ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ଭଞ୍ଜସେନା
ବାରିପଦା ଅଫିସ,୧୦।୩: ଶିମିଳିପାଳ ଅଭୟାରଣ୍ୟକୁ ନିଆଁରୁ ସୁରକ୍ଷା ଏବଂ ଗ୍ରାମାଞ୍ଚଳରେ ଲୋକଙ୍କୁ ପାନୀୟ ଜଳ ଯୋଗାଣ ଦାବିକୁ ନେଇ ଭଞ୍ଜସେନା ପକ୍ଷରୁ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଙ୍ଗଠନର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ନିର୍ଦ୍ଦେଶରେ…
କଦଳୀଗଛ କଟାକୁ ନେଇ ମରଣାନ୍ତକ ଆକ୍ରମଣ: ଗୋଟିଏ ପରିବାରର ୪ ଗୁରୁତର
ବାହାନଗା,୧୦।୩(ଡି.ଏନ୍.ଏ.): ବାଲେଶ୍ବର ଜିଲା ବାହାନଗା ବ୍ଲକ ଖନ୍ତାପଡ଼ା ପଞ୍ଚାୟତ ନଇଁଛଣପୁର ଗ୍ରାମରେ କଦଳୀଗଛ କଟାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ ହୋଇଛି। ଫଳରେ ଗୋଟିଏ ପରିବାରର ୪ଜଣ ଗୁରୁତର ହୋଇଛନ୍ତି। ଆହତମାନଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଖନ୍ତାପ ଥାନା ନଇଁଛଣପୁର ଗ୍ରାମର…
ନ୍ୟୁ ୟର୍କ ଟାଇମ୍ସ ଉପରେ ଅଭିଯୋଗ ଆଣିଲେ ଅନୁରାଗ ଠାକୁର
ନୂଆଦିଲ୍ଲୀ,୧୦ ।୩: କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଶୁକ୍ରବର ନୁ ୟର୍କ ଟାଇମ୍ସ ସମେତ ବିଦେଶୀ ମିଡଆ ଉପରେ ଅଭିଯୋଗ ଆଣିଛନ୍ତି । ଏମାନେ ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଦୁଷ୍ପ୍ରଚାର କରିଥିବା ଅଭିଯୋଗ କରିଛନ୍ତି ଠକୁର ।…
ଅଷ୍ଟ୍ରେଲୀୟ ଅଧିନାୟକ ପାଟ କୁମିନ୍ସଙ୍କ ମା’ଙ୍କ ପରଲୋକ
ସିଡନୀ,୧୦।୩: ଅଷ୍ଟ୍ରେଲୀୟ ଦଳର ନିୟମିତ ଅଧିନାୟକ ପାଟ କୁମିନ୍ସଙ୍କ ମା’ ମାରିଆ କୁମିନ୍ସଙ୍କ ଦେହାନ୍ତ ହୋଇଛି। ମାରିଆ ଦୀର୍ଘ ଦିନ ଧରି କ୍ୟାନ୍ସର୍ ସହ ସହ ଲଢୁଥିଲେ। ଭାରତ ଗସ୍ତରେ ବର୍ଡର-ଗାଭାସ୍କର ଟ୍ରଫିରେ ପ୍ୟାଟ କୁମିନ୍ସ ଦଳର ଅଧିନାୟକ ଥିଲେ। କିନ୍ତୁ…
ରୋହିତଙ୍କଠାରୁ ଚାପୁଡା ଖାଇବାରୁ ଅଳ୍ପକେ ବର୍ତ୍ତିଲେ ଇଶାନ
ଅହମ୍ମଦାବାଦ,୧୦।୩: ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ ଅହମ୍ମଦାବାଦରେ ଖେଳାଯାଉଛି। ଏହି ମ୍ୟାଚ୍ରେ ଇଶାନ କିଶାନଙ୍କ ଡେବ୍ୟୁକୁ ନେଇ ଅନେକ କଳ୍ପନାଜଳ୍ପନା କରାଯାଉଥିଲା, କିନ୍ତୁ ତାହା ହୋଇ ନ ଥିଲା। ଅଧିନାୟକ ରୋହିତ ଶର୍ମା ଉଇକେଟ କିପର କେ.ଏସ ଭରତଙ୍କ ସହ…
ଏହି ଅଭିନେତ୍ରୀଙ୍କ ସହ କାମ କରିବାକୁ ଚାହାନ୍ତି ରଣବୀର, ନାଁ ଶୁଣିଲେ ଆଲିଆଙ୍କୁ ଲାଗିବ ଝଟ୍କା
ମୁମ୍ବାଇ: ଫିଲ୍ମ ‘ବ୍ରହ୍ମାସ୍ତ୍ର’ ପରେ ରଣବୀର କପୁର ପୁଣି ଥରେ ବକ୍ସ ଅଫିସରେ ସଫଳତାର ସ୍ବାଦ ଚାଖିଛନ୍ତି। ତାଙ୍କ ଫିଲ୍ମ ‘ତୁ ଝୁଠି, ମୈ ମକ୍କର’ ବକ୍ସ ଅଫିସରେ ବହୁତ ଭଲ ପ୍ରଦର୍ଶନ କରୁଛି। ତାଙ୍କ ଫିଲ୍ମର ପ୍ରମୋଶନ ସମୟରେ ରଣବୀର…
ଏଚ୍୩ଏନ୍୨ ଭାଇରସ: ୩ ରାଜ୍ୟରୁ ୬ ମୃତ
ବେଙ୍ଗାଲୁରୁ,୧୦।୩: ଦେଶରେ ଏଚ୍୩ଏନ୍୨ ଭାଇରସରେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କର ମୃତ୍ୟୁ ହୋଇଛି। ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରୁ ଜଣେ କର୍ନାଟକ ହାସନ ଜିଲାର ହୋଇଥିବା ବେଳେ ଅନ୍ୟ ୫ ଜଣ ପଞ୍ଜାବ ଏବଂ ହରିଆଣାର…
ବ୍ୟସ୍ତବହୁଳ କାର୍ଯ୍ୟସୂଚୀ
ଆଗକୁ ଟିମ୍ ଇଣ୍ଡିଆ ପାଇଁ ଅନେକ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ରହିଛି। ଅକ୍ଟୋବର ଏବଂ ନଭେମ୍ବରରେ ଏକଦିବସୀୟ ଆଇସିସି ବିଶ୍ୱକପ୍ ଭାରତରେ ଖେଳାଯିବ। ଚଳିତ ବର୍ଡର-ଗାଭାସ୍କର ସିରିଜ୍ ପରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ଟି ଏକଦିବସୀୟ ମ୍ୟାଚ ଖେଳାଯିବ। ବିଶ୍ୱ ଟେଷ୍ଟ…
ସଫଳତମ ଅଧିନାୟିକା ମେଗ୍ ଲାନିଙ୍ଗ୍
ମେଗ୍ ଲାନିଙ୍ଗ୍ଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ୫ ଥର ବିଶ୍ୱ ଚାମ୍ପିୟନ ହୋଇଛି। ଟି୨୦ରେ ୪ ଥର ଏବଂ ଦିନିକିଆରେ ଥରେ ଲାନିଙ୍ଗ୍ଙ୍କ ନେତୃତ୍ୱରେ ଟ୍ରଫି ହାସଲ କରିଛି ଦଳ। ଓଭରଅଲ୍ ତାଙ୍କ ଉପସ୍ଥିତିରେ ଅଷ୍ଟ୍ରେଲିଆ ସମୁଦାୟ ୭ଥର ବିଶ୍ୱକପ୍ ବିଜୟୀ ହୋଇଛି।…
ଆଇପିଏଲ୍ରେ ବିଳମ୍ବରେ ଯୋଗଦେବେ ଦକ୍ଷିଣଆଫ୍ରିକା ଖେଳାଳି
ଜୋହାନ୍ସବର୍ଗ,୧୦।୩: ୨୦୨୩ ବିଶ୍ବକପ ପାଇଁ ଯୋଗ୍ୟତାପର୍ଯ୍ୟାୟ ମ୍ୟାଚ ମାର୍ଚ୍ଚ ୩୧ ଏବଂ ଏପ୍ରିଲ ୨ରେ ଦକ୍ଷିଣଆଫ୍ରିକା-ନେଦରଲାଣ୍ଡ୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ ଦକ୍ଷିଣ ଆଫ୍ରିକା ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଛି। ନେଦରଲାଣ୍ଡ୍ସ ବିପକ୍ଷରେ ଏହି ଶୃଙ୍ଖଳା ଜିତିଲେ ଦକ୍ଷିଣଆଫ୍ରିକା ସିଧାସଳଖ ବିଶ୍ବକପ…
ମୁଁ କାହିଁକି ନାରୀ ଓ ପୁରୁଷର ସମାନତା ବିଷୟରେ ଆଶାବାଦୀ
ମୁଁ ଗତବର୍ଷ ସମ୍ବିଧାନ ଦିବସରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ଆୟୋଜିତ ଉତ୍ସବରେ ସମାପନୀ ଭାଷଣ ଦେଉଥିଲି। ନ୍ୟାୟ ପ୍ରସଙ୍ଗରେ କହିଲାବେଳେ ବିଚାରାଧୀନ କଏଦୀଙ୍କ କଥା ମୋର ମନେପଡ଼ିଗଲା ଏବଂ ସେମାନଙ୍କ ଦୁର୍ଦ୍ଦଶା ବିଷୟରେ ନ କହି ମୁଁ ରହିପାରିଲି ନାହିଁ।…
ହୃଦୟ ଜିତିଲେ ଜୁନିଅର୍ ଏନ୍ଟିଆର୍
୯୫ତମ ଓସ୍କାର ପୁରସ୍କାର ଉପରେ ସମସ୍ତ ଭାରତୀୟଙ୍କ ନଜର ରହିଛି। ଏହି ପୁରସ୍କାର ସମାରୋହ ସମସ୍ତ ଦେଶବାସୀଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ ହେବାକୁ ଯାଉଛି। କାରଣ ସାଉଥ୍ ନିର୍ଦ୍ଦେଶକ ଏସ ରାଜମୌଲିଙ୍କ ଫିଲ୍ମ ‘ଆରଆରଆର’ର ଗୀତ ‘ନାଟୁ ନାଟୁ’ ବେଷ୍ଟ…
Archives


