବାରେ ଲାଗିଛି। ଘରୋଇ ଏବଂ ବ୍ୟବସାୟିକ କାର୍ଯ୍ୟରେ ରୋବୋଗୁଡିକର ବ୍ୟବହାର ପୂର୍ବରୁ ଯଥେଷ୍ଟ ବୃଦ୍ଧି ପାଇଛି। ଘର ସଫା କରିବା ଠାରୁ ଆରମ୍ଭ…
ଫୁଲଝାଡ଼ୁ ଚାଷ ଦେଇଛି ରୋଜଗାର
ଦାରିଙ୍ଗବାଡ, ୫।୩(ଡି.ଏନ୍.ଏ): ସବୁ ଘରେ ରାତି ପାହିଲେ ଖୋଜା ପଡେ ଝାଡୁ। ପ୍ଲାଷ୍ଟିକ ଯୁଗରେ ଏବେ ବି ଫୁଲଝାଡୁର ଚାହିଦା ରହିଛି। ସେହିପରି ରାଜ୍ୟରେ ବିଭିନ୍ନ ଜିଲାରେ ବିଭିନ୍ନ ପ୍ରକାର ଝାଡୁ ତଥା ତାଳପତ୍ର ସମେତ ଖଜୁରି ଝାଡୁ, ନଡ଼ିଆ ଗଛରୁ…
ଅଳିଆଗଦାରେ ଶତାଧିକ ସ୍ବାସ୍ଥ୍ୟକାର୍ଡ
ପାରଳାଖେମୁଣ୍ଡି, ୫।୩ (ଡି.ଏନ୍.ଏ.): ପାରଳାଖେମୁଣ୍ଡି ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସର ଅଳିଆଗଦାରେ ଶତାଧିକ ସ୍ବାସ୍ଥ୍ୟକାର୍ଡ ପଡ଼ିଥିବା ଦେଖିବାକୁ ମିଳିଛି। ଯଦିଓ କାର୍ଡଗୁଡ଼ିକ ରାଷ୍ଟ୍ରୀୟ ସ୍ବାସ୍ଥ୍ୟବୀମା ଅର୍ନ୍ତଭୁକ୍ତ, କିନ୍ତୁ ଏତେସଂଖ୍ୟକ କାର୍ଡ ଅଳିଆ ଗଦାରେ ପଡ଼ିବା ନିଶ୍ଚିତ ଦୁର୍ଭାଗ୍ୟଜନକ। କିଏ…
ପୈତୃକ ଗ୍ରାମରେ ବିଜୁବାବୁଙ୍କ ନାଁରେ ମ୍ୟୁଜିୟମ୍ ଦାବି
ଭଞ୍ଜନଗର,୫।୩(ଡି.ଏନ.ଏ): ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ମାର୍ଚ୍ଚ ୫ରେ ସାରା ରାଜ୍ୟବ୍ୟାପୀ ପାଳନ ହେଉଥିବା ବେଳେ ତାଙ୍କ ପୈତୃକ ଗ୍ରାମ ଗଞ୍ଜାମ ଜିଲା ଭଞ୍ଜନଗର ସହରଠାରୁ ମାତ୍ର ୩ କିମି ଦୂର ଘୁମୁସର ନୂଆଁଗାସ୍ଥିତ ବାସଭବନରେ ମଧ୍ୟ ଜୟନ୍ତୀ…
ବାସହରା ବନ୍ୟଜନ୍ତୁ ଜନବସତିମୁହାଁ
କେନ୍ଦୁଝର,୫।୩ (ସ୍ବ.ପ୍ର.): ଏକଦା ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିବା କେନ୍ଦୁଝରର ବଣପାହାଡ଼ ଏବେ ଗଛଶୂନ୍ୟ ହୋଇପଡିଛି। ଫଳରେ ବନ୍ୟଜନ୍ତୁଙ୍କ ସୁରକ୍ଷିତ ଆଶ୍ରୟସ୍ଥଳ ପଦା ହେବାକୁ ବସିଥିବାରୁ ବନ୍ୟଜନ୍ତୁ ଏବେ ବାସହରା ହୋଇ ଜନବସତିମୁହଁା ହେଉଛନ୍ତି। ଜଙ୍ଗଲରେ ଖାଦ୍ୟାଭାବ ଯୋଗୁ ହାତୀପଲ ସହରମୁହଁା…
ଶ୍ରମିକଙ୍କ ପାଇଁ ଦିନ ୧୧ରୁ ୩ କାର୍ଯ୍ୟ ବନ୍ଦ
ଭଦ୍ରକ ଅଫିସ,୫।୩: ସମ୍ଭାବ୍ୟ ଅଂଶୁଘାତ ମୁକାବିଲା ପାଇଁ ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଜିଲା ଜରୁରୀକାଳୀନ ବିଭାଗ ସଂଯୋଜନାରେ ଜିଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଏଥିରେ ଅଧ୍ୟକ୍ଷତା କରିଥିଲେ। ଜିଲାରେ ପାନୀୟ ଜଳ ଯୋଗାଣ…
Archives


